Daily Archives

January 25, 2021

ଜୟଦେବ ପଞ୍ଚାୟତ ଠାରେ ୫ଟି ପ୍ରକଳ୍ପ ଉଦଘାଟିତ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ଜୟଦେବ ପଞ୍ଚାୟତରେ ଆଜି ଗୋଟିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଅନ୍ୟ ୫ଟି ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ଜୟଦେବ ବିଧାୟକ ଡ.ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ମହୁଖଣ୍ଡା ଗ୍ରାମ ସ୍ଥିତ ୪ ଏକର ପରିମିତ କୁଣ୍ଡ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାସ୍ତରୀୟ ଏକାଦଶ ଜାତୀୟ ଭୋଟର ଦିବସ ପାଳିତ

ଖୋର୍ଦ୍ଧା: ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ଏକାଦଶ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ରାଲି ଓ ମତଦାତା ସଂକଳ୍ପ ପାଠ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ସକାଳେ ମତଦାନ ଓ ମତଦାତାଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

ସନ୍ଦେହ ଘେରରେ ବିବାହିତ ଯୁବକର ମୃତ୍ୟୁ: ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଅମ୍ବାଭୋନା :  ଅମ୍ବାଭୋନା ଥାନା ଅନ୍ତର୍ଗତ ଖୋଲା ଗ୍ରାମଠାରୁ ଦୁଇ କିଲୋମିଟର ଦୂରତା ରେ ଅବସ୍ଥିତ ବାରପାହାଡ ଜଙ୍ଗଲ ଭିତରେ ଖୋଲା ଗ୍ରାମର ନକୁଳ ଖଡିଆଙ୍କ ବିବାହିତ  ପୁତ୍ର ଜୟରାମ ଖଡିଆ ଓରଫ ପେଟୁ (୨୮)ଙ୍କ ମୃତଦେହ ଗଛ ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି ।  ମୃତ୍ୟୁ ଶରୀର ଗଳିତ…
ଅଧିକ ଖବର ଦେଖନ୍ତୁ...

ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା, ହାତଗୋଡ଼ ବନ୍ଧା ଅବସ୍ଥାରେ ସମୁଦ୍ରରୁ ମୃତଦେହ ଉଦ୍ଧାର

ବାହାନଗା/ଗୋପାଳପୁର : ଫୋନ୍‌ କରି ଡାକିଲେ। ଆଉ ହତ୍ୟା କରି ସମୁଦ୍ରକୂଳରେ ଶବ ପୋତି ଫେରାର ହୋଇଗଲେ ଅଭିଯୁକ୍ତ। ଦୁଇଦିନ ତଳେ ନିଖୋଜ ଥିବା ବାଲେଶ୍ବର ଖନ୍ତାପଡା ଥାନା ଉସଙ୍ଗ ଅଞ୍ଚଳର ଜୟନ୍ତ ମଳିକଙ୍କ ମୃତଦେହ ଆଜି ଅପରାହ୍ନରେ ଗୋପାଳପୁର ଫାଣ୍ଡି ପୁଲିସ ସମୁଦ୍ରରୁ ପୋତା ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ବିବାହରେ ମିଳିଥିବା ଦେଢ଼ ଲକ୍ଷ ଟଙ୍କାକୁ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କଲେ କନ୍ୟା

ସୁରଟ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ଦେଶର କୋଣଅନୁକୋଣରୁ ଶ୍ରଦ୍ଧାଳୁ ଏବେ ଦାନ ଦେବାରେ ଲାଗିପଡିଛନ୍ତି | ତେବେ ବିବାହ ସମୟରେ ମିଳିଥିବା ଅର୍ଥରାଶିକୁ ଜଣେ କନ୍ୟା ରାମ ମନ୍ଦିର ପାଇଁ ଦାନ କରିବା ଚର୍ଚ୍ଚାର ବିଷୟ ପାଲଟିଛି | ବିବାହ ପରେ ଅତିଥି ଓ ପରିବାରବର୍ଗଙ୍କ…
ଅଧିକ ଖବର ଦେଖନ୍ତୁ...

ଲଗାମହୀନ ତେଲ ଦର: ଜୟପୁରରେ ପେଟ୍ରୋଲରେ ସର୍ବକାଳୀନ ରେକର୍ଡ

ଜୟପୁର: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଅତିଷ୍ଟ ହେଲେଣି ଖାଉଟି। ପୂର୍ବଭଳି ଘରୋଇ ବଜାରରେ  ପେଟ୍ରୋଲ ଓ ଡିଜେଲ ମୁଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି କ୍ରମରେ କୋରାପୁଟ ଜିଲ୍ଲାର ଜୟପୁରରେ ସାଧାରଣ ପେଟ୍ରୋଲ ଲିଟର ପିଛା…
ଅଧିକ ଖବର ଦେଖନ୍ତୁ...

