Daily Archives

February 5, 2021

ଆସନ୍ତା ୭ ଓ ୮ରେ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ ଆଂଶିକ ବାତିଲ ହେବ

ଭୁବନେଶ୍ବର : ଫେବ୍ରୁଆରି ୭ ଏବଂ ୮ ତାରିଖରେ ବାଙ୍ଗାଲୋର ନିକଟସ୍ଥ ବାଇୟାପ୍ପାନାହାଲି ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ  କାର୍ଯ୍ୟପାଇଁ ଭୁବନେଶ୍ୱର ଓ ବାଙ୍ଗାଲୋର ମଧ୍ୟରେ ଚଳାଚଳ କରୁଥିବା ପ୍ରଶାନ୍ତି ବିଶେଷ ଟ୍ରେନକୁ ଦୁଇଦିନ ପାଇଁ ଆଂଶିକ ବାତିଲ କରାଯିବାକୁ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ନିଶା ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ଦୁର୍ବୃତ୍ତ ଲୁଟି ନେଲେ ମୋବାଇଲ ଓ ସୁନା ମୁଦି ସହ ବ୍ୟାଗ୍‌

ଢେଙ୍କାନାଳ: ଓଡ଼ାପଡ଼ା ବ୍ଲକ ପୋଡାପଡ଼ା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବସନ୍ତ କୁମାର ପଣ୍ଡାଙ୍କ ଠାରୁ ଦୁର୍ବୃତ୍ତମାନେ ଆଜି ନିଶା ଦେଇ ତାଙ୍କ ଠାରୁ ସ୍ମାର୍ଟ ମୋବାଇଲ, ସୁନା ମୁଦି, ପର୍ସ, ବ୍ୟାଗ ଆଦି ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ସେଠାରେ ରାସ୍ତାରେ ପକାଇଦେଇ ଫେରାର…
ଅଧିକ ଖବର ଦେଖନ୍ତୁ...

ତହସିଲଦାରଙ୍କ ଗାଡି ଧକ୍କାରେ ଫାର୍ମାସିଷ୍ଟ ଛାତ୍ର ଗୁରୁତର, ଗାଡି ଧରି ବୁଲୁଛି ଡ୍ରାଇଭର୍‌

ବାରିପଦା: ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ୍‌ଙ୍କ ଗାଡି ଧକ୍କାରେ ଜଣେ ଫାର୍ମାସିଷ୍ଟ୍‌ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗୁରୁତର ଆହତ ଛାତ୍ରଙ୍କୁ ପିଆରଏମ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛ। ସୂଚନା ଅନୁସାରେ ଆଜି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆତ୍ମସମୀକ୍ଷାରେ ସମୟ ବିତିବ। ଅଫିସରେ ଆପଣଙ୍କୁ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଭଲ ପରିଣାମ ନେଇ ଆସିବ। ବୃଷ: ରଚନାତ୍ମକ କାମରେ ମନ ଲାଗି ରହିବ। ନୂଆ ଲୋକଙ୍କ ସହିତ ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ। ବ୍ୟବସାୟରେ ଉନ୍ନତି ହେବ। ମହିଳାଙ୍କୁ…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍ ପଡ଼ିଆରେ ବିରାଟ କୋହଲି ଦେଖାଇଲେ ବଡ଼ପଣ, ଆହତ ଜୋ ରୁଟଙ୍କୁ କଲେ ସାହାଯ୍ୟ

ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ବିରାଟ ଦେଖାଇଲେ ବଡ଼ପଣ । ଆଇସିସିଠାରୁ ଆରମ୍ଭ କରି ବିସିସିଆଇ ଯାଏ ସାରା କ୍ରିକେଟ୍ ଜଗତ କଲା ପ୍ରଂଶସା । ଶୁକ୍ରବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏପରି କିଛି କରି ଦେଖାଇଛନ୍ତି, ଯାହାକୁ ଦେଖି ସାରା କ୍ରିକେଟ୍ ଜଗତ…
ଅଧିକ ଖବର ଦେଖନ୍ତୁ...

