Daily Archives

February 11, 2021

କେରଳ ଓ ତାମିଲନାଡ଼ୁରୁ ପ୍ରତିଦିନ ଆସୁଛି ବସ୍‌, ପରିବାର ସହ ବାହାର ରାଜ୍ୟମୁହାଁ ହେଲେଣି ଶ୍ରମିକ 

ଘୁ.ଉଦୟଗିରି: ଶିଳ୍ପବିହୀନ କନ୍ଧମାଳ ଜିଲ୍ଲାରେ ଏବେ କାମଧନ୍ଦା ଅଭାବରୁ ପ୍ରତିଦିନ ଶ୍ରମିକ ବାହାର ରାଜ୍ୟ ମୁହାଁ ହେବାରେ ଲାଗିଛନ୍ତି। ଚାଷ ପ୍ରତି ବିମୁଖ ବର୍ତ୍ତମାନର ଯୁବପିଢ଼ିଙ୍କୁ ଏଠାରେ ବର୍ଷ ସାରା କିଛି କାମଧନ୍ଦା ମିଳୁନି। ଜିଲ୍ଲାର ଚାଷଜମି ସମତଳ ନୁହେଁ। ଢିପଜମି ହେତୁ ଚାଷ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ପ୍ରହସନ ପାଲଟିଛି ଖାଦ୍ୟ ନିରାପତ୍ତା ଚଢ଼ଉ, ୧୦୦ଟଙ୍କା ଜୋରିମାନା ଆଦାୟ କରି ଦାୟିତ୍ୱ ସାରୁଛନ୍ତି ଅଧିକାରୀ

ଖୋର୍ଦ୍ଧା : ଖୋର୍ଦ୍ଧା ସହରରେ ପଂଜୀକୃତ ନଥାଇ ଅନେକ ହୋଟେଲ୍, ରେସ୍ତୋରାଁ, ଢାବା ଆଦି ଚାଲିଛି । ଅଧିକାଂଶ ରନ୍ଧା ଖାଦ୍ୟ ବିକ୍ରି କରୁଥିବା ସଂସ୍ଥାରେ ନିମ୍ନମାନ, ଅସ୍ୱାସ୍ଥ୍ୟକର, ବାସି ଖାଦ୍ୟ ବିକ୍ରି କରାଯାଉଥିବା ନେଇ ଅନେକ ଥର ଅଭିଯୋଗ ହେଉଛି । ଜାନୁଆରୀ ମାସରେ ଖାଦ୍ୟ ସୁରକ୍ଷା ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ମିଛ ବିଲ କରି ୧୦ ଜଣଙ୍କ ଶୌଚାଳୟ ଅର୍ଥ ଆତ୍ମସାତ କଲେ ବିଡିଓ

କୋରାପୁଟ: କାଗଜ କଲମରେ ହୋଇଛି ଶୌଚାଳୟ। କିନ୍ତୁ ହିତାଧିକାରୀ ପାଇ ନାହାନ୍ତି। ସେମାନଙ୍କ ନାମରେ ବିଲ କରାଇ ଲକ୍ଷାଧିକ ଟଙ୍କା ଖାଇ ଦେଇଥିବା କୋରାପୁଟ ଜିଲ୍ଲା ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥୀଙ୍କ ନାଁ‌ରେ ଆସିଛି ଅଭିଯୋଗ। ଏନେଇ ଆଜି ଜିଲ୍ଲାପାଳଙ୍କ ନିକଟରେ ଫେରାଦ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଡକାୟତି ମାମଲାରେ ଜାମିନରେ ଆସି ଶ୍ୱଶୁରଙ୍କ ଘର ଉପରକୁ ଗୁଳି ମାଡ଼ କଲେ ଜ୍ୱାଇଁ

ଖୋର୍ଦ୍ଧା : ପାରିବାରିକ କଳହକୁ କେନ୍ଦ୍ର କରି ଏକ ବ୍ୟାଙ୍କ ଡକାୟତି ମାମଲାରେ ଅଭିଯୁକ୍ତ ଥିବା ଜଣେ ବ୍ୟକ୍ତି ନିଜ ଶ୍ୱଶୁର ଘର ଉପରକୁ ଗୁଳି ଚଳାଇ ଫେରାର୍ ହୋଇଯାଇଛନ୍ତି । ଏହି ଘଟଣାରେ ପୁଲିସ ତନାଘନା ଆରମ୍ଭ କରିଛି ଓ ୩ ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଟଙ୍କା ଧାର ନେବା ହେଲା କାଳ, ଶ୍ବଶୁର ଘରେ ଜ୍ବାଇଁର ଆଖି ତାଡ଼ି ଦେଲେ

