Daily Archives

February 1, 2021

ମହିଳାଙ୍କ ବେକରୁ ଦୁର୍ବୃତ୍ତ ଝାମ୍ପିନେଲେ ସୁନାଚେନ୍‌

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ‌ପୁରୀ ମୁଖ୍ୟ କେନାଲସ୍ଥିତ ଭଗବତୀ ଫିଲିଂ ଷ୍ଟେସନରେ ଆଜି ମଧ୍ୟାହ୍ନରେ ଜଣେ ମହିଳାଙ୍କ ବେକରୁ ଦୁଇଜଣ ଦୁର୍ବୁତ୍ତ ସୁନାଚେନ ଝାମ୍ପି ନେଇଛନ୍ତି। ଲୁଟର ଶିକାର ମହିଳା ବାଲିପାଟଣା ଥାନା ଅଧୀନ ନବାଟି ଗ୍ରାମର ଅନୁପମା ମହାପାତ୍ର (୬୦)। ଏନେଇ ଅନୁପମା ଉକ୍ତ…
ଅଧିକ ଖବର ଦେଖନ୍ତୁ...

ଛାତ୍ରଙ୍କୁ ଅପହରଣ ଘଟଣାରେ ମହିଳା ଡାକ୍ତର ଗିରଫ, ମୁଣ୍ଡ ଜାମିନ ରଖି ମାଗିଥିଲେ ୭୦ ଲକ୍ଷ

ନୂଆଦିଲ୍ଲୀ: ଅପହରଣକାରୀ ସାଜିଲେ ମହିଳା ଡାକ୍ତର | ଜଣେ ଛାତ୍ରଙ୍କୁ ବନ୍ଧକ ରଖି ୭୦ ଲକ୍ଷ ଟଙ୍କା ମାଗିଥିବାବେଳେ ସ୍ପେଶାଲ ଅପରେସନ ଗ୍ରୁପ ଅପହରଣକାରୀଙ୍କୁ ଗିରଫ କରିଛି | ଉତ୍ତରପ୍ରଦେଶର ଗୋଣ୍ଡାରେ କିଛି ଏଭଳି ଘଟଣା ଘଟିଛି | ଆଉ ଅପହରଣକାରୀଙ୍କୁ ପୁଲିସ ହରିୟାଣାରୁ ଗିରଫ କରିଛି |…
ଅଧିକ ଖବର ଦେଖନ୍ତୁ...

ଦୀପ ସିଦ୍ଧୁଙ୍କୁ ନେଇ ପଞ୍ଜାବରେ ଦିଲ୍ଲୀ ପୁଲିସର ତନାଘନା

ନୂଆଦିଲ୍ଲୀ: ୨୬ ଜାନୁଆରୀରେ ଦିଲ୍ଲୀର ଲାଲକିଲ୍ଲାରେ ବିକ୍ଷୋଭକାରୀଙ୍କ ନେତୃତ୍ୱ ନେଇଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀ ପୁଲିସ ଏପର୍ଯ୍ୟନ୍ତ ଗିରଫ କରିପାରି ନାହିଁ। ଗତ ୪ ଦିନ ଧରି ଦିଲ୍ଲୀ ପୁଲିସର ଚାରିଟି ଦଳ ପଞ୍ଜାବର ବିଭିନ୍ନ ଅଞ୍ଚଳରେ ଦୀପଙ୍କୁ ଧରିବାକୁ ତନାଘନା…
ଅଧିକ ଖବର ଦେଖନ୍ତୁ...

ଟ୍ୱିଟର ଇଣ୍ଡିଆର କାର୍ଯ୍ୟାନୁଷ୍ଠାନ: ପ୍ରସାର ଭାରତୀ ସିଇଓଙ୍କ ସମେତ ସୁଶାନ୍ତ ସିଂହଙ୍କ ଆକାଉଣ୍ଟ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ସୋମବାର ଟ୍ୱିଟର ଅନେକ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରୋକ ଲାଗିଛି । ରୋକ ଲାଗିଥିବା ଏହି ଆକାଉଣ୍ଟ ମଧ୍ୟରେ ପ୍ରସାର ଭାରତୀ ସିଇଓ ଶଶି ଶେଖରଙ୍କ ସହ ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ଆକାଉଣ୍ଟ ରହିଛି | ତେବେ ପ୍ରସାର ଭାରତୀ ସିଇଓଙ୍କ ଆକାଉଣ୍ଟ ଉପରେ ରୋକ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ନିଜ ଫୋନ୍‌କୁ ପୂରାପୂରି ଭାବେ ବନ୍ଦ କରିବାର ନିଷ୍ପତ୍ତି ନେଲେ ଆମୀର !

