Daily Archives

February 1, 2021

ସୁଙ୍କି ଆକ୍ରମଣକୁ ୪ ବର୍ଷ ବିତିଲା, ଶ୍ରଦ୍ଧାଞ୍ଜଳି ଜଣାଇଲା ପୁଲିସ ପ୍ରଶାସନ

କୋରାପୁଟ: କୋରାପୁଟ ଜିଲ୍ଲାର ସୁଙ୍କି ଘାଟି ନିକଟରେ ୨୬ନମ୍ବର ଜାତୀୟ ରାଜପଥର ଆକ୍ରମଣ ଘଟଣାକୁ ଆଜି ୪ ବର୍ଷ ପୁରିଛି। ୨୦୧୭ ଫେବ୍ରୁଆରି ୧ ତାରିଖରେ ମାଓବାଦୀଙ୍କ ଦ୍ବାରା ସଂଘଠିତ ଏହି ବର୍ବରଚିତ ଘଟଣାରେ ୮ ପୁଲିସ କର୍ମଚାରୀ ପ୍ରାଣ ହରାଇଥିଲେ। ଆଜି ସ୍ଥାନୀୟ ପୁଲିସ ପଡିଆ ନିକଟରେ ରହିଥିବା…
ଅଧିକ ଖବର ଦେଖନ୍ତୁ...

“ଶିଶୁ ସମ୍ପର୍କ ଯାତ୍ରା” ଆରମ୍ଭ: ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ-ଶିଶୁ ମଙ୍ଗଳ ଅଧ୍ୟକ୍ଷା

ଜୟପୁର: ଜୟପୁର ବ୍ଲକର ଗଡ଼ପଦର ପଂଚାୟତରୁ ଆଜି ଠାରୁ ଆରମ୍ଭ ହୋଇଛି  "ଶିଶୁ ସମ୍ପର୍କ ଯାତ୍ରା" । ଏହି କାର୍ଯ୍ୟକ୍ରମକୁ ଶିଶୁ ମଙ୍ଗଳ ସମିତି, କୋରାପୁଟ ଓ ଚାଇଲଡ଼୍ ପଣ୍ଡ ଇଣ୍ଡିଆ  ମିଳିତ ଅନୁକୂଲ୍ୟରେ କରାଯାଉଛି।  ଏଥିରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଡ.ଗାୟତ୍ରୀ ଦେବୀ ଯୋଗ ଦେଇ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ପୁଲିସ ପାଟ୍ରୋଲିଂ ସେବା ଆରମ୍ଭ 

ଖୋର୍ଦ୍ଧା: ଜାତୀୟ ରାଜପଥ ୧୬ର ଜଟଣୀ ଠାରୁ ବାଣପୁର ପର୍ଯ୍ୟନ୍ତ ରାସ୍ତାରେ ସର୍ବାଧିକ ଦୁର୍ଘଟଣା, ରାହାଜାନୀ, ଡକାୟତି ଆଦି ବୃଦ୍ଧି ପାଇଛି । ଯଦିଓ ଏହି ସୀମା ମଧ୍ୟରେ ୮ରୁ ଊର୍ଧ୍ବ ଥାନା ଓ ଫାଣ୍ଡି ରହିଛି ତଥାପି ଆବଶ୍ୟକ ଭିତ୍ତିଭୂମି ଅଭାବରୁ ସଠିକ୍ ଭାବେ ପାଟ୍ରୋଲିଂ ଆଦି କରାଯାଇପାରୁନାହିଁ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଜିଲ୍ଲାରେ ୧୩୩ଟି ସ୍କୁଲରେ ମୋଟ ୭୮୨୮ଟି ଶିକ୍ଷା ଦର୍ପଣ ବଣ୍ଟନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମୋଟ ୧୩୩ଟି ହାଇସ୍କୁଲରେ ୭୮୨୮ଟି ଶିକ୍ଷା ଦର୍ପଣ ବହି ମାଗଣାରେ ବଣ୍ଟନ କରାଯାଇଛି। ଆଜି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷା ଦର୍ପଣ ବହି ପହଞ୍ଚିବା ପରେ ତୁରନ୍ତ ପ୍ରଥମ ପର୍ଯ୍ୟାୟରେ ସ୍ବାଭିମାନ ଅଂଚଳର ପେପରମେଟଲା,…
ଅଧିକ ଖବର ଦେଖନ୍ତୁ...

