Daily Archives

January 21, 2021

କଠୋର ଜାତିପ୍ରଥା ପରମ୍ପରାରୁ ବାଦ୍‌ ପଡ଼ିଲେନି ଜନପ୍ରତିନିଧି; ପୀଡ଼ିତ ସାନ୍ତାଳ ପରିବାରକୁ ଜାତିରୁ ବାସନ୍ଦ, ଜମି…

ବାରିପଦା: ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକର ସାନଡ଼ାଳିମା ଗ୍ରାମର ୱାର୍ଡ଼ ସଭ୍ୟ ଶାଙ୍ଖାର ବାସ୍କେ ଓ ଠୁମ୍ପୁ ସୋରେନଙ୍କ ପରିବାରକୁ ପରମ୍ପରା ନାମରେ ବେଆଇନ ଭାବେ ଜାତିରୁ ବାସନ୍ଦ କରାଯିବା ବିଷୟକୁ ନେଇ ରାଇରଙ୍ଗପୁର ଜନମଙ୍ଗଳ ଅଧିକାରୀ ଓ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର…
ଅଧିକ ଖବର ଦେଖନ୍ତୁ...

ମଶା କାମୁଡି ଲାଲ କରିଦେଇଛି କି? ଆପଣାନ୍ତୁ ଏହି ବାଟ

ଗୋଟିଏ ମଶା ଅନେକ ରୋଗର କାରଣ ହୋଇଥାନ୍ତି | ତେଣୁ ଲୋକମାନେ ସବୁବେଳେ ମଶାଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତି | ଏହା ବ୍ୟତୀତ ଅନେକ ଥର ମଶା କାମୁଡ଼ିବା ଆମ ଶରୀରରେ ଲାଲ ରଙ୍ଗର ଦାଗ ସୃଷ୍ଟି ହୋଇଥାଏ ଏବଂ ପରେ କୁଣ୍ଡେଇହେବା ଆରମ୍ଭ ହୁଏ | ତେବେ ଯଦି ଆପଣଙ୍କୁ ମଶା କାମୁଡ଼ିଥାଏ ଓ ଲାଲ ଦାଗ…
ଅଧିକ ଖବର ଦେଖନ୍ତୁ...

ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହର ବିଜୟ: ହମ୍ପସ୍, ଟ୍ରାଫିକ ପୁଲିସ ଓ ବେରିକେଡ୍ ଦାବିରେ ମାନବାଧିକାର କର୍ମୀଙ୍କ ଧାରଣା…

ବାରିପଦା: ଗଣତାନ୍ତ୍ରିକ ଭାବେ ଶାନ୍ତି ପୂର୍ଣ୍ଣ ସତ୍ୟାଗ୍ରହର ବିଜୟ ହୋଇଛିା ବାରିପଦା ପୌରପରିଷଦ ସତ୍ୟସାଇ ଛକ-ଦାରୋଗାଡ଼ାହି ରାସ୍ତାର ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ହମ୍ପ୍ସ ଓ ସ୍ଥାୟୀ ଟ୍ରାଫିକ ପୁଲିସ ମୃତୟନ ଏବଂ ବେରିକେଡ୍ ନିର୍ମାଣ ଦାବିରେ ମାନବିକ ଅଧିକାର ଯୁବ ଉନ୍ନୟନ କାଉନସିଲର ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଜୟପୁର ବିମାନବନ୍ଦରର ଉନ୍ନୟନ କାର୍ଯ୍ୟର ତଦାରଖ କଲେ ବିଧାୟକ

ଜୟପୁର: ‘ଉଡାନ’ ଯୋଜନାର ‘୨ ସି’ରେ ଜୟପୁର ଏୟାରପୋର୍ଟକୁ ସାମିଲ କରାଯିବା ସହ ସଂପ୍ରତି ଉନ୍ନୟନ କାମ ଚାଲିଛି । ଦୀର୍ଘ ଦିନ ଆସି ପଡ଼ି ରହିଥିବା ବିଭିନ୍ନ ସ୍କାନର ଓ ଯନ୍ତ୍ରପାତି ଆଦିକୁ ଭୁବନେଶ୍ବର ଏୟାରଫୋର୍ଟ ଅଥୋରିଟିର ୬ଜଣିଆ ସିସିଏନଏସ୍ ଦଳ ଆସି ଏଗୁଡିକୁ ଖଂଜିଛନ୍ତି। ଆଜି ଜୟପୁର…
ଅଧିକ ଖବର ଦେଖନ୍ତୁ...

ସୀମାରେ ଲାଗିବ ଡ୍ରୋନ୍ ଶିକାର ଟିମ: ଶତ୍ରୁର ଡ୍ରୋନକୁ କରିବ ଧ୍ବଂସ

ଶ୍ରୀନଗର: ବିଗତ କିଛି ଦିନ ଧରି ପାକିସ୍ତାନ ପକ୍ଷରୁ ଭାରତରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ ସହ ଯୁଦ୍ଧ ସରଞ୍ଜାମ ପଠାଇବାକୁ ଯୋଜନା ପ୍ରସ୍ତୁତ କରାଯାଉଛି | ବିଗତ କିଛି ମାସ ମଧ୍ୟରେ ପ୍ରାୟ ୧୦ଥର ଡ୍ରୋନ୍ ମାଧ୍ୟମରେ ଯୁଦ୍ଧ ସରଞ୍ଜାମ ପଠାଇବାକୁ ପ୍ରୟାସ ମଧ୍ୟ କରାଯାଇଛି | ଆଉ ପାକିସ୍ତାନର ଏହି…
ଅଧିକ ଖବର ଦେଖନ୍ତୁ...

