Daily Archives

February 2, 2021

ଧାନମଣ୍ଡିର ଅବ୍ୟବସ୍ଥା ନେଇ ଚିଲିକା ଅଂଚଳ ଚାଷୀଙ୍କ ବିକ୍ଷୋଭ

ଖୋର୍ଦ୍ଧା : ଜିଲ୍ଲାରେ ଧାନମଣ୍ଡି ଆରମ୍ଭ ହୋଇ ୧ମାସ ପୂରିନାହିଁ, କିନ୍ତୁ ବିଭିନ୍ନ ସ୍ଥାନରୁ ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ଅଭିଯୋଗ ବଢ଼ିବାରେ ଲାଗିଛି । ଆଜି ଚିଲିକା-ବାଣପୁର ଅଂଚଳର ଶତାଧିକ ଚାଷୀ ଧାନମଣ୍ଡିର ଅବ୍ୟବସ୍ଥା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...

ଦକ୍ଷତା ବିକାଶ ବୋର୍ଡ଼ ଅଧ୍ୟକ୍ଷଙ୍କ କାଳିଆପଟା ଆଇଟିଆଇ ପରିଦର୍ଶନ

ମୋହନା : ମୋହନା ବ୍ଲକ୍ ଅଧୀନ ଚାନ୍ଦିପୁଟ ପଞ୍ଚାୟତ କାଳିଆପାଟା ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରକୁ ଓଡ଼ିଶା ଦକ୍ଷତା ବିକାଶ ବୋର୍ଡ଼ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ପରିଦର୍ଶନରେ ଆସିଥିବା ଜଣାପଡ଼ିଛି। ଏହି ଅବସରରେ ସେ ଶ୍ରେଣୀ ପ୍ରକୋଷ୍ଠ ଓ ଵାର୍କସପ୍‌ ବୁଲି ଦେଖିଥିଲେ। ଆଗାମୀ ଦିନରେ ଉକ୍ତ…
ଅଧିକ ଖବର ଦେଖନ୍ତୁ...

ବାଇସିଂ ସରପଞ୍ଚ ଉପନିର୍ବାଚନ: ପ୍ରାର୍ଥୀ ପତ୍ର ନାକଚକୁ ନେଇ ଉତ୍ତେଜନା, ବିଡ଼ିଓଙ୍କୁ ଘେରାଉ

ରାୟଗଡ଼ା: ରାୟଗଡ଼ା ବ୍ଲକ୍ ବାଇସିଂ ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ ପ୍ରାର୍ଥୀ ପତ୍ର ଯାଞ୍ଚକୁ ନେଇ ଆଜି ବ୍ଲକ୍ ଅଫିସ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ନିର୍ବାଚନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି ନାମାଙ୍କନ ଦାଖଲ କରିଥିବା ୪ ପ୍ରାର୍ଥୀଙ୍କ ମଧ୍ୟରୁ ୩…
ଅଧିକ ଖବର ଦେଖନ୍ତୁ...

ତିନି ବର୍ଷ ପରେ ମିଳିଲା ବିଜୁ ପକ୍କା ଘର କାର୍ଯ୍ୟଦେଶ: ଛାତ ପକାଇବାକୁ ଅସମର୍ଥ, ପ୍ରଶାସନ ସହଯୋଗ କରିବାକୁ ଅନୁରୋଧ…

ଜୟପୁର: ଗତ ତିନି ବର୍ଷ ତଳେ ବିଜୁ ପକ୍କାଘର ଯୋଜନା ତାଲିକାରେ ଏକମ୍ବାର ରଘୁନାଥ ମହାନ୍ତିଙ୍କ ନାଁ ରହିଥିଲା। ତିନି ବର୍ଷ ପରେ ଗତ ଜୁଲାଇ ମାସରେ କାର୍ଯ୍ୟଦେଶ ମିଳିଥିଲା। କାର୍ଯ୍ୟଦେଶ ମିଳିବା ସମୟରେ କୋଭିଡ୍ ଲାଗିଥିବା ସତ୍ବେ ଭିନ୍ନକ୍ଷମ ରଘୁନାଥ ଘର ନିର୍ମାଣ ଧାର ଉଧାର କରି ଛାତ ଲେଭଲ୍…
ଅଧିକ ଖବର ଦେଖନ୍ତୁ...

