Daily Archives

February 4, 2021

ଏନସିଇଆରଟି ପାଠ୍ୟକ୍ରମ ପୁସ୍ତକ ଅନଲାଇନରେ ନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କ ତାଗିଦ୍

ଖୋର୍ଦ୍ଧା : ଖୋର୍ଦ୍ଧାର ଘରୋଇ ସଂସ୍ଥାଦ୍ୱାରା ପରିଚାଳିତ ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ଏନସିଇଆରଟି ଓ ଏନସିଇଆରଟି ପାଠ୍ୟକ୍ରମ ଅନୁସାରେ ପୁସ୍ତକଗୁଡ଼ିକୁ ସମ୍ପୃକ୍ତ ସ୍କୁଲ କର୍ତୃପକ୍ଷ ଅନଲାଇନରେ ପ୍ରକାଶ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ୨ ତାରିଖରେ ଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

ଜୟପୁର ଉପଖଣ୍ଡ କାରାଗାରରେ ଧନ୍ଦାମୂଳକ ତାଲିମ ଶିବିର ଉଦଘାଟିତ

ଜୟପୁର: ଜୟପୁର ଉପଖଣ୍ଡ କାରାଗାରରେ ରହୁଥିବା ଅନ୍ତେବାସୀଙ୍କୁ ଜନଶିକ୍ଷଣ ସଂସ୍ଥାନ ପକ୍ଷରୁ ୪୫ ଦିନିଆ ଧନ୍ଦାମୂଳକ ତାଲିମ ଦିଆଯିବ।ଆଜି ଏହି ତାଲିମ ଶିବିରକୁ ଜିଲ୍ଲାଶିଳ୍ପ କେନ୍ଦ୍ରର ପରିଚାଳକ ଆର୍ କେ ମହାପାତ୍ର ଉଦଘାଟନ କରିଥିଲେ। ଉପକାରାଗାରର ଅଧିକ୍ଷକ ଲଲିତେନ୍ଦୁ ଭୁଷଣ ଦାଶ ଅଧ୍ୟକ୍ଷତା…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଆବସ ନିର୍ମାଣ ସରିବାର ଦେଢ଼ ବର୍ଷ ପରେ ମଧ୍ୟ ଏମ୍‌ଜିନରେଗା ଟଙ୍କାରୁ ବଞ୍ଚିତ ହିତାଧିକାରୀ;…

ଜୟପୁର: ଗତ ଦେଢ଼ ବର୍ଷ ହେବ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଘର ନିର୍ମାଣ ସାରିଲା। ଏହା ପରେ ବି ବହୁ ହିତାଧିକାରୀ ପାଇବାକୁ ଥିବା ଏମଜିନରେଗା ଯୋଜନାର ପାଇବାକୁ ଥିବା ହଜାର ହଜାର ଟଙ୍କା ପାଇ ନାହାନ୍ତି। ଏଭଳି ବୋରିଗୁମ୍ମା ବ୍ଲକର ସର୍ଗିଗୁଡା ପଂଚାୟତର ବଡ଼ଦୁବୁଲି ଗାଁରେ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ପରାମର୍ଶଦାତା କମିଟିର ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ

ବାରିପଦା: ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ପରାମର୍ଶଦାତା କମିଟିର ଅଧ୍ୟକ୍ଷ ତଥା ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କୁଲଦୀପ ଚାନ୍ଦ ଅଗ୍ନିହୋତ୍ରୀ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର…
ଅଧିକ ଖବର ଦେଖନ୍ତୁ...

ସ୍ଥାୟୀ ଜମା ଉପରେ ସୁଧହାର ବୃଦ୍ଧି କଲା ବଜାଜ ଫାଇନାନ୍ସ

ପୁନେ :ବଜାଜ ଫାଇନସର୍ଭର ଋଣପ୍ରଦାନ ଏବଂ ବିନିଯୋଗ ଶାଖା ବଜାଜ ଫାଇନାନ୍ସ ଲିମିଟେଡ୍ (ବିଏଫ୍ଏଲ୍) ୩୬ ରୁ ୬୦ ମାସର ଅବଧି ପାଇଁ ସ୍ଥାୟୀ ଜମା (ଏଫଡି) ହାରକୁ ୪୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି। ୫ କୋଟି ଟଙ୍କାରୁ କମ ଜମା ଉପରେ ଏହି ସଂଶୋଧିତ  ସୁଧହାର ଗତ ଫେବୃଆରୀ ୧, ୨୦୨୧ ରୁ ଲାଗୁ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ଗୁଡ଼ି ଉଡ଼ିବ ଆଉ ବିଦ୍ୟୁତ ପାଇବେ !

