Daily Archives

January 15, 2021

ଦୁଇ ବାଇକ୍ ମୁହାଁମୁହିଁ: ଜଣେ ମୃତ, ଦୁଇ ଗୁରୁତର

କେନ୍ଦୁଝର: ସଦର ଥାନା ବାଉରୀପଦା ପଞ୍ଚାୟତ ମୁକୁନା କାଜୁ ଜଙ୍ଗଲ ନିକଟରେ ଆଜି ସଂଧ୍ୟାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣକର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଯୁବକ ହେଲେ ହେଲେ ବାଉରୀପଦା ପଞ୍ଚାୟତ ମହାଦେବପୁର ଗ୍ରାମର ଗୋପୀନାଥ…
ଅଧିକ ଖବର ଦେଖନ୍ତୁ...

ମମତାଙ୍କ ହାତ ଛାଡିପାରନ୍ତି ବଙ୍ଗଳା ଅଭିନେତ୍ରୀ ତଥା ସାଂସଦ ଶତାବ୍ଦୀ ରାୟ!

କୋଲକାତା: ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଆଉ ଏହା ପୂର୍ବରୁ ଉଭୟ ବିଜେପି ଓ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଗଲେଣି | ପଶ୍ଚିମବଙ୍ଗର କିଛି ନେତା ଏବେ ଦଳବଦଳ କରୁଥିବାବେଳେ ତୃଣମୂଳ କଂଗ୍ରେସର ଟାଣୁଆ ନେତା ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ…
ଅଧିକ ଖବର ଦେଖନ୍ତୁ...

ନକଲି ଖାଦ୍ୟ ଉତ୍ପାଦନ କଂପାନି ଉପରେ ଚଢ଼ଉ; ଟମାଟୋ-ଚିଲି ସସ୍‌ ଓ ଅଚାର ସମେତ ଥଣ୍ଡାପାନୀୟ ଜବତ

ଧର୍ମଶାଳା: ଯାଜପୁର ଜିଲ୍ଲାରେ ନକଲି ଏବଂ ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି। ଆଜି ଧର୍ମଶାଳା ପୁଲିସ ସୁନ୍ଦରିଆ ପଞ୍ଚାୟତର ଷଣ୍ଢପୁର ଗ୍ରାମରେ ଥିବା ଡିପି ଫୁଡ୍‌ସ ନାମକ ଏକ ସଂସ୍ଥାରେ ଚଢ଼ଉ କରି ଟମାଟୋ ସସ୍, ଚିଲି ସସ୍, ବିଭିନ୍ନ ଆଚାରା ଓ ଲିଚି…
ଅଧିକ ଖବର ଦେଖନ୍ତୁ...

ଟଙ୍କା ଦେଇନପାରିବାରୁ ପାକିସ୍ତାନର ଏକ ବିମାନକୁ ନିଜ ଅଧୀନକୁ ନେଲା ମାଲେସିଆ କମ୍ପାନୀ

କୁଆଲାଲମ୍ପୁର: ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନକୁ ଏକ ବଡ ଝଟକା ଦେଇଛି ମାଲେସିଆ | ମାଲେସିଆ ପାକିସ୍ତାନର ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ବୋଇଙ୍ଗ ୭୭୭ ଯାତ୍ରୀବାହୀ ବିମାନକୁ ନିଜ ଅଧୀନକୁ ନେଇଯାଇଛି | ପାକିସ୍ତାନୀ…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଧମକ ଦେଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୧.୭୦ ଲକ୍ଷ ଟଙ୍କା ଲୁଟିନେଲେ ଚାରି ଦୁର୍ବୃତ୍ତ!

ରାଇରଙ୍ଗପୁର/ବହଳଦା: ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ୍ । ଏହି ଅଞ୍ଚଳରେ ବାରମ୍ବାର ଲୁଟେରାମାନେ ଲୁଟ୍ କରିବାର ଲାଗିଛନ୍ତି । ଏଭଳି ଲୁଟ୍ ଘଟଣା ଘଟିଛି ବହଳଦା ଥାନା କାଙ୍କି ନିକଟରେ । ସୂଚନାଯୋଗ୍ୟ ଯେ, ବନ୍ଧନ ବ୍ୟାଙ୍କର ତିନି ଜଣ କର୍ମଚାରୀ ଦୁଇଟି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରାଜନୀତିରେ ଯୋଗାଯୋଗ ଭଲ ରହିବ। ବ୍ୟବସାୟରେ ଧନଲାଭ ହେବ। ବିଶେଷ ଯାତ୍ରାରେ ଯାଇପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଶୁଭ। ବୃଷ: ବ୍ୟବସାୟ ଓ ଚାକିରି ସ˚ପର୍କିତ କାମ ପୂରା ହେବ। ବକେୟା ଅର୍ଥ ମିଳିପାରେ। ସ୍ବାସ୍ଥ୍ୟରେ ସୁଧାର ହେବ। ଛାତ୍ରୀମାନେ ଇଣ୍ଟର୍‍ଭ୍ୟୁରେ ଭଲ କରିବେ।…
ଅଧିକ ଖବର ଦେଖନ୍ତୁ...

