Daily Archives

February 10, 2021

ଉତ୍ତରାଖଣ୍ଡ ବିପର୍ଯ୍ୟୟରେ ନିଖୋଜ ମୟୂରଭଞ୍ଜ ପୁଅ ପର୍ଶୁରାମ; ପୁଅକୁ ଖୋଜି ଆଣିବାକୁ ଜିଲ୍ଲାପାଳଙ୍କୁ ଗୁହାରି କଲେ…

ବାରିପଦା/ଖୁଣ୍ଟା: କିଛି ବ୍ୟସ୍ତ ହୁଅନି। ଏଥର ଘରକୁ ଫେରିଲେ ଆମର ନୁଆ କୋଠାଘର ତିଆରି ହେବ। ଆଉ କିଛି ଅସୁବିଧା ରହିବନି। ଗତ ରବିବାର ସକାଳ‌େ ବାପାଙ୍କୁ ଏମିତି ଆଶ୍ବାସନା ଦେଇଥିଲେ ପୁଅ ପର୍ଶୁରାମ। ମାତ୍ର କିଛି ସମୟ ପରେ ହିଁ ନିୟତି ରଚିଥିଲା ତାଣ୍ଡବ। ଡିୟୁଟିକୁ ଯିବାକୁ କହି ଫୋନ୍…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ପ୍ରଶାସନର ସମସ୍ତ ସରକାରୀ କାର୍ଯ୍ୟକ୍ରମ ବୟକଟ କରିବେ କାର୍ଯ୍ୟରତ ସାମ୍ବାଦିକ ଜିଲ୍ଲାପାଳଙ୍କ ବିରୋଧରେ…

ବାରିପଦା: ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଜିଲ୍ଲାପ୍ରଶାସନର କୌଣସି ସହଯୋଗ ରହୁନଥିବା ଅଭିଯୋଗ ହୋଇଛି। ଏପରିକି ସାମାଜିକ ସମସ୍ୟାକୁ ନେଇ ଆଲୋଚନା କରିବାକୁ ଗଲେ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ସମନ୍ବୟ ରକ୍ଷା କରିପାରୁନାହାନ୍ତି। ନିକଟରେ ଜିଲ୍ଲାା…
ଅଧିକ ଖବର ଦେଖନ୍ତୁ...

ଟିକା ନେବାକୁ ଆଗ୍ରହ ଦେଖାଉନାହାନ୍ତି ସ୍ବାସ୍ଥ୍ୟସେବା କର୍ମଚାରୀ, ମୟୂରଭଂଜ ଜିଲ୍ଲାରେ ହୋଇପାରିଲାନି ଶତପ୍ରତିଶତ…

ବାରିପଦା: ଆଜି ସୁଦ୍ଧା ଜିଲ୍ଲାରେ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଟିକାକରଣ ଶତପ୍ରତିଶତ ହେବା କଥା। ମାତ୍ର ହୋଇଛି ୭୮.୮ ପ୍ରତିଶତ। ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ଢେର ପଛରେ। ଆଜି ସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୮,୪୨୬ଜଣ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରୁ ୧୪,୪୫୪ ଜଣ ଟିକା…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ରାଜ୍ୟ ମହିଳା ଆୟୋଗଙ୍କ ମାମଲା ସମଧାନ ଶିବିର ଅନୁଷ୍ଠିତ

ଭଦ୍ରକ: ଭଦ୍ରକ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଆଜି ରାଜ୍ୟ ମହିଳା ଆୟୋଗଙ୍କ ଦ୍ଵାରା ଏକ ମାମଲା ସମଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରର ମୋଟ ୬୮ ଟି ମାମଲାର ଶୁଣାଣି କରାଯାଇ ସମାଧାନ କରାଯାଇଛି। ଆଜିର ଏହି ସମାଧାନ ଶିବିରରେ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ମିନତି…
ଅଧିକ ଖବର ଦେଖନ୍ତୁ...

ଗାଁ ସାଥୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଗାଁ ସାଥୀ(ମେଟ୍) ଓ ଜବ୍କାର୍ଡଧାରୀମାନଙ୍କୁ ଉଚିତ‌୍ ନ୍ୟାୟ ପ୍ରଦାନ ଦାବି ନେଇ କ୍ରମାଗତ ଭାବେ ସଂଗ୍ରାମ ଜାରି ରଖିଛି ଓଡ଼ିଶା ପ୍ରଦେଶ ଗାଁସାଥୀ(ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି । ସଂଘର ଅଭିଯୋଗ ଆଧାରରେ ରାଜ୍ୟ ସରକାରଙ୍କ ଏକାଧିକ ଚିଠି ଓ…
ଅଧିକ ଖବର ଦେଖନ୍ତୁ...

