Daily Archives

January 16, 2021

ମାତିଛନ୍ତି ଚନ୍ଦନ କାଠ ମାଫିଆ; କୋରାପୁଟ ଜିଲ୍ଲାରୁ କୋଟି କୋଟି ଟଙ୍କାର ବଣ ନିଶ୍ଚିହ୍ନ

ଜୟପୁର: ଦିନ ଥିଲା ଚନ୍ଦନ ବଣ ଓ କୋରାପୁଟ ଜିଲ୍ଲାର ଚନ୍ଦନ କାଠକୁ ନେଇ ଜିଲ୍ଲାର ଗୌରବ ଓ ଖ୍ୟାତି ଥିଲା। ଏଠାରୁ ମହାପ୍ରଭୁ ଜଗନ୍ନାଥଙ୍କ ସମେତ ରାଜ୍ୟର ବିଭିନ୍ନ ମନ୍ଦିରକୁ ପ୍ରତ୍ୟେକ ବର୍ଷ ୫୦କୁଇଣ୍ଟାଲ ଚନ୍ଦନ କାଠ ଯାଉଥିଲା। ସେଭଳି ଉପରିସ୍ଥ ସରକାରୀ ଅଧିକାରୀ, ଭୁବନେଶ୍ବରରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇ ସାଢ଼େ ୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍‌

କଣ୍ଟାମାଳ : ଶୁକ୍ରବାର ରାତି ୧ଟାରେ ସମୟରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ସହର ଉପକଣ୍ଠ ଦେଉଳି ଗ୍ରାମରେ ସଶସ୍ତ୍ର ଡକାୟତି ହୋଇଛି। ଏହି ଗ୍ରାମର ଗଣେଶ ପ୍ରସାଦ ମିଶ୍ର ଓ ତାଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ମିଶ୍ର ଘରେ ଶୋଇଥିବା ସମୟରେ ୩ ଜଣ ଦୁର୍ବୃତ୍ତ ତାଙ୍କ ଫାଟକ ଓ ଘରର ତାଲା କାଟି ଘର ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ଷ୍ଟାଇଲରେ ପୁଲିସ-ଡକାୟତ ମୁହାଁମୁହିଁ : କୁଟାସିଂହା ଗାଁ ଲୋକ ଓ ପୁଲିସ ମିଶି କାବୁ କଲେ

ବଲାଙ୍ଗୀର/ଲୋଇସିଂହା : ଫିଲ୍ମ ଷ୍ଟାଇଲରେ ଡକାୟତି। ତାପରେ ଫେରାର ଡକାୟତ ଗ୍ୟାଙ୍ଗ୍। ହେଲେ ଲୁଟ୍‌ର ଶିକାର ବ୍ୟକ୍ତି ପୁଲିସକୁ ଖବର କରିବା ପରେ ପୁଲିସ ଚାରିଆଡ଼େ କରିଥିଲା ନାକାବନ୍ଦି। ଆଉ ଡକାୟତ ଗ୍ୟାଙ୍ଗ୍ ବେଶି ଦୂରକୁ ଯାଇପାରି ନଥିଲେ। ଲୋଇସିଂହା ଥାନା କୁଟାସିଂହା ଗାଁ ଜଙ୍ଗଲ ରାସ୍ତାରେ…
ଅଧିକ ଖବର ଦେଖନ୍ତୁ...

ନୂଆବର୍ଷରେ ଅଭିବୃଦ୍ଧି ଫେରିବ, ଏଫଡିରେ ନିବେଶ କରିବାକୁ ବଜାଜ ଫାଇନାନ୍ସର ପରାମର୍ଶ

ଭୁବନେଶ୍ୱର  : ୨୦୨୦ରେ ୪.୨% ର ହ୍ରାସ ସହିତ, ବିଶ୍ୱ ଜିଡିପି ୨୦୨୧ରେ ଏକ ଆଶାର କିରଣ ପ୍ରଦାନ କରିଛି । ଆଗାମୀ ଆର୍ଥିକ ବର୍ଷରେ ଏହା ୪.୬% ବୃଦ୍ଧି ହେବାର ଆଶା କରାଯାଉଛି । ତେଣୁ, ଏହି ନବ ବର୍ଷରେ ଏକ ନୂତନ ଆରମ୍ଭ କରିବା ପାଇଁ ନିବେଶକଙ୍କ ମନରେ ଆଶା ସୃଷ୍ଟି କରିଛି ଓ ବଜାରରେ ପ୍ରଗତି…
ଅଧିକ ଖବର ଦେଖନ୍ତୁ...

