Daily Archives

January 17, 2021

ଭୁବନେଶ୍ବରରୁ ୨ ବର୍ଷର ଶିଶୁକନ୍ୟା ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରୁ ଆଜି ଦୁଇ ବର୍ଷର ଶିଶୁ କନ୍ୟା ଉଦ୍ଧାର ହୋଇଛି। ଗତ ଗୁରୁବାର ଦିନ ଶିଶୁଟି ପାଣ୍ଡରା ଛକରେ ଏକୁଟିଆ ବସିଥିଲା । ରାତିରେ ଶିଶୁକନ୍ୟାକୁ ଏକୁଟିଆ ଦେଖି ସେହି ବସ୍ତିର ଶିଶିର କୁମାର ଦଳାଇ ଘରକୁ ନେଇଯାଇଥିଲେ । ୪ଦିନ ଘରେ ରଖିବା ପରେ ଆଜି ଚାଇଲ୍ଡ ଲାଇନ୍…
ଅଧିକ ଖବର ଦେଖନ୍ତୁ...

ଦନ୍ତା ଉପଦ୍ରବ: ଲୋକଙ୍କ ଘରେ ପଶି ଖାଇଲା ଧାନ, ଦେଖନ୍ତୁ ଭିଡିଓ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୁକୁଡ଼ାପାଲି ପଞ୍ଚାୟତ ଅନ୍ତର୍ଗତ କୁସନପୁରୀ ଗ୍ରାମରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ରବିବାର ସନ୍ଧ୍ୟାରେ ଗ୍ରାମକୁ ଏକ ଦନ୍ତାହାତୀ ପଶିଆସି ଉପଦ୍ରବ କରିବା ଆରମ୍ଭ କରିଛି। ଦନ୍ତାଟି ଗ୍ରାମରେ ରହୁଥିବା ଲୋକଙ୍କ ଘରଦ୍ୱାର ଭାଙ୍ଗିବା…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝରରେ ପିସିସି ସଭାପତିଙ୍କ ଗାଡ଼ିକୁ ଆକ୍ରମଣ

କେନ୍ଦୁଝର: କେନ୍ଦୁଝର ସହରର କାଶୀପୁର ନିକଟରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। କିଛି ଅସାମାଜିକ ଯୁବକ ଗାଡ଼ି ଉପରେ ଚଢ଼ି ଉତ୍ପାତ କରିଛନ୍ତି। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଶ୍ରୀ ପଟ୍ଟନାୟକଙ୍କ ପିଏସ୍‌ଓଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ବିଚାର ସକାରାତ୍ମକ ରହିବ। ବନ୍ଧୁ ସହିତ ମିଶିବା ଲାଗି ଇଚ୍ଛା ହେବ। ନେତାଙ୍କ ଲାଗି ଦିନଟି ଭଲ ରହିବ। ସମାଜରେ ମାନ ସମ୍ମାନ ବଢ଼ିବ। ବୃଷ: ଦିନଟି କ୍ୟାରିୟର ଲାଗି ଅଧିକ ଶୁଭ। କୌଣସି ଜରୁରୀ କାମ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ। ପରିବାର ଲୋକଙ୍କ ସହିତ ଉତ୍ତମ ବୁଝାମଣା…
ଅଧିକ ଖବର ଦେଖନ୍ତୁ...

୯ଜଣ ଅଭିଯୁକ୍ତ ନାବାଳିକାଙ୍କୁ ଅପହରଣ କରି ୫ଦିନ ମଧ୍ୟରେ ଦୁଇଥର କରିଛନ୍ତି ଗଣଦୁଷ୍କର୍ମ 

ଭୋପାଳ: ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାରେ ୯ଜଣ ଯୁବକ ୧୩ ବର୍ଷର ବାଳିକାଙ୍କୁ ୫ ଦିନରେ ଦୁଇଥର ଗଣଦୁଷ୍କର୍ମ କରିଥିବା ନେଇ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। । ଏହି ମାମଲାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରିଛି।  ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ୬ ଦିନ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ବାଇକ ସିଟ ତଳୁ ବାହାରିଲା ୪ ଫୁଟିଆ ନାଗ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଧୀନ ସରକଣା ଗ୍ରାମର ବିମଳ କୁମାର ସାହୁଙ୍କ ବାଇକ ସିଟ ତଳୁ ଆଜି ଗୋଟିଏ ୪ ଫୁଟିଆ ନାଗ ଉଦ୍ଧାର ହୋଇଛି । ଏସଂପର୍କରେ ବିମଳଙ୍କ ପରିବାର ଲୋକ ସ୍ନେକ ହେଲପଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ…
ଅଧିକ ଖବର ଦେଖନ୍ତୁ...

