Daily Archives

February 9, 2021

ଖୋର୍ଦ୍ଧା : ରାଜସ୍ୱ ବିଭାଗର ବୈଠକ, ପ୍ରତି ଗାଁରେ ହେବ ଖଣିଜ ସମ୍ପଦ ସୁରକ୍ଷା ସମିତି

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ପ୍ରତି ଗ୍ରାମରେ ବନ ସୁରକ୍ଷା ସମିତି ଢାଂଚାରେ ଗଠିତ ହେବ ଖଣିଜ ସମ୍ପଦ ସୁରକ୍ଷା ସମିତି । ଏହା ସହ ବେଆଇନ ପଥର ଖଣି ଓ କ୍ରସର ୟୁନିଟ୍ ରେ କାମ କରୁଥିବା ଶ୍ରମିକଙ୍କୁ ବିକଳ୍ପ ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ପୋଡାଯାଇଥିବା ମନ୍ଦିର ତୁରନ୍ତ ନିର୍ମାଣ କରନ୍ତୁ ସରକାର

କରାଚୀ:ଦଙ୍ଗାକାରୀଙ୍କ ଦ୍ୱାରା ପୋଡାଯାଇଥିବା ମନ୍ଦିରକୁ ତୁରନ୍ତ ନିର୍ମାଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ | ପାକିସ୍ତାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଗୁଲଜାର ଅହମ୍ମଦଙ୍କ ଖଣ୍ଡପୀଠ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଦୁଇ ସପ୍ତାହ…
ଅଧିକ ଖବର ଦେଖନ୍ତୁ...

ଫୁଲକୋବି ନାଡ ଫୋଫାଡ଼ି ଦେଉଛନ୍ତି କି ? ନାଡରେ ବି ଭରପୁର ଅଛି ଏସବୁ ଭିଟାମିନ

ଆପଣ ଫୁଲକୋବିର ନାଡକୁ ଫୋଫାଡ଼ି ଦେଉଛନ୍ତି କି ? ଯଦି ହଁ, ଏହା କରନ୍ତୁ ନାହିଁ | କାରଣ ଫୁଲକୋବି ନାଡରେ ଏମିତି କିଛି ଭିଟାମିନ ଭରପୁର ମାତ୍ରାରେ ଅଛି ଯାହାକି ଆପଣଙ୍କ ଶରୀରରକୁ ଶକ୍ତି ଦେବା ସହ କିଛି ରୋଗରୁ ସୁରକ୍ଷା ଦେଇଥାଏ | ଯେତିକି ଲାଭ ଫୁଲକୋବିରୁ ମିଳିଥାଏ ସେତିକି ଫାଇଦା ନାଡରୁ…
ଅଧିକ ଖବର ଦେଖନ୍ତୁ...

ବାରିପଦା ପୁଲିସକୁ ବଡ଼ ସଫଳତା: ବନ୍ଧାହେଲେ ଦୁଇ ଅନ୍ତଃରାଜ୍ୟ ଲୁଟେରା, ନିକଟରେ ହୋଇଥିବା ବିଭିନ୍ନ ଲୁଟରେ ସଂପୃକ୍ତି…

ବାରିପଦା: ବାରିପଦା ଟାଉନ୍ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ନିକଟରେ ଘଟିଥିବା ଏକାଧିକ ଲୁଟରେ ସଂପୃକ୍ତ ଥିବା ଦୁଇ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଛି ଟାଉନ୍ ପୁଲିସର ସ୍ବତନ୍ତ୍ର ସ୍କ୍ବାର୍ଡ। ଆଜି ବାରିପଦାରେ ଥିବା ଏସ୍ବିଆଇ ମୁଖ୍ୟ ବ୍ରାଞ୍ଚରେ ସନ୍ଦେହଜନକ ଅବସ୍ଥାରେ ଆସ୍କା…
ଅଧିକ ଖବର ଦେଖନ୍ତୁ...

୧୧ କୋଟି ଟଙ୍କାରେ ବିକ୍ରି ହେଉଛି ୪୫ ବର୍ଷ ପୁରୁଣା ଏହି କମ୍ପ୍ୟୁଟର, କାହିଁକି ଜାଣନ୍ତୁ?

କାଲିଫର୍ଣ୍ଣିଆ: ନୂତନ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାକୁ ଆଧାର କରି ସମଗ୍ର ବିଶ୍ୱ ଦ୍ରୁତ ଗତିରେ ଆଗକୁ ବଢୁଛି | ଲୋକମାନେ ନୂଆ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି | ଏପରି ପରିସ୍ଥିତିରେ ୪୫ ବର୍ଷ ପୁରୁଣା କମ୍ପ୍ୟୁଟରର ଚାହିଦା ବଢିବା ଭଳି ଖବର ସାମ୍ନାକୁ ଆସିଛି | ବାସ୍ତବରେ ଏହି ପୁରୁଣା…
ଅଧିକ ଖବର ଦେଖନ୍ତୁ...

