ଖୋର୍ଦ୍ଧାରେ ବଢ଼ୁଛି ବେଆଇନ ବଟି ଆଦାୟ, ପୁଲିସ ଚୁପ୍
ଖୋର୍ଦ୍ଧା : ୩-୪ ମାସ ପୂର୍ବେ ଖୋର୍ଦ୍ଧାରେ ବଟି ଆଦାୟ ବିରୋଧରେ ପୁଲିସ ଏକ ଅଭିଯାନ ଚଳାଇଥିଲା । ଥୋକାଏ ଲୋକଙ୍କୁ ଦାଦାବଟି ନିରୋଧ ଆଇନରେ ଗିରଫ କରାଯାଇଥିଲା । କିନ୍ତୁ ବର୍ତମାନ ଖୋର୍ଦ୍ଧା ଗ୍ରାମାଂଚଳରେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଗାଡ଼ିମୋଟର ଅଟକାଇ ବଟି ଆଦାୟ କରିବା ବୃଦ୍ଧି ପାଇଛି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...