Daily Archives

January 23, 2021

ଜାମତାରା ଗ୍ୟାଙ୍ଗ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ୧୦ ଲକ୍ଷ ଠକେଇ ଅଭିଯୋଗରେ ୩ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ସାଇବର ପୁଲିସ କବଜାରେ ତିନି ଜଣ ସାଇବର ଠକ | ଏହି ଠକମାନଙ୍କୁ ଝାଡ଼ଖଣ୍ଡର ଜାମତାରା ଅଂଚଳରୁ ଗିରଫ କରାଯାଇଛି | ଦ୍ୱାରକା ଜିଲ୍ଲା ପୁଲିସର ସାଇବର ସେଲ୍ ଟିମ ଏବଂ ବିନ୍ଦାପୁର ପୁଲିସ ଟିମ୍ ଝାଡ଼ଖଣ୍ଡର ଜାମତରା ଏବଂ ଧାନବାଦରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କ…
ଅଧିକ ଖବର ଦେଖନ୍ତୁ...

ତୁଟୁନି ଅଡୁଆ: ପୁଣି ଆପ ବିଧାୟକ ସୋମନାଥ ଭାରତୀଙ୍କୁ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ:ଆମ ଆଦମୀ ପାର୍ଟି ବିଧାୟକ ସୋମନାଥ ଭାରତୀଙ୍କ ଅଡୁଆ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି | ବର୍ତ୍ତମାନ ଉତ୍ତରପ୍ରଦେଶର ଏକ ଜେଲରେ ବନ୍ଦୀ ଥିବା ସୋମନାଥ ଭାରତୀଙ୍କୁ ଅନ୍ୟ ଏକ ମାମଲାରେ କୋର୍ଟ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି | ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ…
ଅଧିକ ଖବର ଦେଖନ୍ତୁ...

ଓଡ଼ଗାଁରେ ବାଇକ ଚାଳକଙ୍କ ଉପ‌ରେ ମାଡ଼ିଗଲା ଟ୍ରକ୍‌, ଜଣେ ମୃତ

ଓଡ଼ଗାଁ : ଶନିବାର ରାତି ୮ଟା ୩୦ମିନିଟ୍ ସମୟରେ ନୟାଗଡ଼ ଜିଲ୍ଲା ଭଂଜନଗର ୨୧ନଂ ଜାତୀୟ ରାଜପଥର ଓଡ଼ଗାଁ ଥାନା ଦଲକସାହି ନିକଟରେ ଏକ ମର୍ମଦୁନ୍ତ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ଜଣେ ଗୁରୁତର ଆହତ ହୋଇ ଓଡ଼ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରୁ…
ଅଧିକ ଖବର ଦେଖନ୍ତୁ...

ନୂଆଦିଲ୍ଲୀ ଭଳି ଦେଶରେ ୪ଟି ରାଜଧାନୀ ରହୁ: ମମତା ବାନାର୍ଜୀ

କୋଲକାତା: ନୂଆଦିଲ୍ଲୀ ଭଳି ଦେଶରେ ୪ଟି ରାଜଧାନୀ ରହୁ | କିଛି ଏଭଳି ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ବାର୍ଷିକୀରେ ମମତା ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଦେଶରେ ୪ଟି ରାଜଧାନୀ ରହିବା ଉଚିତ। କୋଲକାତାର…
ଅଧିକ ଖବର ଦେଖନ୍ତୁ...

ଛତିଶଗଡରେ ବୋଲେରୋ ଦୁର୍ଘଟଣା: ଉମରକୋଟ ବ୍ଲକ୍‌ର ୨ମୃତ, ୮ ଜଣ ଆହତ

ଉମରକୋଟ: ଛତିଶଗଡ଼ର ମେନପୁର ନିକଟ ଧବଲପୁରରେ ଅନ୍ୟ ଏକ ଗାଡ଼ିକୁ ସାଇଡ ଦେବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବୋଲେରୋ। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ନିରଞ୍ଜନ ପାତ୍ର ଓ ଚରଣ ଗୌଡ଼। ଗୁରୁତରମାନଙ୍କୁ ଛତିଶଗଡ଼ର ମେନପୁର…
ଅଧିକ ଖବର ଦେଖନ୍ତୁ...

