Daily Archives

January 27, 2021

ଯୌତୁକ ନିର୍ଯାତନା ଓ ସ୍ତ୍ରୀ’କୁ ଆତ୍ମହତ୍ୟା ନିମନ୍ତେ ବାଧ୍ୟ କରିବା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ୫ବର୍ଷ ସଶ୍ରମ…

ବାରିପଦା: ‌‌‌ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେବା ଏବଂ ଆତ୍ମହତ୍ୟା ନିମନ୍ତେ ବାଧ୍ୟ କରିବା ଘଟଣାରେ ଅଭିଯୁକ୍ତ ସ୍ବାମୀକୁ ଆଜି ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌-(୧) ଚୌଧୁରୀ ପ୍ରଣବ କୁମାର। ଉଦଳା ଥାନା ନୂଆଗାଁ ଗ୍ରାମର ବିଷ୍ଣୁ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ଅଧ୍ୟୁଷିତ କୋରାପୁଟର ଝିଅ ବର୍ଷା ନୂଆଦିଲ୍ଲୀ ରିପବ୍ଲିକ୍ ଡେ-୨୦୨୧ ପ୍ୟାରେଡରେ ଝଲସିଲେ

ଜୟପୁର:  ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଜୟପୁର ସହରର ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ  ବର୍ଷାରାଣୀ ସାହୁ ନୂଆଦିଲ୍ଲୀ ରିପବ୍ଲିକ୍ ଡେ-୨୦୨୧ ପ୍ୟାରେଡରେ ଝଲସିଲେ। ଜାତୀୟ ସେବା ଯୋଜନା ତରଫରୁ ଓଡିଶାର ୮ଜଣିଆ ଦଳରେ ବର୍ଷା ସ୍ଥାନ ପାଇ ଗତ କାଲି ସର୍ବଭାରତ ଏନଏସଏସ୍ ଦଳରେ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ଛାଡ଼ି ଚାଲିଯିବା ପରେ ୧୮ଜଣ ଯୁବତୀଙ୍କୁ ହତ୍ୟା କରିଥିଲା ଏହି ଯୁବକ

ନୂଆଦିଲ୍ଲୀ: ପତ୍ନୀ ଛାଡ଼ି ଚାଲିଯିବା ପରେ ଜଣେ ଲୋକ ପାଗଳପ୍ରାୟ ହୋଇ ୧୮ଜଣ ମହିଳାଙ୍କୁ ହତ୍ୟା କରିଥିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପତ୍ନୀ ଛାଡ଼ି ଚାଲିଯିବା ପରେ ମହିଳାମାନଙ୍କ ପ୍ରତି ତାର ଘୃଣାଭାବ ଆସି ଯାଇଥିଲା। ଏହି ଘୃଣାଭାବ ହେତୁ ସେ ୧୭ରୁ ୧୮ବର୍ଷ ମଧ୍ୟରେ ଯୁବତୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଯୁବକ ମୃତ, ୧୯ ବର୍ଷରୁ କମ ଓଡ଼ିଶାଦଳର କ୍ରିକେଟ ଖେଳାଳି ଗୁରୁତର

ବାଲିଅନ୍ତା: ଭୁବ‌ନେଶ୍ବର–ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ଛକ ପେଟ୍ରୋଲ ପମ୍ପ ନିକଟରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ବାଳକାଟି ଫାଣ୍ଡି ଅଧୀନ ଅଶିଘର…
ଅଧିକ ଖବର ଦେଖନ୍ତୁ...

କଣ୍ଟେନର- ବାଇକ ଧକ୍କା, ବାଇକ ଆରୋହୀ ମୃତ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ର ଆମଲିପାଣି ନିକଟରେ ବୁଧବାର ଅପରାହ୍‌ଣ ପ୍ରାୟ ୪ଟାରେ ଏକ କଣ୍ଟେନର୍‌(ଜିଜେ-୩୨ଟି-୧୦୦୦) ଓ ବାଇକ (ଓଡ଼ି-୧୫ଡି-୦୪୨୬) ମଧ୍ୟରେ ଧକ୍କା ହେବାରୁ ବାଇକ ଆରୋହୀ ଧମାକଁଟା ଗାଁର ଆନନ୍ଦ ଜୁହାଙ୍ଗ ଖେସ(୨୨) ଓରଫ ପେଟୁଙ୍କ…
ଅଧିକ ଖବର ଦେଖନ୍ତୁ...

