Monthly Archives

January 2021

ସଂସାର ମୋହମାୟା ତ୍ୟାଗ କରି ସନ୍ନ୍ୟାସୀ ହୋଇ ଚାଲିଗଲେ ୨୫ ବର୍ଷୀୟ ଋଷଭ ବୋଥ୍ରା

ପାଟନା: ଯୁବ ପିଢ଼ି ଯେତେବେଳେ ଧର୍ମ ଏବଂ ଆଧ୍ୟାତ୍ମିକତାଠାରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି, ବିହାରର ସମ୍ଭ୍ରାନ୍ତ ଘରର ଜଣେ ଯୁବକ ମୋହ ମାୟାକୁ ପର କରି ସନ୍ନ୍ୟାସୀ ହୋଇ ଚାଲିଯାଇଛନ୍ତି | ଆଉ ଯୁବକଙ୍କ ବିଦାୟକାଳୀନ ଦୃଶ୍ୟ ସମସ୍ତଙ୍କୁ କନ୍ଦାଇଦେଇଥିଲା | ବିହାର ଫରବିସଗଞ୍ଜର ୨୫ ବର୍ଷୀୟ…
ଅଧିକ ଖବର ଦେଖନ୍ତୁ...

ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଧଉଳି: ଧଉଳି ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଆଜି ସଂଧ୍ୟାରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧ ଜଣକ ହେଲେ ଅଙ୍କୁର ଭୋଇ (୬୬) । ପାରିବାରିକ କଳହକୁ କେନ୍ଦ୍ର କରି ଅଙ୍କୁର ବେକରେ ରଶିବାନ୍ଧି ଆତ୍ମହତ୍ୟା କରିଥିବା ସ୍ଥାନୀୟଲୋକଙ୍କ ସୂତ୍ରରୁ ପ୍ରକାଶ। ଖବର ପାଇ…
ଅଧିକ ଖବର ଦେଖନ୍ତୁ...

ବୋରିଗୁମ୍ମାରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଛତ୍ରଲା ନିକଟ ଏକ ଧାନ ଵିଲରୁ ମୃତଦେହ ଉଦ୍ଧାର ଘଟଣା ମାନସପଟରୁ ନ ଲିଭୁଣୁ ଆଜି ଆଉ ଏକ ହତ୍ୟାକାଣ୍ଡ ଘଟିଛି। ବୋରିଗୁମ୍ମା ଅଂଚଳର ବି ସିଂହପୁର ଅଧିନ ଭୂମିଆଗୁଡାରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଶନିବାର ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...

ବ୍ଲେଡ୍‌ରେ ବେକ କାଟି ଲୁଟିନେଲେ

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସାପ୍ତାହିକ ହାଟରେ ଦିନକୁଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଖାଉଟିଙ୍କର ଚିନ୍ତା ବଢିଯାଇଛି। ଭିଡ଼ର ସୁଯୋଗ ନେଇ ଅସାମାଜିକ ଲୋକେ କେତେବେଳେ ଲୋକଙ୍କ ମୋବାଇଲ ଲୁଟ୍  କରୁଛନ୍ତି ତ କେତେବେଳେ ପକେଟ୍‌ମାର କରୁଛନ୍ତି। ଆଜି ସୁଲୋଚନା ବାଦି ନାମକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଚାକିରି ଓ ବ୍ୟବସାୟରେ ସନ୍ତୋଷଜନକ ପରିଣାମ ପାଇବେ। ଘରୋଇ କାମରେ ବାହାରକୁ ଯାଇପାରନ୍ତି। ମହିଳାମାନଙ୍କ ଲାଗି ଭଲ ଦିନଟିଏ। ବୃଷ: ଆପଣଙ୍କର ଚଞ୍ଚଳ ସ୍ବଭାବ ଅଶାନ୍ତିକୁ ଆମନ୍ତ୍ରଣ କରିପାରେ। ବାହନ କିଣିବା ଲାଗି ଦିନଟି ଶୁଭ। ସନ୍ତାନ ପକ୍ଷରୁ ଆପଣଙ୍କୁ ସୁଖଦ ଅନୁଭୂତି ପ୍ରାପ୍ତ ହେବ।…
ଅଧିକ ଖବର ଦେଖନ୍ତୁ...

ବରଡ଼ା ଛପର ଘରେ ଅଗ୍ନିକାଣ୍ଡ, ଜଳିଗଲେ ବୃଦ୍ଧ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ ବୁଢାପାଳ ପଞ୍ଚାୟତ ତିଲେଇପଶି ମହାରାସାହିରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅମି ମହାର (୮୦)। ସୂଚନା ଅନୁଯାୟୀ ଅମି ଜଣେ ଅସହାୟ ଗରିବ ପରିବାରର ହୋଇଥିବା ବେଳେ ତାଙ୍କର ପୁଅ, ବୋହୂ ସମସ୍ତେ ବାହାରେ…
ଅଧିକ ଖବର ଦେଖନ୍ତୁ...

ଦଶାହ କାମ ସାରି ଛତିଶଗଡ଼ ଫେରୁଥିଲା ବେଳେ ଓଲଟି ପଡ଼ିଲା ପିକ୍‌-ଅପ୍‌ ଭ୍ୟାନ୍, ୯ ମୃତ, ୧୧ ଗୁରୁତର

କୋଟପାଡ଼/କୋରାପୁଟ: ଓଡ଼ିଶାରେ ଦଶାହ କାମ ସାରି ଛତିଶଗଡ଼ ଫେରୁଥିବା ବେଳେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଗୋଟିଏ ପିକ୍‌-ଅପ୍‌ ଭ୍ୟାନରେ ପ୍ରାୟ ୨୦ ଜଣ ଛତିଶଗଡ଼ ଫେରୁଥିବା ବେଳେ  କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ମୁର୍ତ୍ତାହାଣ୍ଡିଠାରେ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ…
ଅଧିକ ଖବର ଦେଖନ୍ତୁ...

କାର୍ ସାଇଡମରାକୁ ନେଇ ତୁମୁଳକାଣ୍ଡ, ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ

ଭୁବନେଶ୍ବର: କାର୍ ସାଇଡମରାକୁ ନେଇ ରାଜଧାନୀ ଭୁବନେଶ୍ବରରେ ତୁମୁଳକାଣ୍ଡ ଦେଖାଯାଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। କାରରେ ବସିଥିବା ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ଜଣେ ସ୍କୁଟି ଚାଳକକୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ଲାଡେନଠାରୁ ନିୟମିତ ଟଙ୍କା ନେଉଥିଲେ ନୱାଜ ସରିଫ !

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ସହ ପାକିସ୍ତାନର ବରିଷ୍ଠ ନେତାଙ୍କ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ । କେବଳ ଏତିକି ନୁହେଁ, ଏହି ନେତାମାନେ ଆତଙ୍କବାଦୀଙ୍କଠାରୁ ଟଙ୍କା ପାଆନ୍ତି, ଯାହା ଭାରତର କାଶ୍ମୀରରେ ଜିହାଦ୍ ପାଇଁ ବ୍ୟବହୃତ ହୁଏ | ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନର ରାଷ୍ଟ୍ରଦୂତ ରହିଥିବା…
ଅଧିକ ଖବର ଦେଖନ୍ତୁ...