ଦେହଜୀବୀଙ୍କ ପାଇଁ କୌଣସି ଭଗବାନଙ୍କ ଠାରୁ କମ ନୁହଁନ୍ତି ଏହି ବ୍ୟକ୍ତି

କୋଲକାତା: ଦେହଜୀବୀ ବା ସେକ୍ସ ୱାର୍କରଙ୍କୁ ସମାଜ ଏକ ଭିନ୍ନ ନଜରରେ ଦେଖିଥାଏ | ଦେହ ପାଇଁ ବ୍ୟବସାୟ କରୁଥିବା ଦେହଜୀବୀ ଖୁବ ଆରାମରେ ଚଳୁଥିବା କଥା ପ୍ରାୟ ସମସ୍ତେ ଭାବନ୍ତି | କିନ୍ତୁ କିଭଳି ପରିସ୍ଥିତିରେ ଜଣେ ଏଭଳି କରିବାକୁ ବାଧ୍ୟ ହୋଇଥାଏ, ସେବାବଦରେ ପ୍ରାୟତଃ କେହି ବୁଝିନଥାନ୍ତି |…
ଅଧିକ ଖବର ଦେଖନ୍ତୁ...

ହାତୀ ଉଜାଡ଼ିଲେ ଆଳୁ ଫସଲ

ଜଗମୋହନପୁର : ତେଲକୋଇ ବ୍ଲକ୍‌ ସରୁଆଳି ଗ୍ରାମର କଜଳକୁଣ୍ଡ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ହାତୀପଲ ପଶି ଆଳୁ ଫସଲ ନଷ୍ଟ କରିଛନ୍ତି । ପ୍ରାୟ ଦେଢ଼ ଏକର ଜମିରେ ହାତୀପଲ ପଶି ମାଡ଼ିଦଳି ଫସଲ ନଷ୍ଟ କରିଛନ୍ତି । ଅଳ୍ପ କିଛି ଆଳୁ ଅମଳ କରି ଘରକୁ ନେଇଥିବାବେଳେ କ୍ଷେତରେ ପ୍ରାୟ ୨୫ କୁଇଣ୍ଟାଲ…
ଅଧିକ ଖବର ଦେଖନ୍ତୁ...

୨ବିପ୍ଲବୀଙ୍କ ସ୍ମୃତି ଉଦେଶ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର;୨୨ୟୁନିଟ ରକ୍ତ ସଂଗ୍ରହ

ଜୟପୁର/ବୋରିଗୁମ୍ମା: ୨ବିପ୍ଲବୀ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଉଭୟଙ୍କ ସ୍ମୃତି ଚାରଣ କରି ‘ସମ୍ବାଦ’ ଆ‌ମଓଡିଶା ପକ୍ଷରୁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଦୋରା କଂମ୍ପ୍ଲେକ୍ସ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ନକଲି ସସ୍‌ କାରଖାନା ଠାବ, ୨୨୦ ପେଟି ଜବତ, ଗୋଦାମ ସିଲ୍

ବ୍ରହ୍ମପୁର : ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ଗଣପତିନଗରରୁ ଠାବ ହୋଇଛି ଏକ ନକଲି ସସ୍‌ କାରଖାନା । ସକାଳେ ବେଆଇନ ଗୁଟ୍‌ଖା କାରଖାନା ଧରାପଡ଼ିଥିବା ବେଳେ ରାତିରେ ଧରାପଡ଼ିଛି ନକଲି ସସ୍‌ କାରବାର । ଗଣପତିନଗରରେ ଥିବା ସେହି ସସ୍‌ ଗୋଦାମକୁ ପୁଲିସ ସିଲ୍‌ କରିଛି । ଜନୈକା ମହିଳା ଏହି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଘରର କ୍ଳେଶ ଦୂର ହେବ। ମଙ୍ଗଳ ଓ ବୁଧବାର: ରାଜନୀତିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଗୁରୁ ଓ ଶୁକ୍ରବାର: ପୂର୍ବ କଥାକୁ ନେଇ ପଶ୍ଚାତ୍ତାପ କରିବେ। ଶନିବାର: ଭଲ ଖବର ପାଇବେ। ରବି ଓ ସୋମବାର: ସମସ୍ୟାର ନିବାରଣ ହେବ। ମଙ୍ଗଳ ଓ ବୁଧବାର: ସାମାଜିକ ପରିସର ବୃଦ୍ଧି ହେବ। ଗୁରୁ ଓ…
ଅଧିକ ଖବର ଦେଖନ୍ତୁ...