Daily Archives

January 18, 2021

ନାବାଳିକାକୁ ଦୁଷ୍କର୍ମ ଘଟଣାରେ ପୁଲିସର ଅବହେଳା: ମାଥିଲି ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ବେଳେ ପରିବାର ଲୋକେ ଏବଂ ନିଜେ ନାବାଳିକା ବାରମ୍ବାର ନ୍ୟାୟ ପାଇଁ ଥାନାକୁ ଦୌଡି ଦୌଡି ନୟାନ୍ତ ହେବା ଓ ପରେ ସାମାଜିକ କର୍ମୀଙ୍କ ହସ୍ତକ୍ଷେପ ପରେ ଦୀର୍ଘ ୬ ମାସ ପରେ କେଶ ରୁଜୁ ହେବା…
ଅଧିକ ଖବର ଦେଖନ୍ତୁ...

କିଡନୀ ରାକେଟର ଖୋଲୁଛି ଗୁମର: ଠକେଇ ଟଙ୍କାରେ ହିମାଂଶୁ ନନ୍ଦ କରିଥିଲା ହୋମ ଡେକର ସୋରୁମ

ଭୁବନେଶ୍ବର: ତିନି ଦିନିଆ ନୟାପଲ୍ଲୀ ଥାନା ପୁଲିସ ରିମାଣ୍ଡରେ ଥିବା କିଡନୀ କେଳେଙ୍କାରୀର ମାଷ୍ଟର ମାଇଣ୍ଡ ହିମାଂଶୁ ଭୂଷଣ ନନ୍ଦ, ଗୋଟି ଗୋଟି କରି ପୁଲିସ ଆଗରେ ସତ ଓଗାଳିଛି । କିଡନୀ ରୋଗରେ ପୀଡ଼ିତ ଥିବା ଜଣେ ବ୍ୟକ୍ତି ଯେତେବେଳେ ଜୀବନ-ମରଣ ସହ ସଂଘର୍ଷ କରୁଥାଏ ଏବଂ କିଡନୀ ମିଳିଗଲେ ଜୀବନ…
ଅଧିକ ଖବର ଦେଖନ୍ତୁ...

ଗଭୀର ସମୁଦ୍ରରେ ଚାଲିଛି ସାମୁଦ୍ରିକ ଅଭୟାରଣ୍ୟର ପାଚେରି ନିର୍ମାଣ

ରାଜନଗର: ବଙ୍ଗୋପସାଗରର ଗଭୀର ନୀଳ ଜଳରାଶିରେ ପାଚେରି ନିର୍ମାଣ କରାଯାଉଛି। ଓଡ଼ିଶାର ପ୍ରଥମ ଓ ଏକମାତ୍ର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ସୀମା ନିର୍ଦ୍ଧାରଣ ପାଇଁ ଏହି ପାଚେରି ନିର୍ମାଣ କରାଯାଉଛି। ୧୪୦୮ ବର୍ଗ କିମି ସାମୁଦ୍ରିକ ଅଭୟାରଣ୍ୟର ଜଳଭାଗ ଅ˚ଚଳକୁ ଚିହ୍ନଟ ପ୍ରକ୍ରିୟା ଜାରି…
ଅଧିକ ଖବର ଦେଖନ୍ତୁ...

ଭାରତର ଶେଷ ରାସ୍ତା ଧନୁଷକୋଡି ! ଲୋକଙ୍କ ବିଶ୍ୱାସ ଅନୁସାରେ ଏଇଠି ରହିଛି ରାମସେତୁ

ଚେନ୍ନାଇ: ଆମ ଦେଶରେ ଏଭଳି କିଛି ସ୍ଥାନ ରହିଛି ଯାହା ବିଷୟରେ ଖୁବ କମ ଲୋକ ଜାଣିଥିବେ । ଏମିତି ଏକ ସ୍ଥାନ ହେଉଛି ଧନୁଷକୋଡି । ତାମିଲନାଡୁର ସମୁଦ୍ରକୂଳରେ ଏହି ସ୍ଥାନ ଅବସ୍ଥିତ । ଏଠାରେ ଏକ ରାସ୍ତା ରହିଛି, ଯାହାକୁ ଦେଶର ଶେଷ ରାସ୍ତା ବୋଲି କୁହାଯାଏ । ଏହି ସ୍ଥାନରୁ ଶ୍ରୀଲଙ୍କା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜ ବ୍ୟବହାରରେ ସ˚ଯତ ରଖିବାକୁ ଚେଷ୍ଟା କରନ୍ତୁ। ଆୟ ଉପରେ ଅଧିକ ଧୢାନ ଦିଅନ୍ତୁ। ବ୍ୟବସାୟରେ କିଛି ପରିବର୍ତ୍ତନ କରିପାରନ୍ତି। ବୃଷ: ଜୀବନରେ ଲାଗିରହିଥିବା ସଂଘର୍ଷ ସମାପ୍ତ ହେବ। ମନପ୍ରାଣ ଢାଳି ସାମାଜିକ କାର୍ଯ୍ୟ କରିବେ। ଅଚାନକ ଧନଲାଭ ହେବ। ଘରକୁ କୁଣିଆ ଆସିବେ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ କାରର ମୂଲ୍ୟ ବଢ଼ାଇଲା ମାରୁତି ସୁଜୁକି