ମା’ ସାଜିଲା ଝିଅର ହତ୍ୟାକାରୀ; ୨ ମାସ ପୂର୍ବରୁ ହୋଇଥିଲା ‌ଯୋଜନା, ଇଟାରେ ଛେଚି କରିଥିଲେ ହତ୍ୟା

ବାଲେଶ୍ବର: ପରିବାରର ସମ୍ମାନ ପାଇଁ ଖୋଦ୍‌ ଜନ୍ମକଲା ମା’ ସାଜିଲା ଝିଅର ହତ୍ୟାକାରୀ। ବାଲେଶ୍ବର ସଦର ଥାନା ନଗ୍ରମ ଅଞ୍ଚଳରେ ଜଣେ ମହିଳାଙ୍କ ରକ୍ତଭିଜା ମୃତଦେହ ଜବତ ଘଟଣାର ୬ ଦିନ ପରେ ପୁଲିସ ଏହା ଉପରୁ ପର୍ଦ୍ଦା ଉଠାଇଛି। ପୂର୍ବ ଯୋଜନା ମୁତାବକ ନିଜ ଝିଅକୁ ସୁପାରି ଦେଇ ହତ୍ୟା କରିବା…
ଅଧିକ ଖବର ଦେଖନ୍ତୁ...

ଏସ୍‌ବିଆଇ ଲୁଟ୍‌ ମାମଲା: ୩ ଗିରଫ

କୁଆରମୁଣ୍ଡା: ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଡୁମେରଯୋର ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରୁ ଗତ ୧୩ ତାରିଖ ଅପରହ୍‌ଣ ସାଢ଼େ ତିନିଟା ସମୟରେ ୯ ଜଣ ସଶସ୍ତ୍ର ଡକାୟତ ବ୍ୟାଙ୍କରେ ପଶି ଶାଖା ପରିଚାଳକଙ୍କୁ ଭୂଜାଲିରେ ଆକ୍ରମଣ କରି କାଉଁଟର ଓ ଲକରରୁ ୫ ଲକ୍ଷ ୯୦ ହଜାର…
ଅଧିକ ଖବର ଦେଖନ୍ତୁ...

କାଲିମେଳାରେ ଚାଷୀଙ୍କ ଧାରଣା: ଉପଜିଲାପାଳଙ୍କ ଲିଖିତ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

କାଲିମେଳା: ଧାନ ମଣ୍ଡି ବନ୍ଦ ପ୍ରତିବାଦରେ କାଲିମେଳା-ମାଲକାନଗିରି ଜାତୀୟ ରାଜପଥକୁ ଚାଷୀମାନେ ବନ୍ଦ କରିବାର ଦୀର୍ଘ ୫ ଘଣ୍ଟା ପରେ ଶେଷରେ ଧାରଣା ପ୍ରତ୍ୟାହୃତ ହୋଇଛି। ସନ୍ଧ୍ୟା ବେଳେ ଉପ ଜିଲ୍ଲାପାଳ ଧାରଣାସ୍ଥଳରେ ପହଞ୍ଚି ଚାଷୀ ଓ ନେତା ମାନଙ୍କ ସହିତ ଆଲୋଚନା କରିବା ସହିତ ବଳକା ଥିବା ୨୦…
ଅଧିକ ଖବର ଦେଖନ୍ତୁ...

ଦୁଇଦିନରେ ଟିକା ନେଲେ ୨ ଲକ୍ଷ ୨୪ ହଜାର ଲୋକ, ୪୪୭ ଜଣଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଗତକାଲିଠାରୁ ଆରମ୍ଭ ହୋଇଥିବା କରୋନା ଟୀକାକରଣ କାର୍ଯ୍ୟକ୍ରମ ଆଜି ମଧ୍ୟ ଜାରି ରହିଥିଲା । ତେବେ ଆଜି କେବଳ ୬ଟି ରାଜ୍ୟରେ ଟୀକାକରଣ ହୋଇଥିଲା । ଆସନ୍ତା କାଲିଠାରୁ ସମସ୍ତ  ରାଜ୍ୟରେ ପୁଣି ଥରେ ସ୍ବାଭାବିକଭାବେ ଟୀକାକରଣ ଆରମ୍ଭ ହେବ । ଏ ସମ୍ପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...