ଭଦ୍ରକ ନେହେରୁ ଷ୍ଟାଡିୟମ ଦଖଲକୁ ନେଲା ପ୍ରଶାସନ; ଷ୍ଟାଡିୟମର ବିକାଶ ହେବ: ଜିଲ୍ଲାପାଳ
ଭଦ୍ରକ: ଭଦ୍ରକର ନେହେରୁ ଷ୍ଟାଡିୟମକୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ବଳରେ ଜିଲ୍ଲା ପ୍ରଶାସନ ନିଜ ଦଖଲକୁ ନେଇଛି। ଏଣିକି ନେହେରୁ ଷ୍ଟାଡିୟମର ବିକାଶ ଓ ଏହାର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଜିଲ୍ଲା ପ୍ରଶାସନ କରିବା ବୋଲି ଆଜି ଜିଲ୍ଲାପାଳ ଡଃ. ଜ୍ଞାନ ଦାସ ସମ୍ବାଦକୁ କହିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...