Daily Archives

February 15, 2021

ମେଡିକାଲ କଲେଜରୁ ଶିଶୁ ଚୋରି ମାମଲା ; ଦୁଇ ସମ୍ପର୍କୀୟଙ୍କ ସହ ୫ ଗିରଫ, ୭ ଦିନର ଶିଶୁକନ୍ୟା ଉଦ୍ଧାର

କୋରାପୁଟ : କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଏସଏନସିୟୁରୁ ନବଜାତ ଶିଶୁକନ୍ୟା ଗାୟବ ଘଟଣାରେ ଟାଉନ ପୁଲିସକୁ ବଡ ସଫଳତା ମିଳିଛି। ୪୮ ଘଣ୍ଟା ମଧ୍ୟରେ ପୁଲିସ ଘଟଣାରେ ସମ୍ପୃକ୍ତ ରହିଥିବା ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ପରିବାରବର୍ଗଙ୍କୁ ୭ଦିନର ଶିଶୁକନ୍ୟାକୁ…
ଅଧିକ ଖବର ଦେଖନ୍ତୁ...

କେବିଡ଼ି ନୀଳଗିରି ବାଡରେ ଅଜଣା ମହିଳାଙ୍କ ହତ୍ୟା ମାମଲା: ୩ବର୍ଷ ପରେ ବି ରହସ୍ୟର ପରଦା ଉଠୁନି

ଜୟପୁର: ବୋରିଗୁମ୍ମା-ରାଣୀଗଡ଼ ରାସ୍ତାରେ ଭୁବନେଶ୍ବରରୁ ଗାଡ଼ି ଭଡ଼ାରେ ଆଣି ଡ୍ରାଇଭର ହତ୍ୟା ମାମଲାର ପରଦା ସ୍ବଳ୍ପ ଦିନ ମଧ୍ୟରେ କୋରାପୁଟ ପୁଲିସ ଉଠାଇଛି। ଏହି ମାମଲାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ସେହି ରାସ୍ତାରେ ଗତ ୨୦୧୮ମସିହା ଜୁଲାଇ ୧୧ରେ ବୋରିଗୁମ୍ମା ଥାନା…
ଅଧିକ ଖବର ଦେଖନ୍ତୁ...

ଅତିରିକ୍ତ ଦାୟିତ୍ବରେ ଚାଲିଛି ଡିଆରଡିଏ ଅଫିସ, କେବେ କାର୍ଯ୍ୟରେ ଯୋଗଦେବେ ପିଡ଼ି?

ରାୟଗଡ଼ା: ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଛି ହଜାରେ କୋଟିର ଯୋଜନା। କିନ୍ତୁ ଯୋଜନା ପରିଚାଳନା ଓ ବିକାଶ ପରଖିବା ପାଇଁ ନାହାନ୍ତି ସ୍ଥାୟୀ ଅଧିକାରୀ। ଦେଢ଼ ମାସ ହେଲା ବିଭାଗ ଅତିରିକ୍ତ ଦାୟିତ୍ବରେ ଚାଲିଥିବା ବେଳେ ନବ ନିଯୁକ୍ତ ସ୍ଥାୟୀ ଅଧିକାରୀ ନିଯୁକ୍ତିନାମାର ମାସକ ପରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁର ନିର୍ବାଚନ ରେକର୍ଡ ରୁମ୍‌ରେ ନିଆଁ, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ନିର୍ବାଚନ ରେକର୍ଡ ରୁମରେ ନିଆଁ ଲାଗି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଦିନ ପ୍ରାୟ ୨.୩୦ମିରେ ସମୟରେ ରେକର୍ଡ ରୁମରୁ ଧୂଆଁ ବାହାରୁଥିବା ପ୍ରଥମେ ସାମ୍ବାଦିକ ଯୁଗଳ…
ଅଧିକ ଖବର ଦେଖନ୍ତୁ...

ବହୁଦିନ ହେଲା ବିନା ଡାକ୍ତରରେ ଚାଲିଛି ନିଶ୍ଚେତକ ଓ ସର୍ଜରୀ ବିଭାଗ

ଭଞ୍ଜନଗର : ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ସରକାର ଯୋଜନା କରୁଛନ୍ତି। କିନ୍ତୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଦେଖିଲେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁଥିବା ସେବା ମଧ୍ୟ ଏଠାରେ ଉପଲବ୍ଧ ହୋଇପାରୁନି। କେବଳ ବଡବଡ କୋଠା ରହିଥିବା ବେଳେ ରୋଗୀ ସେବା ଦୁର୍ବଳ…
ଅଧିକ ଖବର ଦେଖନ୍ତୁ...