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମୀର ଖାନ ପୂରାପୂରି ଭାବେ ତାଙ୍କ ଫୋନ୍‌କୁ ସୁଇଚ୍‌ ଅଫ୍‌ କରିଦେବାକୁ ଚାହାନ୍ତି। ଫଳରେ ତାଙ୍କ କାମ ଓ ବ୍ୟକ୍ତିଗତ ଜୀବନ ଭିତରେ ଫୋନ୍‌ କେବେ ଆସିବ ନାହିଁ ବୋଲି ସେ କହିଛନ୍ତି। ଜାଣିବାକୁ ମିଳିଥିଲା ଯେ ନିକଟ ଅତୀତରେ ଆମୀର ତାଙ୍କ ବନ୍ଧୁଙ୍କ ଚଳଚ୍ଚିତ୍ର…
ଅଧିକ ଖବର ଦେଖନ୍ତୁ...

କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଗଂଜେଇ ଜବତ, ହୋମଗାର୍ଡ ସମେତ ୮ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମଭି ୭୯ ପୁଲିସକୁ ମିଳିଛି ବଡ ସଫଳତା। ୧୪୧୧ କିଲୋ ଗଞ୍ଜେଇ ଜବତ କରିବା ସହ ଜଣେ ହୋମ ଗାର୍ଡ ଓ ଅନ୍ୟ ୭ ଜଣ ଗିରଫ ହୋଇଛନ୍ତି। ଏଥି ସହ ଗୋଟିଏ ଟ୍ରାକ୍ଟର, ଗୋଟିଏ କ୍ରେଟା କାର, ଗୋଟିଏ ମୋଟର ସାଇକେଲ, ୫ଟି ମୋବାଇଲ ଫୋନ ଜବତ କରାଯାଇଛି। ଆଜି…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ବୈଠକରେ ନିଷ୍ପତ୍ତି; ପରୀ ପରିବାରକୁ ମିଳିବ ୯ ଲକ୍ଷ ଟଙ୍କା

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ନାବାଳିକା ଅମ୍ରିତାସ୍ନେହା ସାହୁ(ପରୀ) ପରିବାରକୁ ୯ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ପ୍ରଦାନ କରାଯିବ। ଆଜି ଏନେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ପୀଡ଼ିତା ପରିବାରକୁ ସହାୟତା ଦେବା ନେଇ…
ଅଧିକ ଖବର ଦେଖନ୍ତୁ...

ପାଇଖାନାରୁ ଦୁଇବସ୍ତା ଗଞ୍ଜେଇ ଜବତ , ଜଣେ ଗିରଫ

ବାଲିଅନ୍ତା:ଭୁବନେଶ୍ବର ଅବକାରୀ ବିଭାଗ ଟିମ ଆଜି ପୂର୍ବାହ୍ନରେ ବାଲିଅନ୍ତା ଥାନା ଅଧୀନ ଗଡ଼ଶୀରାମପୁର ଗ୍ରାମର ବାଉରିବନ୍ଧୁ ପାତ୍ରଙ୍କ ଘରେ ଅତର୍କିତ ଚଢ଼ଉ କରି ତାଙ୍କ ପାଇଖାନା ଘରୁ ଦୁଇ ବସ୍ତା (ଅଢ଼େଇ କିଲ) ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଅଧିକ ହେବ…
ଅଧିକ ଖବର ଦେଖନ୍ତୁ...

ପୁଣି ଅସୁବିଧାରେ ପଡ଼ିଲେ କଙ୍ଗନା, କୋର୍ଟ ପଠାଇଲେ ନୋଟିସ୍

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅସୁବିଧା ବଢ଼ିଯାଇଛି। ମୁମ୍ବାଇର ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ କୋର୍ଟ ସୋମବାର ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା‌ ହେତୁ କଙ୍ଗନା ରାଣାୱତଙ୍କୁ ସମନ ଜାରି କରିଛନ୍ତି। ଜାଭେଦ ଅଖତର କଙ୍ଗନା ରାଣାୱତଙ୍କ…
ଅଧିକ ଖବର ଦେଖନ୍ତୁ...

ଔଷଧ ଦୋକାନରେ ନିଆଁ, ପୋଡ଼ି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ଔଷଧ

ବାରିପଦା: ଔଷଧ ଦୋକାନରେ ଲାଗିଗଲା ନିଆଁ, ଆଉ ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଔଷଧ | ଆଜି ମଧ୍ୟାହ୍ନରେ ବାରିପଦାର ଭିକ ଖଟି ଛକ ନିକଟରେ ଥିବା ଏକ ଔଷଧ ଦୋକାନରେ ନିଆଁ ଲାଗିଯାଇଥିଲା | ଏହି ଛକରେ ଥିବା ସଞ୍ଜୟ କୁମାର ଷଢ଼ଙ୍ଗୀଙ୍କ ଚନ୍ଦନ ମେଡ଼ିସିନ ଷ୍ଟୋରରେ ହଠାତ୍ ନିଆଁ…
ଅଧିକ ଖବର ଦେଖନ୍ତୁ...