Daily Archives

February 3, 2021

ମାଥିଲିରେ ବିଜେଡିର ସାଂଗଠାନିକ ବୈଠକ: ବହୁ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ଠାରେ ବିଜେଡିର ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକାଙ୍କ ସଭାପତିତ୍ବରେ ସଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥୀ ବେହେରା, ବିହନ ନିଗମ…
ଅଧିକ ଖବର ଦେଖନ୍ତୁ...

ଶ୍ରରାମଚନ୍ଦ୍ର ଦେବ ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଙ୍କ ବୈଠକ

ଖୋର୍ଦ୍ଧା : ଖୋର୍ଦ୍ଧା ନିକଟସ୍ଥ ଦଧିମାଛଗାଡ଼ିଆରେ ଥିବା ଶ୍ରୀରାମଚନ୍ଦ୍ର ଦେବ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଦଧିମାଛଗାଡ଼ିହା ହାଇସ୍କୁଲର ପୁରାତନ ଛାତ୍ରଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଆହ୍ୱାନକ୍ରମେ ସ୍କୁଲର ବିକାଶ ଦାୟିତ୍ୱ ନିଜ ହାତକୁ ନେବାକୁ ବୈଠକରେ ସ୍ଥିର…
ଅଧିକ ଖବର ଦେଖନ୍ତୁ...

ଦାଦନ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଲାଠୋର: ତେଲେଙ୍ଗାନାରେ କାମ କରୁଥିବା ବେଳେ ଆହତ ହୋଇ ଚିକିତ୍ସାଧୀନ ଥିବା ବଲାଙ୍ଗୀର ଜିଲ୍ଲା ଲାଠୋର ଗ୍ରାମର ଶ୍ରମିକ କାର୍ତ୍ତିକ ପୁଟେଲ (୪୫ବର୍ଷ)ଙ୍କ ବୁଧବାର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲାଠୋର କଲେଜ ଛକଠାରେ ଶବ ରଖି ବଲାଙ୍ଗୀର- ନୂଆପଡ଼ା…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ସଦାଚାର କମିଟିର ଖୋର୍ଦ୍ଧା ଗସ୍ତ , ଅଧିକାରୀ ସହଯୋଗ କରୁନଥିବା ନେଇ ବିଧାୟକଙ୍କ ଅଭିଯୋଗ

ଖୋର୍ଦ୍ଧା : ଜିଲ୍ଲାର ଅଧିକାରୀମାନେ ଜନପ୍ରତିନିଧିଙ୍କ ଠିକ୍ ଭାବେ ସହଯୋଗ କରୁନାହାନ୍ତି । ଅନେକ ସମୟରେ ସେମାନଙ୍କ ଫୋନ୍ ଉଠାଉନାହାନ୍ତି ବୋଲି ରାଜ୍ୟ ବିଧାନସଭାର ସଦାଚାର କମିଟି ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ଅଧିକାଂଶ ବିଧାୟକ ଅଭିଯୋଗ କରିଛନ୍ତି । ସଦାଚାର କମିଟିର ଅଧ୍ୟକ୍ଷ ଅମର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପାଖ ଲୋକଙ୍କ ସହିତ ସମ୍ବନ୍ଧ ସୁଧାରିବାକୁ ଚେଷ୍ଟା କରିବେ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବେ। ଗ୍ରହରତ୍ନ ବ୍ୟବସାୟୀଙ୍କୁ ଲାଭ ମିଳିବ। ବୃଷ: ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। କୌଣସି କ˚ପାନିରେ ଚାକିରି ଲାଗି ଫୋନ୍‌ ଆସିବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।…
ଅଧିକ ଖବର ଦେଖନ୍ତୁ...

୧୦୮ ବୋଟ୍‌ ଆମ୍ବୁଲାନ୍ସରେ ଯାନ୍ତ୍ରିକ ତ୍ରୁଟି ; କାଠ ଡଙ୍ଗାରେ ସନ୍ତାନ ପ୍ରସବ

ଜୟପାଟଣା : ପଶ୍ଚିମ ଓଡ଼ିଶାରେ ପ୍ରତିଦିନ ଜନନୀ ଯନ୍ତ୍ରଣାର ନୂଆ ନୂଆ ଚିତ୍ର ସାମ୍‌ନାକୁ ଆସୁଛି। କେତେବେଳେ ରାସ୍ତା ନଥିବାରୁ ପ୍ରସୂତି ଖଟିଆରେ ବୁହା ହେଉଛନ୍ତି ତ ଆଉ କେତେବେଳେ ରାସ୍ତାରେ ପ୍ରସବ କରୁଛନ୍ତି। ଆଜି (ବୁଧବାର) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ପୋଡ଼ାପଦର ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

