Daily Archives

February 5, 2021

ଏସବିଆଇ ଲାଇଫ୍ ପକ୍ଷରୁ ୧୪,୪୩୭ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କଂପାନି ଏସବିଆଇ ଲାଇଫ ଇନସୁରାନ୍ସ ୨୦୨୦ ଡିସେମ୍ବର ୩୧ରେ ସମାପ୍ତ ହୋଇଥିବା ଅବଧିରେ ୧୪,୪୩୭ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ କରିଛି ଯାହା ୨୦୧୯ ଡିସେମ୍ବର ୩୧ରେ ୧୨,୭୮୭ କୋଟି ଟଙ୍କା ଥିଲା । ଗତବର୍ଷ ତୁଳନାରେ ସିଙ୍ଗଲ୍…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳରେ ଅସୁରିକ୍ଷିତ ବାଘ-ହାତୀ; ଚାଲିଛି ବେଧଡ଼କ ଶିକାର, କେବଳ କଥାରେ କାମ ସାରୁଛନ୍ତି କର୍ତ୍ତୃପକ୍ଷ

ବାରିପଦା: ବନ୍ୟପ୍ରାଣୀଙ୍କ ପାଇଁ ଅଭୟାରଣ୍ୟର ମାନ୍ୟତା ପାଇଥିବା ଶିମିଳିପାଳରେ ସୁରକ୍ଷିତ ନୁହନ୍ତି ସବୁଠୁ ଶକ୍ତିଶାଳୀ ବାଘ ଏବଂ ହାତୀ। ଲଗାତର ଭାବେ ଏଠାରେ ବିରଳ ଦୁଇ ପ୍ରାଣୀ ମୃତ୍ୟୁବରଣ କରୁଥିଲେ ମଧ୍ୟ କେବଳ ଓଜନିଆ ଇଂରାଜୀ ଶବ୍ଦରେ କାମ ସାରି ଦେଉଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ…
ଅଧିକ ଖବର ଦେଖନ୍ତୁ...

ସ୍ୱଳ୍ପ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ

ବାରିପଦା: ମୟୂରଭଞ୍ଜ ସର୍ବଶିକ୍ଷା ଅଭିଯାନ ଓ ଭୁବନେଶ୍ୱର ସାଇଟ ସେଭର୍ସର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୨୯ ଜଣ ସ୍ୱଳ୍ପଦୃଷ୍ଟି ଏବଂ ୬ ଜଣ ମସ୍ତିଷ୍କ ପକ୍ଷାଘାତ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ପ୍ରଦାନ କରାଯାଇଛି। ଏଥିସହିତ ସେମାନଙ୍କ ନିମନ୍ତେ…
ଅଧିକ ଖବର ଦେଖନ୍ତୁ...

ବିଜେପି-ବିଜେଡି କାଦୁଅ ଫିଙ୍ଗା ଆରମ୍ଭ: ପୁଣି ଉପେକ୍ଷିତ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ, ମିଳିଲା ୧୦ ‌କୋଟି…

ରାଉରକେଲା: ପୁଣି ଉପେକ୍ଷିତ ହେଲା ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ। ଚଳିତ ବଜେଟରେ ଏହି ପ୍ରକଳ୍ପ ପାଇଁ ମାତ୍ର ୧୦ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ପାଇଁ ଏହା ହେଉଛି ସବୁଠାରୁ କମ୍‌ ଅନୁଦାନ, କାରଣ ଗତ ଦୁଇ ଆର୍ଥିକ ବର୍ଷରେ ଯଥାକ୍ରମେ, ୧୪୦ ଓ ୨୯୦…
ଅଧିକ ଖବର ଦେଖନ୍ତୁ...