ନିଶା ପାଇଁ ମନ୍ଦିର ପୂଜକଙ୍କୁ ହତ୍ୟା କଲା ଭୋଗ ଦୋକାନୀ

ଲଖନଉ: ନିଶାଦ୍ରବ୍ୟ ସେବନ ପାଇଁ ପୂଜକଙ୍କୁ ହତ୍ୟା କଲେ ନିଶାସକ୍ତ ଯୁବକ | ଗତ ମଙ୍ଗଳବାର ରାତିରେ ଲଖନଉର ଶିବପୁରୀ ଗ୍ରାମରେ ଥିବା ଐତିହାସିକ ରଣବାବା ମହାଦେବ ମନ୍ଦିରରେ ଘଟିଥିବା ପୂଜକ ହତ୍ୟାକାଣ୍ଡ ଘଟଣାର ପୁଲିସ ଖୁଲାସା କରିଛି | ଏହି ଘଟଣାରେ ପୁଲିସ ମନ୍ଦିର ବାହାରେ ଭୋଗ ବିକୁଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ କୁନ୍ଦ୍ରା, ଜୟପୁର ଓ ବୋରିଗୁମ୍ମା ଅଞ୍ଚଳର ଚାଷୀ

ଜୟପୁର: ଖରିଫ ମଣ୍ଡି ଆମ ପାଇଁ ଅଭିଶାପ ପାଲଟିଛି ବୋଲି କହିଛନ୍ତି ଚାଷୀ। ଟୋକେନ୍ ପାଇ ସୁଦ୍ଧା ଏବେ ପର୍ଯ୍ୟନ୍ତ କିଛି ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି। ଆଉ କିଛି ଚାଷୀ ଟୋକେନ୍ ଏବେ ସୁଦ୍ଧା ପାଇ ନାହାନ୍ତି। ମହିଳା ସ୍ବୟଂ ସହାୟକ ଦଳ ଏବଂ ଲ୍ୟାମ୍ପ ଜରିଆରେ ମିଲରଙ୍କୁ ଧାନ ଦେବା…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତ ରାଜପୁତଙ୍କ ନାମରେ ନାମିତ ହେବ ଦିଲ୍ଲୀର ରାସ୍ତା!

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୩୫ ତମ ଜନ୍ମଦିନ | ତାଙ୍କ ମୃତ୍ୟୁକୁ ସାତ ମାସରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ସୋସିଆଲ ମିଡିଆଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ଏବେ ବି ତାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି | ତାଙ୍କ ମୃତ୍ୟୁକୁ ନେଇ ଯଦିଓ ବିହାର…
ଅଧିକ ଖବର ଦେଖନ୍ତୁ...

‘୭ ଲକ୍ଷ ଦେଇ ୪ଟି ପାରା ରଖ’ କହିଥିବା ତାନ୍ତ୍ରିକ ଗିରଫ, କାହିଁକି ଜାଣନ୍ତୁ

ନାଗପୁର: '୪ଟି ମନ୍ତ୍ରିତ ପାରା ଘରେ ରଖ, ଶୁଭ ଫଳ ମିଳିବ' କିଛି ଏଭଳି କହି ୭ ଲକ୍ଷ ଟଙ୍କାରେ ୪ଟି ପାରାଙ୍କୁ ବିକିଥିଲେ ତାନ୍ତ୍ରିକ | ଆଉ ଅନ୍ଧବିଶ୍ୱାସର ଶିକାର ହୋଇଥିବା ପରିବାର ଯେତେବେଳେ ତାନ୍ତ୍ରିକଙ୍କ କହିବା ମୁତାବକ ଫଳ ନ ପାଇଲେ ଥାନାରେ ଅଭିଯୋଗ କରିଛନ୍ତି | ଏହା ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଧକ୍କାରେ ବାଇକ୍‌ ଚାଳକ ମୃତ

ବଡ଼ଗାଁ: ଆଜି ସନ୍ଧ୍ୟା ୭ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ତିଳେଇମାଲ ଗାଁ ଛକରେ ଗୋଟିଏ ଟ୍ରାକ୍ଟର ଓ ମୋଟର୍‌ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ବାଇକ୍‌ ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ହେଲେ ସଲଙ୍ଗାବୁଡ଼ ଖେରାପଡ଼ାର ଧରଣୀଧର ପ୍ରଧାନ(୨୩)। ଓଡ଼ି ୧୬ଏଫ୍‌ ୪୨୨୭…
ଅଧିକ ଖବର ଦେଖନ୍ତୁ...