Daily Archives

February 14, 2021

କଲରାପତରିଆ ବାଘ ଖାଇଗଲା ୪ ବଳଦ, ଭୟରେ ରାତିରେ ପଦାକୁ ବାହାରୁନାହାନ୍ତି ଲୋକେ

ରାଇରଙ୍ଗପୁର/ବିଶୋଇ: ମୟୂରଭଞ ଜିଲ୍ଲା ବିଶୋଇ ବ୍ଲକ୍ ଖଡମବେଡା ପଂଚାୟତର ଦ୍ୱାରଶୁଣି ବୁଢାପାହାଡ ଅଂଚଳରେ ୪ ବଳଦକୁ କଲରାପତରିଆ ବାଘ ଖାଇଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ବାରିପଦା ବନଖଣ୍ଡ ବାଙ୍ଗିରିପୋଷି ରେଞ ଯୋକା ବିଟ୍ର ବୁଢାପାହାଡ ଟାଇଗର୍ ରିଜର୍ଭ ଫରେଷ୍ଟର…
ଅଧିକ ଖବର ଦେଖନ୍ତୁ...

ହୀରାଖଣ୍ଡ ଟ୍ରେନ ପୁନଃ ଚଳାଚଳ ଲାଗି ପୂର୍ବତଟ ରେଳବାଇକୁ ଚିଠି ଲେଖିଲେ ବିଧାୟକ

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲା ଦେଇ ରାଜ୍ୟର ରାଜଧାନୀ ଭୁବନେଶ୍ବରକୁ ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଚଳାଚଳ ବନ୍ଦ  ରହିଛି। କୋଭିଡ୍ ସ୍ଥିତି ସଂପ୍ରତି ସ୍ବାଭାବିକ ହୋଇଯାଇଥିବାରୁ ଏବେ ଏହି ଲାଇଫଲାଇନ୍ ଟ୍ରେନକୁ ପୁନଃ ଚଳାଚଳ ପାଇଁ ରେଲବାଇକୁ ଅନୁରୋଧ କରି ଚିଠି ଲେଖିଛନ୍ତି ଜୟପୁର…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟକୁ ଲକ୍ଷେ ଟଙ୍କା ଦେଲେ ପୂର୍ବତନ ଛାତ୍ର

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ର ସର୍ବପୁରାତନ ସ୍କୁଲ୍‌ ହାଟଡିହି ହାଇସ୍କୁଲ୍‌କୁ ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗର ହାତ ବଢ଼ାଇଛନ୍ତି। ଏହାଦ୍ୱାରା ସ୍କୁଲ୍‌ର ଭିତ୍ତିଭୂମି ବିକାଶ ହେବ। ଏହି ସ୍କୁଲ୍‌ର ୧୯୭୧ ବ୍ୟାଚ୍‌ର ଛାତ୍ର ଯଦୁମଣି ଜେନା ମୋ ସ୍କୁଲ୍‌ ଅଭିଯାନରେ…
ଅଧିକ ଖବର ଦେଖନ୍ତୁ...

ବରଯାତ୍ରୀ ନେଇ ଯାଉଥିବା ବଲେରୋ ଦୁର୍ଘଟଣା, ଜଣେ ମୃତ, ୭ ଆହତ

ଉଲୁଣ୍ଡା/ ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଠେଙ୍ଗୋ ଡ୍ୟାମ୍‌କୁ ସଂଯୋଗ କରୁଥିବା ରାସ୍ତାର କଳାପଥର ବୁଲାଣିରେ ଏକ ବଲେରୋ ଗାଡ଼ି ଓଲଟି ପଡ଼ି କେନାଲକୁ ପଶିଗଲା। ଫଳରେ ଏଥିରେ ଜଣକର ମୃତ୍ୟୁ ହୋଇଛି। ୭ ଜଣ ଆହତ ହୋଇଥିବା ଜଣାଯାଇଛି। ବୀରମହାରାଜପୁର…
ଅଧିକ ଖବର ଦେଖନ୍ତୁ...

କ୍ଲବ ସମ୍ମୁଖରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ବାନ୍ଧିଲେ ଗ୍ରାମବାସୀ

ପାଟଣା: ପାଟଣା ବ୍ଲକ୍‌ ମୁରୁସୁଆଁ ପଞ୍ଚାୟତରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁୁଲିସ ଅଭିଯୁକ୍ତ ଯୁୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ଛୋଟରାୟ ମୁଣ୍ଡା (୩୫)। ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟାବେଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ପରିବେଶ ଓ ସୁନ୍ଦର ସ୍ବାସ୍ଥ୍ୟ ସଚେତନତା ପାଇଁ ଅଣ୍ଟାଭିଡ଼ିଲେ ସରକାରୀ କର୍ମଚାରୀ ଓ ବ୍ୟବସାୟୀ 