୨ ଜଣ ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଂଚାଇଲେ ଜିଲ୍ଲା ଯୁବ ଓ ଛାତ୍ର ବିଜେଡି କର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଯୁବ ବିଜେଡି ଓ ଛାତ୍ର ବିଜେଡି ତରଫରୁ ଦୁଇ ଜଣ ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଂଚାଇଥିବା ନେଇ ଜଣାପଡିଛି। ପଡିଆ ବ୍ଲକର ପ୍ରତିଭା ରାୟ ନାମକ ମହିଳା ଗର୍ଭବତୀ ଥିବା ବେଳେ ରକ୍ତର ଅଭାବ ରହିଥିବା ଡାକ୍ତର କହିବା ପରେ ପରିବାର ଲୋକେ ରକ୍ତ ପାଇଁ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ସ୍ବତନ୍ତ୍ର ଯାଂଚ ଦଳ ଦାଖଲ କଲେ ରିପୋର୍ଟ: ୯୯ ମଣ୍ଡିରେ ପଡ଼ିଛି ୧୦ ହଜାର ୫୧୨ ଚାଷୀଙ୍କ ୭ ଲକ୍ଷ ୪୦ହଜାର ୪୬୨ କୁଇଣ୍ଟାଲ…

ଜୟପୁର: ଗତକାଲି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମ‌େ ୧୪ଟି ବ୍ଲକର ୧୦୩ଟି ମଣ୍ଡିକୁ ୧୦୩ଟି ଦଳ ଯାଂଚ କରି ଫେରିଛନ୍ତି। ୯୯ଟି ମଣ୍ଡିରେ ଜିଲ୍ଲାରେ ୧୦ ହଜାର ୫୧୨ଜଣ ଚାଷୀଙ୍କର ୧୪ଲକ୍ଷ ୮୦ହଜାର ୩୨୪ବସ୍ତା ଧାନ (୭ଲକ୍ଷ ୪୦ହଜାର ୪୬୨କୁଇଣ୍ଟାଲ) ଧାନ ରହିଥିବା ରିପୋର୍ଟ ଆସିଥିବା କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗକୁ ଦୂର କରିଥାଏ ଟମାଟୋ ଜୁସ୍, ଜାଣନ୍ତୁ ଏହାର ଅନେକ ଫାଇଦା

ଟମାଟୋ ଏକ ଏମିତି ଜିନିଷ ଜାହାକୁ ଲୋକମାନେ ଦୈନନ୍ଦିନ ଜୀବନରେ ପ୍ରାୟ ସବୁଥିରେ ବ୍ୟବହାର କରିଥାନ୍ତି । ତରକାରିର ସ୍ୱାଦ ବଢ଼ାଇବା ସହିତ ସାଲାଡ୍, ଟମାଟୋ କେଚ୍‌ ଅପ୍‌, ସୁପ୍‌ ଇତ୍ୟାଦି ପ୍ରସ୍ତୁତିରେ ଟମାଟୋକୁ ଲୋକମାନେ ବ୍ୟବହାର କରିଥାନ୍ତି । ପ୍ରତିଦିନ ଏହାକୁ ବା ଏଥିରେ ତିଆରି ଜିନିଷକୁ…
ଅଧିକ ଖବର ଦେଖନ୍ତୁ...

ଖଣ୍ଡାରେ କେକ କାଟିବା ପରେ କ୍ଷମା ମାଗିଲେ ସୁପରଷ୍ଟାର ବିଜୟ

ଚେନ୍ନାଇ:ଦକ୍ଷିଣୀ ସିନେମାର ଭେଟେରାନ୍ ଅଭିନେତା ବିଜୟ ସେତୁପତି ୧୬ ଜାନୁଆରୀରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି | ଶନିବାର ଦିନ ସେ ତାଙ୍କର ୪୩ ତମ ଜନ୍ମଦିନ ପାଳନ କରିଥିଲେ। ଏହି ବିଶେଷ ଅବସରରେ ବିଜୟ ସେତୁପତିଙ୍କ ପ୍ରଶଂସକ ତଥା ବହୁ ଚଳଚ୍ଚିତ୍ର ତାରକା ତାଙ୍କୁ ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ସୁନା ଦୋକାନରୁ ୭ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍‌

ପାଟଣା/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ ଥିବା ପ୍ରମିଳା ଜୁଏଲାରିରୁ ଗତକାଲି ରାତିରେ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାରୁପା ଅଳଙ୍କାର ଲୁଟ୍‌ ହୋଇଛି। ଏନେଇ ଦୋକାନ ମାଲିକ ଅଜୟ କୁମାର ପରିଡ଼ା ପାଟଣା ଥାନାରେ ଅଭିଯୋଗ କରିବା ପରେ ପୁୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୋକାନ…
ଅଧିକ ଖବର ଦେଖନ୍ତୁ...

ଅର୍ଣ୍ଣବ ଗୋସ୍ଵାମୀଙ୍କ ହ୍ଵାଟ୍ସଆପ ଚାଟିଙ୍ଗ ଭାଇରାଲ ପରେ ଉଠିଲା ପ୍ରଶ୍ନ

ମୁମ୍ବାଇ: ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଟିଭି ରେଟିଂ ଏଜେନ୍ସି ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍ (BARC) ର ତତ୍କାଳୀନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା ହ୍ଵାଟ୍ସଆପ ଚାଟିଙ୍ଗର ଏକ ସ୍କ୍ରିନସଟ୍ ଭାଇରଲ ହେବାରେ ଲାଗିଛି | ଏକ ଚାଟରେ ଦାସଗୁପ୍ତା…
ଅଧିକ ଖବର ଦେଖନ୍ତୁ...