Daily Archives

February 8, 2021

୧୦ମାସ ପରେ ଆରମ୍ଭ ହେଲା ୯ମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

ଜୟପୁର: ଆଜିଠାରୁ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହୋଇଛି। ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ଗୋଟିଏ ଦିନରେ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ସହରର ବିକ୍ରମ ଦେବ ଜୁନିୟର କଲେଜ, ସରକାରୀ ମହିଳା ଜୁନିୟର କଲେଜ, ବିଦ୍ବାନ୍,…
ଅଧିକ ଖବର ଦେଖନ୍ତୁ...

ରେଡକ୍ରସ ତ୍ରି-ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ: ‘ସେବା ନିଜ ପରିବାର ଓ ଅନୁଷ୍ଠାନରୁ ଆରମ୍ଭ ହେଉ’ 

ଜୟପୁର: ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଯୁବ ରେଡକ୍ରସ ପକ୍ଷରୁ ଚାଳିଥିବା ତ୍ରି-ଦିବସୀୟ କ୍ଲଷ୍ଟର ସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଗୋପାଳ ହାଲଦାର ଯୋଗଦେଇ…
ଅଧିକ ଖବର ଦେଖନ୍ତୁ...

ଗୁଡ଼ିଆଘର ପୋଖରୀ ଖନନ କାମ ଅଧାପନ୍ତରିଆ: ଦାଦନ ଖଟିବାକୁ ଯିବେଆ ୯୮ ଜଣ ଜବକାର୍ଡ଼ଧାରୀ

ବାଲିଅନ୍ତା:ବାଲିଅନ୍ତା ଅଞ୍ଚଳରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ପ୍ରହସନ ପାଲଟିଛି । ମନରେଗା ଯୋଜନାରେ ପଞ୍ଚାୟତ ପୋଖରୀ ଖନନ କାର୍ଯ୍ୟରେ ନିୟୋଜିତ ଜବକାର୍ଡ଼ଧାରୀମାନଙ୍କୁ ମଜୁରି ଟଙ୍କା ପ୍ରଦାନ କରାଯିବାରେ ବ୍ୟାପକ ଅନିୟମିତତା ହେଉଥିବା…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ଶୂନ୍ୟ କରି ଜିଲ୍ଲାକୁ ପଛୁଆ ରଖିବାକୁ ଚାହୁଛନ୍ତି ନବୀନ: ଜୁଏଲ

ସୁନ୍ଦରଗଡ଼: ‘ଖଣିଜ ସମ୍ପଦରେ ଆଗୁଆ ସୁନ୍ଦରଗଡ଼କୁ ମନ୍ତ୍ରୀ ଶୂନ୍ୟ କରି ଜିଲ୍ଲାକୁ ପଛୁଆ ରଖିବାକୁ ଚାହୁଛନ୍ତି ନବୀନ। ଆଦିବାସୀଙ୍କ ପ୍ରତି ବିଜେଡି ସରକାରର ଏହା ସିଧାସଳଖ ଉପେକ୍ଷା। ଜିଲ୍ଲାବାସୀ ଭୋଟ ଦେଇ ନଥିବାରୁ ନବୀନ ବାବୁ ଏପରି ପ୍ରତିଶୋଧ ନେଉଛନ୍ତି କି’ ବୋଲି ବିଜେଡି ସରକାରଙ୍କୁ…
ଅଧିକ ଖବର ଦେଖନ୍ତୁ...

ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ସାମିଲ ହେଲେ ଡାକ୍ତର

ବାରିପଦା : ଚିକିତ୍ସା କରି ରୋଗୀଙ୍କୁ ବଞ୍ଚାଇବା ତାଙ୍କ କର୍ତ୍ତବ୍ୟ। ସେହିପରି ଆସନ୍ନ ମୃତ୍ୟୁରୁ ମଧ୍ୟ କିପରି ବଞ୍ଚିହେବ ସେନେଇ ସଚେତନ କରିବା ମଧ୍ୟ ତାଙ୍କର ଏକ ପ୍ରଧାନ ଦାୟିତ୍ବ। ଆଉ ଏପରି ସାମାଜିକ ଦାୟିତ୍ବ ନିର୍ବାହ କରିଛନ୍ତି କୋଷ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

କଳାଟମକ ଗ୍ରାମ ନିକଟରୁ ଉଦ୍ଧାର ହେଲା ୩ ଦିନର ମାଈ ହାତୀ “ଟୁମୁକି”

ବିଶୋଇ:ନିଜ ଜନ୍ମ କଲା ମା' ନିଜ ଠାରୁ ଅଲଗା କଲାପରେ ବନ ବିଭାଗ ଦ୍ୱାରା ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ୩ ଦିନର ମାଈ ହାତୀ କୁନି ଶାବକ "ଟୁମୁକି"। ଏହିପରି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ବିଶୋଇ ବନ୍ୟପ୍ରାଣୀ ଅନ୍ତର୍ଗତ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲର କଳାଟମକ ଗ୍ରାମ ନିକଟରେ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

୨୫ ଦିନ ହେଲା ଦୁଇ କୁକୁଡ଼ା ଜେଲରେ; ଜାମିନରେ ନେବାକୁ କେହି ଆସୁନାହାନ୍ତି !

ମାଲକାନଗିରି: ଗତ ୨୫ ଦିନରୁ ଉର୍ଦ୍ଧ୍ବ ହେବ ଜେଲ ଦଣ୍ଡ ଭୋଗୁଛନ୍ତି ୨ କୁକୁଡ଼ା। ଅଜବ ଲାଗିଲେ ବି ଏହା ସତ୍ୟ। କିଏ ଦୋଷ କରିବ ଆଉ କିଏ ତାର ଦଣ୍ଡ ଭୋଗିବ। ଆଜ୍ଞା ହଁ ଆପଣ ଜାଣିଥିବେ ଏ ପୃଥିବୀର ଦଣ୍ଡ ଭୋଗିବା ନିୟମ କେବଳ ମଣିଷଙ୍କ ପାଇଁ ହିଁ ତିଆରି ହୋଇଛି। କିନ୍ତୁ ଅଜବ କଥା ଯେ ଏହି ନିୟମରେ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀକଲ୍ୟାଣ ସମିତି ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା । ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଦମ୍ପତ୍ତିଙ୍କୁ ମାଡ଼ମାରି ଜେଲଗଲେ ଯୁବକ

ଧଉଳି: ଧଉଳି ଥାନା ପୁଲିସ ବସନ୍ତପୁର ଗ୍ରାମରେ ଏକମାସ ପୂର୍ବେ ଘଟିଥିବା ଏକ ଗଣ୍ଡଗୋଳ ମାମଲାରେ ଆଜି ଉକ୍ତ ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଲା ଉକ୍ତ ଗ୍ରାମର ଦେବରାଜ ଭୋଇ (୩୦) । ଦେବରାଜ ଉକ୍ତ ଗ୍ରାମର ପ୍ରକାଶ କାଣ୍ଡି ଓ ତାଙ୍କ ପତ୍ନୀ…
ଅଧିକ ଖବର ଦେଖନ୍ତୁ...

୧୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ ,୩ ଗିରଫ 

ଗୁଣପୁର: ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଂ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୦କ୍ୱିଣ୍ଟାଲ ୧୧କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି। ଏଥିରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ପଦ୍ମାମୁଥୁ ସୂଚନା ଦେଇଛନ୍ତି। ଖବର ନେବାରୁ ଜଣାପଡିଛି ଯେ…
ଅଧିକ ଖବର ଦେଖନ୍ତୁ...