ଜୁଳୁଛି ଜଙ୍ଗଲ; ଆୟତ୍ତ ପାଇଁ ବନ ବିଭାଗର ଉଦ୍ୟମ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଚିତାରମା, ଦର୍ଲିପଡ଼ା, କନ୍ଦେନଝରିଆ, ଜାମପାଣି, ଚେରେପନି, ଲୁହପେନ ଆଦି ଜଙ୍ଗଲରେ ନିଆଁ ଲାଗିଛି। ବନ ବିଭାଗର କର୍ମଚାରୀ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସୂଚନାଥାଉକି ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଅନେକ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀଙ୍କ ସହ ଝଗଡ଼ା କରି ଜଣେ ଅଟକ

ଡୁଡୁକା : ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହ ଝଗଡ଼ା କରିବା ଅଭିଯୋଗରେ ଆଗଲପୁର (ଡୁଡୁକା) ବ୍ଲକ ଆଗଲପୁର ଗାଁର ଟଙ୍କଧର ସେଠ(୩୦)ଙ୍କୁ ପୁଲିସ ଅଟକ ରଖିଛି। ମନ୍ତ୍ରୀ ଶ୍ରୀ ସିଂହ ଲାଉମୁଣ୍ଡା ପଟୁ ଲୋଇସିଂହା ବ୍ଲକ ଉପରବାହାଲରେ ହେବାକୁ ଥିବା କର୍ମୀ ସମ୍ମିଳନୀକୁ ଯାଉଥିଲେ।…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରେ ନୁହଁ, ଏବେ କ୍ଷେତରେ; ୫୦ ଏକରରେ ୧୪୦ ଆଦିବାସୀ ମହିଳା ଚାଷୀ ଫଳାଉଛନ୍ତି ସୁନା

ଫୁଲବାଣୀ : ଆଉ ବଣଜଙ୍ଗଲ ବୁଲିବେ ନାହିଁ। ନିଜେ କଠିନ ପରିଶ୍ରମ କରି ମାଟିରୁ ସୁନା ଅମଳ କରିବେ। କନ୍ଧମାଳ ଜିଲ୍ଲାର ଆଦିବାସୀ ମହିଳା କାଠ ଓ ଚେରମୂଳ ସଂଗ୍ରହ ପାଇଁ ଜଙ୍ଗଲରେ ନ ବୁଲି ନିଜ ନିଜ କ୍ଷେତରେ ସୁନାର ଫସଲ ଫଳାଉଛନ୍ତି। ଫୁଲବାଣୀ ସଦର ବ୍ଲକ୍ ଅନ୍ତର୍ଗତ ଶେଷାକେରା,…
ଅଧିକ ଖବର ଦେଖନ୍ତୁ...

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସହ ନାଚିଲେ ଏସପି

ମାଲକାନଗିରି :  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ୧୩ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିଲେ । ଏହି ଅବସରରେ ଏସପି କମଳଳୋଚନ କଶ୍ୟପ…
ଅଧିକ ଖବର ଦେଖନ୍ତୁ...

୩ ଦିନ ପୂର୍ବରୁ ଚିହ୍ନଟ ହୋଇଥିବା ଆହତ ହରିଣକୁ ଉଦ୍ଧାର କଲା ବନବିଭାଗ

ବାରିପଦା: ବାରିପଦା ସହର ମଧ୍ୟକୁ ପଶିଆସିଲା ହରିଣ। ଆଜି ବାରିପଦା ସହରର ୱାର୍ଡ ନଂ-୨୧ ମୁର୍ଗାବାଡ଼ି ଅଞ୍ଚଳର ବ୍ୟୋମକେଶ ପାଣିଗ୍ରାହୀଙ୍କ ବାସଭବନ ପଛ ବାଡ଼ିରେ ସକାଳ ସମୟରେ ଏକ ଆହତ ହରିଣ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା । ଖବରପାଇ ବନ ବିଭାଗର ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...