Daily Archives

February 9, 2021

ବିକଟାଳ ଶବ୍ଦ କରୁଥିବା ୬ ବାଇକ୍‌ ଅଟକ, ଚାଳକଙ୍କ ଠାରୁ ୨୨ହଜାର ଟଙ୍କା ଲେଖାଏଁ ଜରିମାନା

ବାରିପଦା : ବାରିପଦା ଟାଉନ୍‌ ଥାନା ଅଞ୍ଚଳରେ ବିକଟାଳ ଶବ୍ଦ କରୁଥିବା ୬ଟି ବାଇକ୍‌କୁ ଅଟକ ରଖିଛି ପୁଲିସ୍‌ । ରାଜରାସ୍ତାରେ ସାଇଲେନ୍ସର ଖୋଲି ଉଚ୍ଚସ୍ବରରେ ଶବ୍ଦ କରି ଦ୍ରୁତ ଗତିରେ ଯାଉଥିବା ଏହି ଗାଡିକୁ ପୁଲିସ୍‌ ଥାନାରେ ଅଟକ ରଖିଛି । ଏପରିକି ପ୍ରତି ଗାଡି ପିଛା ୨୨ହଜାର ଟଙ୍କା ଲେଖାଏଁ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ଗଠନ ହେବାର ସାଢେ ତିନି ମାସ ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି | ଆଜି ରାଜ୍ୟପାଳ ଫାଗୁ ଚୌହାନ ଦ୍ୱାରା ମୋଟ ୧୭ ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି | ଆଜି ଶପଥ ନେଇଥିବା ୧୭ ଜଣ ମନ୍ତ୍ରୀଙ୍କ ପରେ ନୀତୀଶଙ୍କ…
ଅଧିକ ଖବର ଦେଖନ୍ତୁ...

ବଣ୍ଡାଘାଟିରେ ପ୍ରତିଷ୍ଠା ହେବ ବିଏସ୍ଏ‌ଫ କ୍ୟାମ୍ପ; ହଟିବେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ବଣ୍ଡାଘାଟିକୁ ନକ୍ସଲ ନିଜ ଅକ୍ତିଆରକୁ ନେଇଥିବା ବେଳେ ସେହି ଅଂଚଳକୁ ନିଜର ଗଡ ରୂପେ ପ୍ରତିପାଦିତ କରୁଥିଲେ। ତେବେ ଗତ ମାସରେ ବଣ୍ଡାଘାଟିର ଅଣ୍ଡ୍ରାହାଲ ଠାରେ ବିଏସ୍ଏ‌ଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଏବେ ମୁଦୁଲିପଡା ଠାରେ ଆଉ…
ଅଧିକ ଖବର ଦେଖନ୍ତୁ...

କାଜୁ ଜଙ୍ଗଲରୁ ମହିଳାଙ୍କ କ୍ଷତାକ୍ତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନ ପଥରାପଲ୍ଲ-ଅର୍ଜୁନପଲ୍ଲୀ ଗ୍ରାମ ମଧ୍ୟରେ ଥିବା କାଜୁ ଜଙ୍ଗଲରୁ ଆଜି ରାତିରେ ଜଣେ ମହିଳାଙ୍କ ଉଲଗ୍ନ କ୍ଷତାକ୍ତ ଶବ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଏଯାଏ ମିଳିପାରି ନଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଅଭିଯୋଗରେ ଜଣକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା

ଗୁଣପୁର: ଏକ ହତ୍ୟାକାଣ୍ଡ ଅଭିଯୋଗର ଶୁଣାଣି କରି ଗୁଣପୁର ଏଡିଜେ ଜଣକୁ ଆଜୀବନ କାରାଦଣ୍ଡରେ ଶୁଣାଣି କରିଛନ୍ତି। ଏଥି ସହ ୧୦ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ଶୁଣାଣି କରିଛନ୍ତି। ଖବର ନେବାରୁ ଜଣାପଡିଛିଯେ, ଗତ ୨୦୧୭ ମସିହା ମାର୍ଚ୍ଚ ମାସ ୨୦ତାରିଖରେ ଡଙ୍ଗର ଜମିକୁ କେନ୍ଦ୍ରକରି…
ଅଧିକ ଖବର ଦେଖନ୍ତୁ...

୧୦ମାସରେ ପ୍ରଥମ, ଦିଲ୍ଲୀରେ ୨୪ଘଣ୍ଟାରେ କରୋନାଜନିତ ମୃତ୍ୟୁସଂଖ୍ୟା ଶୂନ

ନୂଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ କରୋନା କାରଣରୁ କାହାର ମୃତ୍ୟୁ ହୋଇନାହିଁ। ଦୀର୍ଘ ୧୦ମାସ ପରେ ଏହି ଦିନ ଦିଲ୍ଲୀବାସୀଙ୍କୁ ଦେଖିବାକୁ ମିଳିଛି। ଗୋଟେ ସମୟରେ ଦିଲ୍ଲୀରେ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ଅଧିକ ରହୁଥିବା ବେଳେ ଆଜିର ଦିନଟି ଦିଲ୍ଲୀବାସୀଙ୍କ ପାଇଁ ଖୁସି ଆଣିଦେଇଛି।…
ଅଧିକ ଖବର ଦେଖନ୍ତୁ...

