Daily Archives

January 14, 2021

ଟିକା ନେବା ପରେ ଯଦି କିଛି ହୁଏ କ୍ଷତିପୂରଣ ଦେବେ ନାହିଁ କେନ୍ଦ୍ର ସରକାର!

ନୂଆଦିଲ୍ଲୀ: ଟିକା ନେବା ପରେ ଯଦି କିଛି କ୍ଷତି ହୁଏ ତେବେ କେନ୍ଦ୍ର ସରକାର କ୍ଷତିପୂରଣ ଦେବେ ନାହିଁ | କେନ୍ଦ୍ର ସରକାର ଆଜି ସ୍ପଷ୍ଟ କରିଛନ୍ତି ଯେ କରୋନା ଭୂତାଣୁ ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଥିବା ଦୁଇ କମ୍ପାନୀ ସରକାରଙ୍କ ତରଫରୁ କୌଣସି…
ଅଧିକ ଖବର ଦେଖନ୍ତୁ...

ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଏୟାର ଟ୍ୟାକ୍ସି ସେବା, କାର ଭଳି ଅନଲାଇନରେ ଭଡା ନେଇପାରିବେ ବିମାନ

ଚଣ୍ଡୀଗଡ଼: ଆଜିଠାରୁ ଦେଶର ପ୍ରଥମ ଏୟାର ଟ୍ୟାକ୍ସି ସେବା ଆରମ୍ଭ ହୋଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହାକୁ ଚଣ୍ଡୀଗଡ଼ରେ ଆରମ୍ଭ କରିଥିଲେ। ଏହି ଏୟାର ଟ୍ୟାକ୍ସି ଚଣ୍ଡିଗଡ଼ରୁ ହିସାର ପର୍ଯ୍ୟନ୍ତ ଆରମ୍ଭ ହୋଇଛି | ଏୟାର ଟ୍ୟାକ୍ସି ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନବନ୍ଦରରୁ…
ଅଧିକ ଖବର ଦେଖନ୍ତୁ...

ମକର କୁମାରେ ନିଆଁ ଲଗାଇବାକୁ ଯାଇଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ

ବାରିପଦା: ମକର ପର୍ବ ପାଳନ ଅବସରରେ ପାହାନ୍ତା ସମୟରେ ମକର କୁମାରେ ନିଆଁ ଲଗାଇବାର ପରମ୍ପରା ରହିଛି। ଯୁବତୀମାନେ ଏହା କଲେ ଶୁଭ ମିଳିଥାଏ ବୋଲି ବିଶ୍ବାସ ରହିଛି । ମାତ୍ର କିଏ ଜାଣିଥିଲା ଏହି ପରମ୍ପରା ହିଁ ଜଣେ ଯୁବତୀଙ୍କ ପାଇଁ କାଳ ହେବ। ଘର ନିକଟସ୍ଥ ଏକ ପଡ଼ିଆକୁ ମକର କୁମାରେ ନିଆଁ…
ଅଧିକ ଖବର ଦେଖନ୍ତୁ...

ନାଳରେ ପଡ଼ି ଦୁଇ ବାଳିକା ମୃତ, ଟିଟିଲାଗଡ଼ରେ ଶୋକାକୁଳ ପରିବେଶ

କଂଟାବାଞ୍ଜି/ ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ଏକ ପରିତ୍ୟକ୍ତ ନାଳରେ ପଡ଼ି ଗୁରୁବାର ଦୁଇଜଣ ବାଳିକାଙ୍କ ମୃତ୍ୟୁ ଘଟିଛି। ସେଦୁହେଁ ହେଲେ ଟିଟିଲାଗଡ଼ ହାଟପଦା ପଡ଼ାର ବରିଷ୍ଠ ଓକିଲ ସଞ୍ଜୀବ ପାଢ଼ୀଙ୍କ ଝିଅ ସମୃଦ୍ଧି ପାଢ଼ୀ (୬ ବର୍ଷ) ଓ ହାଟପଦାର ଦୋକାନୀ ସରୋଜ ରଥଙ୍କ ଝିଅ…
ଅଧିକ ଖବର ଦେଖନ୍ତୁ...

