Daily Archives

January 18, 2021

ଜାଣନ୍ତୁ ଏହି ସବୁ ଖାଦ୍ୟ କେଉଁ ସମୟରେ ଖାଇବେ, ଏହାକୁ ଖାଇଲେ ଶରୀରକୁ ମିଳିଥାଏ କି କି ସୁଫଳ?

ସୁସ୍ଥ ରହିବା ପାଇଁ ସର୍ବୋତ୍ତମ ଆହାର ହେଉଛି ଫଳ। ଫଳରେ ପ୍ରଚୁର ପରିମାଣରେ ପୋଷଣ ତତ୍ତ୍ୱ ଥାଏ। ଯାହାକି ଶରୀରକୁ ସୁସ୍ଥ ଓ ଶକ୍ତ କରିବା ପାଇଁ ନିହାତି ଆବଶ୍ୟକ। ମାତ୍ର ଫଳର ସଂପୂର୍ଣ୍ଣ ଲାଭ ଉଠାଇବା ପାଇଁ ସମୟ ନିର୍ଦ୍ଧାରଣ କରିବା ଜରୁରୀ। ଯେତେବେଳେ ଚାହିଁ ସେତେବେଳେ ଖାଇବା ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ଟିକା ନେଲେ ଏସସିବି ଡାକ୍ତର: କହିଲେ; ଟିକା ନିଅନ୍ତୁ, ଭୟଭୀତ ହେବାର ଆବଶ୍ୟକତା ନାହିଁ

କଟକ: ଟିକା ନେଲେ ଏସସିବି ମେଡିକାଲର ଡାକ୍ତର । ଟିକା ନେବା ପରେ ସାମ୍ବାଦିକ ସମ୍ମିଳନୀ କରି ଡାକ୍ତର କହିଛନ୍ତି ଯେ, ଟିକା ନିଅନ୍ତୁ, ସୁରକ୍ଷିତ ରୁହନ୍ତୁ । ଏଇଟା ଟିକା ନେବାର ଉଚିତ ସମୟ । ଟିକା ନେବା ପରେ ଏଯାଏଁ କାହା ପାଖରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ତେଣୁ ଟିକା…
ଅଧିକ ଖବର ଦେଖନ୍ତୁ...

୯ ଲକ୍ଷ ପୁରସ୍କାର ଘୋଷିତ ଦୁଇ ମହିଳା ମାଓବାଦୀ ଗିରଫ

ମାଲକାନଗିରି :  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଦୁଇ ଜଣ ଦୁର୍ଦାନ୍ତ ମହିଳା ମାଓବାଦୀଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । କମ୍ପାନୀ ନମ୍ବର ୧ର ମହିଳା ମାଓବାଦୀ କୋରସା ମାସେ ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷିତ କରିଥିବା ବେଳେ ଡିକେଏଏମଏସ…
ଅଧିକ ଖବର ଦେଖନ୍ତୁ...

ଭାଇକୁ ମାଡ଼ମାରି ଭଉଣୀକୁ ଅପହରଣ, ଜଙ୍ଗଲରେ ଗଣଦୁଷ୍କର୍ମ ପରେ ଫିଙ୍ଗିଦେଲେ

ନୀଳଗିରି: ନୀଳଗିରି ବ୍ଲକ ପଂଚଲିଙ୍ଗେଶ୍ବର ନିକଟସ୍ଥ କଣ୍ଠିଆଟିକର ଛକରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି।  ଭାଇଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ସଂପର୍କୀୟ ନାବାଳିକା ଭଉଣୀକୁ ଦୁଇ ଯୁବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ଆଣ୍ଠୁଏ ବହଳର ବରଫ ଉପରେ ଚାଲି ଚାଲି ମହିଳାଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇଲେ ଯବାନ, ଜନ୍ମନେଲା ଶିଶୁପୁତ୍ର

ଶ୍ରୀନଗର: କିଛି ଦିନ ତଳେ ଘଟିଥିବା ଏକ ଘଟଣା ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇଥିଲା। ଘଟଣାଟି ଥିଲା ଏପରି। ପ୍ରବଳ ତୁଷାରପାତ ହେତୁ କାଶ୍ମୀରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହେବା କାରଣରୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଗର୍ଭବତୀ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲା ଭାରତୀୟ ସେନା।…
ଅଧିକ ଖବର ଦେଖନ୍ତୁ...