ଖୁବ ଶୀଘ୍ର ବଦଳିବାକୁ ଯାଉଛି ସ୍ଲିପର କୋଚର ରଙ୍ଗ, ସୁଇଚ ଚିପିଲେ ଖୋଲିବ ଟ୍ରେନ କବାଟ

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ଦୂର ସ୍ଥାନକୁ ଯାଉଥିବା ଯାତ୍ରୀମାନଙ୍କ ଆରାମଦାୟକ ଯାତ୍ରା ପାଇଁ ପ୍ରୟାସ କରୁଛି | ଏଥିପାଇଁ ଟ୍ରେନ ବଗିଗୁଡିକୁ ଆଧୁନିକ ଢଙ୍ଗରେ ପ୍ରସ୍ତୁତ କରାଯାଉଛି | ଦେଶର ଆଧୁନିକ ଟ୍ରେନ ତେଜସ ଭଳି ସ୍ଲିପର ବଗିଗୁଡିକୁ ରେଳ ମନ୍ତ୍ରାଳୟ ପ୍ରସ୍ତୁତ କରୁଛି | ନୂଆ ଓ…
ଅଧିକ ଖବର ଦେଖନ୍ତୁ...

କପଡା ଓ କାଗଜ ଉପରେ କମ ସମୟ ପାଇଁ ଜୀବନ୍ତ ରୁହନ୍ତି କରୋନା ଭାଇରସ: ଆଇଆଇଟି ବିଶେଷଜ୍ଞ

ମୁମ୍ବାଇ: ଆଇଆଇଟି(ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି) ମୁମ୍ବାଇର ବୈଜ୍ଞାନିକମାନେ କରୋନା ଭୂତାଣୁ ସହିତ ଜଡିତ ଏକ ପ୍ରମୁଖ ରହସ୍ୟ ସମାଧାନ କରିବାରେ ସଫଳ ହୋଇଛନ୍ତି। ସେମାନେ ଜାଣିବାକୁ ପାଇଛନ୍ତି ଯେ କେଉଁ ପୃଷ୍ଠରେ କରୋନା ଭୂତାଣୁ ଅଧିକ ଦିନ ବଞ୍ଚନ୍ତି ଏବଂ କେଉଁ ପୃଷ୍ଠରେ କମ ସମୟ…
ଅଧିକ ଖବର ଦେଖନ୍ତୁ...

ନେପାଳ ଓ ଶ୍ରୀଲଙ୍କାରେ ସରକାର ଗଠନ ପାଇଁ ଯୋଜନା କରୁଛି ବିଜେପି: ବିପ୍ଳବ ଦେବ

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ନେପାଳ ଏବଂ ଶ୍ରୀଲଙ୍କା ପରି ପଡୋଶୀ ଦେଶରେ ନିଜର ଦଳ ବିସ୍ତାର କରିବାକୁ ଯୋଜନା କରିଛି। ତ୍ରିପୁରାର ଅଗରତାଲାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବାବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ…
ଅଧିକ ଖବର ଦେଖନ୍ତୁ...

୩ ନକଲି ମାଓବାଦୀ ଗିରଫ

ଭବାନିପାଟଣା : ନିଜକୁ ସିପିଆଇ (ମାଓବାଦୀ) ସଂଗଠନର ସଦସ୍ୟ କହି ଲୋକମାନଙ୍କୁ ବଟି ମାଗୁଥିବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ଓ ୨ ଜଣ ନାବାଳକ ଥିବା ଜଣାଯାଇଛି । ପୁଲିସ ସୁତ୍ରରୁ ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷାରେ ଛାତ୍ରୀ ଫେଲ ହେବାରୁ କୋଚିଂ ସେଣ୍ଟର ଫେରାଇବ ସମ୍ପୂର୍ଣ୍ଣ ଫି

ନୂଆଦିଲ୍ଲୀ: ଶିକ୍ଷାକୁ ନେଇ ବ୍ୟବସାୟ ଏବେ ବଢ଼ିବାରେ ଲାଗିଛି | ମାଳମାଳ କୋଚିଂ ସେଣ୍ଟର ଆକର୍ଷଣୀୟ କ୍ୟାରିୟରର ସ୍ୱପ୍ନ ଦେଖାଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନିଜ ପ୍ରତି ଆକୃଷ୍ଟ କରାଇବାରେ ଲାଗିପଡିଛନ୍ତି | ତେବେ ବର୍ତ୍ତମାନ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ମିଛ ପ୍ରତିଶୃତି…
ଅଧିକ ଖବର ଦେଖନ୍ତୁ...