Monthly Archives

February 2021

ଫେବ୍ରୁଆରିରେ ମୟୂରଭଞ୍ଜ ଜିଲ୍ଲାରୁ ଶହେ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ ଓ ୮୮ ସୁସ୍ଥ

ବାରିପଦା: ଚଳିତ ଫେବ୍ରୁଆରି ମାସରେ ମୟୂରଭଞ୍ଜ ଜିଲ୍ଲାରୁ ଶହେ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୮୮ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଯଦିଓ ବିଭିନ୍ନ ସ୍ଥାନରେ ଚଳିତ ମାସରେ କରୋନା ସଂକ୍ରମଣର ଦ୍ବିତୀୟ ଲହରର ଭୟ ସୃଷ୍ଟି ହୋଇଛି, ତଥାପି ଜିଲ୍ଲାରେ କରୋନା ନିୟନ୍ତ୍ରଣରେ…
ଅଧିକ ଖବର ଦେଖନ୍ତୁ...

ଉମରକୋଟରେ ୭ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ଆସାମ ରାଇଫଲର ଅଧିକାରୀଙ୍କ ସମେତ ୪ ଗିରଫ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଚାନ୍ଦିଆବେଡ଼ା ଗ୍ରାମର ରବି ନାରାୟଣ ସମରଥଙ୍କ ଘରୁ  ଆଜି ୩୬ଟି ବସ୍ତାରେ ପ୍ରାୟ ୭ କ୍ଵିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ବିଶ୍ବସ୍ତ ସୁତ୍ରରୁ ଖବର ପାଇଁ ଉମରକୋଟ ପୁଲିସ ରବିଙ୍କ ଘରେ ଚଢଉ କରିବାବେଳେ ଏହି ଗଞ୍ଜେଇ ମିଳିଛି । ଏହି ଚଢାଉ ସମୟରେ…
ଅଧିକ ଖବର ଦେଖନ୍ତୁ...

ବସରେ ଫେରୁଛନ୍ତି ଶହ ଶହ ଯାତ୍ରୀ; ହେଉନି ଥର୍ମାଲ ସ୍କ୍ରିନିଂ, ରାପିଡ୍ ଆଣ୍ଟିଜେନ୍ କିଟ୍ ପରୀକ୍ଷା

ଜୟପୁର: ରାଜ୍ୟରେ କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ୧୨ଟି ରାଜ୍ୟର ଫେରନ୍ତାଙ୍କ ଉପରେ ନଜର ରଖିବା ଲାଗି ନିର୍ଦେଶ ଦେଇଛନ୍ତି। ଏଥିରେ ବିମାନ ବନ୍ଦର ଓ ରେଳ ଷ୍ଟେସନ୍‌ରୁ ଓଡ଼ିଶାକୁ ଫେରୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କାନିଂ, ରାପିଡ୍ ଆଣ୍ଟିଜେନ୍ କିଟ୍‌ ପରୀକ୍ଷା କରିବା ଲାଗି…
ଅଧିକ ଖବର ଦେଖନ୍ତୁ...

ଶରୀର ଘୋଳାବିନ୍ଧା ହେଉଛି କି? ବିନା ଔଷଧରେ ଏପରି ପାଆନ୍ତୁ ଉପଶମ

ଆଜିକାଲି ବ୍ୟସ୍ତ ବହୁଳ ଜୀବନଶୈଳୀ ହେତୁ ଶରୀର ଘୋଳାବିନ୍ଧା ହେବା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। କେବଳ ବୟସ୍କ ନୁହଁନ୍ତି, ଅଳ୍ପ ବୟସର ପିଲାଙ୍କ ଭିତରେ ବି ଏହି ସମସ୍ୟା ଦେଖା ଦେଲାଣି। ଏହା କୌଣସି ପ୍ରକାରର ରୋଗ ନୁହେଁ। ତେଣୁ, ଆୟତ୍ତ ବାହାରର ଯନ୍ତ୍ରଣା ନହେଲେ ଔଷଧଠାରୁ ନିଜ ଶରୀରକୁ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବାକୁ ଯାଉଛି ‘ସର୍ଦାର କା ଗ୍ରାଣ୍ଡ୍‌ସନ୍‌’

ମୁମ୍ବାଇ: ଖୁବ୍‌ ଶୀଘ୍ର ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବାକୁ ଯାଉଛି ଅଭିନେତା ଅଜୁର୍ନ କପୁର ଓ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହ ଅଭିନୀତ ଚଳଚ୍ଚିତ୍ର ‘ସର୍ଦାର କା ଗ୍ରାଣ୍ଡ୍‌ସନ୍‌’। ଏଯାବତ୍‌ ରିଲିଜ୍‌ ତାରିିଖ ଘୋଷଣା ହୋଇନଥିଲେ ବି ଚଳଚ୍ଚିତ୍ରଟି ରିଲିଜ୍‌ ପାଇଁ ପୂରାପୂରି ପ୍ରସ୍ତୁୁତ…
ଅଧିକ ଖବର ଦେଖନ୍ତୁ...

