Daily Archives

February 13, 2021

ପେଟ୍ରୋଲ୍‌ ଦର ୯୦ ପାର୍; ମହଙ୍ଗା ମାଡ଼ରେ ଅତିଷ୍ଠ ସହରବାସୀ, ତେଜୁଛି ଅସନ୍ତୋଷ 

ବ୍ରହ୍ମପୁର: ବ୍ରହ୍ମପୁରରେ ଚଳିତ ମାସରେ ପେଟ୍ରୋଲ୍ ଦର କ୍ରମାଗତ ଭାବେ ବୃଦ୍ଧି ପାଇ ଆଜି ଲିଟର୍‌ ପିଛା ଦର ୯୦ଟଙ୍କା ୩୬ପଇସାରେ ପହଞ୍ଚିଛି। ଯାହାକି ସର୍ବକାଳୀନ ରେକର୍ଡ଼ ଭାଂଗିଛି ବୋଲି ସହରରେ ଚର୍ଚ୍ଚା ହେଉଛି। ଏପରିକି ସ୍ବାଧୀନତା ପରଠୁ ମଧ୍ୟ କେବେ ‌ପେଟ୍ରୋଲ୍‌ ଦର ୯୦ଟଙ୍କା ଛୁଇଁ…
ଅଧିକ ଖବର ଦେଖନ୍ତୁ...

ଦଳିତ ନାବାଳିକା ଗଣଦୁଷ୍କର୍ମ, ୪ ଅଭିଯୁକ୍ତ ଗିରଫ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ପୁଣିଥରେ ଘଟିଛି ଏକ ଲଜ୍ଜାଜନକ ଘଟଣା। ଗତ ଗୁରବାର ଦିନ ଜିଲ୍ଲାର ବ୍ରହ୍ମପୁର ସଦର ଥାନା ଇଲାକାରେ ଜନୈକା ପଞ୍ଚମଶ୍ରେଣୀ ଛାତ୍ରୀଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ଖବର ଆଲୋଡନ ସୃଷ୍ଟି କରିଥିବା ବେଳେ  ଆଜି ଭଞ୍ଜନଗର ଥାନା ଇଲାକାରେ ଜଣେ ଦଳିତ ନାବାଳିକାକୁ ଗଣ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଭାରତର କୃଷି ବ୍ୟବସାୟକୁ ତାଙ୍କର ଦୁଇ ବନ୍ଧୁଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର କୃଷି ବ୍ୟବସାୟକୁ ତାଙ୍କର ଦୁଇ ବନ୍ଧୁଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି। ଆଜି ଏକ ରାଲିକୁ ସମ୍ବୋଧିତ କରି ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଜି ରାଜସ୍ଥାନରେ ଏକ ରାଲିକୁ ସମ୍ବୋଧିତ କରିବାବେଳେ ପୂର୍ବତନ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଉଇ ଖାଇଦେଲେ ସରକାରୀ ବହି

ସାଲେଭଟା/ଲୋଇସିଂହା: ପିଲାମାନେ ସ୍କୁଲରେ ବହି ନପାଇ ହଇରାଣ ହେଉଛନ୍ତି। ଅନ୍ୟପକ୍ଷରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ପରିସରରେ ଥିବା ବ୍ଲକ କଲୋନି ସରକାରୀ ପ୍ରାଥମିକ ସ୍କୁଲ ସାମନାରେ ଶହ ଶହ ସରକାରୀ ବହିକୁ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି। କିଛି ଲୋକ ଏହି ବହିକୁ ବସ୍ତାରେ…
ଅଧିକ ଖବର ଦେଖନ୍ତୁ...

ସେରଗଡ଼ ଧାନ ମଣ୍ଡିରେ ଯୋଗାଣ ବିଭାଗର ଚଢ଼ଉ, ୧୦୯ ବସ୍ତା ଧାନ ଜବତ

ରୁପ୍ରା: ନର୍ଲା ବ୍ଲକ ତୁଲାପଡ଼ା ପେକ୍ତସ ଅନ୍ତର୍ଗତ ସେରଗଡ଼ ମଣ୍ଡିରେ ଶନିବାର ଯୋଗାଣ ବିଭାଗ ଚଢ଼ଉ କରି ୧୦୯ ବସ୍ତା ଧାନ ଜବତ କରିଛି। ଏହି ଚଢ଼ଉରେ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଯୋଗାଣ ଅଧିକାରୀ ଧୁମାରାମ ମୁର୍ମୁ ଓ ନର୍ଲା ଯୋଗାଣ ନିରୀକ୍ଷକ ସନ୍ତୋଷ ପ୍ରଧାନ…
ଅଧିକ ଖବର ଦେଖନ୍ତୁ...

