Daily Archives

January 24, 2021

ମୃତ୍ୟୁ ପରେ ଚକ୍ଷୁଦାନ କଲେ ଜାମୁନି

ପାଟପୁର: ଚକ୍ଷୁ ଦାନ ପରି ମହତ ଦାନ ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସଚେତନ କରାଯାଉଛି। ଯାହା ଗୋଟିଏ ଅନ୍ଧଲୋକଟିକୁ ଦୁନିଆ ଦେଖାଇପାରୁଛି। ତେବେ ସମାଜରେ ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ମୃତ୍ୟୁ ପରେ ଏହି ମହତ କାମରେ ନିଜକୁ ସାମିଲ…
ଅଧିକ ଖବର ଦେଖନ୍ତୁ...

ମୟୂରଭଂଜରେ ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁକନ୍ୟା ଦିବସ ପାଳିତ

ବାରିପଦା: ମୟୂରଭଂଜରେ ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଂଜ ଜିଲ୍ଲାପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ କୋଭିଡ କଟକଣା ଭିତରେ ଆଜି ମୟୂରଭଂଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷା ସଂଯୋଗର ସାଧନକର୍ମୀଙ୍କୁ ସମ୍ବର୍ଦ୍ଧନା

ଖୋର୍ଦ୍ଧା : କରୋନା ମହାମାରୀ ସମୟରେ ଅନଲାଇନ ଶିକ୍ଷାଦାନ (ଶିକ୍ଷା ସଂଯୋଗ) ମାଧ୍ୟମରେ ଅଧ୍ୟାପନା କାର୍ଯ୍ୟ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମେ ସଫଳ ଭାବେ କାର୍ଯ୍ୟକାରୀ ହୋଇଥିଲା । ଏହି ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମରେ ସାମିଲ ଥିବା ସାଧନକର୍ମୀଙ୍କୁ ଏକ ୱେବିନାର୍ ମାଧ୍ୟରେ ସମ୍ବର୍ଦ୍ଧନା…
ଅଧିକ ଖବର ଦେଖନ୍ତୁ...

ସଡ଼କ ସୁରକ୍ଷା ସପ୍ତାହ: ସଚେତନତା ଶୋଭାଯାତ୍ରା ସହ ଯାଂଚ

ଜୟପୁର: ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଆଜି ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜୟପୁର ଟାଉନଥାନା ଓ ସଦରଥାନା ସହଯୋଗରେ ଜୟପୁର ସହରରେ ସଚେତନତା ଶୋଭାଯାତ୍ରା ଓ ବାରିଣୀପୁଟ ନିକଟରେ ଯାଂଚ କରାଯାଇଥିଲା। ସ୍ଥାନୀୟ ଟ୍ରାଫିକ ଛକରୁ ଗାନ୍ଧୀଛକ ପର୍ଯ୍ୟନ୍ତ ସଡକ ସୁରକ୍ଷା ରଥ ସହ ସାଇକେଲରେ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାସ୍ତରୀୟ ଜାତୀୟ କନ୍ୟାରତ୍ନ ଦିବସ ପାଳିତ

ଖୋର୍ଦ୍ଧା : ଜିଲ୍ଲାସ୍ତରୀୟ ଜାତୀୟ କନ୍ୟାରତ୍ନ ଦିବସ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନାରେ ଖଣ୍ଡା ବୁଲାଇଥିବା ଦୁର୍ବୃତ୍ତ ଗିରଫ

ଖୋର୍ଦ୍ଧା : ଗତ ୧୫ ଦିନ ପୂର୍ବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମ୍ବୁଲାନ୍ସ ପାର୍କିଂକୁ କେନ୍ଦ୍ର କରି ଜଣେ ଯୁବକ ହାତରେ ଖଣ୍ଡା, ଛୁରୀ ଧରି ଆତଙ୍କ ସୃଷ୍ଟି କରିଥିବା ଘଟଣାରେ ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ଚଳିତ ମାସ ୧୧…
ଅଧିକ ଖବର ଦେଖନ୍ତୁ...

