Daily Archives

January 22, 2021

ବିଦେଶକୁ କରୋନା ଟିକା ରପ୍ତାନୀ କଲା ଭାରତ

ନୂଆଦିଲ୍ଲୀ: ବିଦେଶକୁ କରୋନା ଟିକା ରପ୍ତାନୀ କଲା ଭାରତ । ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ବ୍ୟବସାୟିକ ଭିତ୍ତିରେ କରୋନା ଟିକା ପଠାଯାଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ଓ ଭାରତର ସେରମ ଇନଷ୍ଟିଚ୍ୟୁଟରେ…
ଅଧିକ ଖବର ଦେଖନ୍ତୁ...

ଆର୍‌ଡିସିଙ୍କ ସହ ଆଲୋଚନା ପରେ ବିଜେପିର ଆନ୍ଦୋଳନ ସ୍ଥଗିତ, ଧାନ ଉଠାଇବାକୁ ୭୨ ଘଣ୍ଟା ମହଲତ

ସମ୍ବଲପୁର : ଶୁକ୍ରବାର ସଂଧ୍ୟାରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡିସି) ନିରଂଜନ ସାହୁଙ୍କ ସହ ଆଲୋଚନା ପରେ ବିଜେପି ପକ୍ଷରୁ ୨ ଦିନ ଧରି ଚାଲିଥିବା ଉତ୍ତେଜନାପୂର୍ଣ୍ଣ ଆନ୍ଦୋଳନରେ ସାମୟିକ ବିରତି ଲାଗିଛି। ଆର୍‌ଡିସି ଦେଇଥିବା ପ୍ରତିଶ୍ରୁତି ପାଳନ ପାଇଁ ବିଜେପି ପକ୍ଷରୁ ୭୨ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ମଣ୍ଡିରୁ ଶୀଘ୍ର ଧାନ ଉଠାଇବାକୁ ନେଇ ଚାଷୀ ଓ ପିଆରଏ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଜୟପୁର: ଆଉ କେତେ ଦିନ ମଣ୍ଡିରେ ପଡ଼ି ରହିବୁ। ଆସିଥିବା ଟାର୍ଗେଟରେ ଆମ ମଣ୍ଡିକୁ ସାମିଲ କରି ଆମ ମଣ୍ଡିରୁ ସବୁ ଧାନ ଉଠାନ୍ତୁ। ରବି ଚାଷ ପାଇଁ ବି ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଏଭଳି କାହିଁକି ଆମକୁ ହଇରାଣ ହରକତ କରୁଛନ୍ତି। ତୁରନ୍ତ ଆମ ମଣ୍ଡି ଗୁଡ଼ିକରୁ ଧାନ ଉଠାନ୍ତୁ ବୋଲି ଦାବି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜର ସବୁ କାମ ସମାପ୍ତ କରିବା ପାଇଁ କାର୍ଯ୍ୟର ଗତିକୁ ଟିକେ ହ୍ରାସ କରନ୍ତୁ। ବ୍ୟବସାୟୀଙ୍କୁ ଲାଭ ମିଳିବ। ପ୍ରେମ ଆଳାପ ପାଇଁ ଭଲ ଦିନଟିଏ। ବୃଷ: ଲାଭଦାୟକ ଜିନିଷକୁ ଗୁରୁତ୍ବ ଦିଅନ୍ତୁ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ବୈବାହିକ ବନ୍ଧନରେ ବାନ୍ଧିହେବା ପାଇଁ ଦିନଟି ଶୁଭ।…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ୍‌ ମଡେଲ ତଥା ଅଭିନେତ୍ରୀ ୟେଲ୍‌ ସେଲ୍ବିୟା ହେଲେ ‘ବିଶ୍ବର ସବୁଠାରୁ ସୁନ୍ଦର ମହିଳା’

ନୂଆଦିଲ୍ଲୀ: ୧୯ ବର୍ଷୀୟା ମଡେଲ୍‌ ୟେଲ୍‌ ସେଲ୍ବିୟା ‘ବିଶ୍ବର ସବୁଠାରୁ ସୁନ୍ଦର ମହିଳା’ ବନିଛନ୍ତି । ଇସ୍ରାଏଲର ମଡେଲ ଏବଂ ଅଭିନେତ୍ରୀ ସେଲ୍ବିୟା ଟିସି କ୍ୟାଣ୍ଡଲରର ବାର୍ଷିକ ‘ବର୍ଷର ୧୦୦ ସୁନ୍ଦର ଚେହେରା’ ତାଲିକାରେ ଶୀର୍ଷରେ ରହିଛନ୍ତି। Queen Yael for @renuar 👸🏻 •back to…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ନେତାଜୀ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ନବୀନ, ଧର୍ମେନ୍ଦ୍ର

