Daily Archives

February 7, 2021

ଝାରପଡ଼ା ଜେଲ୍‌ ଫେରିଲେ ବିଧାୟକ ପ୍ରଦୀପ

ବ୍ରହ୍ମପୁର/କୁକୁଡ଼ାଖଣ୍ଡି : ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆଜି ବ୍ରହ୍ମପୁରରୁ ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ପୁଲିସ ଟିମ୍‌ ବିଧାୟକ…
ଅଧିକ ଖବର ଦେଖନ୍ତୁ...

ସହିଦଙ୍କ ଉଦ୍ଦେଶ୍ୟରେ ୧୪ରୁ ୧୬ ତାରିଖ ମାଗଣା ଅଟୋ ସେବା ଯୋଗାଇବେ ଆନନ୍ଦପୁରର ଏହି ଯୁବକ

ଆନନ୍ଦପୁର: ଜମ୍ମୁ କଶ୍ମୀରର ପୁଲୱାମା ୨୦୧୯ ଫେବ୍ରୁଆରୀ ୧୪ ତାରିଖରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଆନନ୍ଦପୁରର ଅଟୋ ଚାଳକ ନରେନ୍ଦ୍ର କୁମାର ଜେନା ମାଗଣାରେ ଯାତ୍ରୀସେବା ଯୋଗାଇ ଦେବାପାଇଁ ସ୍ଥିର କରିଛନ୍ତି। ସେ ଆସନ୍ତା ୧୪ ତାରିଖଠାରୁ ୧୬ ତାରିଖ…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର ବନ୍ଦର ଜେଟିରେ ଲାଗିଲା ହ୍ବେଲ୍‌ ସାର୍କ, ସମୁଦ୍ରରେ ଛାଡ଼ିଲେ ମତ୍ସ୍ୟଜୀବୀ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବନ୍ଦର ପରିସରରେ ଜେଟିରେ ଆଜି ସକାଳୁ ସକାଳୁ‌ ଏକ ହ୍ବେଲ ସାର୍କ ଦେଖିବାକୁ ମିଳିଥିଲା। ବୃହତକାୟ ମାଛକୁ ଦେଖି ମତ୍ସ୍ୟଜୀବୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଜେସିବି ସାହାଯ୍ୟରେ ଏହି ବୃହତକାୟ ସାର୍କକୁ ସମୁଦ୍ରରେ ଛାଡ଼ିଥିବା ଜଣାପଡ଼ିଛି। ତେବେ ଏ…
ଅଧିକ ଖବର ଦେଖନ୍ତୁ...

କଟକରେ ଜବତ ନକଲି ସୁବାଷ ଘିଅ ପୋତା ହେଲା

କଟକ: ପୋତାହେଲା ଜବତ ନକଲି ଘିଅ । ଘିଅର ବ୍ରାଣ୍ଡ ଅସଲି ଥିବା ବେଳେ ନକଲି ଥିଲା ମାଲ। କଟକ ଜଗତପୁରରେ ସୁବାଷ ଘିଅ ଉପରେ ପୁଲିସ କିଛି ଦିନ ପୂର୍ବେ ଚଢଉ କରି ଅପମିଶ୍ରିତ ସସ୍ ଓ ଘିଅ ଜବତ କରିଥିଲା ପୁଲିସ । ଆଜି ସେହି ସାମଗ୍ରୀ ଗୁଡ଼ିକୁ ପୁଲିସ ମାଟିରେ ପୋତି ନଷ୍ଟ କରିଛି । କିଛି ଦିନ ତଳେ…
ଅଧିକ ଖବର ଦେଖନ୍ତୁ...

୬ ବର୍ଷ ଧରି ଲିଭ-ଇନ-ରିଲେସନସିପରେ ରହୁଥିଲେ, ପ୍ରେମିକାକୁ ମାରି ଘରେ ପୋତିଦେଲେ ପ୍ରେମିକ

ନାଗପୁର: ମହାରାଷ୍ଟ୍ରର ପାଲଘରରୁ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଜଣେ ୩୨ ବର୍ଷ ବୟସ୍କ ଯୁବକ ତାଙ୍କ ପ୍ରେମିକାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। କୁହାଯାଉଛି ଯେ, ଏହି ବ୍ୟକ୍ତି ତାଙ୍କ ପ୍ରେମିକାକୁ ହତ୍ୟା କରି ଘରର ଚଟାଣ ଖୋଳି ଶରୀରକୁ ଲୁଚାଇ ରଖିଥିଲେ। ପୁଲିସର ସୂଚନାନୁସାରେ,…
ଅଧିକ ଖବର ଦେଖନ୍ତୁ...