ଚୋରି ହୋଇଗଲା ଆବାସ, ପ୍ରଶାସନର ଦ୍ୱାରସ୍ଥ ହେଲେ ମନବଧ

କୋରାପୁଟ: ଘର ପାଇଁ ୧୦ହଜାର ଟଙ୍କା ଲାଞ୍ଚ ମାଗିଲେ ପିଇଓ। ଦେଇ ନ ପାରିବାରୁ ଜଣଙ୍କୁ ମଞ୍ଜୁର ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ଆଉ ଜଣକୁ ମିଳିଲା । ବିଡିଓଙ୍କୁ କହି କହି ଥକିବା ପରେ ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗଡିଆଗୁଡା…
ଅଧିକ ଖବର ଦେଖନ୍ତୁ...

ରାଫେଲ ଓ ତେଜସ ପରେ ଏହି ଯୁଦ୍ଧ ବିମାନ ଆଣିବାକୁ ଯୋଜନା କରୁଛି ଭାରତ!

ନୂଆଦିଲ୍ଲୀ: ଫ୍ରାନ୍ସରୁ ରାଫେଲ ଏବଂ ସ୍ବଦେଶୀ ତେଜସ କିଣିବା ପରେ ଭାରତ ଏବେ ନୂଆ ପିଢ଼ିର ଅତ୍ୟାଧୁନିକ ଯୁଦ୍ଧ ବିମାନ କିଣିବାକୁ ବିଚାର କରୁଛି | ଆମେରିକୀୟ ବିମାନ କମ୍ପାନୀ ବୋଇଙ୍ଗର ଜଣେ ଶୀର୍ଷ ଅଧିକାରୀ ଏବାବଦରେ ସୂଚନା ଦେଇଛନ୍ତି | ନ୍ୟୁଜ୍ ଏଜେନ୍ସି ପିଟିଆଇର ଏକ ରିପୋର୍ଟ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଦୁଇ ବସ୍ ମୁହାଁମୁହିଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଇସୁଆଁ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସମାକୁଦ ଗ୍ରାମ ବଇଁଶିପାଣି ନାଳ ନିକଟ ମୋଡ଼ରେ ଦୁଇଟି ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଏଥିରେ କାହାରିି କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ…
ଅଧିକ ଖବର ଦେଖନ୍ତୁ...

ଠିକାସଂସ୍ଥା କ୍ୟାମ୍ପରୁ ସୁପରଭାଇଜରଙ୍କୁ ଅପହରଣ!

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଲୁଙ୍ଗାଝରରେ ଥିବା ଏକ ଠିକାସଂସ୍ଥା କ୍ୟାମ୍ପରୁ ବନ୍ଧୁକ ମୁନରେ ଜଣେ ସୁପରଭାଇଜରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅପହୃତ ସୁପରଭାଇଜରଙ୍କ ନାମ ସୁରେଶ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଅନ୍ୟ କର୍ମଚାରୀମାନେ କ୍ୟାମ୍ପ ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ରୋଗୀ ମୃତ୍ୟୁ ନେଇ ଉତ୍ତେଜନା; ଟାୟାର ଜାଳି ୪ ଘଣ୍ଟା ଧରି ରାସ୍ତାରୋକ

ବାଲେଶ୍ବର: ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ନେଇ ଜିଲ୍ଲା ବଡ଼ମେଡ଼ିକାଲ୍‌ରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତଲୋମାନେ ଭଙ୍ଗାରୁଜା କରିବା ସହ ବଡ଼ମେଡ଼ିକାଲ୍‌ ମୁଖ୍ୟ ଫାଟକ ସମ୍ମୁଖ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରି ପ୍ରତିବାଦ କରିଥିଲେ। ମୃତକଙ୍କ ପରିବାରକୁ…
ଅଧିକ ଖବର ଦେଖନ୍ତୁ...

ପରିତ୍ୟକ୍ତ ପୋଖରୀରୁ ହରିଣ ଉଦ୍ଧାର

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ପୁରୁଣାବାନ୍ଧଗୋଡ଼ା ନିକଟ ବିଲାବନ୍ଧର ଏକ ପରିତ୍ୟକ୍ତ ଗାଡ଼ିଆ ଭିତରୁ ଆଜି ସକାଳେ ସ୍ଥାନୀୟ ଲୋକେ ଏକ ହରିଣକୁ ଉଦ୍ଧାର କରି ସୁରକ୍ଷିତ ଜଙ୍ଗଲରେ ଛାଡି ଦେଇଛନ୍ତି। ଆଜି ସକାଳେ ପୁରୁଣାବାନ୍ଧଗୋଡା ତାରିଣୀ…
ଅଧିକ ଖବର ଦେଖନ୍ତୁ...