Daily Archives

February 12, 2021

ଲାଞ୍ଜିଗଡ଼ରେ ପୁଣି ଲାଗିଲା ମାଓ ପୋଷ୍ଟର, ଲୋକେ ଆତଙ୍କିତ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ପୁଣି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଲାଞ୍ଜିଗଡ଼ ଥାନା ବସନ୍ତପଡ଼ାର ବସୁଧା ପାଣିଟାଙ୍କି ନିକଟରେ ଥିବା ଏକ ଆମ୍ବ ଗଛରେ ଏବଂ ବେଦାନ୍ତ ମୁଖ୍ୟ ଫାଟକର ବୁଣ୍ଡେଲ ଗାଁ ରାସ୍ତାର ଏକ ସାଇନ୍‌ବୋର୍ଡରେ ପୋଷ୍ଟର ମାଧ୍ୟମରେ ୪ଜଣଙ୍କୁ ଚେତାବନୀ…
ଅଧିକ ଖବର ଦେଖନ୍ତୁ...

ବାପା ଚାଲିଯାଇଥିଲେ, ମା’ ବି ଚାଲିଗଲେ: ଘର ନାହିଁ କି କାହାର ସହଯୋଗ ନାହିଁ

ବାରିପଦା/କପ୍ତିପଦା: ପାଞ୍ଚ ବର୍ଷ ପୂର୍ବେ ବାପା ଚାଲିଯାଇଥିଲେ। ଆଉ ଏବେ ଆରପାରିରେ ମା’। ଅବେଳରେ ଅନାଥ ହୋଇଗଲେ ୪ ଭାଇ ଭଉଣୀ। ଘର କହିଲେ କାନ୍ଥ ନଥିବା ଆଜବେଷ୍ଟ୍ ପଡ଼ିଥିବା ବଖୁରିକିଆ ଘର। ଘରର ଆର୍ଥିକ ଅବସ୍ଥା ନକହିବା ଭଲ। ସହଯୋଗ ଦେବାକୁ ମଧ୍ୟ କେହି ନାହାନ୍ତି। ତଥାପି ପାଠ ପଢ଼ିବାକୁ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ମାମଲାରେ ଜେଲ ଗଲେ ଯୁବକ

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ପୁଲିସ ଆଜି ଦୁଷ୍କର୍ମ ମାମଲାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିସନପୁର ଗ୍ରାମର ଦେବେନ୍ଦ୍ର କୁମାର ଦାସ (୨୮) । ଦେବେନ୍ଦ୍ରଙ୍କ ବିରୋଧରେ ପାହାଳ…
ଅଧିକ ଖବର ଦେଖନ୍ତୁ...

ଆମ୍ମାକୁଣ୍ଡ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କଲା ବ୍ଲକ ପ୍ରଶାସନ, ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଯେତେ ପର୍ଯ୍ୟଟନସ୍ଥଳୀ ରହିଛି ସେଥିମଧ୍ୟରୁ ଖଇରପୁଟ ବ୍ଲକରେ ରହିଥିବା ଆମ୍ମାକୁଣ୍ଡ ଅନ୍ୟତମ।ପ୍ରତିବର୍ଷ ଶହ ଶହ ପର୍ଯ୍ୟଟକ ଆମ୍ମାକୁଣ୍ଟକୁ ବୁଲିବାକୁ ଆସିଥାନ୍ତି ।ଏହାର ମନରୋମ ଦୃଶ୍ୟ ସାଂଗକୁ ଶୈବପୀଠ ଏବଂ ଏଠାରେ ରହିଥିବା ପ୍ରାକୃତିକ ପାଣି କୁଣ୍ଡରେ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ବୁଲାଇବାକୁ ନେଇ ମୃଦୁପାନୀୟରେ ନିଶା ଦେଇ ଦୁଷ୍କର୍ମ ମାମଲା : ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଜୟପୁର: ଗତ ୨୦୨୦ମସିହା ଫେବୃୟାରୀ ୨ତାରିଖ ଦିନ ଜୟପୁର ଟାଉନଥାନା ଅଂଚଳର ଜୈନେକା ନାବାଳିକାଙ୍କୁ ଅଭିଯୁକ୍ତ କେ.ଚନ୍ଦ୍ରଶେଖର ରାଓ ଜଗଦଲପୁର ବୁଲାଇବାକୁ ନେଇ ମୃଦୁପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିଲେ। ଏହି ମାମଲାର ଶୁଣାଣି କରି ପ୍ରମାଣ ଅଭାବରୁ ଅଭିଯୁକ୍ତ ଜଣକୁ ନିର୍ଦ୍ଦୋଷରେ ଖଲାସ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଆଜି ରାତିରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକସ୍ତାନ ବୋଲି ଜଣାପଡ଼ିଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ (ଏନସିଏସ୍‌) ପକ୍ଷରୁ କୁହଯାଇଛି ଯେ, ରାତି ୧୦ଟା ୩୧ ମିନିଟରେ ଭୂକମ୍ପ ଅନୁୁଭୂତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଂଗୀତ ଉତ୍ସବ ଉଦ୍‌ଘାଟିତ 

