Daily Archives

January 26, 2021

ଏସବିଆଇ ଲାଇଫ୍ ମୋତିଆବିନ୍ଦୁ ଅନ୍ଧତ୍ୱମୁକ୍ତ ସମ୍ବଲପୁର ଅଭିଯାନରେ ସାମିଲ

ଭୁବନେଶ୍ୱର:  ଜୀବନ ବୀମା କଂପାନି ଏସବିଆଇ ଲାଇଫ୍ ଇନସୁରାନ୍ସ ପକ୍ଷରୁ ଭିଜନ ଇଣ୍ଡିଆ ଫାଉଣ୍ଡେସନର ଏକ ୟୁନିଟ୍ ତ୍ରିଲୋଚନ ନେତ୍ରାଳୟର ପ୍ରକଳ୍ପ “ମୋତିଆବିନ୍ଦୁ ମୁକ୍ତ ଅନ୍ଧତ୍ୱ ସମ୍ବଲପୁର” ସହ ସହଯୋଗିତା ସ୍ଥାପନ କରାଯାଇଛି । ଏହା ଜରିଆରେ ସମାଜର ଉପେକ୍ଷୀତ ବର୍ଗର ଲୋକମାନଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

କୋଡିଙ୍ଗାମାଳି ଖଣି ଅଞ୍ଚଳରେ ବିବାଦ: ଜିଲ୍ଲାପାଳଙ୍କୁ ଫେରାଦ ହେଲେ ସମର୍ଥକ ଗୋଷ୍ଠୀ

କୋରାପୁଟ: ଦିନକୁ ଦିନ କୋଡିଙ୍ଗାମାଳି ଖଣି ଅଞ୍ଚଳରେ ବିବାଦ ବଢିବାରେ ଲାଗିଛି। ଆଜି ଏହା ଆସି କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛି। କୋଡିଙ୍ଗାମାଳି ଖଣି ଖନନ ସମର୍ଥକ ଗୋଷ୍ଠୀଙ୍କ ପକ୍ଷରୁ ଆଜି ପ୍ରତିବାଦ କରାଯାଇଛି। ଖଣି ଖନନ ଓ ପରିବହନ କରୁଥୁବା କମ୍ପାନି ପକ୍ଷରୁ ପ୍ରଭାବିତ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ଦାବି ନେଇ ଖଡ଼ିଆଳରୁ ଭୁବନେଶ୍ୱର ସାଇକେଲ ଯାତ୍ରା କଲା ଦଳିତ ଅଧିକାର ମଞ୍ଚ

ଖଡ଼ିଆଳ: ନୂଆପଡା ଜିଲ୍ଲାର ଚାଷୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ନୂଆପଡା ଜିଲ୍ଲା ଦଳିତ ଅଧିକାର ମଞ୍ଚ ତରଫରୁ ଖଡ଼ିଆଳ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସାଇକେଲ ଯାତ୍ରା ଆଜି ଆରମ୍ଭ ହୋଇଛି । ଜିଲ୍ଲାର କୃଷକମାନଙ୍କ ସମସ୍ୟା ଥମିବାର ନାଁ ନେଉ ନ ଥିବା ବେଳେ ବର୍ତ୍ତମାନ ମଣ୍ଡି…
ଅଧିକ ଖବର ଦେଖନ୍ତୁ...

ନାଲକୋ ମୁଖ୍ୟ କାର୍ଯ୍ୟାଳୟରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର :  ନବରତ୍ନ କମ୍ପାନୀ ନାଲକୋରେ ୭୨ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱରସ୍ଥ ମୁଖ୍ୟ କାର୍ଯ୍ୟାଳୟଠାରେ ନାଲକୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା ଏବଂ ଏହି…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ଛାଡି ପଳାଇଥିବା ସ୍ୱାମୀଙ୍କୁ କୋର୍ଟଙ୍କ ଆଶ୍ୱାସନା: ‘ପତ୍ନୀଙ୍କୁ ଭୁଲିଯାଅ, ଆଉ କାହାକୁ ଖୋଜ’

ପାଟନା: ସ୍ୱାମୀଙ୍କୁ ପ୍ରତାରଣା ଦେଇ ଅନ୍ୟ ଜଣଙ୍କ ସହ ଚାଲିଯାଇଥିଲେ ପତ୍ନୀ | ଆଉ ଏହାକୁ ନେଇ ଅଭିଯୋଗକାରୀ ସ୍ୱାମୀଙ୍କୁ କୋର୍ଟ ଏଭଳି ଆଶ୍ୱାସନା ଦେଇଛନ୍ତି ଯେ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ବିହାରର ରାଜଧାନୀ ପାଟନାରେ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପାଟନା ହାଇକୋର୍ଟରେ ଏକ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ମାଟିର ବରପୁତ୍ରମାନେ ଦେଶମାତୃକା ପାଇଁ ଦେଇଥିବା ବଳୀଦାନ ଚିର ସ୍ମରଣୀୟ: ମନ୍ତ୍ରୀ

