Daily Archives

February 13, 2021

ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ଭିଜିଲାନସ ଡିଏସପିଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି: ଜିଲ୍ଲା ଦୁର୍ନୀତି ନିବାରଣର ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଥିବା ନେଇ ଘୋଷଣା କରାଯାଇଛି। ତେବେ କଟକର ଭିଜିଲାନସ ସଭାଗୃହରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦୁର୍ନୀତି ନିବାରଣର ନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ୍‌ ପମ୍ପରେ ବୋମାମାଡ଼ କରି ଲୁଟ୍‌ ଉଦ୍ୟମ, ସାହସର ସହ କାବୁ କଲେ ସେଲ୍‌ସମ୍ୟାନ; ୨ ଗିରଫ

ଛତିଆ: ବଡ଼ଚଣା ବ୍ଲକ୍‌ ଛତିଆ-କଳକଳା ରାସ୍ତାର ବୈରୀ ଥାନା ନିକଟରେ ଥିବା ଇଣ୍ତିଆନ୍‌ ଅଏଲର ଅଭିରାମ ସେବାକେନ୍ଦ୍ର ପେଟ୍ରୋଲ ପମ୍ପରେ ଗତକାଲି (ଶୁକ୍ରବାର) ବିଳମ୍ବିତ ବୋମାମାଡ଼ କରି ଲୁଟ୍‌ ଉଦ୍ୟମ ହୋଇଛି। ବୋମାମାଡ଼ ‌ସତ୍ତ୍ବେ ପେଟ୍ରୋଲ ପମ୍ପର ସେଲ୍‌ସମ୍ୟାନ ସାହସର ସହିତ ଜଣେ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ସହ ଗାଡ଼ି ଜବତ, ଅଭିଯୁକ୍ତ କୋର୍ଟଚାଲାଣ

ବୀରମହାରାଜପୁର/ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଗଞ୍ଜେଇ ସହ ଗୋଟି ଗାଡ଼ିକୁ ଜବତ କରାଯାଇଛି। ବୌଦ୍ଧ ପଟରୁ ଆସୁଥିବା ଏକ ମହିନ୍ଦ୍ରା କେୟୁଭି ଗାଡ଼ିକୁ (ଓଡି ୧୪ୟୁ-୭୪୬୬) ସୋନପୁର ସହର ପଟାଭାଡ଼ି ବୀରସୁରେନ୍ଦ୍ର ସାଏ ଛକଠାରେ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ, ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଳତି ପଞ୍ଚାୟତ ଅନ୍ତର୍ଗତ ଜନାର୍ଦ୍ଦନପୁର ପାଟଣା ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବୋହୂୂର ଭାଇ ଓ ମା'ଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ମହିଳା। ସେମାନେ ମରଣାନ୍ତକ ଆକ୍ରମଣ କରିିବା ପରେ ଘରୁ ଘୋଷାରିି ନେଇ…
ଅଧିକ ଖବର ଦେଖନ୍ତୁ...

ସୁନାଚେନ୍ ଝାମ୍ପି ନେଲା ଦୁର୍ବୃତ୍ତ

ଧର୍ମଶାଳା: ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍ ଝାମ୍ପି ନେଇଛି ଦୁର୍ବୃତ୍ତ। ପାଖର ପଂଚାୟତର ମହିଳା ଜିଆରଏସ୍‌‌ ଚିନ୍ମୟୀ କର ଆଜି ଦିନ ପ୍ରାୟ ୨ଟାରେ ଜାରକାରୁ କାମ ସାରି ଏକ ସ୍କୁଟିରେ ମୁରାରୀପୁର ଗ୍ରାମସ୍ଥିତ ନିଜ ଘରକୁ ଫେରୁଥିଲେ। ନାକପୋଲ ବଜାର ନିକଟରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ସିଫାରେ ୧୦ମ ବିଶ୍ବ ରେଡ଼ିଓ ଦିବସ ୨୦୨୧ ପାଳିତ

ଧଉଳି:ରେଡ଼ିଓ ଓ ମଣିଷ ଭିତରେ ସଂପର୍କ ଅତି ପୁରୁଣା । ରେଡ଼ିଓ ମତ ପ୍ରକାଶନର ସବୁଠୁ ପୁରୁଣା ମାଧ୍ୟମ । ଦିନ ଥିଲା ରେଡ଼ିଓ ଲୋକମାନଙ୍କ ମଧ୍ୟରେ ସଂପର୍କ ସ୍ଥାପନର ଏକ ମାତ୍ର ମାଧ୍ୟମ ଥିଲା । ଆଜିର ପ୍ରଚାର ଓ ପ୍ରସାରଣ ଯୁଗରେ ପୁଣି ରେଡ଼ିଓର ଚାହିଦା ସର୍ବବ୍ୟାପି ହୋଇପାରିଛି । ରେଡ଼ିଓ ଆଜିର…
ଅଧିକ ଖବର ଦେଖନ୍ତୁ...

