Daily Archives

January 22, 2021

ବିଦ୍ୟାଳୟ ବୁଲି ଶିକ୍ଷା ଭିତ୍ତିଭୂମି ଯାଞ୍ଚ କଲେ ଗଣଶିକ୍ଷା ମନ୍ତ୍ରୀ

ବାଲିପାଟଣା : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଅଚାନକ ବାଲିପାଟଣା ବ୍ଲକ ବିଦ୍ୟାଳୟ ଗସ୍ତରେ ଆସିଥିଲେ । ବିପିନି ବିହାରୀ ହାଇସ୍କୁଲ ଏବଂ ଆବସିକ ବିଦ୍ୟାଳୟ ବୁଲି ଶିକ୍ଷାର ଭିତ୍ତି ଭୁମି ଯାଞ୍ଚ କରିଛନ୍ତି । ସୂଚନାରୁ ପ୍ରାପ୍ତ , ଆଜି ଅପରାହ୍ନ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ କୃଷି ବିଜ୍ଞାନ କେନ୍ଦ୍ରରେ ଷଷ୍ଠଦଶ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

ବାରିପଦା:ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଆଜି ଷଷ୍ଠଦଶ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ପବନ କୁମାର ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମୟରେ ବିଶ୍ୱବିଦ୍ୟାଳୟ ସମ୍ପ୍ରସାରଣ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ମୟୂରଭଞ୍ଜରୁ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇ ନାହାନ୍ତି

ବାରିପଦା: ଜାନୁଆରୀ ୨୨ରେ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୧୫୪ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ପ୍ରଥମ ଥର ନିମନ୍ତେ କୌଣସି କରୋନା ଆକ୍ରାନ୍ତ ନାହାନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତମାନଙ୍କ ସଂଖ୍ୟା ୧୪,୦୬୧ ରେ ପହଁଞ୍ଚିଛି । ଚଳିତ ଜାନୁଆରୀ ମାସର…
ଅଧିକ ଖବର ଦେଖନ୍ତୁ...

ବ୍ରିଜ ତଳକୁ ଖସିଲା ଅଟୋ, ୧୨ ଆହତ 

କୋରାପୁଟ: ଅଳ୍ପକେ ନିଶ୍ଚିତ ମୃତ୍ୟୁ ମୁଖରୁ ଆଜି ବଞ୍ଚି ଯାଇଛନ୍ତି ୧୨ ଜଣିଆ ବାଜା ଦଳ। ଏକ ବାହାଘରରେ ଯୋଗ ଦେବାକୁ ଅଟୋରେ ଯାଉଥିବାବେଳେ କୋରାପୁଟ ନିକଟବର୍ତ୍ତୀ ଗୋସଡେଇଗୁଡା ବ୍ରିଜ ନିକଟରେ ତଳକୁ ଖସି ପଡିଥିଲା। ଏଥିରେ ୧୨ଜଣ ଗୁରୁତର ହୋଇ ଏସଏଲଏନ ମେଡିକାଲ କଲେଜରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଫୋର୍ବସ ତାଲିକାରେ ସାମିଲ ହେଲା ଓଡ଼ିଆ ପୁଅଙ୍କ କମ୍ପାନୀ, ୨୦୨୧ରେ ଇତିହାସ ରଚିପାରେ

ଲଣ୍ଡନ/ଭୁବନେଶ୍ୱର: ବିଶ୍ୱର ଜଣାଶୁଣା ପତ୍ରିକା ଫୋର୍ବସରେ ସ୍ଥାନ ପାଇଛି ଓଡ଼ିଆ ସଫ୍ଟୱେୟାର ଇଂଜିନିୟରଙ୍କ କମ୍ପାନୀ | ୨୦୨୧ ମସିହାରେ ବିଶ୍ୱର ଲର୍ଣ୍ଣିଙ୍ଗ ଷ୍ଟାର୍ଟଅପ ତାଲିକାରେ ଓଡ଼ିଆ ସଫ୍ଟୱେୟାର ଇଂଜିନିୟର ପ୍ରୀତିମାଧବ ପାଢ଼ୀଙ୍କ କମ୍ପାନୀ କଗନିନୋ ସ୍ଥାନ ପାଇଛି | ମାଇକ୍ରୋସଫ୍ଟରେ ୧୨…
ଅଧିକ ଖବର ଦେଖନ୍ତୁ...

