Daily Archives

January 15, 2021

ଲକଡାଉନ୍‌ ଆଣିଦେଲା ଅନ୍ତର୍ନିହିତ ଗୁଣ, ବିନା ତାଲିମରେ ସୁନ୍ଦର ଚିତ୍ର ଆଙ୍କୁଛନ୍ତି ଆଶୁତୋଷ

ମାଲକାନଗିରି: କରୋନା ମହାମାରି ଯୋଗୁଁ ସାରା ଦେଶ, ରାଜ୍ୟ ୯ ମାସ ଧରି ଲକଡାଉନରେ ରହିଥିଲା। ଲକଡାଉନ ଯୋଗୁଁ ବହୁ ଲୋକଙ୍କର କ୍ଷତି ହୋଇଥିବା ବେଳେ ଆଉ କିଛି ଲୋକଙ୍କ ପାଇଁ ଆଶୀର୍ବାଦ ମଧ୍ୟ ହୋଇଥିଲା। ସେମାନଙ୍କ ମଧ୍ୟରୁ ମାଲକାନଗିରି ସଦର ମହକୁମାର ମେଡିକାଲ ଛକ ନିକଟରେ ରହୁଥିବା ଆଶୁତୋଷ…
ଅଧିକ ଖବର ଦେଖନ୍ତୁ...

ସ୍ନାପ ଡିଲ୍ ଲଟେରି ନାଁ ଠକେଇ ଉଦ୍ୟମ! ପଠାଇଥିଲେ ୯ ଲକ୍ଷ ଟଙ୍କାର ଲଟେରି କୁପନ୍, ମାଗୁଥିଲେ ୩ ହଜାର ୫୦୦ ଟଙ୍କା

ରାୟଗଡ଼ା : ‘‘ଆପଣଙ୍କର ୯ ଲକ୍ଷ ଟଙ୍କାର ଲଟେରି ଲାଗିଛି। ରେଜିଷ୍ଟ୍ରେସନ୍ ପାଇଁ ୩ ହଜାର ୫ ଶହ ଟଙ୍କା ପଠାନ୍ତୁ। ରେଜିଷ୍ଟ୍ରେସନ୍ ଫି’ ପହଞ୍ଚିବା ପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲଟେରି ବାବଦ ଟଙ୍କା କ୍ରେଡିଟ୍ ହୋଇଯିବ…’’। ସ୍ନାପ ଡିଲ୍ ଲଟେରି ନାଁରେ ସାଇବର ଲୁଟେରାଙ୍କ ଦ୍ବାରା ଠକେଇର…
ଅଧିକ ଖବର ଦେଖନ୍ତୁ...

କରୋନା ଠାରୁ ବେଶୀ ବିପଦଜନକ ବିଜେପି: ନୁସରତ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ଦଳ ପରସ୍ପରକୁ ଘେରିବାକୁ ଚେଷ୍ଟା କରୁଛନ୍ତି। ଆଉ ଏଭଳି ସ୍ଥିତିରେ ପଶ୍ଚିମବଙ୍ଗର ବସିରହାଟରୁ ତୃଣମୂଳ କଂଗ୍ରେସର ସାଂସଦ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାନ ଏକ ବିବାଦୀୟ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ କେବଳ ବିଜେପି,…
ଅଧିକ ଖବର ଦେଖନ୍ତୁ...

୧୦୩ଟି ସ୍ବତନ୍ତ୍ର ଦଳ ମଣ୍ଡି ବୁଲି ଗଛିତ ଧାନର ଯାଂଚ କଲେ: ୯ କୁଇଣ୍ଟାଲ ଧାନ ଗଚ୍ଛିତ ଥିବା ସମ୍ଭାବନା କହିଲେ ଜିଲ୍ଲା…

ଜୟପୁର: କେଉଁ ମଣ୍ଡିରେ କେତେ ଧାନ ରହିଛି ତାହାର ଆକଳନ କରିଛି ଆଜି ସ୍ବତନ୍ତ୍ର ଦଳ। ୨ଟି ଉପଖଣ୍ଡର ୧୪ଟି ବ୍ଲକରେ ୧୦୩ଟି ଟିମ୍ ଯାଂଚ କରିଥିଲେ। ୨ ଉପଖଣ୍ଡର ୨ ଉପଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ, ୧୪ଟି ଯାକ ବ୍ଲକର ବିଡିଓ, ତହସିଲଦାରମାନେ ବି ଏହି ୧୦୩ଟି ଦଳର ଯାଂଚକୁ…
ଅଧିକ ଖବର ଦେଖନ୍ତୁ...