କେନାଲରୁ ଉଦ୍ଧାର କରାଗଲା କାର : ଶବ ବ୍ୟବଛେଦ ପରେ ଗଦାଙ୍କ ମରଶରୀର ପରିବାରବର୍ଗକୁ ହସ୍ତାନ୍ତର

ଜୟପୁର : ଗତ କାଲି ଅପରାହ୍ନ ସାଢ଼େ ୪ଟା ବେଳେ ଦ୍ରୁତ ଗତିରେ ଆସୁଥିବା କାର ଲକ୍ଷ୍ମୀନଗର ନିକଟରେ କେନାଲର ୪୦ଫୁଟ ତଳକୁ ଖସି ପଡ଼ିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଭାଗ୍ୟବଶତଃ ବଂଚି ଯାଇଥିଲେ। ଖସି ପଡ଼ିଥିବା କାରଟିକୁ ଆଜି ଅଗ୍ନିଶମ ବିଭାଗ, ପୁଲିସ ଆଦି…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଗିରଫ ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତବର୍ଷ ସବୁଠାରୁ ଚର୍ଚ୍ଚିତ ଘଟଣା ମଧ୍ୟରୁ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ରହିଥିଲା। ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ମାଲକାନଗିରି ଥାନାରେ ଏତଲା ଦାୟର କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବାପା-ମାଆଙ୍କୁ ଅଣଦେଖା କଲେ ଦଣ୍ଡିତ ହେବେ ପିଲା; ଘରୁ ତଡ଼ା ଖାଇବେ, ସଂପତ୍ତିରୁ ବେଦଖଲ ହେବେ

ନୂଆଦିଲ୍ଲୀ: ଆଉ ଚଳନ୍ତି ଦେବତାଙ୍କ ଅସମ୍ମାନ କଲେ ମୁକୁଳିବାର ବାଟ ନାହିଁ। ଆମେ କହୁଛୁ ବାପା-ମାଆଙ୍କ କଥା। ଏଣିକି ସେମାନଙ୍କୁ ଅଣଦେଖା କରି ଖସି ପାରିବେନି ପୁଅ-ବୋହୂ। ଯଦି ପିଲାମାନେ ବେପରୁଆ ହୋଇ ସେମାନଙ୍କ ବାପାମାଆଙ୍କ ପ୍ରତି ଅଣଦେଖା ମନୋଭାବ ପ୍ରଦର୍ଶନ କରନ୍ତି ତେବେ ଘରୁ ବେଦଖଲ…
ଅଧିକ ଖବର ଦେଖନ୍ତୁ...

୩ ହଜାର ଟଙ୍କା ଲାଞ୍ଚ ନେଇ ପୂର୍ବ ଡାଟା ଏଣ୍ଟ୍ରି ଅପରେଟର ଗିରଫ

ଖୋର୍ଦ୍ଧା : ବୋଲଗଡ଼ ବ୍ଲକରେ ଡାଟା ଏଂଟ୍ରି ଅପରେଟର ଭାବେ କାମ କରୁଥିବା ପ୍ରସନ୍ନ କୁମାର ମହାପାତ୍ର ୩ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଖୋର୍ଦ୍ଧା ଭିଜିଲାନ୍ସ ଡିଏସପି ସୁଶାନ୍ତ ପାଣିଗ୍ରାହୀଙ୍କ ସୂଚନାନୁସାରେ, ପ୍ରସନ୍ନ ମହାପାତ୍ର ବ୍ଲକ କାର୍ଯ୍ୟାଳୟରେ ଡାଟା…
ଅଧିକ ଖବର ଦେଖନ୍ତୁ...

୧୦ଦିନ ହେବ ମଣ୍ଡିରେ ପଡ଼ିଛନ୍ତି ଚାଷୀ : ମଣ୍ଡିକୁ ମଣ୍ଡି ବୁଲିଲେ ବିଜେଡି ନେତ୍ରୀ, ସମସ୍ୟା ସମାଧାନର ପ୍ରତିଶ୍ରୁତି…

ଜୟପୁର : ଗତ ୧୦ଦିନ ହେବ ମଣ୍ଡିରେ ପଡ଼ି ରହିଛନ୍ତି  ଜିଲ୍ଲାର ୯୯ଟି ମଣ୍ଡିରେ ୧୦ହଜାର ୫୧୨ଜଣ ଚାଷୀ । ୧୪ଲକ୍ଷ ୮୦ହଜାରରୁ ଉର୍ଦ୍ଧ୍ବ ଧାନ ବସ୍ତା ୭ଲକ୍ଷ ୪୦ହଜାର ୪୬୨କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଛି। ଏହାକୁ ସେଭଳି  ଦିନ ରାତି ଜଗି ବସିଛନ୍ତି ଚାଷୀ।  ଏକା ଚାଷୀ ହିଁ ନୁହନ୍ତି ପୁରା…
ଅଧିକ ଖବର ଦେଖନ୍ତୁ...