ଆପଣ ଦିନେ ନା ଦିନେ ଗୁଡ଼ି ଉଡ଼ାଇଥିବେ | ହେଲେ କେବେ ଭାବିଛନ୍ତି କି ଗୁଡ଼ିରୁ ବି ବିଦ୍ୟୁତ ଶକ୍ତି ମିଳିପାରିବ | ଗୁଡ଼ିରୁ ବି ଅନ୍ଧାରରୁ ଆଲୁଅ ମିଳିପାରିବ | ବିଶ୍ୱାସ ହେଉ ନାହିଁ ନା ! କିନ୍ତୁ ଏହାକୁ କରି ଦେଖାଇଛନ୍ତି ବୈଜ୍ଞାନିକ | ଆଜି ଆମେ ଆପଣଙ୍କୁ ବିଦ୍ୟୁତ ସୃଷ୍ଟି କରୁଥିବା ଗୁଡ଼ି…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥ ଥିବା ଛାତ୍ରଙ୍କ ପାଖରେ ପହଞ୍ଚି ପାଠ ପଢାନ୍ତି ଏହି ଶିକ୍ଷୟତ୍ରୀ

ମେକ୍ସିକୋ: କରୋନା ମହାମାରୀ ହେତୁ କିଛି ଦେଶରେ ଏବେ ବି ସ୍କୁଲ କଲେଜଗୁଡ଼ିକ ବନ୍ଦ ରହିଛି। ଯେଉଁଥିପାଇଁ ଲକ୍ଷ ଲକ୍ଷ ପିଲା ପାଠ ପଢିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ତେବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ତାଙ୍କ ପିକଅପ ଟ୍ରକକୁ ଏକ…
ଅଧିକ ଖବର ଦେଖନ୍ତୁ...

ବିଜେପିକୁ ୱାଶିଂମେସିନ୍ ସହ ତୁଳନା କଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କ ମଧ୍ୟ ବୟାନବାଜି ସେତେ ତୀବ୍ର ହେବାରେ ଲାଗିଛି | ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟି ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ,'ତୃଣମୂଳ କଂଗ୍ରେସର କିଛି…
ଅଧିକ ଖବର ଦେଖନ୍ତୁ...

ଆମେରିକାକୁ ଭାରତର କଡ଼ା ଜବାବ, କ୍ୟାପିଟଲ ହିଲ ହିଂସା ସହିତ ଲାଲକିଲ୍ଲା ହିଂସାର ତୁଳନା

ନୂଆଦିଲ୍ଲୀ : ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ଆମେରିକା ପରରାଷ୍ଟ୍ର ବିଭାଗର ମନ୍ତବ୍ୟର କଡ଼ା ଜବାବ ଦେଇଛି ଭାରତ । ଏପରିକି ଗଣତନ୍ତ୍ର ଦିବସ ଦିନ ହୋଇଥିବା ହିଂସାକୁ ଆମେରିକାରେ ହୋଇଥିବା କ୍ୟାପିଟଲ ହିଲ ହିଂସା ସହିତ ତୁଳନା କରିଛି ଭାରତ । ଭାରତୀୟ ବୈଦେଶିକ ମନ୍ତ୍ରାଳୟର…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଧମକାଇଲେ ଅପରାଧୀ, ସାଇରନ ନ ବଜାଇବାକୁ କଲେ ତାଗିଦ

ରୋମ: ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଧମକ ଦେଲେ ଅପରାଧୀ | ଆମ୍ବୁଲାନ୍ସରେ ବାଜୁଥିବା ସାଇରନର ଶବ୍ଦକୁ ନେଇ ଇଟାଲୀର ଅପରାଧୀମାନେ ଆପତ୍ତି ପ୍ରକାଶ କରିଛନ୍ତି | ବିଶେଷ କରି ଆମ୍ବୁଲାନ୍ସର ଶବ୍ଦ ଓ ଆଲୁଅ ଦେଖି ଏଠାକାର ଡ୍ରଗ୍ସ ମାଫିଆମାନେ ଦ୍ବନ୍ଦରେ ପଡୁଛନ୍ତି | କାଳେ ପୁଲିସ ଆସିଯାଇଛି ଭାବି…
ଅଧିକ ଖବର ଦେଖନ୍ତୁ...