କିଡନୀ ରୋଗୀଙ୍କୁ ରାସନ ଓ ଆର୍ଥିକ ସହାୟତା ଦେଲେ ବିନୋଦ

ମାଲକାନଗିରି: ଜିଲ୍ଲାରେ କିଡନୀ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। କାଲିମେଳା ବ୍ଲକ ଏବଂ ପଡିଆ ବ୍ଲକରେ ଗାଁ ଗାଁରେ କିଡନୀ ରୋଗୀ ରହିଛନ୍ତି। ଆର୍ଥିକ ଅନାଟନ ଦେଇ ଗତି କରୁଥିବା ଗରିବ ଲୋକେ ନିଜର ଚିକିତ୍ସା କରାଇ ନପାରି ଅକାଳରେ ଜୀବନ ହାରୁଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଗାଁରୁ ବାସନ୍ଦ ଘଟଣା, ଜାତୀୟ ମାନବାଧିକାର କୋର୍ଟରେ ମାମଲା

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧୀନ ନୂଆରମ୍ପାସ ଗାଁର ଗୋଟିଏ ପରିବାର ଗାଁ ଲୋକ ବାସନ୍ଦ କରିିବା ଘଟଣା ପହଞ୍ଚିଛିି ଜାତୀୟ ମାନାବାଧିକାର କମିିସନ କୋର୍ଟରେ। ମାନବାଧିକାର କର୍ମୀ ହିମାଶୁଂ ନାୟକ ଏନେଇ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିବାପରେ କମିସନ ଏହାକୁ…
ଅଧିକ ଖବର ଦେଖନ୍ତୁ...

ନରଣପୁର ଲ୍ୟାମ୍ପସରେ ତାଲା ପକାଇଲେ ଚାଷୀ,ଧାନର ଅଭାବି ବିକ୍ରି

କେନ୍ଦୁଝର: ମଣ୍ଡିରେ ଚାଷୀଙ୍କ ଧାନ ନିଆଯାଉ ନାହିଁ। ଟୋକନ ଅଛି, ଟାର୍ଗେଟ ନାହିଁ। ଏଥିପାଇଁ ଉତ୍ତ୍ୟକ୍ତ ଚାଷୀ ଆଜି କେନ୍ଦୁଝର ଜିଲ୍ଲା ନରଣପୁର ସଦର ଲ୍ୟାମ୍ପରେ ତାଲା ପକାଇ ପ୍ରତିବାଦ ଜଣାଇଛନ୍ତିି। ଆଉ ତାଙ୍କ ଧାନ ନ‌ନେବା ପର୍ଯ୍ୟନ୍ତ ଲ୍ୟାମ୍ପରୁ ତାଲା ଖୋଲିବାକୁ ଦିଆଯିବ ନାହିଁ ବୋଲି…
ଅଧିକ ଖବର ଦେଖନ୍ତୁ...

ପାଞ୍ଚ ପଇସାରେ ମତେ ଆଦିବାସୀ ମାଁଙ୍କ ପାଖରେ ବିକ୍ରି କରାଯାଇଥିଲା: ସଂସ୍କୃତି ମନ୍ତ୍ରୀ

ଭବାନୀପାଟଣା/ଜୁନାଗଡ଼: ଓଡ଼ିଶାରେ ସଂସ୍କୃତି ଓ ପର୍ଯ୍ୟଟନକୁ ଯୋଡ଼ିବାରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଅତୁଳନୀୟ। ମୁଁ ଛୋଟଥିବା ବେଳେ ପରମ୍ପରା ଅନୁଯାୟୀ ମୁଁ ବ୍ରାହ୍ମଣ ପୁଅ ହୋଇଥିଲେ ମଧ୍ୟ ପାଞ୍ଚ ପଇସାରେ ଆଦିବାସୀ ମାଁଙ୍କ ପାଖରେ ମୋତେ ବିକ୍ରି କରାଯାଇଥିଲା। ତେଣୁ ଆଦିବାସୀମାନଙ୍କ ପାଖରେ…
ଅଧିକ ଖବର ଦେଖନ୍ତୁ...