Daily Archives

January 20, 2021

ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ଗର୍ଜିଲା ବିଜେଡ଼ି; ୧୦ ଏକର ଜାଗା ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ…

ରାୟଗଡ଼ା: ଗରିବ, ବାସହରାଙ୍କ ଥଇଥାନ ପାଇଁ ମନ କି ବାତ କାର୍ଯ୍ୟକ୍ରମରେ ବହୁ କଥା କହୁଛନ୍ତି ପ୍ରଧାନମନ୍ତ୍ରୀ। କିନ୍ତୁ ବାସ୍ତବରେ ଗରିବ ଲୋକଙ୍କୁ ଥଇଥାନ ଦିଗରେ ପଦକ୍ଷେପ ନେଉନାହାନ୍ତି। ୪୦ ବର୍ଷ ଧରି ରହି ଆସୁଥିବା ବସ୍ତି ବାସିନ୍ଦାଙ୍କୁ ଜାଗା ଛାଡ଼ି ଅନ୍ୟତ୍ର ପଳାଇବାକୁ ରେଳ ବିଭାଗ ଚିଠି…
ଅଧିକ ଖବର ଦେଖନ୍ତୁ...

ଦକ୍ଷତା ବିକାଶ ମୁଖ୍ୟ ସୁବ୍ରତ ବାଗଚୀ ଓ କୃଷି ସଚିବଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି/ଚିତ୍ରକୋଣ୍ଡା: ଦକ୍ଷତା ବିକାଶର ମୁଖ୍ୟ ସୁବ୍ରତ ବାଗ୍‌ଚୀ ଏବଂ କୃଷି ସଚିବ ସୌରଭ ଗର୍ଗ ଆଜି ମାଲକାନଗିରି ଗସ୍ତରେ ଆସି ପ୍ରଥମେ ଚିତ୍ରକୋଣ୍ଡା ଯାଇଥିଲେ। ସେଠାରେ କୃଷି ଉଦ୍ୟାନ ବିଭାଗର ଜୈବ ପରିବେଶ ଏବଂ ଏଠାରେ କିପରି ବିଭିନ୍ନ କୃଷି ଜାତ ଦ୍ରବ୍ୟକୁ ନେଇ ଜାତୀୟ ସ୍ତରରେ…
ଅଧିକ ଖବର ଦେଖନ୍ତୁ...

୨୮ ଦିନରେ ଧାର୍ଯ୍ୟ ଲକ୍ଷ୍ୟର ୫୦ ପ୍ରତିଶତ ଧାନ ସଂଗ୍ରହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇ ୨୮ ଦିନ ବିତିଯାଇଛି । ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ୫୦ ପ୍ରତିଶତ ଧାନ ସଂଗ୍ରହ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ପୂର୍ବ ବର୍ଷ ଡିସେମ୍ବର ୯ ତାରିଖରେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା । ଚଳିତ ବର୍ଷ…
ଅଧିକ ଖବର ଦେଖନ୍ତୁ...

୫୦ ବର୍ଷର ଉଦ୍ୟମ ପରେ ରାଷ୍ଟ୍ରପତି ଆସନରେ ବସିଲେ ବାଇଡେନ୍, ବାପା ଦେଇଥିବା ଶିକ୍ଷା ଆଣିଲା ସଫଳତା

ଓ୍ବାସିଂଟନ୍: ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ। ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ୍। ୱାସିଂଟନ୍ ଡିସିସ୍ଥିତ ସଂସଦ ଭବନ କ୍ୟାପିଟଲରେ ଆମେରିକୀୟ ସୁପ୍ରିମ୍ କୋର୍ଟର ମୁଖ୍ୟବିଚାରପତି ଜନ୍ ରବର୍ଟସ ନବନିଯୁକ୍ତ ରାଷ୍ଟ୍ରପତି  ବାଇଡେନଙ୍କୁ ପଦ ଓ ଗୋପନୀୟତାର ଶପଥ…
ଅଧିକ ଖବର ଦେଖନ୍ତୁ...

ଚାଲିଛି ସଡ଼କ ସୁରକ୍ଷା ମାସ: ମୟୂରଭଞ୍ଜ ଜିଲ୍ଲାରେ ୨ ବର୍ଷରେ ୬୦୪ ଜଣଙ୍କ ପ୍ରାଣ ନେଇଛି ସଡ଼କ ଦୁର୍ଘଟଣା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ପାଇଁ ସଡ଼କ ଦୁର୍ଘଟଣା ସାଜିଛି ପରମ ଶତ୍ରୁ। ଗତ ଦୁଇବର୍ଷ ମଧ୍ୟରେ ଜିଲ୍ଲାରେ ୬୦୪ ଜଣଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ଯାଇଛି। ଉଲ୍ଲେଖନୀୟ ବିଷୟ ହେଲା ୨୦୧୯ ଓ ୨୦୨୦ ବର୍ଷରେ ଜିଲ୍ଲାରେ ୯୩୫ ଟି ଦୁର୍ଘଟଣା ଘଟିଛି। ମାତ୍ର ମୃତ୍ୟୁସଂଖ୍ୟା ୬୦୪। ଯାହାକି ୬୪…
ଅଧିକ ଖବର ଦେଖନ୍ତୁ...