ବୋଥ୍ରା ସେୟାର କଲେ ଏମିତି ଠିକଣା, ଯାହାକୁ ଆପଣ ଦେଖିଲେ ନ ହସି ରହିପାରିବେନି

ହାଇଦ୍ରାବାଦ: ଆପଣଙ୍କ ଘରର ଠିକଣା କଣ ପଚାରିଲେ, ଆପଣ ଘରର ନମ୍ବର ସହ ଗ୍ରାମର ନାମ, ପୋଷ୍ଟ ଅଫିସ, ପୋଷ୍ଟ ପିନ, ଜିଲ୍ଲା ଉଲ୍ଲେଖ କରିବେ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଠିକଣା ବାବଦରେ କହିବୁ ଯାହାକୁ ପଢିଲେ ଆପଣ ନ ହସି ରହିପାରିବେନି | ଏମିତି ଏକ ଠିକଣାକୁ ବରିଷ୍ଠ ଆଇପିଏସ…
ଅଧିକ ଖବର ଦେଖନ୍ତୁ...

କୃଷକଙ୍କ ପାଇଁ ନୂଆ କ୍ୟାମ୍ପେନ ଆରମ୍ଭ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ମୋଦୀ ସରକାର ତିନୋଟି ନୂତନ କୃଷି ଆଇନ ଆଣିଥିଲେ । ଏହି ଆଇନ ବିରୋଧରେ ଚାଷୀଙ୍କ ପ୍ରଦର୍ଶନ ଜାରି ରହିଛି। ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଯେପର୍ଯ୍ୟନ୍ତ ସରକାର ସମସ୍ତ ତିନୋଟି ନୂତନ ଆଇନ ପ୍ରତ୍ୟାହାର ନକରନ୍ତି, ସେପର୍ଯ୍ୟନ୍ତ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ହାତୀ ଏକାକୀ ଲଢ଼ିବ ୟୁପି ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କୌଣସି ଦଳ ସହିତ ଗଠବନ୍ଧନ ନ କରି ଏକାକୀ ଲଢ଼ିବ ବହୁଜନ ସମାଜ ପାର୍ଟି | ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଭାପତି ମାୟାବତୀ ଘୋଷଣା କରିଛନ୍ତି ଯେ ଆଗାମୀ ଉତ୍ତରପ୍ରଦେଶ…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ ପେଁକାଳି ଗିଳି ଶିଶୁ ମୃତ

ଆନନ୍ଦପୁର: ଘସିପୁରା ବ୍ଲକ୍ ଅନ୍ତର୍ଗତ ଅର୍ଜୁନବଣିଆ ଗାଁରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା। ପ୍ଲାଷ୍ଟିକ୍ ପେଁକାଳି ଗିଳି ଦେବାରୁ ଜଣେ ୪ ବର୍ଷର ଶିଶୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଘଟଣା ଆଜି ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଗାଁର ମନୁ ନାଇକଙ୍କ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟରୁ ଫେରୁଥିଲେ, ଘରେ ପହଞ୍ଚିବାର ଅଧଘଣ୍ଟା ଆଗରୁ ଟ୍ରକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର: ମକର ପ‌ାଇଁ ସୁଦୂର ଗୁଜୁରାଟରୁ ଘରକୁ ଫେରୁଥିଲେ। ଅଧଘଣ୍ଟା ପରେ ଘରେ ପହଞ୍ଚିଥାନ୍ତେ। ହେଲେ ଏହା ପୂର୍ବରୁ ଟ୍ରକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ମୃତ ଯୁବକ ଜଣଙ୍କ ହେଉଛନ୍ତି ଘସିପୁରା ଥାନା ନିଆଳିଝରଣ ଗ୍ରାମର ମୋହନ ହେମ୍ବ୍ରମ (୩୦)। ମୋହନ କିଛିବର୍ଷ ହେଲା…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ ୫୦ ଟନ୍‌ ଲୁହାପଥର ଜବତ

କେନ୍ଦୁଝର: ବଡ଼ବିଲ ପୁଲିସ ୩ଟି ୧୨ ଚକିଆ ଟ୍ରକ୍‌ ଜବତ କରି ୬ଜଣଙ୍କୁ ଗିରଫ କରିଥିବାବେଳେ ଆଜି ବନ ବିଭାଗ ଓ ଖଣି ବିଭାଗ ମିଳିତଭାବେ ଚଢ଼ଉ କରି ବଡ଼ବିଲ ରେଞ୍ଜ ବଲାଣି ବିଟ୍ ଡୁମରତା ଅଞ୍ଚଳରୁ ୫୦ ଟନ୍‌ ଲୁହାପଥର ଜବତ କରିଛନ୍ତି। ଏହି ସ୍ଥାନରୁ ନିୟମିତ ମାଫିଆମାନେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ…
ଅଧିକ ଖବର ଦେଖନ୍ତୁ...