ଡାକ୍ତର ନିରାଶବାଣୀ ଶୁଣାଇବା ପରେ ମଧ୍ୟ ଘରକୁ ଫେରିବା ବାଟରେ ଆମ୍ବୁଲାନ୍‌ସରେ ଉଠି ବସିଲେ ଯୁବକ

ବାରିପଦା: ହସ୍ପିଟାଲ ଡାକ୍ତରମାନେ ନିରାଶାବାଣୀ ଶୁଣାଇ ଦେଇଥିଲେ। ଏପରିକି ଆଉ ମାତ୍ର କେଇ ଘଣ୍ଟାର ଅତିଥି ବୋଲି ମଧ୍ୟ କହି ଦେଇଥିଲେ। ପରିବାର ଲୋକ ମଧ୍ୟ ଆଶା ଛାଡ଼ିଦେଇଥିଲେ। ମାତ୍ର ବିଧିର ବିଧାନ ବଡ଼ ବିଚିତ୍ର। ଘରକୁ ଫେରୁଥିବା ଅବସ୍ଥାରେ ଆମ୍ବୁଲାନ୍ସସରେ ହିଁ ଉଠି ବସିଲେ ଯୁବକ। ଏପରି ଏକ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇଇନ୍‌ରେ ଲକ୍ଷେ ଟଙ୍କା ଠକେଇର ଶିକାର ହେଲେ ଭୁବନେଶ୍ୱରର ଛାତ୍ରୀ, ବିକୁ ଥିଲେ ୱାସିଂ ମେସିନ୍‌

ଭୁବନେଶ୍ବର: ସାଇବର ସୈତାନ ଜାଲରେ ବିଟେକ ଛାତ୍ରୀ । ବୋକା ବନାଇ ଲୁଟି ନେଲା ଲକ୍ଷେ ଟଙ୍କା । ମହଙ୍ଗା ପଡିଲା ଓଏଲଏକ୍ସରେ ବିଜ୍ଞାପନ । ଏକ ପୁରୁଣା ୱାସିଂ ମେସିନ ବିକ୍ରି କରିବାକୁ ବିଜ୍ଞାପନ ଦେଇ ହରଡଘଣାରେ ପଡିଛନ୍ତି ଏହି ବିଟେକ ଛାତ୍ରୀ । ଓଏଲଏକ୍ସରେ ବିଜ୍ଞାପନ ଦେଖିବା ପରେ ଯୁବତୀଙ୍କୁ…
ଅଧିକ ଖବର ଦେଖନ୍ତୁ...

୫ଟି କ୍ରସରକୁ ବନ୍ଦ କଲା ପ୍ରଶାସନ  

ଚଣ୍ଡିଖୋଲ/ବଡ଼ଚଣା: ହାଇକୋର୍ଟ ନିର୍ଦେଶକ୍ରମେ ଆଜି ଦର୍ପଣ ତହସିଲ ଅଂଚଳରେ ବେଆଇନ ଭାବେ ଚାଲୁଥିବା ୬ ଟି କ୍ରସର ୟୁନିଟକୁ ପ୍ରଶାସନ ସିଲ କରିଛି । ସ୍ଥାନୀୟ  ପୁଲିସଙ୍କ ଉପସ୍ଥିତିରେ ଦର୍ପଣ ତହସିଲଦାର, ଜିଲା ପ୍ରଦୂଷଣ ଅଧିକାରୀ ଓ ଖଣି ବିଭାଗର ଉପ ନିର୍ଦ୍ଦେଶକଙ୍କ ସମେତ ବହୁ କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...

ସୁନା ସଫେଇ କରି ଲୁଟ କରୁଥିବା ଦୁଇ ଚୋରକୁ ବାନ୍ଧିଲେ ଗ୍ରାମବାସୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ବମୁଆ ଗାଁରେ ଦୁଇ ସୁନା ଚୋରକୁ କାବୁ କରି ବାନ୍ଧିଛନ୍ତି ଗ୍ରାମବାସୀ । ସୁନା ସଫେଇ କରିବା ବାହାନାରେ କରୁଥିଲେ ଲୁଟ । ସୁନା ଚେନଗୁଡିକୁ ସଫା କରିବା କହି ଗାଏବ କରି ଦେଉଥିଲେ ଅରିଜିନାଲ ସୁନା । ଆଉ ଘଟଣାସ୍ଥଳରୁ…
ଅଧିକ ଖବର ଦେଖନ୍ତୁ...