ରସିକିଆ ଟ୍ୟୁସନ ମାଷ୍ଟରଙ୍କ କଳାକାରନାମା, ବିବାହ ପ୍ରତିଶ୍ରୁତି ଦେଇ ମାକୁ ଦୁଷ୍କର୍ମ

କୋରାପୁଟ: ରସିକିଆ ଟ୍ୟୁସନ ମାଷ୍ଟରଙ୍କ କଳାକାରନାମା। ଝିଅକୁ ଟ୍ୟୁସନ ପଢାଇବାକୁ ଆସି ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଜଣାପଡିଛି। ଏନେଇ ମହିଳା ଜଣକ କୋରାପୁଟ ଟାଉନ ଥାନାରେ ଅଭିଯୋଗ ଦେଇଥିବାବେଳେ ପୁଲିସ ଉକ୍ତ ରସିକିଆ ଟ୍ୟୁସନ ମାଷ୍ଟରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା…
ଅଧିକ ଖବର ଦେଖନ୍ତୁ...

ଜମିରୁ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ପେଡାକୋଣ୍ଡା ଗ୍ରାମରେ ଏକ ଚାଷ ଜମିରୁ ଗଳିତ ଶବ ଉଦ୍ଧାର କରାଯାଇଛି। ଘଟଣା ଅନୁଯାୟୀ ଗତ ଦୁଇ ଦିନ ହେଲା ପେଡାକୋଣ୍ଡା ଗ୍ରାମର ଲଛୁ କାବାସି(୩୫) ନିଖୋଜ ହୋଇଯାଇଥିଲେ। ତେବେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଲଚ୍ଛୁର ପତ୍ତା…
ଅଧିକ ଖବର ଦେଖନ୍ତୁ...

ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହାରିସ

ୱାସିଂଟନ : ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ କମଳା ହାରିସ ଆଜି ଶପଥ ଗ୍ରହଣ କରିଛନ୍ତି । ୱାସିଂଟନ ଡିସିରେ ଆମରିକୀୟ ସଂସଦ ଭବନ କ୍ୟାପିଟଲରେ ଅନୁଷ୍ଠିତ ଭବ୍ୟ ସମାରୋହରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୋନିଆ ସୋଟୋମେୟର ହାରିସଙ୍କୁ ଶପଥ ପାଠ କରାଇଥିଲେ। କମଳା…
ଅଧିକ ଖବର ଦେଖନ୍ତୁ...

ନକଲି ଆଚାର ତିଆରି କାରଖାନା ଠାବ: ୧୨ ଲକ୍ଷ ଟଙ୍କାର ସାମଗ୍ରୀ ଜବତ , ମାଲିକ ଫେରାର

ବାଲିଅନ୍ତା:ସ୍ପେଶାଲ ସ୍ବାର୍ଡ଼ ଓ ଖାଦ୍ୟ ସୁରକ୍ଷା ବିଭାଗ ଟିମ ମିଳିତ ଭାବେ ଆଜି ପାହାଳ ଫାଣ୍ଡି ରୁଦ୍ରପୁର ସ୍ଥିତ ୨୨ ତାଲା ନିକଟସ୍ଥ ଅଞ୍ଚଳରେ ଅତର୍କିତ ଚଢ଼ଉ କରି ଏକ ନକଲି ଆଚାର ତିଆରି ଖାରଖାନାର ଠାବ କରିଛନ୍ତି । ଚଢ଼ଉ ବେଳେ କାରଖାନା ଭିତରୁ ବିପୁଳ ପରିମାଣର ଆମ୍ବ , ଖଟା , ମିଠା , ମିକ୍ସ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ବାଇଡେନ୍‌ ଯୁଗ ଆରମ୍ଭ: ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌

ୱାଶିଂଟନ୍‌: ଆମେରିକା ଇତିହାସରେ ଯୋଡି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ।  ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି ଭାବରେ ବାଇଡେନ୍‌ ଶପଥ ନେଇଛନ୍ତି। ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ ଆମେରିକାର ପ୍ରଥମ କୃଷ୍ଣକାୟ ଓ…
ଅଧିକ ଖବର ଦେଖନ୍ତୁ...