Daily Archives

February 10, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟ ସମ୍ବନ୍ଧିତ କାମ ପୂରା ହେବ। ଓକିଲଙ୍କ ଲାଗି ଦିନଟି ଲାଭଦାୟକ। ଆପଣଙ୍କୁ ଭଲ ଜାଗାରେ ଚାକିରି ମିଳିପାରେ। ଘରକୁ ବନ୍ଧୁ ଆସିବେ। ବୃଷ: ପୂଜାପାଠରେ ଅଧିକ ସମୟ ବିତିବ। ମନୋବଳ ଓ କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ହେବ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ। ମିଥୁନ: କୌଣସି କଥା…
ଅଧିକ ଖବର ଦେଖନ୍ତୁ...

ନଳକୂପ ଗାତରେ ପଡ଼ି ଶିଶୁକନ୍ୟାର ମୃତ୍ୟୁ

ଖଇରା: ମାଉସୀ ଘରକୁ ବୁଲିବାକୁ ଆସି ନଳକୂପ ଖୋଳାଯାଇଥିବା ଗାତରେ ପଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ଥାନା ଗଡ଼ପୋଖରୀ ପଞ୍ଚାୟତ ଗୁଆପାଳ ଗ୍ରାମରେ। ସୂଚନା ଅନୁସାରେ ଖଇରା ବ୍ଲକ୍ ବାଉଁଶଗଢ଼ିଆ ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ମା’ ବଗଳାମୁଖୀଙ୍କ ଜନ୍ମୋତ୍ସବ ଉଦ୍‌ଯାପିତ, ଲାଗି ହେଲା ୧୦୦୮ ପ୍ରକାରର ଅନ୍ନଭୋଗ

ବାଲେଶ୍ବର: ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ନିକଟସ୍ଥ ଶ୍ରୀଶ୍ରୀ ପୀତାମ୍ବରାସିଦ୍ଧ ମହାଶକ୍ତି ପୀଠରେ ୩ ଦିନ ଧରି ଚାଲିଥିବା ମା’ ବଗଳାମୁଖୀଙ୍କ ଜନ୍ମୋତ୍ସବ ଓ ସପ୍ତମ ବାର୍ଷିକୋତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ମା’ଙ୍କୁ ୧୦୦୮ ପ୍ରକାରର ବ୍ୟଞ୍ଜନ ସମେତ ମିଷ୍ଟାନ୍ନ ଓ…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୧୮ରେ କୃଷକଙ୍କ ଦେଶବ୍ୟାପୀ ୪ ଘଣ୍ଟିଆ ‘ରେଳ ରୋକୋ’

ନୂଆଦିଲ୍ଲୀ: କେନ୍ଦ୍ରର ତିନିଟି କୃଷି ଆଇନ ପ୍ରତ୍ୟାହାର ଦାବୀରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କର ଆନ୍ଦୋଳନ ଥମିବା ପରିବର୍ତ୍ତେ ଆହୁରି ଜୋରଦାର ହେବାକୁ ଯାଉଛି। ଆସନ୍ତା ଫେବ୍ରୁଆରି ୧୮ରେ କୃଷକମାନେ ଦେଶବ୍ୟାପୀ ଚାରି ଘଣ୍ଟିଆ ‘ରେଳ ରୋକୋ’ (ରେଳ ଅବରୋଧ) କରିବେ ବୋଲି ଆଜି ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...

ଦାମନଯୋଡି ଷ୍ଟ‌େସନରୁ ଚାଲାଣ ହେଉଥିଲା ଗଞ୍ଜ‌େଇ, ଜଣେ ଗିରଫ 

କୋରାପୁଟ: ସଡକପଥରେ କୋରାପୁଟ ପୁଲିସ ଧରପଗଡ କରୁଥିବାରୁ ଟ୍ରେନ ମୁହଁ ହୋଇଛନ୍ତି ଗଞ୍ଜ‌େଇ ଚୋରା ଚାଲାଣକାରୀ। ଆଜି ରେଳବାଇ ସୁରକ୍ଷା ପୁଲିସ ଦାମନଯୋଡି ଷ୍ଟ‌େସନରୁ ଜଣଙ୍କୁ ୧୪.୭୫୦ କିଲୋଗ୍ରାମ ଗଞ୍ଜ‌େଇ ଚାଲାଣ ଅଭିଯୋଗରେ ଗିରଫ କରି କୋରାପୁଟ ଜିଆରପିଏସକୁ ହସ୍ତାନ୍ତର କରିଛି। ଗିରଫ…
ଅଧିକ ଖବର ଦେଖନ୍ତୁ...