ନୟାଗଡ଼: ନୟାଗଡ଼ ସଦରଥାନା ଅନ୍ତର୍ଗତ ଷଠିଆପଲ୍ଲୀ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଧାର ଟଙ୍କାକୁ କେନ୍ଦ୍ର କରି ଶ୍ବଶୁର ଘରେ ଜ୍ବାଇଁକୁ ଗୋଟିଏ ଆଖି ହରାଇବାକୁ ପଡ଼ିଛି। ମିଳିଥିବା ସୂଚନାନୁସାରେ, ସଜାନାପଡ଼ା ଗ୍ରାମର ପ୍ରମୋଦ ରାଉତରାୟ(୫୦) ନୟାଗଡ଼ ସଦରଥାନା ଅନ୍ତର୍ଗତ ଷଠିଆପଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ପଥରେ ରହିଥିବା ବାଧା ଦୂର ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ପରିବାରରେ ଖୁସି ବଜାୟ ରହିବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ବୃଷ: ନୂଆ ରଣନୀତି ଆପଣଙ୍କ ଲାଗି ଲାଭଦାୟକ ହେବ। ପ୍ରିୟଜନଙ୍କ ସହିତ ସମୟ ଅତିବାହିତ କରିବେ। ପରିବାର ସହିତ କିଣାକିଣି ପାଇଁ ସହରକୁ ଯିବେ।…
ଅଧିକ ଖବର ଦେଖନ୍ତୁ...

ବେଆଇନ ବଟି ଆଦାୟ କରି ୨ ଗିରଫ

ଖୋର୍ଦ୍ଧା : ୧୬ ନମ୍ବର ଜାତୀୟ ରାଜପଥର ପ୍ରାଣନାଥ ମହାବିଦ୍ୟାଳୟ ନିକଟରେ ଟ୍ରକ୍ଗୁଡ଼ିକ ଠାରୁ ବେଆଇନ ବଟି ଆଦାୟ କରିବା ଅଭିଯୋଗରେ ଖୋର୍ଦ୍ଧା ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ଗତକାଲି ଭୋରରେ ଶିଳ୍ପାଚଂଳ ଫାଣ୍ଡି ଅଧୀନସ୍ଥ ଜାତୀୟ ରାଜପଥର ପାଣନାଥ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଖେଳିବ କି ‘ହିନ୍ଦୁତ୍ୱ’ କାର୍ଡ ! ‘ମୌନୀ ଅମାବାସ୍ୟା’ରେ ‘ସଙ୍ଗମ’ରେ ବୁଡ଼ ପକାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଆଜି ପବିତ୍ର ‘ମୌନୀ ଅମାବାସ୍ୟା’ ଅବସରରେ କଂଗ୍ରେସର ସାଧାରଣ ସଂପାଦିକା ତଥା ସୋନିଆ ଦୁହିତା ପ୍ରିୟଙ୍କା ସଙ୍ଗରେ କନ୍ୟା ମିରାୟାକୁ ଧରି ଉତ୍ତରପ୍ରଦେଶର ପବିତ୍ର ‘ସଙ୍ଗମ’ ଠାରେ ବୁଡ଼ ପକାଇଛନ୍ତି। ପବିତ୍ର ବୁଡ଼ ପକାଇ ସାରିବା ପରେ ପାରମ୍ପରିକ ପୂଜାର୍ଚ୍ଚନା ସହ ପ୍ରାର୍ଥନା…
ଅଧିକ ଖବର ଦେଖନ୍ତୁ...

ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିଶାଳ ରାଲି ଓ  ମହାସମାବେଶ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆଜି ବିଶାଳ ରାଲି ସହ ମହା ସମାବେଶର ଆୟୋଜନ କରାଯାଇଥିଲା। ପ୍ରଥମେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଏକ ବିରାଟ ରାଲିରେ ବାହାରି…
ଅଧିକ ଖବର ଦେଖନ୍ତୁ...

କରୋନା ଟିକା ନେଇ ମୃତ୍ୟୁବରଣ କରିଥିବା ସ୍ବେଚ୍ଛାସେବୀଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେଲେ ଆନ୍ଧ୍ର ସରକାର

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ କରୋନା ଟିକା ନେବା ପରେ ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ମୃତକଙ୍କ ପରିବାରକୁ ଆନ୍ଧ୍ର ସରକାର ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି। ସ୍ବେଚ୍ଛାସେବୀଙ୍କ ନାମ ପି ଲଲିତା ଥିବା ବେଳେ କ୍ଷତିପୂରଣ ତାଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟରେ…
ଅଧିକ ଖବର ଦେଖନ୍ତୁ...