ଭବାନୀପାଟଣା / ଜୁନାଗଡ଼  : କଳାହାଣ୍ଡିର ଆଦିବାସୀ ସଂସ୍କୃତି ଓ ପରମ୍ପରା ସାରା ବିଶ୍ୱରେ ନିଆରା । କଳାହାଣ୍ଡିର ବଜାଶାଲ ରାଜପଥରେ ସଧାରଣତନ୍ତ୍ର ଦିବସ ଅବସରରେ ପ୍ରଦର୍ଶନ କରି ଜିଲ୍ଲାର ଲୋକ ନୃତ୍ୟକୁ ସ୍ବୀକୃତି ମିଳିଛି। ରାଜ୍ୟରେ ପ୍ରଥମ ଥର ପାଇଁ ଜୁନାଗଡ଼ରେ ଜାତୀୟ ଆଦିବାସୀ ଲୋକନୃତ୍ୟ ଓ…
ଅଧିକ ଖବର ଦେଖନ୍ତୁ...

ଗୁରୁଜଙ୍ଗ ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଆସାମୀ ସମେତ ୩ ଗିରଫ

ଖୋର୍ଦ୍ଧା: ଗତକାଲି ଅପରାହ୍ନ ହୋଇଥିବା ଗୁରୁଜଙ୍ଗ ଦେୱାନ୍ ସାହି ଗୁଳିକାଣ୍ଡ ମାମଲାରେ ପୁଲିସ ମୁଖ୍ୟ ଆସାମୀ ରାମଚନ୍ଦ୍ର ଦାସ ସମେତ ୩ଜଣଙ୍କୁ ଗିରଫ କରିଛି । ତେବେ ନିଜର ଶାଶୁ, ଶ୍ୱଶୁର ଓ ପତ୍ନୀଙ୍କୁ ଭୟଭୀତ କରିବାକୁ ନୁହେଁ ନିଜର ସାଥୀଙ୍କୁ ନେଇ ସେମାନଙ୍କୁ ହତ୍ୟା କରିବା ଉଦେଶ୍ୟରେ ହିଁ…
ଅଧିକ ଖବର ଦେଖନ୍ତୁ...

ମୟୂରଭଂଜ ୫୬ ନମ୍ବର ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ

ବାରିପଦା/ସାରସକଣା: ଉପନିର୍ବାଚନରେ ବିଜେଡିର ବିଜୟଧାରା ଅବ୍ୟାହତ ରହିଛି। ଗତ ବିଜାତଳା ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜେଡି ବିଜୟୀ ହୋଇଥିଲା। ଆଉ ଆଜି ସାରସକଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫୬ ନମ୍ବର ଜୋନ୍‌ ଜିଲ୍ଲାପରିଷଦ ଆସନରେ ବିଜେଡି ପ୍ରାର୍ଥୀ ତୁଷାରେନ୍ଦୁ ଶେଖର ମହାନ୍ତ ବୃହତ୍‌…
ଅଧିକ ଖବର ଦେଖନ୍ତୁ...

ତୃତୀୟ ତ୍ରୈମାସରେ ନାଲକୋର ୨୪୦ କୋଟି ଲାଭ

ଭୁବନେଶ୍ୱର : ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଡିସେମ୍ବର ୨୦୨୦ରେ ଶେଷ ହୋଇଥିବା ତୃତୀୟ ତ୍ରୈମାସିକ ଫଳାଫଳ ଘୋଷିତ ହୋଇଛି । ଆଜି କମ୍ପାନୀର ବୋର୍ଡସ୍ତରୀୟ ବୈଠକରେ ଉପସ୍ଥାପିତ ଆର୍ଥିକ ଫଳାଫଳ ଅନୁସାରେ କମ୍ପାନୀ, ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଗତ…
ଅଧିକ ଖବର ଦେଖନ୍ତୁ...