Daily Archives

February 15, 2021

ଭାଲେଣ୍ଟାଇନ ଡେରେ ବିବାହ ବନ୍ଧନରେ ବାନ୍ଧିହେଲେ ୧୫ ନକ୍ସଲ ଦମ୍ପତ୍ତି, ପୁଲିସ ସାଜିଲା ବରଯାତ୍ରୀ

ଦାନ୍ତେୱାଡା: ଦିନେ ଜଙ୍ଗଲରେ ବନ୍ଧୁକ ଧରି ଲାଲ ସଲାମର ନାରା ଦେଇ ପୁଲିସ ସହ ମୁହାଁମୁହିଁ ହେଉଥିଲେ | ଆଉ ଏବେ ସେହି ପୁଲିସ ସହାୟତାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନକ୍ସଲ ଦମ୍ପତ୍ତି | ରବିବାର ଦିନ ଦାନ୍ତେୱାଡାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା | ମିଳିଥିବା ସୂଚନା ମୁତାବକ…
ଅଧିକ ଖବର ଦେଖନ୍ତୁ...

ଚୋରକୁ ନିସ୍ତୁକ ମାଡ଼ ପରେ ପୁଲିସ ଜିମା ଦେଲେ ଗ୍ରାମବାସୀ

ମୁରିବାହାଲ : ଚୋରି କରୁଥିବା ଅଭିଯୋଗରେ ମୁରିବାହାଲ ଥାନା ପତ୍ରାପାଲି (କ) ପଞ୍ଚାୟତ ଲାରିପାଲି ଗାଁର ବିମଳେଶ୍ବର ଭୋଇ (୨୪)କୁ ଦେବଙ୍ଗ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିବା ପରେ ପୁଲିସ ଜିମାରେ ଦେଇଛନ୍ତି। ତା ସହିତ ଥିବା ଅନ୍ୟ ଦୁଇଜଣ ଫେରାର ହୋଇଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ତପୋବନ ଟନେଲରୁ ଆଉ ୫ ଶବ ଉଦ୍ଧାର ହେବା ପରେ ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି

ଚମୋଲି: ଉତ୍ତରାଖଣ୍ଡର ଚମୋଲିରେ ଗତ ରବିବାର(ଫେବ୍ରୁଆରି—୭)ରେ ଗ୍ଲାସିୟର ଫାଟିବାରୁ ଅଚାନକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଆଜି ମଧ୍ୟାହ୍ନ ସୁଦ୍ଧା ତପୋବନ ଟନେଲରୁ ଆଉ ୫ଟି ଶବ ଉଦ୍ଧାର କରାଯିବା ପରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ନେତ୍ରୀଙ୍କ ବିବାଦୀୟ ବୟାନ: କୃଷକଙ୍କୁ ମଦ ଓ ଟଙ୍କା ଦିଅ ପଛେ, ଆନ୍ଦୋଳନ କିନ୍ତୁ ଜାରି ରହୁ

ଚଣ୍ଡୀଗଡ଼: କୃଷକ ଆନ୍ଦୋଳନକୁ ନେଇ ହରିୟାଣାର ଜଣେ ନେତ୍ରୀ ବିବାଦୀୟ ବୟାନ ଦେଇଛନ୍ତି | କୃଷକ ଆନ୍ଦୋଳନକୁ ନେଇ ହରିୟାଣାର କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ କଂଗ୍ରେସ ନେତ୍ରୀ ବିଦ୍ୟା ଦେବୀ ଜିନ୍ଦରେ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି | ବିଦ୍ୟା ଦେବୀ କଂଗ୍ରେସର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଯୌତୁକ ସାମଗ୍ରୀ ନେଇ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ୨ମୃତ; ୨୪ରୁ ଅଧିକ ଗୁରୁତର 

କୋମନା : ସୋମବାର ଅପରାହ୍ଣ ୩ଟାରେ ଝିଅ ବାହାଘର ସାମଗ୍ରୀ ସହ ପରିବାର ଲୋକଙ୍କୁ ଧରି ବର ଘରକୁ ଯାଉଥିବା ବେଳେ ଏକ ପିକ୍‌ଅପ୍‌ ଗାଡ଼ି କୋମନା ଥାନା କ୍ରିଷ୍ଣା ଛକ ଜାତୀୟ ରାଜପଥ ୩୫୩ରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଆହତ…
ଅଧିକ ଖବର ଦେଖନ୍ତୁ...

