Daily Archives

January 28, 2021

ଭଦ୍ରକରୁ ଅପହୃତ ଯୁବତୀ ପାଣିକୋଇଲିରୁ ଉଦ୍ଧାର

ପାଣିକୋଇଲି : ଆଜି ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ନିକଟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ କାର୍ ରାସ୍ତାରେ ଯାଉଥିବା ବେଳେ ଭିତରୁ ଜଣେ ଯୁବତୀ 'ମୋତେ ବଞ୍ଚାଅ.. ବଞ୍ଚାଅ' ବୋଲି ଚିତ୍କାର କରୁଥିଲେ। ସେହି ସମୟରେ ପଛରୁ ଆସୁଥିବା ଏକ…
ଅଧିକ ଖବର ଦେଖନ୍ତୁ...

ଫୁର୍ଲିଝରନ ରାସ୍ତାରେ ହାତୀ ଆତଙ୍କ : ଡାଳ ପକାଇ ଘଣ୍ଟାଏ ରାସ୍ତା ଅବରୋଧ କଲା

ଭବାନୀପାଟଣା : ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ରାସ୍ତାର ଶଗଡ଼ା ଘାଟି ନିକଟରେ ଗୁରୁବାର ସନ୍ଧ୍ୟା‌ରେ ଏକ ଜଙ୍ଗଲୀ ହାତୀ ରାସ୍ତା ଅବରୋଧ କରି ଆତଙ୍କ ଖେଳାଇଥିଲା। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ପ୍ରକାଶ ଯେ, ଭବାନୀପାଟଣାରୁ ଥୁଆମୂଳ ରାମପୁର ରାସ୍ତାରେ ଗୁରୁବାର ସନ୍ଧ୍ୟାରେ…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟିଲା, ଜଣେ ମୃତ, ୨ ଆହତ

ମାଲକାନଗିରି : ମାଲକାନଗିରି ଥାନା ଅନ୍ତର୍ଗତ ବିଜାଘଟି ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟିବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ବାଲି ବୋଝେଇ ଟ୍ରାକ୍ଟର ପାଣ୍ଡ୍ରିପାଣି ଠାରୁ ମାଲକାନଗିରି ଅଭିମୁଖେ ଆସୁଥିବାବେଳେ ଭାରସାମ୍ୟ…
ଅଧିକ ଖବର ଦେଖନ୍ତୁ...

କଳାପଲସରରେ ଲୁଟୁଥିବା ଜଣେ ଦୁର୍ବୃତ୍ତକୁ କାବୁ କଲେ ଲୋକେ

କେସିଙ୍ଗା: କଳା ପଲସରରେ ଆସି ଟଙ୍କା ଝାମ୍ପି ନେଉଥିବା ଜଣେ ଲୁଟେରାକୁ କେସିଙ୍ଗା ଅଞ୍ଚଳବାସୀ କାବୁ କରିଛନ୍ତି। ହେଲେ ଅନ୍ୟ ଜଣେ ଲୁଟେରା ଫେରାର ହୋଇଯାଇଛି। ପ୍ରକାଶ ଯେ, କେସିଙ୍ଗା ଥାନା ଉତ୍କେଲାର ଟେଣ୍ଟ ମାଲିକ ତାଙ୍କ ଦୁଇଝିଅଙ୍କ ଏସ୍‌ବିଆଇ ଜମାଖାତାରୁ ଗୁରୁବାର ୯୮ହଜାର ଟଙ୍କା ଉଠାଇ…
ଅଧିକ ଖବର ଦେଖନ୍ତୁ...

ପିଆରଏମ ମେଡିକାଲ୍‌ କଲେଜ୍‌ରେ ଛାତ୍ର ଅଶାନ୍ତି; ମୌଳିକ ସୁବିଧା ମିଳୁନଥିବା ଅଭିଯୋଗରେ ଡିନ୍‌ଙ୍କୁ ଘେରିଲେ

ବାରିପଦା: ସ୍ଥାନୀୟ ରଙ୍ଗାମାଟିଆସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ‌ରେ ଆଜି ଛାତ୍ର ଅଶାନ୍ତି ଦେଖାଦେଇଥିଲା। ‌କଲେଜ୍‌ କ୍ୟାମ୍ପସ୍‌, ଛାତ୍ରାବାସରେ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ କରି ଏଠାରେ ଅଧ୍ୟୟନରତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ଫାଶରୁ ଉଦ୍ଧାର କଲରାପତରିଆର ମୃତ୍ୟୁ, ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଜଣାପଡ଼ିବ କାରଣ