ନିର୍ମାଣାଧୀନ ଜୟପୁର ଏୟାରଷ୍ଟ୍ରିପର ତଦାରଖ କଲେ ନୂଆ ଜିଲ୍ଲାପାଳ

ଜୟପୁର : ଗତ ୬ତାରିଖ ଦିନ ଉଡାନ ଯୋଜନାରେ ନିର୍ମାଣାଧୀନ ଜୟପୁର ଏୟାରଷ୍ଟ୍ରିପ ସଂପ୍ରସାରଣ କାମର ତଦାରଖ କରିଥିଲେ  ଦକ୍ଷିଣାଂଚଳ ଆରଡିସି ଟି.ଆଓ। ଗତ କାଲି କୋରାପୁଟଜିଲ୍ଲାପାଳ ଭାବେ ଦାୟିତ୍ବ ନେବା ପରେ ଆଜି ପ୍ରଥମ କରି ଏହାର ତଦାରଖ କରିବାକୁ ଆସିଥିଲେ ଜିଲ୍ଲାପାଳ ଆବ୍ଦାଲ ଅଖତର…
ଅଧିକ ଖବର ଦେଖନ୍ତୁ...

ଗ୍ରିଲ୍ ଭାଙ୍ଗି ଲୁଟିନେଲେ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଭଦ୍ରକ : ଭଦ୍ରକ ଗବସାହିସ୍ଥିତ ଏସପିଙ୍କ ଆବାସିକ କାର୍ଯ୍ୟାଳୟ  ନିକଟରେ ଥିବା ଜଣେ ଲୋକଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ  ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୭୦ ହଜାର ଟଙ୍କା‌ ଲୁଟିନଇଛନ୍ତି । ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ଘରର ଗ୍ରିଲ…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲରେ ହାତ ଧରାଧରି ହୋଇ ଜୀବନର ଶେଷ ଫଟୋ ଉଠାଇବା ପରେ ଦୁନିଆକୁ ଅଲବିଦା କହିଲେ କରୋନା ଆକ୍ରାନ୍ତ ଦମ୍ପତି

ଲଣ୍ଡନ: କରୋନା ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ କେତେକ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ କିନ୍ତୁ ଦୁଃଖର ବିଷୟ ସେମାନେ ଆଉ ନିଜ ପରିବାରକୁ ଭେଟି ନପାରି ସବୁଦିନ ପାଇଁ ଆଖିବୁଜି ଦେଇଥି‌ଲେ। ଏଭଳି ସମୟରେ…
ଅଧିକ ଖବର ଦେଖନ୍ତୁ...

ଗୋପବନ୍ଧୁ ଭବନକୁ ଐତିହ୍ୟ ମାନ୍ୟତା ଦାବିରେ କଂଗ୍ରେସର ପଦଯାତ୍ରା

ବାରିପଦା: ବାରିପଦା ସହରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବାସଭବନକୁ ଐତିହାସିକ ସ୍ଥଳର ମାନ୍ୟତା ପ୍ରଦାନ ସହିତ ଗୋପବନ୍ଧୁଙ୍କ ଜୀବନୀ ଓ ବାରିପଦା ରହଣି ସମୟରେ ବିଭିନ୍ନ କାର୍ଯ୍ୟକ୍ରମ, ଘଟଣାବଳୀ, ଦସ୍ତାବିଜ, ଚିଠିପତ୍ର ଆଦିକୁ ନେଇ ଏକ ସଂଗ୍ରହାଳୟ ପ୍ରତିଷ୍ଠା ଦାବି କରିଛି କଂଗ୍ରେସ।…
ଅଧିକ ଖବର ଦେଖନ୍ତୁ...

ଗଡ଼ଶ୍ରୀରାମପୁରରେ ୨୦ ଘଣ୍ଟା ଧରି ଯୁବକ ଗୃହବନ୍ଦୀ, ତାଲାଭାଙ୍ଗି ଉଦ୍ଧାର କଲା ପିସିଆର ପୁଲିସ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଗଡ଼ଶ୍ରୀରାମପୁର ମୌଜା (ଓଡ଼ପଡ଼ା) ଅଞ୍ଚଳର ଏକ ଡୁପ୍ଲେକ୍ସରେ ଜଣେ ଯୁବକଙ୍କୁ ଦୀର୍ଘ ୨୦ ଘଣ୍ଟା ଧରି ଗୃହବନ୍ଦୀ କରି ରଖାଯିବା ଘଟଣା ଚର୍ଚ୍ଚାର ବିଷୟ ହୋରିଛି । ପରିବାର ଲୋକ ବହୁ ଖୋଜାଖୋଜି ପରେ ଯୁବକଙ୍କ ପତ୍ତାନମିଳିବାରୁ ଆଜି ସକାଳେ ପୁଲିସ…
ଅଧିକ ଖବର ଦେଖନ୍ତୁ...