କଟକ : ଶନିବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପରିପ୍ରେକ୍ଷୀରେ ନେତାଜୀଙ୍କ ଜନ୍ମସ୍ଥାନ ଓଡିଆ ବଜାରସ୍ଥିତ ଜାନକୀନାଥ ଭବନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ଲୋକଙ୍କୁ ଚିକିତ୍ସା ଯୋଗାଇବାକୁ ବିଶ୍ୱସ୍ତରରେ କାର୍ଯ୍ୟରତ ପ୍ରବାସୀ ଓଡ଼ିଆ ଡାକ୍ତରମାନଙ୍କର ସ୍ୱେଚ୍ଛାକୃତ…

ଭୁବନେଶ୍ବର: ମହାମାରୀ ସମଗ୍ର ବିଶ୍ୱକୁ ଗ୍ରାସ କରିବା ଆରମ୍ଭ କରିବାପରେ ଜଣେ ରୋଗୀ ଏବଂ ସାରା ମାନବ ଜାତିର ସ୍ୱାସ୍ଥ୍ୟ ପ୍ରତି ଚିକିତ୍ସକମାନଙ୍କର ପ୍ରତିବଦ୍ଧତା ପ୍ରତିପାଦିତ ହୋଇଛି । ସେହି ସମୟରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟରତ ଓଡ଼ିଶାର ଚିକିତ୍ସକଗଣ ଆଉପାଦେ ଆଗକୁ ଯାଇ ଓଡ଼ିଶାରୁ…
ଅଧିକ ଖବର ଦେଖନ୍ତୁ...

କାଲିମେଳା : ଦୁଷ୍କର୍ମ ମାମଲାରେ ବିଜେପି ନେତା ଗିରଫ

କାଲିମେଳା : ଏକ ଦୁଷ୍କର୍ମ ମାମଲାରେ ଜଣେ ବିଜେପି ନେତାକୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣା ପଡିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କାଲିମେଳା ବିଜେପି ମଣ୍ଡଳ ସଭାପତି ଅବଦୁତ ପ୍ରସାଦ ଦୁର୍ଗା ଜଣେ ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

‘ଆଜିର ବୈଠକ ଆମ ପାଇଁ ଅପମାନ; ଗଣତନ୍ତ୍ର ଦିବସରେ ଆମର ପ୍ରସ୍ତାବିତ ଟ୍ରାକ୍ଟର ରାଲି ବାହାରିବ’: କୃଷକ ନେତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକ ନେତାମାନେ ଆଜି (ଶୁକ୍ରବାର) ସନ୍ଧ୍ୟାରେ କହିଛନ୍ତି ଯେ ସରକାରଙ୍କ ସହ ଏକାଦଶ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀର ବ୍ୟସ୍ତବହୁଳ ବାହ୍ୟ ରିଙ୍ଗ ରୋଡରେ ଜାନୁଆରି…
ଅଧିକ ଖବର ଦେଖନ୍ତୁ...

ସେରମ୍ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡ ଘଟଣା: ୧୦୦୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି କହିଲେ ସିଇଓ ପୁନାୱାଲା

ପୁଣେ : ସେରମ୍ ଇନଷ୍ଟିଚ୍ୟୁଟରେ ହୋଇଥିବା ଅଗ୍ନିକାଣ୍ଡ ଫଳରେ ୧୦୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି କହିଛନ୍ତି କମ୍ପାନିର ସିଇଓ ଅଦର ପୁନାୱାଲା। ଆଜି ଏକ ସାମ୍ବାଦିକ ସମ୍ମିଳନରେ ପୁନାୱାଲା ପ୍ରକାଶ କରିଛନ୍ତି କି ଅଧିକ ସଂଖ୍ୟକ ଟିକା ପ୍ରସ୍ତୁତି ଲାଗି ସେରମ୍ ଇନଷ୍ଟିଚ୍ୟୁଟର ନୂତନ…
ଅଧିକ ଖବର ଦେଖନ୍ତୁ...