ଏହି ପାନୀୟରେ ରହିଛି ଅନେକ ଉପକାରୀ ଗୁଣ; ମଧୁମେହରୁ ନେଇ ରକ୍ତଚାପ ରୋଗୀଙ୍କୁ ମିଳିବ ଉପଶମ

ସଂସାରରେ ଯେତେ ପ୍ରକାରର ପାନୀୟ ରହିଛି ସେଥିମଧ୍ୟରୁ ସବୁଠାରୁ ଉତ୍ତମ ହେଉଛି ପଇଡ଼ପାଣି। ଏହାକୁ ପିଇବା ଦ୍ୱାରା ପେଟ ରୋଗ ଜନୀତ ଅନେକ ସମସ୍ୟାର ସମାଧାନ କରାଯାଇପାରେ। ଗୋଟିଏ ପଇଡ଼ରେ ମାତ୍ର ୪ ପ୍ରତିଶତ ଫଳ ଓ ୯୪ ପ୍ରତିଶତ ଜଳ ଭାଗ ଥାଏ। ଏଥିରେ କାର୍ବସ, ଫାଇବର୍‌, ପ୍ରୋଟିନ୍‌, ଭିଟାମିନ୍‌,…
ଅଧିକ ଖବର ଦେଖନ୍ତୁ...

ଧଉଳି-କଳିଙ୍ଗ ମହୋତ୍ସବର ଦ୍ବିତୀୟ ସଂଧ୍ୟା: ଓଡ଼ିଶୀ-ଭାରତନାଟ୍ୟମରେ ଦର୍ଶକ ବିଭୋର

ଧଉଳି: ୧୭ତମ ଧଉଳି–କଳିଙ୍ଗ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ ଦର୍ଶକମାନେ ପ୍ରସିଦ୍ଧ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ଓ ଭାରତନାଟ୍ୟମ ନୃତ୍ୟ ସଂଙ୍ଗୀତ ମାଧୁର୍ଯ୍ୟର ତାଳେ ତାଳେ ସମରକଳା ନୃତ୍ୟର ମିଶ୍ରିତ ଘନଘଟାରେ ମଞ୍ଚରେ ଉପସ୍ଥିତ ଦର୍ଶକମାନଙ୍କୁ ମନୋରଂଜନର ଖୋରାକ ଯୋଗାଇବା ସହ ମନରେ ସିଂହରଣ…
ଅଧିକ ଖବର ଦେଖନ୍ତୁ...

୭ଟି ନିର୍ବାଚନମଣ୍ଡଳୀ ଓ ଗୋଟିଏ ଜିଲ୍ଲା ପାଇଁ ଘୋଷଣା ହେଲା ବିଜେଡିର ନୂଆ ସହପର୍ଯ୍ୟବେକ୍ଷକ ତାଲିକା

ଭୁବନେଶ୍ବର: ବିଜେଡିର ନୂଆ ସହପର୍ଯ୍ୟବେକ୍ଷକ ତାଲିକା ଘୋଷଣା ହୋଇଛି । ୭ଟି ନିର୍ବାଚନମଣ୍ଡଳୀ ଓ ଗୋଟିଏ ଜିଲ୍ଲା ପାଇଁ ଏହି ଘୋଷଣା କରାଯାଇଛି। ସୁନ୍ଦରଗଡ ଜିଲ୍ଲା ପାଇଁ କୁନା ବିହାରୀ ଦାସ ସହପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ସେହିପରି ସୁନ୍ଦରଗଡ ବିଧାନସଭା କ୍ଷେତ୍ର ପାଇଁ ଦେବାଶିଷ…
ଅଧିକ ଖବର ଦେଖନ୍ତୁ...

ସ୍କ୍ରାପ ନୀତି ଲାଗୁହେଲେ ନୂଆ ଗାଡି କିଣିଲେ ଅଧିକ ଲାଭ ମିଳିବ: ନିତିନ ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ନୂତନ ନୀତି ଅନୁଯାୟୀ, ନୂତନ ଗାଡି କିଣିବାବେଳେ ପୁରୁଣା ତଥା ପ୍ରଦୂଷିତ ଯାନଗୁଡ଼ିକୁ ସ୍କ୍ରାପ୍ କରିବାକୁ ପସନ୍ଦ କରୁଥିବା ଗ୍ରାହକଙ୍କୁ ଅନେକ ସୁବିଧା ଦିଆଯିବ। ଏହି ନୀତିକୁ ଅତ୍ୟନ୍ତ ଉତ୍ସାହଜନକ ବୋଲି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପଡ଼ୋଶୀଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ। ବୃଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବାପା ମାଆଙ୍କ ସେବା କରନ୍ତୁ, ଭଲ ଫଳ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।…
ଅଧିକ ଖବର ଦେଖନ୍ତୁ...