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିଧି ସଂଗ୍ରହ ଅଭିଯାନ, ଶ୍ରୀରାମ ମନ୍ଦିର ନିର୍ମାଣ ନିଧି ସମର୍ପଣ ସମିତିର ଶୁଭାରମ୍ଭ

ବାରିପଦା: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀଶ୍ରୀହରିବଳଦେବଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିର ସମ୍ମୁଖରୁ ବହୁ ପ୍ରତିକ୍ଷୀତ ଶ୍ରୀରାମ ମନ୍ଦିର ନିର୍ମାଣ ନିଧି ସମର୍ପଣ ସମିତିର ଶୁଭାରମ୍ଭ ହୋଇଛି । ଏହାପୂର୍ବରୁ ଶ୍ରୀ ଶ୍ରୀ ହରିବଳଦେବ ଜୀଉ…
ଅଧିକ ଖବର ଦେଖନ୍ତୁ...

ସ୍ଥଳସେନା ଦିବସରେ ଚାନ୍ଦିପୁର ପିଏକ୍ସଇ ପକ୍ଷରୁ ରକ୍ତଦାନ ଶିବିର

ଚାନ୍ଦିପୁର : ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ପ୍ରତିଷ୍ଠାନ ପିଏକ୍ସଇ ସ୍ଥଳସେନା ଦିବସ ଅବସରରେ ଆଜି ଏକ ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ପିଏକ୍ସଇ ହସ୍ପିଟାଲରେ ଅନୁଷ୍ଠିତ ହୋଇଯାଇଛି। ପିଏକ୍ସଇର ନିର୍ଦ୍ଦେଶକ ତଥା ବୈଜ୍ଞାନିକ ଡି. କେ. ଯୋଶୀ ଶିବିର ଉଦ୍‌ଘାଟନ…
ଅଧିକ ଖବର ଦେଖନ୍ତୁ...

ତେନ୍ତୁଳିଖୁଣ୍ଟି : ମାଡ଼ ମାରି ବାଇକ ସହ ୩୦ ହଜାର ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ

ତେନ୍ତୁଳିଖୁଣ୍ଟି : ଆଜି ସନ୍ଧ୍ୟା ସାଢେ ଛଅ ଘଣ୍ଟା ସମୟରେ ଜଣେ ବାଇକ ଆରୋହୀଙ୍କୁ ମାଡ଼ ମାରି ବାଇକ ଏବଂ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁଇଜଣ ଦୁବୃର୍ତ୍ତ। ତେନ୍ତୁଳିଖୁଣ୍ଟି ବ୍ଲକ ଦିଗୀ ପଂଚାୟତ ଅନ୍ତର୍ଗତ ଡମଗୁଡା- ପଣସପଦର ରାସ୍ତାରେ ଘଟିଛି ଏଭଳି ଘଟଣା। ବାଇକ ଆରୋହୀ ଦୁଇଜଣ ସେହି…
ଅଧିକ ଖବର ଦେଖନ୍ତୁ...

ମୋବିଲ୍‌ କାରଖାନା, ପାଳ ଗଦାରେ ଅଗ୍ନିକାଣ୍ଡ

ରାଉରକେଲା: ଆଜି ସହରର ଦୁଇଟି ସ୍ଥାନରେ ପୃଥକ ପୃଥକ ଅଗ୍ନିକାଣ୍ଡ ଘଟିଛି। ମୋବିଲ ରିଫାଇନାରୀ କାରଖାନାରେ ଅଗ୍ନିକାଣ୍ଡ ଘଟି କାରଖାନା ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଅନୁରୂପ ଭାବେ ବିଶ୍ରା ବ୍ଲକ କପାଟମୁଣ୍ଡା ବଡକାଟୋଲାରେ ଖଳାରେ ଅଗ୍ନିକାଣ୍ଡ ଘଟି ପାଳ ଗଦା ଜଳିଯାଇଛି।…
ଅଧିକ ଖବର ଦେଖନ୍ତୁ...