Daily Archives

January 25, 2021

କୋଭିଡ୍‌-୧୯ ଟିକାକୁ ନେଇ ଗୁଜବ ପ୍ରଘଟକୁ ରୋକିବା ଲାଗି ପଦକ୍ଷେପ ନେବାକୁ ସମସ୍ତ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ୍‌-୧୯ ଟିକାକୁ ନେଇ କୌଣସି ପ୍ରକାରର ଗୁଜବ ପ୍ରଘଟକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମସ୍ତ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା। ସେରମ୍ ଇନଷ୍ଟିଚ୍ୟୁଟ୍ ଉତ୍ପାଦିତ କୋଭାସିଲ୍ଡ ଏବଂ ଭାରତ ବାୟୋଟେକ୍ ପ୍ରସ୍ତୁତ କ‌ୋଭାକ୍ସିନ୍…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀର ରାଜପଥରେ ଆସନ୍ତାକାଲି ବିଶ୍ୱ ଦେଖିବ କଳାହାଣ୍ଡିର ଗୌରବମୟ ଲୋକନୃତ୍ୟ ବଜାସାଲ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀର ରାଜପଥରେ ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବ ନାହିଁ, କିନ୍ତୁ ବିଶ୍ୱବାସୀ ପ୍ରଥମ ଥର ପାଇଁ ଓଡ଼ିଶା (କଳାହାଣ୍ଡି)ର ଗୌରବମୟ ଲୋକନୃତ୍ୟ ‘ବଜାସାଲ’କୁ ଦେଖିବେ। ପୂର୍ବ ଭାରତର ଏକ ମାତ୍ର ଦଳ ଭାବେ ଦିଲ୍ଲୀର ରାଜପଥରେ…
ଅଧିକ ଖବର ଦେଖନ୍ତୁ...

ଗାଜିପୁର ସୀମା ଧାରଣାସ୍ଥଳୀରେ ଏକତ୍ରିତ ହେଲେ ଓଡ଼ିଶାର ୫୦୦ରୁ ଊର୍ଧ୍ବ ଚାଷୀ

ନୂଆଦିଲ୍ଲୀ:  ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ନବନିର୍ମାଣ ସଂଗଠନ ନେତୃତ୍ୱରେ ଓଡ଼ିଶାରୁ ୫ ଶହରୁ ଊର୍ଧ୍ବ ଚାଷୀ ଗାଜିପୁର ସୀମା ଧାରଣାସ୍ଥଳୀରେ ପହଞ୍ଚିଛନ୍ତି। ୨୨ ତାରିଖରୁ ଓଡ଼ିଶାରୁ ଆସିଥିବା ଚାଷୀମାନେ କୃଷକ ଆନ୍ଦୋଳନରେ ସାମିଲ ହେବା ସହିତ ମୋଦୀ ସରକାରଙ୍କ ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପ୍ରସଂଗ : ହାଇକୋର୍ଟରେ ଦୁଇ ମାମଲାର ଶୁଣାଣି ଘୁଞ୍ଚିଲା

କଟକ: ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ରୁଜୁ ଦୁଇ ମାମଲାର ଶୁଣାଣି ଆଜି ଘୁଞ୍ଚିଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସଂପର୍କିତ ମାମଲାର ଶୁଣାଣି ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହାଇକୋର୍ଟଙ୍କ…
ଅଧିକ ଖବର ଦେଖନ୍ତୁ...

୧୦ ହଜାରରୁ ଅଧିକ ଲୋକଗୀତ ରଚନା କରିଛନ୍ତି ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ

ଫୁଲବାଣୀ/ଖଜୁରୀପଡ଼ା : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାରିପଡ଼ା ଗ୍ରାମର ପ୍ରଖ୍ୟାତ ଲୋକକବି ତଥା ସନ୍ନ୍ୟାସିନୀ ପୂର୍ଣ୍ଣମାସୀ ଯାନୀ ଓରଫ ଟାଡ଼ିସରୁ ବାଇଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି। ସେ ୧୯୪୪ ମସିହାରେ ଦଳପଡ଼ା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଘୋଷଣା ହେଲା ବୀରତା ସମ୍ମାନ: ଗଲୱାନ୍ ସଂଘର୍ଷରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର

ନୂଆଦିଲ୍ଲୀ: ଗତ ବର୍ଷ ଜୁନରେ ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହିତ ସାହସର ସହ ଲଢ଼ି ସହିଦ ହୋଇଥିବା ଯବାନମାନଙ୍କୁ ବୀରତା ସମ୍ମାନରେ ସମ୍ମାନିତ କରାଯିବ | ଏହି ସଂଘର୍ଷରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ  ମହାବୀର ଚକ୍ର ଲାଗି ମନୋନୀତ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଥଟ୍ଟାମଜା କରିବା ମହଙ୍ଗା ପଡ଼ିଲା, ଛାତରୁ ଖସି ଦୁଇସାଙ୍ଗଙ୍କ ମୃତ୍ୟୁ

ନୂଆଦିଲ୍ଲୀ  : ସାମାନ୍ୟ ଅସାବଧାନତା ହେତୁ ଲୋକଙ୍କ ଜୀବନ ମଧ୍ୟ ଚାଲିଯିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଦୁଃଖଦ ଘଟଣା ନିକଟରେ ଦିଲ୍ଲୀସ୍ଥିତ ଗୀତା କଲୋନୀରେ ଘଟିଛି। ସୂଚନାଯୋଗ୍ୟ, ଏକ କାରଖାନାରେ କାମ କରୁଥିବା ଦୁଇ ଜଣ ସାଙ୍ଗ ଉକ୍ତ କାରଖାନାର ଛାତ ଉପରକୁ ଖାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ୬ ଜଣଙ୍କୁ ପଦ୍ମ ପୁରସ୍କାର, ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପାଇବେ ପଦ୍ମବିଭୂଷଣ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ବର୍ଷ ୨୦୨୧ ପାଇଁ ଦେଶର ‌ସର୍ବୋଚ୍ଚ ବେସାମରିକ ସ୍ବୀକୃତି ପଦ୍ମ ପୁରସ୍କାରର ଘୋଷଣା କରିଛନ୍ତି । ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ପଦ୍ମ ପୁରସ୍କାର ତାଲିକାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ବ ଏବଂ ସମାଜ…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ନିଜ ହଳଦୀ ଉତ୍ସବର ଫଟୋ ସେୟାର୍‌ କଲେ ବରୁଣ ଧାୱନ

ମୁମ୍ବାଇ: ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ବରୁଣ ଧାୱନ ଓ ତାଙ୍କ ପ୍ରେମିକା ନତାଶା ଦଲାଲ୍‌। ଏହି ଲଭ୍‌ବାର୍ଡସ ଜାନୁଆର ୨୪ ତାରିଖ(ରବିବାର) ଆଲିବଗ୍‌ର ମାନିସନନ୍‌ ହାଉସ୍‌ରେ ନିଜର ପରିବାର ଓ ଶୁଭେଚ୍ଛୁଙ୍କ ଗହଣରେ ବିବାହ କରିଛନ୍ତି। ଏବେ ତାଙ୍କର ଫଟୋ ସବୁ ସୋସିଆଲ୍‌…
ଅଧିକ ଖବର ଦେଖନ୍ତୁ...

ଜାମ୍ମୁ-କାଶ୍ମୀର-ପଞ୍ଜାବ ସୀମାରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ୨ ପାଇଲଟ ଗୁରୁତର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲା ଅନ୍ତର୍ଗତ ଲଖନପୁର ନିକଟରେ  ଜାମ୍ମୁ-କାଶ୍ମୀର-ପଞ୍ଜାବ ସୀମାଞ୍ଚଳରେ ଭାରତୀୟ ସେନାର ଏକ  ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ପାଇଲଟଙ୍କୁ ଉଦ୍ଧାର କରି…
ଅଧିକ ଖବର ଦେଖନ୍ତୁ...