Daily Archives

January 16, 2021

ଯୁବତୀଙ୍କଠାରୁ ମୋବାଇଲ ଲୁଟ୍, ୪ ଗିରଫ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ପୁଲିସ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଧ୍ରୁପଦା ଅଞ୍ଚଳର ରାଜେଶ ନାଏକ (୨୦), ବୈଦ୍ୟରାଜସାହିର ସୁବ୍ରତ କୁମାର ରାଉତ (୨୧), ଷଠିଘରସାହିର ରଞ୍ଜିତ ପାତ୍ର (୨୨) ଓ ବୃନ୍ଦାବନ ନାଏକ (୨୧)। ପ୍ରାପ୍ତ ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଡିପି ଫୁଡସକୁ ସିଲ୍ କଲା ପ୍ରଶାସନ 

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ସୁନ୍ଦୁୁରିଆ ପଞ୍ଚାୟତ ଷଣ୍ଢପୁର ଗ୍ରାମରେ ଚାଲିଥିବା ନକଲି ସସ୍‌ କାରଖାନା ଡିପି ଫୁଡସକୁ ସିଲ୍ କଲା ପ୍ରଶାସନ। ପୁଲିସ୍‌ ୨୯/୨୧ ନମ୍ବରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଜିଲ୍ଲା ଖାଦ୍ୟ ନିରୀକ୍ଷକ ବିଭୁଦତ୍ତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଆୟ ସ୍ରୋତରେ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ସାମାଜିକ ସ୍ତରରେ ପ୍ରଭାବ ବଢ଼ିବ। ଗୁରୁ ଓ ଶୁକ୍ରବାର: ସବୁ ଅଶାନ୍ତି ଦୂର ହେବ। ଶନିବାର: କୌଣସି ଖୁସି ଖବର ପାଇବେ। ରବିବାର: ସମ୍ବନ୍ଧରେ ସୁଧାର ଆଣିବେ। ସୋମ, ମଙ୍ଗଳ ଓ ବୁଧବାର: ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଗୁରୁ ଓ…
ଅଧିକ ଖବର ଦେଖନ୍ତୁ...

ଟିକା ନେଲେନି ୩୫ ଜଣ ସ୍ବାସ୍ଥ୍ୟକର୍ମୀ

କୁତ୍ର‌ା: ବହୁ ପ୍ରତିକ୍ଷିତ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ର ସମୁଦାୟ ୬୫୩ ଜଣ କରୋନା ଯୋଦ୍ଧାଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ପାଇଁ ଚିହ୍ନଟ କରାଯାଇଛି। ସେଥି ମଧ୍ୟରୁ ୨୮୪ ଜଣ ମେଡିକାଲ ଷ୍ଟାଫ୍ ରହିଥିବାବେଳେ ୩୬୯ ଜଣ ଅଙ୍ଗନବାଡି…
ଅଧିକ ଖବର ଦେଖନ୍ତୁ...

ଷ୍ଟାର୍ଟ-ଅପଗୁଡ଼଼ିକ ପାଇଁ ୧ ହଜାର କୋଟିର ପାଣ୍ଠି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶର ଷ୍ଟାର୍ଟଅପଗୁଡ଼ିକୁ ପ୍ରାରମ୍ଭିକ ପାଣ୍ଠି ଉପଲବ୍ଧ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧ ହଜାର କୋଟିର ଏକ ସିଡ୍ ଫଣ୍ଡ ଘୋଷଣା କରିଛନ୍ତି  । ଏହା ସହିତ ଷ୍ଟାର୍ଟଅପ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଟେଲିଭିଜନ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି । ଏହି…
ଅଧିକ ଖବର ଦେଖନ୍ତୁ...

ତାରିଣୀ ଦର୍ଶନ ପାଇଁ ମାର୍ଗଦର୍ଶିକା ଜାରି; ୧୦ ବର୍ଷରୁ କମ୍‌ ପିଲାଙ୍କୁ ମନ୍ଦିର ମନା‌

ଘଟଗାଁ: ଆଉ ଦିନକ ପରେ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ମନ୍ଦିର ଖୋଲିବ। ସର୍ବସା‌ଧାରଣଙ୍କୁ ଦର୍ଶନ ଦେବେ ମା'। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ଆଜି ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପ୍ରଶାସନ ପକ୍ଷରୁ ଜାରି…
ଅଧିକ ଖବର ଦେଖନ୍ତୁ...

ଧାନ ମଣ୍ଡିରେ ପଶି ଚାଷୀଙ୍କୁ ହାଣିଲେ ଦୁର୍ବୃତ୍ତ;୨ ଚାଷୀ ଗୁରୁତର, ଗ୍ରାମବାସୀଙ୍କ ରାସ୍ତାରୋକ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସଦର ଥାନା ସାରଗାଁ ସମବାୟ ସମିତି ପରିସରରେ ପଶି ଭଙ୍ଗାରୁଜା କରିବା ସହ ୨ଜଣ ଚାଷୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଆକ୍ରମଣରେ ଦୁହେଁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିବା‌ ବେଳେ…
ଅଧିକ ଖବର ଦେଖନ୍ତୁ...

୨ ତେଲ ବୋଝେଇ ଟ୍ରକ୍‌ ସହ, ୩ ଅଟକ

ତେଲକୋଇ: ‌କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରୁ ୧୦ ତାରିଖ ରାତି ପ୍ରାୟ ସାଢେ ୯ଟା ବେଳେ ଲୁଟ୍‌ ହୋଇଥିବା (ଡବ୍ଲ୍ୟୁବି-୫୭-ଡି- ୫୫୪୪) ନମ୍ବର ବିଶିଷ୍ଟ ୧୪ ଚକିଆ ଟ୍ରକ୍‌ର ଏଯାଏ ପତ୍ତା ମିଳିନାହିଁ। ତେବେ ଉକ୍ତ ଟ୍ରକ୍‌ରୁ ଲୁଟ୍‌ ହୋଇଥିବା ୨୧୦୦ ପେଟି…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଧକ୍କାରେ ଯୁବକ ମୃତ

ବିଶ୍ରା: ରାଉରକେଲା-ରାଞ୍ଚି ରେଳଲାଇନ୍‌ର ନୂଆଗାଁ ଷ୍ଟେସନରେ ଶନିବାର ସକାଳେ ରେଳଲାଇନ୍‌ ପାରି ହେଉଥିବାବେଳେ ଏକ ମାଲଗାଡ଼ି ଧକ୍କାରେ ଶିବା ଟପ୍ପୋ(୩୦)ଙ୍କର ମୃତ୍ୟୁ ହୋଇଛି। ମୃତ ଶିବା ଟପ୍ପୋ ବିଶ୍ରା ଥାନା ଅନ୍ତର୍ଗତ ପତ୍ରାପାଲି ଗ୍ରାମର ନିବାସୀ। ଖବର ପାଇ ବନ୍ଧମୁଣ୍ଡା ରେଳବାଇ ପୁଲିସ…
ଅଧିକ ଖବର ଦେଖନ୍ତୁ...

୫୧ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ, ବରିଷ୍ଠ ଅଭିନେତା ବିଶ୍ବଜିତଙ୍କୁ ଶ୍ରେଷ୍ଠ ଭାରତୀୟ…

ପଣଜୀ: ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ (ଆଇଏଫଏଫଆଇ)ର ୫୧ତମ ସଂସ୍କରଣ ଆଜି ଉଦଘାଟିତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜାଭଡେକର ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା…
ଅଧିକ ଖବର ଦେଖନ୍ତୁ...