କୋରାପୁଟ: ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ସ୍ଥାନୀୟ ପୁଲିସ ପଡିଆଠାରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷତା ବିକାଶ ଓ ବୈଷିୟକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଅନ୍ନଦାତାଙ୍କ ଅରାଜକତା; ଦୋଷ ଖସାଇଲେ ଚାଷୀ ସଂଗଠନ, ଅସନ୍ତୋଷ ଝାଡ଼ିଲେ ବିରୋଧୀ

ନୂଆଦିଲ୍ଲୀ: କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକମାନଙ୍କର ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ କେନ୍ଦ୍ରକରି ଆଜି ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାତ୍ମକ ପରିସ୍ଥିତି ସାମୟିକ ଭାବେ ଆୟତ୍ତାଧୀନ ହୋଇ ପଡ଼ିବା ପରେ ଏହାକୁ କେନ୍ଦ୍ରକରି ଏବେ ରାଜନୈତିକ ବୟାନବାଜି ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ଅନ୍ୟ ଅଭିନେତ୍ରୀଙ୍କ ସହ କାମ କରିବେ ନାହିଁ ବରୁଣ ଧାୱନ, ଚର୍ଚ୍ଚାରେ ଅଭିନେତ୍ରୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଆଲିବାଗ୍‌ରେ ରବିବାର ଦିନ ଅଳ୍ପ କେତେଜଣ ଅତିଥିଙ୍କ ଉପସ୍ଥିତିରେ ବଲିଉଡ୍‌ ଅଭିନେତା ବରୁଣ ଧାଓ୍ଵନ ବାନ୍ଧବୀ ଫେସନ୍‌ ଡିଜାଇନର୍‌ ନତାଶା ଦଲାଲଙ୍କୁ ବିବାହ କରିଛନ୍ତି। ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‍ ହୋଇଥିବା ନବଦମ୍ପତିଙ୍କ ବିବାହ ସମୟର…
ଅଧିକ ଖବର ଦେଖନ୍ତୁ...

‘ଚାଲ ଚା ପିଇବା’! ଲାଲକିଲ୍ଲାରେ ଆନ୍ଦୋଳନକାରୀଙ୍କ ଉନ୍ମତ୍ତ କାଣ୍ଡକୁ ନେଇ କିଏ ଏଭଳି କହିଲା ଜାଣନ୍ତୁ ?

ନୂଆଦିଲ୍ଲୀ: ଆଜି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଅ‌ାନ୍ଦୋଳନରତ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ଟ୍ରାକ୍ଟର ରାଲି ଓ ଏଥିରୁ ପ୍ରସୂତ ହିଂସାକାଣ୍ଡକୁ ନେଇ ପାକିସ୍ତାନର କିଛି ଟ୍ୱିଟର ବ୍ୟବହାରକାରୀ ଖୁସି ମନାଇଛନ୍ତି | ଭାରତରେ ହିଂସାକୁ ନେଇ ପାକିସ୍ତାନର କିଛି ଟ୍ୱିଟର ବ୍ୟବହାରକାରୀ ବିବାଦୀୟ…
ଅଧିକ ଖବର ଦେଖନ୍ତୁ...

କାଲିମେଳା ତହସିଲର ବରିଷ୍ଠ କିରାଣୀଙ୍କ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ!

ମାଲକାନଗିରି: କାଲିମେଳା ତହସିଲ ଏବେ ବେଶ ଚର୍ଚ୍ଚାରେ। ଗତ ସେପ୍ଟେମ୍ବର ମାସରେ ଅତି ତରବରିଆ ଭାବେ ଜାଲିଆତି କରି ଲକ୍ଷ ଲକ୍ଷ ଟଂକାର ଜମି ପଟ୍ଟା ପ୍ରଦାନ କରାଯିବା ଘଟଣାରେ ଦୁଇ ଜଣ ନିଳମ୍ବିତ ହୋଇଥିବା ବେଳେ ଏହି ଘଟଣା ଜିଲ୍ଲା ଓ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଚର୍ଚ୍ଚା ଥମି…
ଅଧିକ ଖବର ଦେଖନ୍ତୁ...