Daily Archives

February 12, 2021

ଜୟପୁର ଏୟାରଷ୍ଟ୍ରିପ୍ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ

ଜୟପୁର: ଜୟପୁର ଏୟାରଷ୍ଟ୍ରିପ୍ ‘ଉଡାନ’ ଯୋଜନାର ‘୨ ସି’ରେ ଚାଲିଥିବା ଉନ୍ନୟନ ଓ ସଂପ୍ରସାରଣ କାର୍ଯ୍ୟଧାରା ତଦାରଖ କରିଛନ୍ତି ରାଜ୍ୟ ରାଜ୍ୟ ବାଣିଜ୍ୟ ପରିବହନ ସଚିବ ମଧୁସୂଦନ ପାଢ଼ୀ। ଆଜି ଏକ ସ୍ବତନ୍ତ୍ର ବିମାନରେ ତାଙ୍କ ସହ ଗୃହ ଓ ନିର୍ମାଣ ବିଭାଗର ମୁଖ୍ୟ ସଚିବ ଇଂ. ମନୋରଂଜନ ମିଶ୍ର,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଗକୁ ବଢ଼ିବା ଲାଗି ଭାଗ୍ୟର ସହଯୋଗ ପାଇବେ। ବଡ଼ କ˚ପାନିରେ ଚାକିରିର ସୁଯୋଗ ଆସିବ। ମହିଳାଙ୍କର ଉପନ୍ୟାସ କବିତା ଆଦିରେ ରୁଚି ବଢ଼ିବ। ବୃଷ: ଯାହା ବି କାମ କରିବେ ସଫଳତା ପାଇବେ। ଆର୍ଥିକ ସ୍ଥିତି ଉତ୍ତମ ରହିବ। ଆପଣଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିପାରେ। ପାରିବାରିକ ଜୀବନ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ମେଡିକାଲ କଲେଜରୁ ନବଜାତ ଶିଶୁ ନିଖୋଜ ଅଭିଯୋଗ

କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରୁ ଏକ ନବଜାତ ଶିଶୁ ନିଖୋଜ ହୋଇଥିବା ନେଇ ଆଜି କୋରାପୁଟ ଟାଉନ ଥାନାରେ ଅଭିଯୋଗ ଆଣିଛନ୍ତି ପରିବାରବର୍ଗ । ମେଡିକାଲ କ‌ଲେଜ ପରିସରରେ ଏପରି କାଣ୍ଡ ଘଟିଥିବାରୁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନ ପାର୍ଟିରେ ସାମିଲ ହେବା ହେଲା କାଳ: ସାଙ୍ଗର ଛୁରାମାଡ଼ରେ ଯୁବକ ମୃତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ସାଙ୍ଗମାନେ ମିଶି ଜନ୍ମଦିନ ପାର୍ଟିରେ ମଜାମସ୍ତି କରୁଥିଲେ। ସବୁକିଛି ଠିକଠାକ ଚାଲିଥିଲା। ଏହି ସମୟରେ ଦୁଇଜଣ ସାଙ୍ଗଙ୍କ ମଧ୍ୟରେ କୌଣସି ଏକ କାରଣରୁ ନେଇ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଏତିକି ବେଳେ ଅନ୍ୟ ସାଙ୍ଗମାନେ ଆସି…
ଅଧିକ ଖବର ଦେଖନ୍ତୁ...

ସରକାରୀ ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ, ବିଜ୍ଞପ୍ତି ଜାରି କଲା ସାଧାରଣ ପ୍ରଶାସନ ବିଭାଗ

ଭୁବନେଶ୍ବର: ଓଡିଶାରେ ସରକାରୀ ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ । ପ୍ରଶାସନକୁ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ କରିବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଛି ସାଧାରଣ ପ୍ରଶାସନ ବିଭାଗ । ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଏଣିକି ସମସ୍ତ…
ଅଧିକ ଖବର ଦେଖନ୍ତୁ...