ଲଘୁ ଖଣିଜ ପଦାର୍ଥ ଚାଲାଣ : ୧ ମାସରେ ୩୩ ଲକ୍ଷ ଜୋରିମାନା

ଖୋର୍ଦ୍ଧା : ଖୋର୍ଦ୍ଧା ଉପଖଣ୍ଡରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ଧରପଗଡ଼ ଜାରି ରହିଛି । ଜାନୁଆରୀ ମାସରେ ୩୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ୧ ଅପ୍ରିଲ୍ ଠାରୁ ୩୧ ଡିସେମ୍ବର ୨୦୨୦ ଶେଷ ସୁଦ୍ଧା ଖୋର୍ଦ୍ଧା…
ଅଧିକ ଖବର ଦେଖନ୍ତୁ...

ମଣ୍ଡି ଟାର୍ଗେଟ୍ ଆଉ ଆସିନି:ବିଭିନ୍ନ ମଣ୍ଡିରେ ପଡ଼ିଛି ୫୦ହଜାର କୁଇଣ୍ଟାଲ

ଜୟପୁର: ସବୁ ବର୍ଷ ମଣ୍ଡି ଆରମ୍ଭରୁ ବିବାଦ ଦେଖାଦେବା ସହ ପରବର୍ତ୍ତୀ ସମୟରେ ଶାନ୍ତି ଶୃଙ୍ଖଳାରେ ଧାନ ଉଠିଥାଏ। ତେବେ ଏହି ବର୍ଷ ଆରମ୍ଭରୁ ଶାନ୍ତିଶୃଙ୍ଖଳାରେ ଧାନ ଉଠୁଥିବା ବେଳେ ଅଚାନକ ଭାବେ ଟାର୍ଗେଟ ଆସିବା ବନ୍ଦ ହୋଇଥିଲା। ଏବଂ ବିବାଦ ଆରମ୍ଭ ହୋଇଥିଲା। ଗତ ଜାନୁଆରୀ ୧୫ତାରିଖ ଦିନ ସବୁ…
ଅଧିକ ଖବର ଦେଖନ୍ତୁ...

ରିଆମାଳ ବ୍ଲକରେ ପହଞ୍ଚିପାରୁନି ବିକାଶ, ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍‌ସ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ମାଘୁମୁଣ୍ଡାକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍‌ସ ଯାଇ ପାରିଲାନି। ଫଳରେ ମେଡିକାଲ୍‌ ଯାଇ ନପାରି ଘରେ ପ୍ରସବ କରିଥିଲେ ଏହି ଗାଁର ଜଣେ ମହିଳା। ପରେ ଆମ୍ବୁଲାନ୍‌ସ କର୍ମଚାରୀ ପହଞ୍ଚି ଉଭୟ ମା’ ଓ ଶିଶୁ କନ୍ୟାକୁ ଷ୍ଟ୍ରେଚର୍‌ରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ମାଲକାନଗିରି ଗସ୍ତ, କଲ୍ୟାଣ ମଣ୍ଡପ ଉଦଘାଟନ

ମାଲକାନଗିରି: ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଆଜି ମାଲକାନଗିରି ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମାଲକାନଗିରି ସହର ମହକୁମାରେ ନୂତନ ଭାବେ ନିର୍ମିତ ହୋଇଥିବା କଲ୍ୟାଣ ମଣ୍ଡପକୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଏବଂ ବିଜେଡିର ସାଂଗଠନିକ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ସ୍ଥାନାନ୍ତରକୁ ବିରୋଧ

ଖୋର୍ଦ୍ଧା : ଦୀର୍ଘ ବର୍ଷର ପୁରୁଣା ସ୍କୁଲର ବନ୍ଦ ଓ ନିକଟସ୍ଥ ଏକ ସ୍କୁଲ ସହ ମିଶ୍ରଣକୁ ପ୍ରତିବାଦ କରି ଆଜି ଛୋଟରାୟପୁରର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଆଜି ପୂର୍ବାହ୍ଣରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଗାଁ ଲୋକମାନେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ପୁର୍ନଗଠିତ ଓଡ଼ିଶା ସରକାରୀ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘରେ ମୟୂରଭଞ୍ଜରୁ ୪ କର୍ମକର୍ତ୍ତା

ବାରିପଦା: ଓଡ଼ିଶା ସରକାରୀ ହାଇ ସ୍କୁଲ ସମୂହର ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ପୁର୍ନଗଠିତ ହୋଇଛି । ଏଥିରେ ମୟୂରଭଞ୍ଜ ଭଳି ଏକ ଆଦିବାସୀ ବହୁଳ ପଛୁଆ ଜିଲ୍ଲାରୁ ପ୍ରତିନିଧିତ୍ୱ କରି ଓଡ଼ିଶା ସରକାରୀ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ସଂଗଠନରେ ନିଜର ସ୍ୱତନ୍ତ୍ର ପରିଚୟ କରିପାରିଥିବା ୪ ଜଣ…
ଅଧିକ ଖବର ଦେଖନ୍ତୁ...