ବୁଗୁଡ଼ା: ଗଂଜାମ ଜିଲ୍ଲା ବୁଗୁଡ଼ା ବନାଂଚଳ ଅନ୍ତର୍ଗତ ମାଣିତରା ଫରେଷ୍ଟ ବିଟର ଶଙ୍କରୁ ଗାଁରେ ଆଜି ବାର୍‌ହା ଫାଶରୁ ଉଦ୍ଧାର କଲରାପତରିଆର ମୃତ୍ୟୁ ହୋଇଛି। ଆଜି ଅପରାହ୍ନରେ କଲରାପତରିଆକୁ ଜଙ୍ଗଲରେ ଛାଡ଼ିବାକୁ ନେଇଥିଲେ ବନବିଭାଗର ସ୍ବତନ୍ତ୍ର ଟିମ୍‌। ବାଘକୁ ଜଙ୍ଗଲରେ ଛାଡ଼ିବା ନେଇ କରଚୁଲି…
ଅଧିକ ଖବର ଦେଖନ୍ତୁ...

ସମାଧାନର ବାଟ କାଢିବ ‘ସମାଧାନ’

ଜୟପୁର: କୋଭିଡ୍ କଟକଣା ହେତୁ ବନ୍ଦ ରହିଛି କୋରାପୁଟ ପ୍ରଶାସନର ଅଭିଯୋଗ ଶୁଣାଣି। ପ୍ରତି ସପ୍ତାହର ସୋମବାର ଏହାକୁ ପ୍ରତି ବ୍ଲକରେ କରାଯାଉ ଥିଲାବେଳେ ଏହାକୁ ଗତବର୍ଷ ମାର୍ଚ୍ଚମାସରୁ ବନ୍ଦ ରଖାଯାଇଛି। ତେଣୁ ଏହାର ସ୍ଥାୟୀ ସମାଧାନର ବାଟ ବାହାର କରିଛି ପ୍ରଶାସନ। ଆଜି ସଦଭାବନା…
ଅଧିକ ଖବର ଦେଖନ୍ତୁ...

ଧାନକିଣାରେ ଅନିୟମିତତା, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଚାଷୀ

ତେଲକୋଇ : କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ମଣ୍ଡିରେ ଧାନକିଣାରେ ଅନୀୟମିତତା ନେଇ ଆଜି ଏକ ଚାଷୀ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଯେ ତେଲକୋଇ ଲ୍ୟାମ୍ପ୍ସରେ ଖୋଲା ଯାଇଥିବା ସରକାରୀ ମଣ୍ଡିରେ ମାସ୍ (ମିଲର ଅଥୋରିଟି…
ଅଧିକ ଖବର ଦେଖନ୍ତୁ...

ଇନ୍ଦ୍ରାବତୀ ଡାହାଣ କେନାଲର ପାଣି ଉଛୁଳି ଘରେ ପଶିଲା, ବାହାରକୁ ପଳାଇ ଆସିଲେ ଲୋକେ

କଲମପୁର: ଇନ୍ଦ୍ରାବତୀ ଡାହାଣ କେନାଲର କଲମପୁର-ବିରିପୁର ରାସ୍ତା ପ୍ରାଣୀ ଚିକିତ୍ସାଳୟ ନିକଟ କଲମପୁର ମାଇନର ୧ କେନାଲରେ ପାଣି ଉଛୁଳି ନିକଟରେ ଥିବା ପଡ଼ାର ଘରଗୁଡ଼ିକରେ ପଶିଥିଲା। ଗୁରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ଏହି ଘଟଣା ଘଟିଥିଲା। ଫଳରେ ଘରେ ଥିବା ଲୋକେ ବାହାରକୁ ପଳାଇ…
ଅଧିକ ଖବର ଦେଖନ୍ତୁ...

୧୧ବର୍ଷର ବାଳକ ୟୁଟ୍ୟୁବ୍ ହ୍ୟାକିଂ ଶିଖି ବାପାଙ୍କୁ ଧମକ ଦେଇ ମାଗିଥିଲା ୧୦କୋଟି ଟଙ୍କା

ନୂଆଦିଲ୍ଲୀ: ପଞ୍ଚମ ଶ୍ରେଣୀରେ ପାଠପଢ଼ୁଥିବା ଜଣେ ଛୋଟ ପିଲା ୟୁଟୁବରୁ ହ୍ୟାକିଂ ଶିଖି ନିଜର ବାପାଙ୍କୁ ଫସାଇ ଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗତ ସପ୍ତାହରେ ଉତ୍ତରପ୍ରଦେଶର ଗାଜିଆବାଦର ଜଣେ ବ୍ୟକ୍ତି ଜାନୁଆରି ୧ରେ ହ୍ୟାକିଂର ଶିକାର ହୋଇଥିବା ବେଳେ ଥାନାରେ ଦ୍ବାରସ୍ଥ…
ଅଧିକ ଖବର ଦେଖନ୍ତୁ...