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ କାର ନିର୍ମାତା କମ୍ପାନି ମାରୁତି ସୁଜୁକି ସୋମବାର ଏକ ବଡ଼ ଘୋଷଣା କରିଛି। ଆଜିଠାରୁ ମାରୁତି ସୁଜୁକି କାରର ଦାମ ବୃଦ୍ଧି କରିିଥିବା କହିଛି କମ୍ପାନି।। କାରରେ ବ୍ୟବହୃତ ହେଉଥିବା କଞ୍ଚାମାଲର ଦାମ ବଢ଼ୁଥିବା ହେତୁ ମାରୁତି ସୁଜୁକି ନିଜ ମଡେଲର ମୂଲ୍ୟ ୩୪,୦୦୦ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଖୋଲୁ ଖୋଲୁ ଅଶାନ୍ତ ହେଲା ବାଣୀବିହାର କ୍ୟାମ୍ପସ, ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ବର : କରୋନା ସଂକ୍ରମଣ ପାଇଁ ଦୀର୍ଘ ୯ ମାସ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ବନ୍ଦ ରହିବା ପରେ ନିକଟରେ ଖୋଲିଛି । ତେବେ ଖୋଲୁ ଖୋଲୁ ହିଁ କ୍ୟାମ୍ପସ ଅଶାନ୍ତ ହୋଇଉଠିଛି । ଆଜି ବିଶ୍ବବିଦ୍ୟାଳୟର ଗୋପବନ୍ଧୁ ଛାତ୍ରାବାସର ବିଭିନ୍ନ ଅବ୍ୟବସ୍ଥା ନେଇ ଦୁଇ ଛାତ୍ର ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

ଗୋବିନ୍ଦପାଲ୍ଲୀ ଶିଶୁ ବିକ୍ରି ଘଟଣା; ଶିଶୁ ସୁରକ୍ଷା ବିଭାଗ ବିକ୍ରି ଶିଶୁକୁ ମାଆକୁ ହସ୍ତାନ୍ତର କଲା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ନିକଟସ୍ଥ ସପ୍ତଧାରା ଗ୍ରାମରେ ଗତ କିଛି ଦିନ ତଳେ ଦାରିଦ୍ର୍ୟର ତାଡନାରେ ସୋମାନଥ ଖିଲ ନାମକ ବ୍ୟକ୍ତି ଆତ୍ମହତ୍ୟା କରିଥିବା ବେଳେ ପରିବାରର ପ୍ରତିପୋଷଣ ପାଇଁ ନିଜର ଚାରି ମାସର ଶିଶୁକୁ ବିକ୍ରି କରିଦେଇଥିଲା ମା’।…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଯୁବକକୁ କୋର୍ଟ ଚାଲାଣ

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନସ୍ଥ ବାଲିପାଟଣା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଯୁବକକୁ ମହଙ୍ଗା ପଡିଛି । ସ୍ଥାନୀୟ ପୁଲିସ ସାଜନ ଖାନ (୨୧)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ,…
ଅଧିକ ଖବର ଦେଖନ୍ତୁ...

ଅରୁଣାଚଳପ୍ରଦେଶରେ ଚୀନ ଗାଁ ନିର୍ମାଣ କରିବା ଘଟଣା: ତୀକ୍ଷ୍ନ ନଜର ରଖିଛୁ ବୋଲି କହିଲା ଭାରତ

ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ ଏକ ସାଟେଲାଇଟ ଫଟୋ ଖୁବ ଭାଇରାଲ ହୋଇଥିଲା। ଫଟୋ ସାମ୍ନାକୁ ଆସିବା ସହ ଅରୁଣାଚଳପ୍ରଦେଶରେ ଚୀନ ଗାଁ ନିର୍ମାଣ କରୁଥିବା ନେଇ ସୂଚନା ମିଳିଥିଲା। ଏବେ ଏହି ଖବରକୁ ନେଇ ଭାରତ ନିଜର ପ୍ରତିକ୍ରିୟା ରଖିଛି। ଭାରତର ସୁରକ୍ଷା ଉପରେ ପ୍ରଭାବ ପକାଉଥିବା ଚୀନର…
ଅଧିକ ଖବର ଦେଖନ୍ତୁ...