Daily Archives

January 19, 2021

କୁକୁଡ଼ା ଖେଳ ଚାଲିଥିବାବେଳେ ମାଡିବସିଲା ପୁଲିସ, ୯ ଗିରଫ

ବୈପାରିଗୁଡା: ବୈପାରିଗୁଡା ପୁଲିସ ତରଫରୁ ଦୁଇଟି ଭିନ୍ନ ଭିନ୍ନ ଜାଗାରେ ଚାଲିଥିବା କୁକୁଡ଼ା ଗାଲି ଉପରେ ଚଢ଼ଉ କରି ଚାରୋଟି ଲଢ଼ୁଆ ଗଂଜା, ତିନୋଟି ମଟର ସାଇକେଲ, ଖୁଡୁଖୁଡି ଖେଳ ସାମଗ୍ରୀ, ୨୫୦୦ ଟଙ୍କା ଜବତ କରିବା ସହ ନଅ ଜଣ ଜୁଆଡିଙ୍କୁ ଗିରଫ କରିଛି। ପ୍ରକାଶ ଥାଉ କି ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଅଟକ

ବିଂଝାରପୁର : ବିଂଝାରପୁର ଥାନା ଚିକଣା-ସୟଦପୁର ମଝି ନିଛାଟିଆ ରାସ୍ତାରେ ଜଣେ ମହିଳାଙ୍କୁ ତିନିମାସ ତଳେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ବିଂଝାରପୁର ପୁଲିସ ୩ ଜଣଙ୍କୁ ଅଟକ ରଖିଛି । ଆଜି ସଂପୃକ୍ତ ମହିଳା ବିଂଝାରପୁର ଥାନାରେ ଅଭିଯାଗ କରିବା ପରେ ପୁଲିସ ୨୯ ନମ୍ବରରେ ଏକ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ମା’ ତାରିଣୀଙ୍କ ଦର୍ଶନ କଲେ ଦୁଇ ମନ୍ତ୍ରୀ, ପିସିସି ସଭାପତି

ଘଟଗାଁ: ଆଜି ଦ୍ବିତୀୟ ଦିନରେ ଘଟଗାଁ ମା' ତାରିଣୀଙ୍କ ଦର୍ଶନ କରିଛନ୍ତି ୨୦ ହଜାର ଶ୍ରଦ୍ଧାଳୁ। ମଙ୍ଗଳବାର ଥିବାରୁ ମା'ଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ପିସିସି ସଭାପତି ନିରଞ୍ଜନ…
ଅଧିକ ଖବର ଦେଖନ୍ତୁ...

କଡା ଟ୍ରାଫିକ ଚେକିଂରେ ପଡିଲେ ୩୦ ମଦୁଆ ଚାଳକ

ସୁନ୍ଦରଗଡ଼: ପ୍ରଚୁର ମଦ୍ୟପାନ କରି ଗାଡି ଚଳାଉଥିବାବେଳେ ଧରାପଡ଼ିଲେ ଚାଳକ | ତେବେ ଜଣେ କି ଦି ଜଣ ନୁହେଁ, ମଦ୍ୟପାନ କରି ଗାଡି ଚଳାଉଥିବା ୩୦ ଜଣ ଚାଳକଙ୍କୁ ଧରିଛି ପରିବହନ ବିଭାଗ ଓ ପୁଲିସର ଟିମ | ମିଳିଥିବା ସୂଚନା ମୁତାବକ ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ର ୩ଟି ସ୍ଥାନରେ ପରିବହନ ଵିଭାଗ ଓ…
ଅଧିକ ଖବର ଦେଖନ୍ତୁ...

ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ : ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଦିନିକିଆ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀ ବର୍ମା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇ ପାନୀୟଜଳ, କୃଷି ଓ ଗ୍ରାମ୍ୟ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ନେଇ ପାକିସ୍ତାନ ନେତାଙ୍କ ଭିତରେ କନ୍ଦଳ

ନୂଆଦିଲ୍ଲୀ: ମୋଦୀ ଓ ବିଜେପିକୁ ନେଇ ପାକିସ୍ତାନ ନେତାଙ୍କ ଭିତରେ କନ୍ଦଳ ଦେଖାଦେଇଛି | ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କ ଝିଅ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଥିବା ଇମ୍ରାନ ଖାନଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି | ନୱାଜଙ୍କ ଝିଅ ମରିୟମ, ଇମ୍ରାନଙ୍କ…
ଅଧିକ ଖବର ଦେଖନ୍ତୁ...

ଓଡିଶା ଡ୍ୟାମ ସେଫଟି କମିଟିର ଚିତ୍ରକୋଣ୍ଡା ଡ୍ୟାମ ଓ ସ୍ପିଲୱେର ଯାଞ୍ଚ

ଚିତ୍ରକୋଣ୍ଡା: ଅବସରପ୍ରାପ୍ତ ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶା ଡ୍ୟାମ ସେଫ୍ଟି କମିଟିର ୩ ଜଣିଆ ବିଶେଷଜ୍ଞ ଟିମ ଚିତ୍ରକୋଣ୍ଡା ଡ୍ୟାମ ଓ ସ୍ପିଲୱେର ବିଭିନ୍ନ ସୁରକ୍ଷା ସମ୍ବନ୍ଧିତ ଯାଞ୍ଚ କରିଥିଲେ। ସୂଚନାନୁଯାୟୀ ଓଡିଶା ସରକାରଙ୍କ ଅଧୀନରେ ସମୁଦାୟ ୨୦୪ଟି ବନ୍ଧ ରହିଛି ।…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ସିଡ଼ିଏମଓ ନେଲେ କୋଭିଡ ଟିକା, ୩ ଦିନରେ ଟିକା ନେଲେଣି ୧୨୫୦ ଯୋଦ୍ଧା

ରାୟଗଡ଼ା: କୋଭିଡ ବିରୁଦ୍ଧରେ ଚାଲିଥିବା ଶେଷ ଲଢେଇ ସଂଜୀବନି ଟିକା ଅଭିଯାନରେ ସାମିଲ ହୋଇଛନ୍ତି ରାୟଗଡ଼ା ସିଡ଼ିଏମଓ ଡ଼ା. ଆର୍ତ୍ତବନ୍ଧୁ ନାୟକ। ନିଜେ ଟିକା ନେଇ ଅନ୍ୟ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଟିକା ନେଇଥିବା ସୂଚନା ଦେଇଛନ୍ତି ଡ଼ା. ନାୟକ। ଜିଲ୍ଲାର ୮୦୩୮ ଯୋଦ୍ଧାଙ୍କୁ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର ପାହାଡ ଚଢ଼ିବାକୁ ପଣ ନେଇଥିବା ପର୍ବତାରୋହୀଙ୍କର ମୃତଦେହ ଉଦ୍ଧାର

କରାଚୀ: ପ୍ରବଳ ତୁଷାରପାତ ସତ୍ତ୍ୱେ ପାକିସ୍ତାନର ଏକ ପାହାଡ ଚଢ଼ିବାକୁ ପଣ ନେଇଥିବା ଜଣେ ପର୍ବତାରୋହୀଙ୍କର ମୃତଦେହ ଉଦ୍ଧାର ହୋଇଛି | ଏହି ପର୍ବତାରୋହୀ ଜଣକ ଗତ ସପ୍ତାହରେ ପାକିସ୍ତାନର ଉତ୍ତର ଅଞ୍ଚଳରେ ଥିବା ପାସ୍ତୋର ଶିଖର ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବାବେଳେ ନିଖୋଜ ହୋଇଯାଇଥିଲେ |…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଅଟକ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି । ପୁଲିସ ସୂଚନା ଅନୁଯାୟୀ ୧୨ ତାରିଖ ମଙ୍ଗଳବାର ଦିନ ଦୁଇ…
ଅଧିକ ଖବର ଦେଖନ୍ତୁ...