ଝିଆରୀ ଘରୁ ପାଦ କାଢ଼ିଲା ବୋଲି ଛୁରାଘାତ କଲା କକା, ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି

ବୁଗୁଡ଼ା: ଝିଆରୀ ଘରୁ ପଦାକୁ ବାହାରିବାରୁ ରାଗ ସହି ନପାରି ଛୁରାମାଡ଼ କଲା କକା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ବଣପଲ୍ଲୀ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା। କକା ଧନୁ ନାଇକଙ୍କ ଛୁରା ମାଡ଼ରେ ଝିଆରୀ ସ‌ନ୍ତୋଷୀ ଗୁରୁତର ହୋଇଛନ୍ତି। ସନ୍ତୋଷୀଙ୍କ ବେକ ଓ ପେଟରେ ଗଭୀର କ୍ଷତ…
ଅଧିକ ଖବର ଦେଖନ୍ତୁ...

ଏଥର କୁମ୍ଭମେଳା ମାତ୍ର ୪୫ ଦିନ ପାଇଁ ହେବ

ହରିଦ୍ବାର : ଚଳିତ ବର୍ଷ କୁମ୍ଭମେଳା ଉତ୍ତରାଖଣ୍ଡର ହରିଦ୍ବାରରେ ଅନୁଷ୍ଠିତ ହେବ । ଏହା କଡ଼ା କରୋନା କଟକଣା ମଧ୍ୟରେ ହେବ । ପାରମ୍ପରିକ ଭାବେ କୁମ୍ଭ ମେଳା ସାଢେ ୩ ମାସ ପାଇଁ ହୋଇଥାଏ । କିନ୍ତୁ ଏଥର କରୋନା କଟକଣା ପାଇଁ ମେଳାର ଅବଧିକୁ ୪୫ ଦିନରେ ସୀମିତ ରଖାଯାଇଛି । ଉତ୍ତରାଖଣ୍ଡର ନଗର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ଗୁଳିରେ ଆହତ ହୋଇଥିବା ଭାରତୀୟ ଯବାନଙ୍କ ମୃତ୍ୟୁ, ଗୋଟିଏ ମାସରେ ସହିଦ ହେଲେଣି ୩ ଯବାନ

ଜମ୍ମୁ : ଗତ ସପ୍ତାହରେ ନିୟନ୍ତ୍ରଣ ରେଖା ନିକଟରେ ପାଟ୍ରୋଲିଂ କରୁଥିବାବେଳେ ପାକିସ୍ତାନ ଗୁଳିରେ ଆହତ ହୋଇ ଚିକିତ୍ସିତ ହେଉଥିବା ଭାରତୀୟ ଯବାନଙ୍କ ମୃତ୍ୟୁ ହୋଇଛି । ଜମ୍ମୁ ଓ କଶ୍ମୀରର ଉଦ୍ଧମପୁର ଜିଲ୍ଲାରେ ଥିବା ମିଲିଟାରୀ କମାଣ୍ଡ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ସହିଦ…
ଅଧିକ ଖବର ଦେଖନ୍ତୁ...

ପଲାସାରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ; ପୁଣ୍ଡି ଷ୍ଟେସନ୍‌ରେ ଅଟକିଲା କୋଣାର୍କ ସ୍ବତନ୍ତ୍ର ଏକ୍ସପ୍ରେସ୍‌

ବ୍ରହ୍ମପୁର : ଆନ୍ଧ୍ର ପ୍ରଦେଶର ପଲାସା ରେଳ ‌ଷ୍ଟେସନ୍‌ ନିକଟରେ ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ର ଦୁଇଟି ବଗି ଟ୍ରାକ୍‌ରୁ ତଳକୁ ଖସି ପଡ଼ିଛି। ଫଳରେ ଡାଉନ୍‌ ଟ୍ରାକ୍‌ (ବିଶାଖାପାଟଣା-ଭୁବନେଶ୍ବର)ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...