ଜୁନ ମାସରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ, ମେ ୧୫ରୁ ୩୦ ମଧ୍ୟରେ ହେବ ନିର୍ବାଚନ

ନୂଆଦିଲ୍ଲୀ: କଂଗ୍ରେସ ଦଳରେ ଅଧ୍ୟକ୍ଷ ସମେତ ସଂଗଠନର ଅନ୍ୟାନ୍ୟ ପଦବୀ ପାଇଁ ନିର୍ବାଚନ ମେ ୧୫ ରୁ ୩୦ ମଧ୍ୟରେ ଅନୁଷ୍ଠିତ ହେବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡକାଯାଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ପରେ ଦଳର ନେତା କେ.ସି ଭେନୁଗୋପାଲ ଏବାବଦରେ ସୂଚନା ଦେଇଛନ୍ତି | ସେ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ବର୍ଡର-ଗାଭାସ୍କର ଟ୍ରଫି ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ, ଦଳକୁ ପ୍ରଂଶସା କଲେ ପୂର୍ବତନ ପାକିସ୍ତାନୀ…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ ଏବେ ବି ଚର୍ଚ୍ଚାରେ ରହିଛି । ଏହି ବିଜୟ ପାଇଁ ପାକିସ୍ତାନର ପୂର୍ବତନ ଅଧିନାୟକ ଇଂଜାମାମ-ଉଲ-ହକ ୩ଜଣ ବ୍ୟକ୍ତିଙ୍କୁ ଶ୍ରେୟ ଦେଇଛନ୍ତି । ଇଂଜାମାମ ନିଜର ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଭାରତର ବିଜୟର ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆକୁ ନିଜ…
ଅଧିକ ଖବର ଦେଖନ୍ତୁ...

୫ ମାସ ମଧ୍ୟରେ ୩୧ ଥର କରୋନା ପଜିଟିଭ ହେଲେ ମହିଳା

ଜୟପୁର: ରାଜସ୍ଥାନର ଭରତପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଗତ ପାଞ୍ଚ ମାସ ମଧ୍ୟରେ ଜଣେ ମହିଳା ୩୧ ଥର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ଏହି ମହିଳାଙ୍କ ନାମ ସାରଦା ହୋଇଥିବାବେଳେ ସେପ୍ଟେମ୍ବର ୪, ୨୦୨୦ରେ ପ୍ରଥମ ଥର ପାଇଁ ତାଙ୍କର କରୋନା…
ଅଧିକ ଖବର ଦେଖନ୍ତୁ...

ଘରେ କାମ କରୁଥିବା ମହିଳାଙ୍କ ବିରୋଧରେ ସୁନା ଚୋରି ଅଭିଯୋଗ

ବାରିପଦା: ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ-୧୯ ବଢ଼େଇସାହିର ଭାନୁ ମଙ୍ଗରାଜ ତାଙ୍କ ଘରୁ ପ୍ରାୟ ୯୦ହଜାର ଟଙ୍କା ମୂଲ୍ୟର ସୁନା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ତେବେ ତାଙ୍କ ଘରେ ସହାୟିକା ଭାବେ କାମ କରୁଥିବା ବଡ଼ସାହି ଥାନା ଜାଲଘେରା ଅଞ୍ଚଳର ଜନୈକା ମହିଳା ଏହି ଚୋରିରେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ପର୍ଯ୍ୟାୟ ଟୀକାକରଣ ଫଳାଫଳ: କୋଭାକସିନ ଅଧିକ ସୁରକ୍ଷିତ!

ନୂଆଦିଲ୍ଲୀ: ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ କୋଭାକସିନ ଅଧିକ ଫଳପ୍ରଦ ସାବ୍ୟସ୍ତ ହୋଇଛି | ପ୍ରଥମ ପର୍ଯ୍ୟାୟ ଟୀକାକରଣ ପରେ ଜଣାପଡିଛି ଯେ କୋଭାକସିନ ନେବା ଦ୍ୱାରା କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇନାହିଁ | ସ୍ୱାସ୍ଥ୍ୟ ଭିତ୍ତିକ ମାଗାଜିନ ଲାନସେଟରେ ଏଭଳି ଏକ ତଥ୍ୟ…
ଅଧିକ ଖବର ଦେଖନ୍ତୁ...