ଜୟପୁର: କୋଭିଡ୍ ସଂକ୍ରମଣ ଏବଂ ଏହାର ଭୟାବହତାକୁ ସବୁ ମର୍ମେ ମର୍ମେ ଅଙ୍ଗେ ନିଭାଇଛନ୍ତି। ଏହା ପରଠାରୁ ସୁସ୍ଥ ପରିବେଶ ଓ ସୁନ୍ଦର ସ୍ବାସ୍ଥ୍ୟ ଗଠନ ହୋଇ ପାରିବ ସେ ଦିଗରେ ସବୁ ଯତ୍ନବାନ ହେବାରେ ଲାଗି ପଡ଼ିଛନ୍ତି। ‘ସିୱା’ ଅନୁଷ୍ଠାନ ପକ୍ଷରୁ ଚାଳିଥିବା ସାପ୍ତାହିକ ରବିବାର ଅଭିଯାନ ‘ସାଇକେଲ…
ଅଧିକ ଖବର ଦେଖନ୍ତୁ...

ଭୁ‌ବନେଶ୍ବରରେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବ୍ୟବହୃତ ସ୍କୁଟି ଜବତ

ଘୁ.ଉଦୟଗିରି/ଭୁବନେଶ୍ବର: ଚନ୍ଦକା ଅଞ୍ଚଳରୁ  ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ କମିସନରେଟ ପୁଲିସ ଅଭିଯୁକ୍ତ ଗିରଫ କରିବା ପରେ ଆଜି ଏଥିରେ ବ୍ୟବହୃତ ସ୍କୁଟିକୁ ଘୁ.ଉଦୟଗିରି ଥାନା ଅଞ୍ଚଳରୁ ଜବତ କରିଛିା ଜବତ ସ୍କୁଟିକୁ କିଣିଥିବା ଅଭିଯୋଗରେ କଳିଙ୍ଗା ପଞ୍ଚାୟତର ତାରବାଡ଼ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

କେଶ ଝଡ଼ିବା ସମସ୍ୟାକୁ ଦୂର କରେ ଗ୍ରୀନ୍‌ ଟି, ଏହି ସବୁ ଜିନିଷ ସହ ମିଶାଇ କରନ୍ତୁ ବ୍ୟବହାର

ଆଜିକାଲି ପ୍ରଦୂଷଣର ମାତ୍ରା ବଢ଼ୁଥିବାରୁ ଏହାର ପ୍ରଭାବ ମଣିଷ ଶରୀର ଉପରେ ପଢ଼ୁଛି । ଖାସ୍‌ କରି କେଶ ଉପରେ ଏହାର ସମସ୍ୟା ଅଧିକ ପଡ଼ୁଛି । ଶୀତଦିନେ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ଏହି ଦିନେ କେଶ ଅଧିକ ମାତ୍ରାରେ ଝଡ଼ିଥାଏ । ତେବେ କେଶ ଝଡ଼ିବା ସମସ୍ୟାକୁ ଗ୍ରୀନ୍‌ ଟିର ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଘାଟିରୁ ତଳକୁ ଖସିଲା ବାଇକ୍‌, ୨ ମୃତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ମାଳପତି ନିକଟ ମାଝିପଡ଼ା ଘାଟିରେ ଏକ ବାଇକ୍‌ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟାରେ ୩ ଜଣ ଯୁବକ ଏକ ବାଇକ୍‌ରେ ଫିରିଙ୍ଗିଆ କାଶିନିପଦର ଅଭିମୁଖେ ଯାଉଥିବା ବେଳେ ମାଝିପଡ଼ା ଘାଟିରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ପୁଣି ଖାକିରେ ଦାଗ; ବାରମ୍ବାର ଗର୍ଭପାତ ଓ ପ୍ରତାରଣା, କନ୍‌ଷ୍ଟେବଳଙ୍କ ବିରୋଧରେ ଏତଲା

ଫୁଲବାଣୀ : ପୁଣି ଏକ ଘଟଣାରେ କନ୍ଧମାଳ ପୁଲିସର ଖାକି ପୋଷାକରେ ଲାଗିଛି କଳାଦାକ। ଜଣେ ମହିଳା ହୋମ୍‌ଗାର୍ଡ଼ଙ୍କୁ ୧୦ ବର୍ଷ ହେଲା ପ୍ରେମ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଜଣେ ପୁଲିସ କନେଷ୍ଟବଳ ଶେଷରେ ତାଙ୍କୁ ଶେଷରେ ପ୍ରତାରଣା କରିଛନ୍ତି। ୧୦ ବର୍ଷ ଧରି ଉକ୍ତ ପୁଲିସ…
ଅଧିକ ଖବର ଦେଖନ୍ତୁ...