୧୦ଲକ୍ଷ ଟଙ୍କାର ନକଲି ଜର୍ଦା ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ନକଲି ଜର୍ଦା କାରବାର ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ଏସଟିଏଫ ଆଜି ଆକସ୍ମିକ ଚଢାଉ କରିଥିଲା । ଏହି ଚଢ଼ାଉ ସମୟରେ ବିପୁଳ ପରିମାଣର ଜର୍ଦା ଓ ତମାଖୁ ଜବତ କରାଯାଇ ଖୋର୍ଦ୍ଧା ଜିଲ୍ଲା ନୂଆସାଣି ପୁଲିସ ଷ୍ଟେସନ ଅଧିକାରୀ ମାନସ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଚାଷୀଙ୍କ ‘ଚକା ଜାମ୍’କୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ଆସନ୍ତାକାଲିର ଚାଷୀ ସଂଗଠନଗୁଡ଼ିକ ଡାକରା ଦେଇଥିବା ଦେଶବ୍ୟାପି ‘ଚକା ଜାମ’କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସମର୍ଥନ ଜଣାଇଛି । ଫଳରେ ଚାଷୀମାନଙ୍କର ଏହି ଆନ୍ଦୋଳନକୁ ରାଜ୍ୟ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି। ଚାଷୀ…
ଅଧିକ ଖବର ଦେଖନ୍ତୁ...

ଫାଇଲେରିଆ ନିରାକରଣ ପାଇଁ ସଚେତନା ବୈଠକ

ଖୋର୍ଦ୍ଧା : ଫାଇଲେରିଆ ନିରାକରଣ ଓ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ନେଇ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗଣମାଧ୍ୟମ ସଚେତନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଅପରାହ୍ଣରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ବେଆଇନ୍ ପଥର ଖାଦାନ ଉପରେ ଚଢ଼ାଉ: ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିସ୍ପୋରକ, ଏସ୍କାଭେଟର ଓ କଂପ୍ରେସର ଜବତ

ଜୟପୁର/ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅର୍ନ୍ତଗତ ସର୍ଗିଗୁଡା ନିକଟସ୍ଥ ଲାଂଜିଆଗୁଡା ପାହାଡ ନିକଟସ୍ଥ ପଥର ଖାନାନ ଉପରେ ପୁଲିସ ଆଜି ଅଚାନକ ଚଢ଼ାଉ କରିଛି। ଏଠାରେ ବେନିୟମଭାବେ ବ୍ୟାପକ ଭାବେ ବିସ୍ଫୋରକ ଜମା ରଖିଥିବା କୌଣସି ସୂତ୍ରରୁ ଖବର ପାଇ ବୋରିଗୁମ୍ମା ଏସଡିପିଓ…
ଅଧିକ ଖବର ଦେଖନ୍ତୁ...

୧୮ମାସ ପରେ ହଟିଲା ପ୍ରତିବନ୍ଧକ, ଜମ୍ମୁ-କଶ୍ମୀରରେ ୪ଜି ମୋବାଇଲ ଇଣ୍ଟରନେଟ୍ ସେବା ଆରମ୍ଭ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ୪ଜି ମୋବାଇଲ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା ପ୍ରତିବନ୍ଧକ ଏବେ ହଟାଇଦିଆଯାଇଛି। ଦୀର୍ଘ ୧୮ମାସ ଧରି ୪ଜି ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଥିଲା। ଜମ୍ମୁ-କଶ୍ମୀରର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ, ଛାତ୍ର ଛାତ୍ରୀମାନଙ୍କ ଅନ୍ ଲାଇନ୍ ପାଠପଢାରେ…
ଅଧିକ ଖବର ଦେଖନ୍ତୁ...