Daily Archives

February 3, 2021

ସମର୍ଥକଙ୍କୁ ଗିରଫ କରିଥିବାରୁ ଧାରଣାରେ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ

ନୂଆଦିଲ୍ଲୀ: ସମର୍ଥକଙ୍କୁ ଗିରଫ କରିବାରୁ ବିମାନବନ୍ଦର ବାହାରେ ଧାରଣାରେ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ | ପ୍ରହ୍ଲାଦ ମୋଦୀ ବୁଧବାର ଲଖନଉ ବିମାନବନ୍ଦର ବାହାରେ ଧାରଣା ଦେଇଥିବାବେଳେ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଗ୍ରହଣ କରିବାକୁ ଆସିଥିବା ତାଙ୍କ…
ଅଧିକ ଖବର ଦେଖନ୍ତୁ...

କୂଅରେ ପଡ଼ି ଶିଶୁ ମୃତ, ଦାଦନ ଖଟି ଯାଇଛନ୍ତି ବାପା-ମା’

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ମତ୍ରିତରାଇ ଗାଁର ଜଣେ ୪ବର୍ଷ ଶିଶୁ କୂଅରେ ପଡ଼ି ପ୍ରାଣ ହରାଇଥିବା ସୂଚନା ମିଳିଛି। ମଙ୍ଗଳବାର ନିତଧର ମାଝୀଙ୍କ ୪ବର୍ଷର ପୁଅ ପରମେଶ୍ବର ମାଝୀ ନିଖୋଜ ଥିଲା। ବୁଧବାର ସକାଳୁ ସମ୍ପର୍କୀୟମାନେ ଖୋଜାଖୋଜି କରିବାରୁ ଗ୍ରାମରେ ଥିବା ଏକ କୂଅରୁ ତାର…
ଅଧିକ ଖବର ଦେଖନ୍ତୁ...

ଅପର ଜୋଙ୍କ ପାଣି ବିବାଦ: ପତୋରା ଡ୍ୟାମରେ ୧୪୪ ଲାଗୁ, ଫୋର୍ସ ଉପସ୍ଥିତିରେ ୯ଟି ଆଉଟଲେଟ ବନ୍ଦ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଅପର ଜୋଙ୍କ ପାଣି ଆବଣ୍ଟନକୁ ନେଇ ଉପରମୁଣ୍ଡ ଓ ତଳମୁଣ୍ଡ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହା ନୂଆପଡ଼ା ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ହେବାରେ ଲାଗିଥିଲା। ଉଭୟ ମୁଣ୍ଡ ଚାଷୀ ନିଜ ନିଜ ଜିଦରେ ଅଟଳ ଥିଲେ। ଚଳିତ ବର୍ଷ ତଳମୁଣ୍ଡ ଚାଷୀଙ୍କୁ ପାଣି ଦେବାକୁ…
ଅଧିକ ଖବର ଦେଖନ୍ତୁ...

କର୍ଲାପାଟରେ ମାଈ ହାତୀର ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ କର୍ଲାପାଟ ନିକଟ ତେନ୍ତୁଳିପଦର ଗାଁରେ ଗତ ୧ତାରିଖ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ଖବର ପାଇ ବନବିଭାଗ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରି ହାତୀର ଶବ ଜବତ କରିଛି। ଜିଲ୍ଲା ପ୍ରାଣୀ ବିଭାଗର ଡାକ୍ତରଙ୍କ ଦ୍ବାରା ଶବ ବ୍ୟବଚ୍ଛେଦ…
ଅଧିକ ଖବର ଦେଖନ୍ତୁ...

ରାହୁଲ ଚାହୁଛନ୍ତି ଗୁଳି ଚାଲୁ, ରାସ୍ତାରେ ମୃତଦେହ ବିଛାଡ଼ି ହୋଇପଡୁ: ସମ୍ବିତ ପାତ୍ର

ନୂଆଦିଲ୍ଲୀ:କୃଷକ ଆନ୍ଦୋଳନକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ବିଜେପି ଟାର୍ଗେଟ କରିଛି | ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ,' ରାହୁଲ ଗାନ୍ଧୀ ଚାହୁଁଛନ୍ତି ଯେ ରାସ୍ତାରେ ସଂଘର୍ଷ ହେଉ, ଗୁଳି ଚାଳନା କରାଯାଉ ଏବଂ ରାସ୍ତାରେ ମୃତଦେହ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ ଯୁବକଙ୍କ ଶବ ଉଦ୍ଧାର; ଦେଶୀ ବନ୍ଧୁକ ଜବତ, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ବାପା

ଜୟପାଟଣା/ କୋକସରା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବଡ଼ପୂଝରୀଗୁଡ଼ା ପଞ୍ଚାୟତ କୁଳିଆମୁଣ୍ଡା ଗ୍ରାମ ନିକଟ ଏକ ଜଙ୍ଗଲରୁ ବୁଧବାର ସବିଗୁଡ଼ା ଗ୍ରାମର ସୁରେନ୍ଦ୍ର ରାଉତ (୨୬)ଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତଦେହ ନିକଟରେ ପଡ଼ିଥିବା ଏକ ଦେଶୀ ବନ୍ଧୁକକୁ ବି ପୁଲିସ ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...