୧୫୫ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଯୁବକ ଗିରଫ

ଧଉଳି: ଚୋରା ବ୍ରାଉନସୁଗାର କାରବାର ମାମଲାରେ ଆଜି ଭୁବନେଶ୍ବର ଅବକାରୀ ବିଭାଗ ଦୁଇଜଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳର ଜଗବନ୍ଧୁ ବୈଠାରୁ (୨୬) ଏବଂ ସଂଜୟ କୁମାର ସାହୁ (୨୫) । ଘଟଣାସ୍ଥଳରୁ ଜଗବନ୍ଧୁ ଓ ସଂଜୟ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶର ଆରାକୁ ଘାଟିରେ ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ, ୮ ଜଣଙ୍କର ମୃତ୍ୟୁ

ବିଶାଖାପାଟଣା: ପର୍ଯ୍ୟଟକଙ୍କୁ ନେଇ ଯାଉଥିବାବେଳେ ଘାଟି ତଳକୁ ଖସିପଡିଲା ବସ, ଆଉ ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି | ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଆରାକୁ ଘାଟିରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଶୁକ୍ରବାର ସନ୍ଧ୍ୟାରେ ପ୍ରାୟ ୩୦ ଜଣ…
ଅଧିକ ଖବର ଦେଖନ୍ତୁ...

ପୁଷ୍ପଲତାଙ୍କ ସହ ସମ୍ପର୍କରେ ଥିଲେ ବି କାହିଁକି ତାଙ୍କୁ ନିର୍ମମ ଭାବେ ହତ୍ୟା କଲା ସଂଜୟ, କେମିତି କରିଥିଲା ଯୋଜନା

ଭୁବନେଶ୍ବର: ପ୍ରେମ, ପ୍ରତିହିଂସା, ପ୍ରତାରଣା ଓ ଶେଷରେ ହତ୍ୟା । ରାଜଧାନୀରେ ମୁଣ୍ଡକାଟି ହତ୍ୟା କରାଯାଇଥିବା ମହିଳା ପୁଷ୍ପଲତାଙ୍କ କାହାଣୀ ଥିଲା କିଛି ଏହିପରି… ସ୍ୱାମୀଙ୍କ ମୃତ୍ୟୁ ପରେ ସଂଜୟ ଓରଫ ଅଙ୍ଗଦକୁ ଏକ ପ୍ରକାର ଜୀବନସାଥୀ ଭାବେ ଗ୍ରହଣ କରିନେଇଥିଲେ ପୁଷ୍ପଲତା । କିନ୍ତୁ ସଂଜୟ…
ଅଧିକ ଖବର ଦେଖନ୍ତୁ...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ନାଁରେ ମାମଲା ରୁଜ୍ଜୁ କଲା ଉତ୍ତରପ୍ରଦେଶ ପୁଲିସ, ପରେ ବାଦ୍ ଦେଲା

ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନିତ କରୁଥିବା ଏକ ଭିଡିଓ ଇଣ୍ଟରନେଟରେ ପ୍ରସାରଣ ଅଭିଯୋଗରେ ବାରାଣାସୀ ପୁଲିସ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଓ ଅନ୍ୟ ୧୭ ଜଣଙ୍କ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରିଛି । ତେବେ ପରେ ପୁଲିସ ଏହି ଏଫଆଇଆରରୁ ପିଚାଇ ଓ ଗୁଗୁଲର ଆଉ କେତେକ…
ଅଧିକ ଖବର ଦେଖନ୍ତୁ...

ଓକିଲଙ୍କୁ କୋଭିଡ୍ ଟୀକା ଓ ସିଟି ହସ୍ପିଟାଲ୍ ସ୍ଥାପନ କରିବାକୁ ଦାବି କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଲେ ଜିଲ୍ଲା…

ଜୟପୁର: ଓକିଲଙ୍କୁ କୋଭିଡ୍ ଭ୍ୟାକ୍ସିନ୍ ଟୀକା ଦେବା , ପୁରୁଣା ଉପଖଣ୍ଡ ଡାକ୍ତରଖାନା ପରିସରରେ ଥିବା କୋଭିଡ୍ ହସ୍ପିଟାଲରେ ସିଟି ହସ୍ପିଟାଲ ଆରମ୍ଭ କରିବାକୁ ଅନୁରୋଧ କରି ଜିଲ୍ଲା ଆଇନଜୀବୀ ସଂଘ ଜୟପୁର ପକ୍ଷରୁ ଏକ ସ୍ମାରକପତ୍ର ଜିଲ୍ଲାପାଳ ମହମ୍ମଦ ଅବଦାଲ ଆଖତରଙ୍କୁ ଦିଆଯାଇଛି। ଆଇନଜୀବୀ…
ଅଧିକ ଖବର ଦେଖନ୍ତୁ...