Daily Archives

February 8, 2021

ନକ୍ସଲ ଯୋଜନା ପଣ୍ଡ; ୫୩୦ ସ୍ପାଇକ ସହ ୪୦ ସ୍ବାଇକ ହଲକୁ ଠାବ କଲେ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ସିଆରପିଏଫ ଯବାନଙ୍କୁ ମିଳିଛି ବଡ ସଫଳତା । ୫୩୦ଟି ସ୍ପାଇକ ଜବତ କରାଯିବା ସହ ୪୦ଟି ସ୍ପାଇକ ହଲକୁ ଠାବ କରାଯାଇଛି। ସୂଚନା ଅନୁଯାୟୀ ସୁକମା ଜିଲ୍ଲାର କିଷ୍ଟରାମ ଥାନା ଅନ୍ତର୍ଗତ ପୋଟକପାଲ୍ଲୀ ଅଂଚଳରେ ଅବସ୍ଥାପିତ…
ଅଧିକ ଖବର ଦେଖନ୍ତୁ...

ଧଉଳି-କଳିଙ୍ଗ ମହୋତ୍ସବ ଉଦଯାପିତ, ନୃତ୍ୟରେ ଓଡ଼ିଶାର କଳା,ସଂସ୍କୃତି ଏବଂ ବିଭବର ପରାକାଷ୍ଠା

ଧଉଳି:ରାଜ୍ୟ ପର୍ଯ୍ୟଟନ ବିଭାଗ , ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନର ମିଳିତ ଆନୁକୂଲ୍ୟରେ ଗତ ୩ ଦିନ ଧରି ଚାଲିଥିବା ଧଉଳି – କଳିଙ୍ଗ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ଶାସ୍ତ୍ରୀୟ କାର୍ଯ୍ୟକ୍ରମର ପ୍ରାରମତଭରେ ପ୍ରାଚୀନ କଳିଙ୍ଗର କଳା , ସଂସ୍କୃତି , ଐତିହ୍ୟ ଏବଂ ବିଭବ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହୋଇଯିବ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ !

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ କେବଳ ଖୋର୍ଦ୍ଧା ନୁହେଁ କଟକ ଜିଲ୍ଲାର ବାଙ୍କୀ, ନୟାଗଡ଼ ଜିଲ୍ଲାର ରଣପୁର, ଖଣ୍ଡପଡ଼ା, ସୁନାଖଳା, ପୁରୀ ଜିଲ୍ଲାର କଣାସର ସହସ୍ରାଧିକ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭରଶୀଳ । ଏଭଳି ସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ଅଧିକ ଖବର ଦେଖନ୍ତୁ...

ଜମି ମାଫିଆଙ୍କ ଭୟରେ ପୁଲିସ ପ୍ରଶାସନ!

ଖୋର୍ଦ୍ଧା: ପୁଲିସ ପ୍ରଶାସନକୁ ଆଇନଖିଲାପକାରୀଙ୍କ ଭୟ ରହିଥାଏ, କିନ୍ତୁ ଖୋର୍ଦ୍ଧାରେ ଏହାର ଓଲଟା କଥା ଦେଖିବାକୁ ମିଳିଛି | ଆଇନଖିଲାପକାରୀ ଜମିମାଫିଆଙ୍କୁ ପୁଲିସ ପ୍ରଶାସନ ଭୟ କରୁଛି । ଏପରିକି ପୁଲିସ ପ୍ରଶାସନର ଉପସ୍ଥିତି ମଧ୍ୟ ସେମାନଙ୍କ ବେଆଇନ କାର୍ଯ୍ୟକଳାପ ଉପରେ କୌଣସି ନିୟନ୍ତ୍ରଣ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଏଣିକି ଡ୍ରୋନ କ୍ୟାମେରାରେ ହୋଇପାରିବ କ୍ରିକେଟ ମ୍ୟାଚର ରେକର୍ଡିଙ୍ଗ, ବିସିସିଆଇକୁ ଅନୁମତି ଦେଲେ ସରକାର

ମୁମ୍ବାଇ: ଏଣିକି ଭାରତରେ ଡ୍ରୋନ ମାଧ୍ୟମରେ ହୋଇପାରିବ କ୍ରିକେଟ ମ୍ୟାଚର ରେକର୍ଡିଙ୍ଗ | ଚଳିତବର୍ଷ ଭାରତରେ ବିସିସିଆଇ ଦ୍ୱାରା ହେବାକୁ ଥିବା ସମସ୍ତ କ୍ରିକେଟ ମ୍ୟାଚର କ୍ୟାମେରା ସୁଟିଂ ପାଇଁ ଡ୍ରୋନ ବ୍ୟବହାର କରାଯାଇପାରିବ | ତେବେ ଡ୍ରୋନ ବ୍ୟବହାର କରିବାକୁ ହେଲେ କିଛି ସର୍ତ୍ତ…
ଅଧିକ ଖବର ଦେଖନ୍ତୁ...