କାହିଁକି ଟ୍ରେନକୁ ମୁଣ୍ଡିଆ ମାରିଲେ ଏହି ବ୍ୟକ୍ତି? ଆନନ୍ଦ ମହିନ୍ଦ୍ରା ଦେଲେ ଉତ୍ତର

ମୁମ୍ବାଇ: ପାଖାପାଖି ୩୨୦ ଦିନ ପରେ ମୁମ୍ବାଇବାସୀଙ୍କ ପାଇଁ ରେଳ ଧାରଣାରେ ଯାତ୍ରା ଆରମ୍ଭ କରିଛି ମୁମ୍ବାଇ ଲୋକାଲ ଟ୍ରେନ | ମୁମ୍ବାଇବାସୀଙ୍କ ଜୀବନ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡିତ ଥିବା ଲୋକାଲ ଟ୍ରେନକୁ ନେଇ ଏମିତି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁ ଫଟୋ ପଛର କାହାଣୀ ଜାଣିଲେ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ଦିବସ ନାଁରେ ଅନଲାଇନ ଠକେଇ ; ଦାମୀ ମୋବାଇଲ ଓ ହୋଟେଲ ତାଜ ପ୍ୟାଲେସରେ ରହଣିର ଲୋଭ ଦେଖାଉଛନ୍ତି ସାଇବର ଠକ

 ନୂଆଦିଲ୍ଲୀ : ଆଗକୁ ଆସୁଛି ଭାଲେନଟାଇନ ଡେ । ପ୍ରେମୀ ଯୁଗଳ ଏହାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଏବେ ସାଇବର ଠକ ଏମାନଙ୍କୁ ଟାର୍ଗେଟ କରି ଖେଳୁଛନ୍ତି ଠକେଇର ନୂଆ ଚାଲ । ଭାଲେନଟାଇନ ଡେ ପାଳନ ନାଁରେ ବିଭିନ୍ନ ଗିଫ୍ଟର ଅଫର ଦେଇ ଆକାଉଣ୍ଟ ଖାଲି କରୁୁଛନ୍ତି ସାଇବର ଲୁଟେରା । ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଫ‌ରେଷ୍ଟର, ୧.୪୧ କୋଟି ଟଙ୍କାର ସଂପତ୍ତି ଠାବ

ସମ୍ବଲପୁର/ସୋନପୁର: ଆୟବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନସ୍‌ ଜାଲରେ ପଡ଼ିଛନ୍ତି ଆଉ ଜଣେ କୋଟିପତି ଫରେଷ୍ଟର ଜଗବନ୍ଧୁ ବାରିକ। ସୋନପୁର ଜିଲ୍ଲା ବିନିକା ରେଂଜ ଅଫିସ୍ ଅଧୀନରେ କାର୍ଯ୍ୟରତ ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ସଂପତ୍ତି ୧ କୋଟି ୪୧ ଲକ୍ଷ ୬୮ ହଜାର ୫୫୭ ଟଙ୍କା। ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଭାରତ ଓ ଆମେରିକା ସହ ୨୦ଟି ଦେଶର ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଲା ସାଉଦି ଆରବ

ଦୁବାଇ:କରୋନା ମହାମାରୀକୁ ନଜରରେ ରଖି ସାଉଦି ଆରବ ୨୦ ଟି ଦେଶରୁ ଆସୁଥିବା ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି। ସାଉଦି ସରକାରଙ୍କ ଅନୁଯାୟୀ ଏହି ନିଷେଧାଦେଶ କିଛି ଦିନ ପାଇଁ ହେବାକୁ ଥିବାବେଳେ ଆଜି ରାତି ୯ ଟାରୁ ଏହା କାର୍ଯ୍ୟକାରୀ ହୋଇଛି। ଭାରତ, ପାକିସ୍ଥାନ, ଇଜିପ୍ଟ, ୟୁଏଇ,…
ଅଧିକ ଖବର ଦେଖନ୍ତୁ...