ମେକାନିକଙ୍କ ପାଇଁ ଆପଣଙ୍କୁ ଦେବାକୁ ପଡିପାରେ ଫାଇନ

ନୋଏଡା: ଆପଣ ଆପଣଙ୍କ କାର କିମ୍ବା ବାଇକ କୌଣସି ମେକାନିକଙ୍କୁ ସଜାଡ଼ିବାକୁ ଦେଉଛନ୍ତି କି ? ଯଦି ହଁ, ତେବେ ମେକାନିକଙ୍କ ଗୋଟିଏ ଭୁଲ ପାଇଁ ଆପଣଙ୍କୁ ଫାଇନ ଦେବାକୁ ପଡିପାରେ | ନୋଏଡା ଟ୍ରାଫିକ ପୁଲିସ ବର୍ତ୍ତମାନ ଏଭଳି କିଛି ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ଗ୍ୟାରେଜ ସାମ୍ନାରେ ଛିଡା…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌କୁ ଧକ୍କା ଦେଲା କାର୍‌: ଜଣେ ମୃତ

ସୁନ୍ଦରଗଡ଼: ଆଜି ସକାଳୁ ବିଜୁ ଏକ୍ସପ୍ରେସ ୱେ କରମଡିହି ନିକଟରେ ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ଦ୍ରୁତଗତିରେ ଯାଉଥିବା ଏକ କାର (ସିଜି ୦୪ ଏଜେଡ୍‌ ୯୪୦୧) ପଛପଟୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣେ ଗୁରୁତରଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଡାକ୍ତରଖାନା ନିଆଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୨୮ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହରରେ ବଢ଼ିଲା ନାଇଟ କର୍ଫ୍ୟୁ ଅବଧି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଗୁଜୁରାଟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ଗୁଜୁରାଟର ୪ଟି ସହରରେ ନାଇଟ କର୍ଫ୍ୟୁ ଅବଧି ବଢ଼ାଇଦିଆଯାଇଛି। ଫେବ୍ରୁଆରି ୨୮ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହର ଲାଗୁ ହେବ ନାଇଟ କର୍ଫ୍ୟୁ । ଅହମଦାବାଦ,…
ଅଧିକ ଖବର ଦେଖନ୍ତୁ...

ଭାରତର କୂଟନୀତି ଓ ସେନା ଦେଖାଇଲା ଦମ୍: ପୋଙ୍ଗଙ୍ଗ ହ୍ରଦ ନିକଟ ଫିଙ୍ଗର-୪ରୁ ହଟିଲେ ଚୀନ ସେନା

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ସୀମାକୁ ନେଇ ଚାଲିଥିବା କଥାବାର୍ତ୍ତାର ଆଜି ପ୍ରଭାବ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ଅନୁସାରେ ପୂର୍ବ ଲଦାଖର ପୋଙ୍ଗଙ୍ଗ ହ୍ରଦ ନିକଟ ଫିଙ୍ଗର-୪ ଅଞ୍ଚଳରୁ ଚୀନ ସୈନିକ ପଛକୁ ଫେରିଯାଇଛନ୍ତି | ପୋଙ୍ଗଙ୍ଗ ହ୍ରଦର ଉତ୍ତରରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ଚିଠା ପ୍ରସ୍ତାବ ଚୂଡ଼ାନ୍ତ, ଜୁନ୍ ପହିଲାରୁ ଆରମ୍ଭ ହେବ କାର୍ଯ୍ୟ

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ଚିଠା ପ୍ରସ୍ତାବକୁ ଚୂଡ଼ାନ୍ତ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । କେତେକ ସଂଶୋଧନ ସହ ଏହି ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି । ୩୦ ଡିସେମ୍ବର ୨୦୧୯ରେ ପ୍ରକଳ୍ପର ଚିଠା…
ଅଧିକ ଖବର ଦେଖନ୍ତୁ...