ଗୋଲାପୀ ହୋଇଗଲା ରାସ୍ତା, ଲୋକ କହିଲେ ‘ବୋହିଲା ରକ୍ତର ନଦୀ’

ଜାକର୍ତ୍ତା: ଗୋଲାପୀ ହୋଇଗଲା ରାସ୍ତା | ସୋସିଆଲ ମିଡିଆରେ ଇଣ୍ଡୋନେସିଆର ଏକ ଗାଁର ଚିତ୍ର ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଗାଁ ର ରାସ୍ତାରେ ଗୋଲାପୀ ରଙ୍ଗର ପାଣି ପ୍ରବାହିତ ହେଉଥିବାର ଦେଖି କେହି କେହି 'ରକ୍ତ ନଦୀ' ପ୍ରବାହିତ ହେଉଥିବାର କହିଥିଲେ | କିଛି…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୨୦୨୨ ସୁଦ୍ଧା ଭାରତକୁ ମିଳିଯିବ ସମସ୍ତ ରାଫେଲ: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ ଫ୍ରାନ୍ସରୁ କିଣାଯାଇଥିବା ସମସ୍ତ ରାଫେଲ ଯୁଦ୍ଧ ବିମାନ ଏପ୍ରିଲ ୨୦୨୨ ସୁଦ୍ଧା ଭାରତୀୟ ବାୟୁସେନାରେ ସାମିଲ ହେବ । ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବାୟୁସେନାରେ ସମୁଦାୟ ୧୭ ଟି ରାଫେଲ ଦେଖିବାକୁ ମିଳିବ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦେବୀମାତାଙ୍କ ଆରାଧନା ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ସରକାରୀ କାମରେ ଲାଗିରହିଥିବା ବାଧା ଦୂର ହେବ। ବେପାରରେ ଉନ୍ନତି ହେବ। ବୃଷ: ଆପଣଙ୍କ ମନକୁ ନୂଆ ନୂଆ ବିଚାର ଆସିବ। ଅଧିକାରୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ବ୍ୟବସାୟରେ ଲାଭ…
ଅଧିକ ଖବର ଦେଖନ୍ତୁ...

ହାଇତି ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ ଯୋଜନା, ସୁପ୍ରିମକୋର୍ଟ ବିଚାରପତିଙ୍କ ସହ ୨୩ ଜଣ ଗିରଫ

ହାଇତି: ମିଆଁମାର ପରେ ଆଉ ଏକ ଦେଶରେ ସରକାର ପରିବର୍ତ୍ତନର ପ୍ରଚେଷ୍ଟା କରାଯାଇଛି | କାରିବିଆନ୍ ଦେଶ ହାଇତିର ପ୍ରଶାସନ ରବିବାର ଦିନ ରାଷ୍ଟ୍ରପତି ଜୁଭାନେଲ ମୋଇସେଙ୍କୁ ବହିଷ୍କାର କରିବା ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ସମେତ ପ୍ରାୟ ୨୩ ଜଣ ଲୋକଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡରେ ନିଖୋଜ ଓଡ଼ିଆ ଯୁବକ, ଘରେ ଅପେକ୍ଷା କରିଛି ୩ ମାସର ପୁଅ

ଚାନ୍ଦବାଲି : ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଗତ ରବିବାର ହୋଇଥିବା ଗ୍ଲାସିୟର ଭୁଷୁଡ଼ିବା ଘଟଣାରେ ପ୍ରାୟ ୧୭୦ ଶ୍ରମିକ ଓ ସ୍ଥାନୀୟ ଲୋକ ନିଖୋଜ ହୋଇଯାଇଛନ୍ତି । ନିଖୋଜଙ୍କ ମଧ୍ୟରେ  ଚାନ୍ଦବାଲିର  ଜଣେ  ଶ୍ରମିକ ନିଖୋଜ ଥିବା ପରିବାର ଲୋକେ କହିଛନ୍ତି । ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...