ଜୟଦେବ ପୀଠରେ ସଂଗ୍ରହାଳୟ ଓ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଅନ୍ତା: ବହୁ ପ୍ରତୀକ୍ଷିତ ଜୟନେବ ପୀଠ ପରିସରରେ ନୂତନ ସଂଗ୍ରହାଳୟ ଓ ମୁକ୍ତାକାଶ ରଙ୍ଗମଞ୍ଚ (ସାଂସ୍କୃତିକ କଳାମଣ୍ଡପ) ନିର୍ମାଣ ଲାଗି ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଜୟଦେବ ବିଧାୟକ ଡଃ. ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଏକ ଏକର ଜଙ୍ଗଲରେ ଲାଗିଲା ନିଆଁ, ପୋଡ଼ିଗଲା ୩୦୦ରୁ ଅଧିକ ଗଛ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଫରେଷ୍ଟ ରେଞ୍ଜ ଅଧୀନ ବାଳକାଟି ନର୍ସରୀ ସଂଲଗ୍ନ ଅଞ୍ଚଳରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ଅଗ୍ନିକାଣ୍ଡରେ ଶତାଧିକ ଗଛ ଜଳିଯାଇଛି । ଜଙ୍ଗଲ ଭିତରେ ଥିବା କରଞ୍ଜ , ଶିଶୁ , ଗମ୍ଭାରି ଆଦି କିସମର…
ଅଧିକ ଖବର ଦେଖନ୍ତୁ...

କେମିତି ଅଛନ୍ତି ବୋଲି ପ୍ରଶ୍ନ କରାଯିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଏ ନେଇ ଦାୟୀ କରାଯାଇଥିଲା। ରିୟା ତାଙ୍କୁ ନିଶା ଦେବା ସହ ମାନସିକ ନିର୍ଯ୍ୟାତନା ଦେଇ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା। ପରେ ଘଟଣାର ତଦନ୍ତ କରି…
ଅଧିକ ଖବର ଦେଖନ୍ତୁ...

ସଦସ୍ୟ ଭାବରେ ପରିଚିତ ଜଙ୍ଗଲୀ ଭାଲୁ, ପ୍ରତିଦିନ ଗାଁକୁ ଆସେ ବୁଲାବୁଲି କରି ଚାଲିଯାଏ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକ ଏକ ଆଦିବାସୀ ବହୁଳ ଅଂଚଳ ଭାବେ ପରିଚିତ। ବ୍ଲକଟି ଜଙ୍ଗଲ ପାହାଡ଼ ମଧ୍ୟରେ ଘେରିରହିଛି। ତେବେ ବ୍ଲକ ଅଂଚଳର ଅନେକ ଗ୍ରାମରେ ଭାଲୁ ପଶିବା ଘଟଣା ନୁଆଁ ନୁହଁ, ପ୍ରତ୍ୟେକ ଦିନ ସନ୍ଧ୍ୟା ହେଲେ ମାଳ, ମାଳ ଭାଲୁ ଗାଁ ଗଣ୍ଡା…
ଅଧିକ ଖବର ଦେଖନ୍ତୁ...

ସେନାରୁ ଅବସର ନେବା ପରେ ଯବାନଙ୍କ ପାଦକୁ ତଳେ ରଖିବାକୁ ନଦେଇ ଗ୍ରାମବାସୀ କଲେ ଏମିତି ସ୍ବାଗତ

ଭୋପାଳ: ମଧ୍ୟପ୍ରଦେଶର ନିମଚ ଜିଲ୍ଲାର ଜିରନ ଗ୍ରାମରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ୧୭ବର୍ଷ ପରେ  ସେନାରୁ ଅବସର ନେଇ ଗାଁକୁ ଫେରିଥିବା ଯବାନଙ୍କୁ ନିଆରା ଶୈଳୀରେ ସ୍ବାଗତ କରାଯାଇଛି। ଯବାନ ବିଜୟ ବି ସିଂ ୨୦୦୪ ଜାନୁଆରି ୩ରେ ସେନାରେ ଯୋଗ ଦେଇଥିଲେ। ସେ…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଭାରତରେ ପ୍ରବଳ ତୁଷାରପାତ ଜାରି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ଥଣ୍ଡା ସାଙ୍ଗକୁ ଜାରି ରହିଛି ତୁଷାରପାତ। ଦୁଇ ଦିନ ଧରି ଏଠାରେ ବରଫବର୍ଷା ହୋଇଛି। ଏଠାକୁ ଆସୁଥିବା ପର୍ଯ୍ୟଟକ ତୁଷାରପାତରେ ଭରପୂର ମଜା ଉଠାଉଛନ୍ତି। ଉତ୍ତରାଖଣ୍ଡର ମସୁରୀରେ ପ୍ରବଳ ବରଫ ବର୍ଷା ସ୍ଥାନୀୟ ଲୋକଙ୍କ ସମସ୍ୟା ବଢାଇଥିବା…
ଅଧିକ ଖବର ଦେଖନ୍ତୁ...