୨ ବର୍ଷ ମଧ୍ୟରେ ଭାରତରେ ୨୦ କୋଟି ଉପଭୋକ୍ତା ଯୋଡିବାକୁ ଲକ୍ଷ୍ୟ ରଖିଛି ସିଗନାଲ

ନୂଆଦିଲ୍ଲୀ: ହ୍ଵାଟ୍ସଆପର ନୂଆ ପ୍ରାଇଭେସି ପଲିସୀକୁ ନେଇ ଖପ୍ପା ଥିବା ୟୁଜର୍ସଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ସିଗନାଲ ଯୋଜନା ପ୍ରସ୍ତୁତ କରିଛି | ହ୍ଵାଟ୍ସଆପର ପ୍ରାଇଭେସି ପଲିସୀ ପ୍ରତି ଲୋକଙ୍କର ଅସନ୍ତୋଷ ବଢୁଥିବାବେଳେ ଏବେ ଲୋକମାନେ ହ୍ଵାଟ୍ସଆପକୁ ବିଦାୟ ଦେଇ ନୂଆ ମେସେଜିଙ୍ଗ ଆପରେ…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ବୁଲୁଛି ଚିତାବାଘ; ଲୋକେ ନିର୍ଭୟରେ ‌ଉଠାଉଛନ୍ତି ଫଟୋ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଚିତାବାଘର ଭିଡିଓ ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ତୀର୍ଥନ ଭେଲିର ବୋଲି କୁହାଯାଉଛି। ଏଥିରେ ଏକ ଚିତାବାଘ ରାସ୍ତା ଉପରେ ଚାଲିଚାଲି ଯାଉଛି। ଆଉ ଚିତାକୁ ଦେଖିବାକୁ ଗାଡ଼ିଚାଳକମାନେ ରାସ୍ତା ଉପରେ ଗାଡ଼ିଗୁଡ଼ିକୁ ଧାଡ଼ିଧାଡ଼ି କରି ଅଟକାଇ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୯୨ହଜାର ୫୫୫ ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ କରୋନା ପ୍ରତିଷେଧକ ଟୀକାକରଣ ପାଇଁ ୪ଲକ୍ଷ ୮ହଜାର କୋଭିସିଲ୍ଡ ଟିକା ଓ ୨୦ ହଜାର କୋଭାସ୍କିନ୍ ଟୀକା ପହଞ୍ଚିସାରିଛି । କୋଭିସିଲ୍ଡ୍ ଟିକା ୧୦ ଡୋଜ୍ ବିଶିଷ୍ଟ ହୋଇଥିବା ବେଳେ କୋଭାସ୍କିନ୍ ଟିକା ୨୦…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଜିଲ୍ଲାରେ ହୋଟେଲ ପଛପଟରୁ ମିଳିଲା କଟାହାତ

ସୁନ୍ଦରଗଡ: ବିଲ ଭିତରୁ ମିଳିଲା କଟା ହାତ। ସୁନ୍ଦରଗଡ଼ ଜିଲ୍ଲା କିରେଇ ପଂଚାୟତର ଗାଁ ସାଥି ରମେଶ ସିଂଙ୍କ କଟାହାତ ହୋଇଥିବା ସନ୍ଦେହ କରାଯାଉଛି। କାରଣ ଗତକାଲି ରାତିରୁ ନିଖୋଜ ଅଛନ୍ତି ରମେଶ। ଆଜି ବହୁ ଖୋଜାଖୋଜି କରିବା ପରେ ଏକ ବିଲରୁ ମିଳିଛି କଟାହାତ। ପୁଲିସର ତନାଘନା ଜାରି ରହିଛି। ଟାଉନ…
ଅଧିକ ଖବର ଦେଖନ୍ତୁ...

ଭାରତ ବାୟୋଟେକର ଦାବି‌; ଛୋଟ ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ନିରାପଦ କୋଭାକ୍ସିନ୍ ଟିକା

ନୂଆଦିଲ୍ଲୀ: କୋଭିଡ ବିରୋଧରେ ଚାଲିଥିବା ଲଢେଇରେ ଯେତେବେଳେ ସମୂହ ଟିକାକରଣ ପାଇଁ ସବୁ ଦେଶ ଅଣ୍ଟା ଭିଡିଛନ୍ତି ସେତେବେଳେ ସବୁଠୁ ବଡ ପ୍ରଶ୍ନ ଉଠିଛି ଯେ, କମ ବୟସର ପିଲାମାନଙ୍କୁ କୋଭିଡ ଟିକା ଦିଆଯିବ ନା ନାହିଁ । ଯଦି ଦିଆଯିବ କେତେ ବୟସର ପିଲାଙ୍କୁ ଏହା ଦିଆଯିବ । ଆମେରିକାରେ ମଡର୍ଣ୍ଣା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଯେଉଁ କାମ ମନପ୍ରାଣ ଢାଳି କରିବେ ତହିଁରେ ନିଶ୍ଚିତ ସଫଳତା ପାଇବେ। ଅଫିସରେ ଅଧିକାରୀଙ୍କ ସହଯୋଗ ମିଳିବ। ଆପଣଙ୍କୁ ପ୍ରେମ ପ୍ରସ୍ତାବ ମିଳିପାରେ। ବୃଷ: ଆଧୢାତ୍ମିକ ଭାବନାରେ ସମୟ ବିତିବ। କର୍ମକ୍ଷେତ୍ରରେ ପ୍ରଶ˚ସା ପାଇବେ। ବନ୍ଧୁ ସହିତ ସମ୍ବନ୍ଧ ଉତ୍ତମ ହେବ। ବ୍ୟବସାୟ କାମରେ ଦୂର…
ଅଧିକ ଖବର ଦେଖନ୍ତୁ...