ଡ. ବିଜୟ ସାହୁ ଉଇପୋର ଅମ୍ବାସାଡ଼ର ମନୋନୀତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଗର୍ବ ଓ ଗୌରବ ଡ.ବିଜୟ ସାହୁ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜ ଖ୍ୟାତି ଅର୍ଜନ କରିଚାଲିଛନ୍ତି। ଧନୁଷ ତୋପର ପେଟର୍ନ ପରେ ପରେ ଜଣେ ଉଦୀୟମାନ ଯୁବ ପ୍ରତିଭା ଭାବରେ ଦେଶ ବିଦେଶରେ ତାଙ୍କର ବେଶ୍‌ ସୁନାମ ରହିଛି।…
ଅଧିକ ଖବର ଦେଖନ୍ତୁ...

ଶ୍ବଶୁର ଘରେ ଜ୍ବାଇଁଙ୍କ ସନ୍ଦେହଜନକ ମୃତ୍ୟୁ

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ବୋରିଂପଦରର କୁଳେଶ୍ୱର ପୁଟେଲ (୪୦ ବର୍ଷ) ବଗାଡ଼ସ୍ଥିତ ତାଙ୍କ ଶ୍ବଶୁର ଘରକୁ ଯାଇଥିବା ସମୟରେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, କୁଳେଶ୍ୱରଙ୍କ…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକ ଏବଂ ସମାଜସେବୀଙ୍କୁ ଟାର୍ଗେଟ କଲେ ନକ୍ସଲ

ମାଲକାନଗିରି: ନକ୍ସଲ ଏବେ ସାମ୍ବାଦିକ ଓ ସମାଜସେବୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି। ଗତକାଲି ପ୍ରେସ ବିଜ୍ଞପ୍ତିରେ ସିଧାସଳଖ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ସମାଜସେବୀ ତଥା ସାମ୍ବାଦିକ ଫାରୁକ ଅଲ୍ଲୀ ଏବଂ ଲିଲାଧର ରାଠୀଙ୍କୁ ହତ୍ୟା କରାଯିବା ନେଇ ପ୍ରେସ…
ଅଧିକ ଖବର ଦେଖନ୍ତୁ...

ପିଆରଏମରେ ମହିଳାଙ୍କୁ ଅସଦାଚରଣ କରି ସେକା ଖାଇବା ଘଟଣା, ଦୁର୍ବ୍ୟବହାରକାରୀ ଯୁବକକୁ ବାନ୍ଧିଲା ପୁଲିସ୍

ବାରିପଦା: ପିଆରଏମ୍ ହସ୍ପିଟାଲରେ ଗତକାଲି ସନ୍ଧ୍ୟାବେଳେ ଜଣେ ମହିଳାଙ୍କୁ ଅସଦାଚରଣ କରି ଚପଲରେ ସେକା ଖାଇଥିବା ଯୁବକକୁ ବାନ୍ଧିଛି ବାରିପଦା ଟାଉନ୍ ଥାନା ପୁଲିସ୍। ପିଆରଏମରେ ଭର୍ତ୍ତି ହୋଇଥିବା ନିଜର ଜଣେ ସମ୍ପର୍କୀୟାଙ୍କୁ ଆଟେଣ୍ଡାଣ୍ଟ୍ ଭାବେ ଦେଖାଶୁଣା କରିବା ନିମନ୍ତେ ହସ୍ପିଟାଲରେ ଥିବା…
ଅଧିକ ଖବର ଦେଖନ୍ତୁ...

ବେକରେ ଓଢ଼ଣୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରର ବାବାଜୀପଡାସ୍ଥିତ ଗୋଦାମପଡାରେ ରହୁଥିବା ମଧୁ ରାଏଙ୍କ ଝିଅ ଲକ୍ଷ୍ମୀ (୧୯) ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ଲକ୍ଷ୍ମୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୁଲିସର ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ଶନିବାର…
ଅଧିକ ଖବର ଦେଖନ୍ତୁ...