ମଧ୍ୟରାତ୍ରୀରେ ଚାଲାଣ ପାଇଁ ଚାଲିଥିଲା ଯୋଜନା; ଗୋ ମାଂସ ଜବତ, ୩ ଗିରଫ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା କଂସର ପଞ୍ଚାୟତ ଅନ୍ତର୍ଗତ ସାପଡଗରରେ ଗୋ ମାଂସ ଜବତ ହୋଇଛି। ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସାପଡଗରର ନାମଜାନ ସୁରେନ(୫୬), ନିକାଜିନ ସାମଦ(୫୮) ଓ ଝାରଖଣ୍ଡ ରାଜ୍ୟ ସବଡେଗା ଜିଲ୍ଲା ଜଳଡେଗା…
ଅଧିକ ଖବର ଦେଖନ୍ତୁ...

ଭାରତରେ ପହଞ୍ଚିଲା ଆଉ ୩ଟି ରାଫେଲ ବିମାନ

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ଉଡ଼ାଣ ଭରି ଆଜି ଭାରତରେ ପହଞ୍ଚିଛି ଆଉ ୩ଟି ରାଫେଲ ବିମାନ । ଫ୍ରାନ୍ସରୁ ପ୍ରାୟ ୭୦୦୦କିଲୋମିଟର ଯାତ୍ରା କରି ଏବେ ଭାରତରେ ଅବତରଣ କରିଛି ଏହି ଲଢୁଆ ବିମାନ । ଏହି ଯାତ୍ରା ସମୟରେ ଆକାଶରେ ଇନ୍ଧନ ଭରିବା ସହ ଗୁଜରାଟ…
ଅଧିକ ଖବର ଦେଖନ୍ତୁ...

ହିଂସା ପୂର୍ବରୁ କୃଷକ ନେତାମାନେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ : ପୁଲିସ

ନୂଆଦିଲ୍ଲୀ :  ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ପାଇଁ କୃଷକନେତା ମାନେ ଦେଇଥିବା ପ୍ରତିଶ୍ରୁତିକୁ ଭଙ୍ଗ କରିବା ସହ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ ବୋଲି ଦିଲ୍ଲୀ ପୁଲିସ କହିଛି । ଏହି ହିଂସାରେ ସଂପୃକ୍ତ ଲୋକମାନଙ୍କ ଚିହ୍ନଟ କରାଯାଉଛି ଓ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ । ଏହି ମାମଲାରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହିଂସା: ୫୫୦ ଆକାଉଣ୍ଟକୁ ଅଚଳ କଲା ଟୁଇଟର

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଚାଷୀମାନେ କରିଥିବା ଟ୍ରାକ୍ଟର ପରେଡ ସମୟରେ ହୋଇଥିବା ହିଂସା ପାଇଁ ଟ୍ୱିଟର ୫୫୦ରୁ ଅଧିକ ଆକାଉଣ୍ଟକୁ ସ୍ଥଗିତ ରଖିଛି। ଟୁଇଟର ଏ ବାବଦରେ ସୂଚନା ଦେଇ କହିଛି ଯେ, "ଗଣତନ୍ତ୍ର ଦିବସରେ ଆୟୋଜିତ ହୋଇଥିବା ଟ୍ରାକ୍ଟର ରାଲିରେ ଦିଲ୍ଲୀର କିଛି ଅଞ୍ଚଳରେ ଘଟିଥିବା…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିର ସମାରୀ ମୁଦୁଲିଙ୍କୁ ଦେଇଥିଲେ ପ୍ରତିଶ୍ରୁତି, ଏବେ ତାହା ପୂରଣ କଲେ ସୁବ୍ରତ ବାଗ୍‌ଚୀ

ମାଲକାନଗିରି: ମାଲକାନଗିରି ବ୍ଲକର ମାର୍କାପାଲୀ ପଞ୍ଚାୟତ ସଦର ମହକୁମାରେ ବାସ କରୁଥିବା ସମାରୀ ମୁଦୁଲିଙ୍କ କାହାଣୀ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସେ ବେଶ ଚର୍ଚ୍ଚିତ ଚେହେରା ବନିଯାଇଥିଲେ। ଗତ ୨୦ ତାରିଖରେ ମାଲକାନଗିରି ଗସ୍ତରେ ଦକ୍ଷତା ବିକାଶର ମୁଖ୍ୟ ସୁବ୍ରତ ବାଗଚି ମାଲକାନଗିରି…
ଅଧିକ ଖବର ଦେଖନ୍ତୁ...