Daily Archives

January 23, 2021

ଖୋର୍ଦ୍ଧାରେ ବିଭିନ୍ନ ସଂଗଠନ ପକ୍ଷରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ 

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ୧୮୫୭ର ଓଡ଼ିଶାର ପରାକ୍ରମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତିୀ ପାଳିତ ହୋଇଯାଇଛି। ପତଂଜଳି ଯୋଗ ସମିତି: ଏହି ଅବସରରେ ଖୋର୍ଦ୍ଧା ପତଂଜଳି ଯୋଗ ସମିତି ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ…
ଅଧିକ ଖବର ଦେଖନ୍ତୁ...

ବାଲିଅନ୍ତା-ବାଲିପାଟଣା ଗୋଦାମ ଘରେ ଝୁଲିଲା ତାଲା; ମଞ୍ଚେଶ୍ବରରୁ ଯୋଗାଣ ହେବ କଣ୍ଟ୍ରୋଲ ସାମଗ୍ରୀ

ବାଲିଅନ୍ତା: ବାଲିଅନ୍ତା ଏବଂ ବାଲିପାଟଣା ଅଞ୍ଚଳକୁ କଣ୍ଟ୍ରୋଲ ସାମଗ୍ରୀ ଯୋଗାଣ ନେଇ ଏଠାରେ ନିର୍ମିତ ହୋଇଥିବା ଗୋଦାମ ଗୃହ ବନ୍ଦ ହେବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ପାଖାପାଖି ୯ହଜାର କ୍ୟୁଣ୍ଟାଲ ଖାଦ୍ୟ ସାମଗ୍ରୀ ସଂରକ୍ଷଣ କ୍ଷମତା ଥିବା ଉକ୍ତ ଗୋଡାଉନ…
ଅଧିକ ଖବର ଦେଖନ୍ତୁ...

ଉନ୍ମୋଚନ ହେଲା ମୟୂରଭଞ୍ଜ ପ୍ରିମିୟର ଲିଗ ‘ଲୋଗୋ’ ଓ ‘ଜର୍ସି’

ବାରିପଦା: ସଦ୍ୟ ସମାପ୍ତ ହୋଇଥିବା ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ଭାରତରେ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ଲୋକପ୍ରିୟତାରେ ନମ୍ବର ୱାନ ବୋଲି ଉଭୟ ବିଜେଡି ଓ ବିଜେପି ଦାବି କରୁଥିବା ବେଳେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ନଥିବାରୁ ମାଗଣାରେ ଆରଟିଓ ଦେଲା ହେଲମେଟ

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଠାରେ ଆଜି ପୁଲିସ ଏବଂ ଆଞ୍ଚଳିକ ପରିବହନ ତରଫରୁ ମିଳିତ ଭାବେ ସଡକ ସୁରକ୍ଷା ସପ୍ତାହ ଅବସରରେ ହେଲମେଟ ଯାଞ୍ଚ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ଏକ ରାଲିର ଆୟୋଜନ ମଧ୍ୟ କରାଯାଇଥିଲା। ରାଲି ସହର ପରିକ୍ରମା କରିବା ସହ ଲୋକଙ୍କୁ ସଚେତନ…
ଅଧିକ ଖବର ଦେଖନ୍ତୁ...

ଗୁଡ ଖାଇଲେ ମିଳେ ଏସବୁ ଲାଭ

ଚିନି ଅପେକ୍ଷା ଗୁଡ ଶରୀର ପାଇଁ ଅଧିକ ହିତକର ବୋଲି ଡାକ୍ତରମାନେ କହନ୍ତି | ଗୁଡ ସ୍ବାଦିଷ୍ଟ ହେବା ସହିତ ଶରୀର ପାଇଁ ମଧ୍ୟ ହିତକର। କୁହାଯାଏ ନିୟମିତ ଗୁଡ ସେବନ କଲେ ଅନେକ ପ୍ରକାର ରୋଗରୁ ରକ୍ଷା ମିଳିଥାଏ। ତେବେ ଜାଣନ୍ତୁ ଗୁଡ ଖାଇବା ଦ୍ୱାରା ଶରୀରକୁ କଣ ଲାଭ ମିଳିଥାଏ | ଗୁଡ ନିୟମିତ ଖାଇବା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ନେତାଜୀ ଜୟନ୍ତୀ ପାଳିଲେ ଓଡ଼ିଶାର ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ଠାରେ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଭାଗନେଉଥିବା ଓଡିଶାର ବିଭିନ୍ନ ବିଶ୍ବବିଦ୍ୟାଳୟର ସ୍ୱେଚ୍ଛାସେବୀ ମାନଙ୍କ ସହିତ ଅନ୍ୟ କେତୋଟି ରାଜ୍ୟର ସ୍ୱେଚ୍ଛାସେବୀଙ୍କ ସାହାର୍ଯ୍ୟରେ ଦିଲ୍ଲୀର ଆନ୍ତର୍ଜାତିକ ଯୁବ ଛାତ୍ରାବାସରେ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚ ନିର୍ମାଣକୁ ବିରୋଧ: ରଥମରାରେ ସଦର ବିଧାୟକ

କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡା ପଞ୍ଚାୟତ ରଥମରା ଗାଁର ସରକାରୀ ଜମିରେ ନିର୍ମାଣ ହେଉଥିବା ଚର୍ଚ୍ଚକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି । ଏ ସଂପର୍କରେ ଗତ ୨୧ ତାରିଖ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଗତକାଲି ଆଦିବାସୀ ନେତା ତଥା ଜିଲ୍ଲାପରିଷଦ ସଦସ୍ୟ ରଥ ମୁଣ୍ଡା,…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ପୌର ପ୍ରଶାସନ, ଖାଦ୍ୟ ନିରୀକ୍ଷକଙ୍କ ଯୁଗ୍ମ ଯାଂଚ, ୧ କ୍ୱିଂଟାଲ୍ ନିମ୍ନମାନର ଖାଦ୍ୟ ନଷ୍ଟ କଲେ  

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ମାଳମାଳ ଫାଷ୍ଟଫୁଡ, ଠେଲା ଖାଦ୍ୟ ଦୋକାନ, ମିଠା ଦୋକାନ, ହୋଟେଲ୍। କିନ୍ତୁ କିଏ ଏନେଇ ଅନୁମତି ନେଇଛି, କେଉଁ ଖାଦ୍ୟ ଲୋକଙ୍କୁ ପରଷୁଛି ସେନେଇ ପୌର ପ୍ରଶାସନ କିମ୍ବା ଖାଦ୍ୟ ନିରୀକ୍ଷକଙ୍କ ଏଥିପ୍ରତି ନିଘା ନଥିଲା। ଆଜି ପ୍ରାୟ ୫ ବର୍ଷ ପରେ ସହରରେ ଅପମିଶ୍ରିତ…
ଅଧିକ ଖବର ଦେଖନ୍ତୁ...

ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସ୍ତରୀୟ ସମାବେଶ

କୋରାପୁଟ: କୋଭିଡ କଟକଣା କୋହଳ ହେବାର ଦୀର୍ଘ ୯ ମାସର ବ୍ୟବଧାନ ପରେ ସ୍ଥାନୀୟ ଘରୋଇ ହୋଟେଲ ପରିସରରେ ବିଜୁଛାତ୍ର ଜନତା ଦଳର ଜିଲ୍ଲା ସ୍ତରୀୟ ସମାବେଶ ଅନୁଷ୍ଠିତ ହିଇଯାଇଛି  ଉକ୍ତ ସମାବେଶରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ, ୩ ଟି ପୌରପାଳିକା ଓ ଗୋଟିଏ ଏନ୍ଏ‌ସି୍ର‌ ସମସ୍ତ ଯୁବ ଛାତ୍ର ନେତା ଏବଂ…
ଅଧିକ ଖବର ଦେଖନ୍ତୁ...

ନିର୍ମାଣ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା, ଝିଅଙ୍କ ବିବାହ ସମୟରେ ୫୧ ହଜାର ଟଙ୍କା ଦେବେ ସରକାର

ଚଣ୍ଡୀଗଡ଼: ପଞ୍ଜାବ ସରକାର ନିର୍ମାଣ ଶ୍ରମିକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି | ଆସନ୍ତା ଆର୍ଥିକ ବର୍ଷ ଏପ୍ରିଲ ୨୦୨୧ ରୁ ନିର୍ମାଣ ଶ୍ରମିକଙ୍କ ଝିଅର ବିବାହ ସମୟରେ ୫୧ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି | ଏହାପୂର୍ବରୁ ପଞ୍ଜାବ ସରକାର ନିର୍ମାଣ ଶ୍ରମିକଙ୍କ ଝିଅ ବିବାହ ପାଇଁ ୩୧…
ଅଧିକ ଖବର ଦେଖନ୍ତୁ...