ଖାଦାନରେ ବ୍ଲାଷ୍ଟିଂ ବେଳେ ପଥରଖଣ୍ଡ ପଡ଼ି ଯୁବକଙ୍କ ମୃତ୍ୟୁ

ଇବ୍‌ଥର୍ମାଲ: ବନହରପାଲି ଥାନା କୁମ୍ଭାରବନ୍ଧ ଫାଣ୍ଡି ଦଳଗାଁ ପଞ୍ଚାୟତ ସେନାମାଲ ଗ୍ରାମରେ ଥିବା ପଥର ଖାଦାନ(ଖଣି)ରେ ରବିବାର ଅପରାହ୍‌ଣରେ ବ୍ଲାଷ୍ଟିଂ ବେଳେ ପଥରଖଣ୍ଡ ମାଡ଼ ହେବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଆହ୍ଲାଦ ଭୋଇଙ୍କ ପୁଅ ହରେକୃଷ୍ଣ ଭୋଇ ଓରଫ ଅମିତ(୩୬)। ଘର…
ଅଧିକ ଖବର ଦେଖନ୍ତୁ...

ୟୁଟ୍ୟୁବର୍‌ମାନେ ସାବଧାନ! ଅଶ୍ଳୀଳ ପ୍ରାଙ୍କ୍‌ ଭିଡିଓ ବନାଇ ପୁଲିସ୍‌ ହାତରେ ବନ୍ଧା ହେଲେ ୩ ଅଭିଯୁକ୍ତ

ମୁମ୍ବାଇ: ଆପଣଙ୍କର ୟୁଟୁବ୍‌ ଚ୍ୟାନେଲ୍ ଅଛି କି? ବିଷୟବସ୍ତୁକୁ ନେଇ ହୋଇଯାଆନ୍ତୁ ସାବଧାନ! ମୁମ୍ବାଇର ୩ ଜଣ ୟୁଟ୍ୟୁବର୍‌ (କ‌ଣ୍ଟେଣ୍ଟ୍‌ କ୍ରିଏଟର୍‌) ୟୁଟ୍ୟୁବ୍‌ରେ ଆପତ୍ତିଜନକ ଭିଡିଓ ପୋଷ୍ଟ୍‌ କରି ମୁମ୍ବାଇ ପୁଲିସ୍‌ର ସାଇବର୍‌ ସେଲ୍‌ ହାତରେ ଗିରଫ ହୋଇଛନ୍ତି। ସେମାନେ ସହରର…
ଅଧିକ ଖବର ଦେଖନ୍ତୁ...

ପରିବାର ସହ ଫେରିବା ବେଳେ ମୁହାଁମୁହିଁ ଧକ୍କା ହେଲା କାର୍‌-ଅଟୋ, ୮ ଆହତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବେଦବ୍ୟାସ କାଲୋକୁଦର ନିକଟରେ ଅଟୋ-କାର୍‌ ମୁହାଁମୁହିଁ ଧକ୍କା ‌ହୋଇଛି। କାର୍‌ ଧକ୍କାରେ ଅଟୋଟି ସମ୍ପୂର୍ଣ୍ଣ ଓଲଟି ପଡିଥିଲା। ଦୁର୍ଘଟଣାରେ ଅଟୋ ଡ୍ରାଇଭର ସମେତ ପରିବାର ୭ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କ ମୃତ୍ୟୁ ପରେ ବେଶି ଖୁସି ଅଛନ୍ତି ଅଙ୍କିତା! ଟ୍ରୋଲ୍‌ ହେଲେ ଅଭିନେତ୍ରୀ

ମୁମ୍ବାଇ: ଟେଲିଭିଜନ୍‌ ଷ୍ଟାର୍‌ ଅଙ୍କିତା ଲୋଖଣ୍ଡେ ଏବେ ଦିବଂଗତ ବଲିଉଡ୍‌ ଷ୍ଟାର୍‌ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକଙ୍କ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ବିଶେ‌ଷ ଖୁସି ରହୁଛନ୍ତି ବୋଲି ଟ୍ରୋଲ୍‌ରମାନେ ଟ୍ରୋଲ୍‌ କରିଛନ୍ତି। ନିକଟ ଅତୀତରେ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ର ପୁଣି ଦାଦାଗିରି! ଓଡ଼ିଶା ଚାଷୀଙ୍କ ଜମିରେ ଖୁଣ୍ଟ ପୋତିବା ଯୋଜନା

ନୂଆପଡ଼ା: ଜିଲ୍ଲାର ସିନାପାଲିରେ ଚାଷୀମାନଙ୍କ ଜମିକୁ ଛତିଶଗଡ଼ ସରକାର ଅକ୍ତିଆର କରିଛନ୍ତି। ଏହାର ସମାଧାନ ନହେଉଣୁ ପୁଣି ଛତିଶଗଡ଼ର ଦାଦାଗିରି ଦେଖିବାକୁ ମିଳିଛି। ପୂର୍ବ ସୀମା ଚିହ୍ନଟକୁ ନମାନି ଛତିଶଗଡ଼ ସରକାର ମନମୁଖୀ ତାରବାଡ଼ ବୁଲାଇବା ଯୋଜନା କରୁଛି। ଏହାକୁ ତୀବ୍ର ବିରୋଧ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...