୩ ବର୍ଷରେ ଭାରତରେ ହୋଇଛି ୯୩ ହଜାରରୁ ଅଧିକ ସାଇବର ଅପରାଧ ମାମଲା, ଘୃଣା ଓ ଯୌନ ଉତ୍ପୀଡ଼ନର ଅପରାଧ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ଦେଶ ଡିଜିଟାଲ ଇଣ୍ଡିଆ ଆଡ଼କୁ ପାଦ ବଢ଼ାଇଥିବା ବେଳେ ଦେଶରେ ଇଣ୍ଟରନେଟ୍ ବ୍ୟବହାରରେ ବୃଦ୍ଧି ଘଟିଛି। ଏଥି ସେହି ଅନୁପାତରେ ଦେଶରେ ସାଇବର ଅପରାଧ କ୍ଷେତ୍ରରେ ମଧ୍ୟ ବୃଦ୍ଧି ଘଟିଥିବା ଗୃହ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଗୃହ ମନ୍ତ୍ରାଳୟ ବୁଧବାର ସଂସଦକୁ ସୂଚନା ଦେଇ କହିଛି ଯେ…
ଅଧିକ ଖବର ଦେଖନ୍ତୁ...

ଘୋଡ଼ାବନ୍ଧ ମଣ୍ଡିରେ ଯୋଗାଣ ବିଭାଗର ଚଢ଼ଉ, ୧୯୧ ବସ୍ତା ଧାନ ଜବତ

ରୁପ୍ରା : ବୁଧବାର ଅପରାହ୍ଣରେ ନର୍ଲା ତହସିଲଦାର ମାନସ ତ୍ରିପାଠୀଙ୍କ ନେତୃତ୍ୱରେ ଭାନପୁର ପେକ୍ସ୍ ଅଧୀନ ଘୋଡ଼ାବନ୍ଧ ମଣ୍ଡିରେ ନର୍ଲା ପୁଲିସ୍‌ର ସହଯୋଗରେ ଚଢ଼ଉ କରାଯାଇଛି । ବିଭିନ୍ନ ଚାଷୀଙ୍କ ଜମି ବିବରଣୀ ଯାଞ୍ଚ ହୋଇଥିଲା । କିନ୍ତୁ ଘୋଡ଼ାବନ୍ଧର ଚାଷୀ ଗ୍ରୀବଧର ସାହୁ ଧାନ ବିକ୍ରି ସମୟରେ…
ଅଧିକ ଖବର ଦେଖନ୍ତୁ...

୫ ତାରିଖ ସୁଦ୍ଧା ଧାନ କ୍ରୟ ନକଲେ ସମସ୍ତ ମଣ୍ଡିରେ ଧାରଣା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସମସ୍ତ ମଣ୍ଡିରେ ଜାରି ରହିଛି ଅଚଳାବସ୍ଥା। ମଣ୍ଡି ପରିଚାଳନାରେ ଓଡ଼ିଶା ସରକାର ଫେଲ୍‌ ମାରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଆଜିବି ଖୋଲା ଆକାଶ ତଳେ ପଡ଼ିରହିଛି ଚାଷୀର କଷ୍ଟ ଉପାର୍ଜିତ ହଜାର ହଜାର ବସ୍ତା ଧାନ। ମଣ୍ଡିରୁ ଧାନ ନଉଠିବା ତଥା ମଣ୍ଡିରେ…
ଅଧିକ ଖବର ଦେଖନ୍ତୁ...

କମଳାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିଲେ ରାଜନେତା

କୋରାପୁଟ: ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ରାଜନେତା। ଆଜି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି,କୋରାପୁଟ ବିଧାୟକ ରଘୁରାମ ପଡାଲ ଓ ରାଜ୍ୟ ବିହନ ନିଗମ ଅଧକ୍ଷ ଇଶ୍ବର ପାଣିଗ୍ରାହୀ କମଳାଙ୍କ…
ଅଧିକ ଖବର ଦେଖନ୍ତୁ...