ଅବହେଳା ପାଇଁ ଥାନା ଚାରିପଟେ ୧୦ ଥର ଦୌଡିଲେ ପାଞ୍ଚଜଣ କନେଷ୍ଟବଳ

ଲକ୍ଷ୍ନୌ: ନା ନିଲମ୍ବନ ନା ବହିଷ୍କାର, ଦାୟିତ୍ୱରେ ଅବହେଳା ପାଇଁ ଭିନ୍ନ ଧରଣର ଦଣ୍ଡ ଦେଲେ ଏସପି | ଦାୟିତ୍ୱରେ ଅବହେଳା ପାଇଁ ଆରକ୍ଷୀ ଅଧିକ୍ଷକ ୫ ଜଣ କନେଷ୍ଟବଳଙ୍କୁ ଥାନା ଚାରିପଟରେ ୧୦ ରାଉଣ୍ଡ ଦୌଡିବାକୁ ନିର୍ଦ୍ଦେଶ ଦେଇଥିଲେ | ଉତ୍ତରପ୍ରଦେଶର ଏକ ଥାନାରେ ଏସପିଙ୍କ ଏଭଳି…
ଅଧିକ ଖବର ଦେଖନ୍ତୁ...

ଏଣିକି ବର୍ଷକୁ ଦୁଇ ଥର ହେବ ନିଟ ପରୀକ୍ଷା, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ ପରୀକ୍ଷା ପାଇଁ ଆପଣ ପ୍ରସ୍ତୁତ ହେଉଛନ୍ତି କି ? ଯଦି ହଁ, ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ଜରୁରୀ ହୋଇପାରେ | କାରଣ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବର୍ତ୍ତମାନ ବର୍ଷକୁ ଦୁଇଥର ନିଟ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ପୁଣି ନକ୍ସଲ ହିଂସା: ଜେସିବି ଓ ୨ ଟିପ୍ପର ସମେତ ୪ଟି ଗାଡ଼ିରେ ନିଆଁ ଲଗାଇଦେଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେବାଡା ଜିଲ୍ଲାରେ ନକ୍ସଲ ହିଂସା ଦେଖିବାକୁ ମିଳିଛି। ନରେଲି ଏବଂ ବଚେଲି ମଧ୍ୟରେ ଚାଲିଥିବା ରାସ୍ତା କାମରେ ନିୟୋଜିତ ଗୋଟିଏ ପ୍ରକଲୀନ, ଗୋଟିଏ ଜେସିବି ଏବଂ ଦୁଇଟି ଟିପ୍ପରକୁ ନକ୍ସଲ ନିଆଁ ଲଗାଇ ପୋଡ଼ିଦେଇଛନ୍ତି। ଆଜି ସନ୍ଧ୍ୟାରେ ୨୦ରୁ ୩୦ ନକ୍ସଲ…
ଅଧିକ ଖବର ଦେଖନ୍ତୁ...

ପଳାତକ ଘୋଷିତ ମାଲ୍ୟାଙ୍କୁ ଆଇନଗତ ଖର୍ଚ୍ଚ ପାଇଁ ୧୧ କୋଟି ଟଙ୍କା ଦେବେ ଲଣ୍ଡନ ହାଇକୋର୍ଟ

ଲଣ୍ଡନ: ଭାରତରେ ପଳାତକ ଘୋଷିତ ହୋଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ କୋର୍ଟରେ କେସ ଲଢ଼ିବା ସହ ଜୀବନଯାପନ ପାଇଁ ୧୧ କୋଟି ଟଙ୍କା ଦେବେ ଲଣ୍ଡନ ହାଇକୋର୍ଟ | କୋର୍ଟ ନିଜ ପକ୍ଷରୁ ଏହି ୧୧ କୋଟି ଟଙ୍କା ଦେବାକୁ ରାୟ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଲଣ୍ଡନରେ ମାଲ୍ୟାଙ୍କ ରହିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଇ˚ଜିନିୟରଙ୍କ ଲାଗି ଭଲ ଅବସର ଆସିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ। ବୃଷ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବଡ଼ଙ୍କ ପ୍ରତି ବ୍ୟବହାର ଭଲ ରହିବ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଭଲ ଦିନଟିଏ।…
ଅଧିକ ଖବର ଦେଖନ୍ତୁ...