ଟିକା ନେଲେ ୭୦ କୋଭିଡ଼ ଯୋଦ୍ଧା

ବାଲିଅନ୍ତା: ବାଲିଅନ୍ତା ଅଞ୍ଚଳରେ ପଥମ ପର୍ୟ୍ୟାୟ ଟିକାକରଣରୁ ବାଦ ପଡ଼ିଯାଇଥିବା ୭୦ ଜଣ କରୋନା ଯୋଦ୍ଧା ଆଜି କୋଭିଡ଼ ଟିକା ନେଇଛନ୍ତି। ଟିକା ନେଇଥିବା କର୍ମଚାରୀଙ୍କ ମଧ୍ୟରେ ୪୦ ଜଣରୁ ଅଧିକ ଅଙ୍ଗନବାଡ଼ି ହେଲପର ଅଛନ୍ତି। ଅନ୍ୟ ୩୦ ଜଣଙ୍କ ଭିତରେ ଅଛନ୍ତି ଜଣେ ଡାକ୍ତର, ଅଙ୍ଗନବାଡ଼ି କର୍ମୀ,…
ଅଧିକ ଖବର ଦେଖନ୍ତୁ...

ବାଲିଅନ୍ତା ପୋଖରୀ କୂଳ ସାହିରେ ଅଗ୍ନିକାଣ୍ଡ; ୨ ଗାଈ ଜୀବନ୍ତ ଦଗ୍ଧ

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ପୋଖରୀକୂଳ ସାହି ଗ୍ରାମରେ ଆଜି ସଂଧ୍ୟା‌ ସାଢ଼େ ୬ଟା ବେଳେ ନିଆଁ ଲାଗି ଜୟୀରାମ ବେହେରା ଓ କୁନିଆ ବେହେରାଙ୍କର ଦୁଇ ବଖରା ଚାଳଘର ପୋଡ଼ି ପାଉଁସ ହୋଇଯାଇଛି। ଗୁହାଳ ଭିତରୁ ଜୟୀରାମ ବେହେରାଙ୍କର ଦୁଇଟି ଦୁଧିଆଳି ଗାଈ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଭିସା କାରଖାନାରୁ ସ୍କ୍ରାପ ଚୋରି ‌; ୩ ଗିରଫ

ଯଖପୁରା : କଳିଙ୍ଗନଗର ଶିଳାଞ୍ଚଳରେ ଥିବା ଭିସା କାରଖାନା ପରିସରରୁ ସ୍କ୍ରାପ ଚୋରି ହୋଇଛି । ଏହି ମାମଲାରେ ଯଖପୁରା ପୁଲିସ ତେଲିବାହାଳି ଗ୍ରାମର ପ୍ରକାଶ ମୁଣ୍ଡା (୨୦), ଗଣେଶ ମୁଣ୍ଡା (୨୦) ଓ ସନିଆ ମୁଣ୍ଡା (୨୧)ଙ୍କୁ ଗିରଫ କରିଛି । ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ସୂଚନା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ରହିବାକୁ ଚାହାନ୍ତି? ରାତ୍ର ଭୋଜନରୁ ବାଦ୍‌ ଦିଅନ୍ତୁ ଏହି ସବୁ ଖାଦ୍ୟ

ମୃତ୍ୟୁ ଧୃବ ସତ୍ୟ। ତାହାକୁ କେହି ବି ବଦଳାଇ ପାରିବେ ନାହିଁ। ମାତ୍ର ଅସୁସ୍ଥ ହୋଇ ଅକାଳ ମରଣ କାହାକୁ ବା ଭଲ ଲାଗେ! ଆମେ ଭାବନ୍ତି କାହାକୁ କେଉଁ ରୋଗ ହେବ ତାହା କେହି ଜାଣେନା। ଏକଥା କିଛି ମାତ୍ରାରେ ଠିକ୍‌। ହେଲେ ଏକଥା ବି ଭାବନ୍ତୁ ଯେ ଅନେକ ରୋଗ ପାଇଁ ଆମେ ନିଜେ ଦାୟୀ ହୋଇଥାନ୍ତି।…
ଅଧିକ ଖବର ଦେଖନ୍ତୁ...