Daily Archives

February 16, 2021

ଆଜି ରାଜ୍ୟରୁ ସୁସ୍ଥ ହେଲେ ୬୩ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର:  ରାଜ୍ୟରୁ ୬୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୩୭୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ଆଜି ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୟୁରଭଞ୍ଜରୁ ୭ଜଣ, ଝାରସୁଗୁଡ଼ାରୁ ୬ଜଣ,…
ଅଧିକ ଖବର ଦେଖନ୍ତୁ...

ମମତାଙ୍କ ‘ମା ରୋଷେଇ ଘର’ ନିର୍ବାଚନୀ ବୈତରଣୀ ପାର କରାଇବାରେ ସହାୟକ ହେବ କି ?

କୋଲକାତା: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ଦିଦିଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ହରାଇ ରାଜ୍ୟର ଶାସନ କ୍ଷମତା ନିଜ ହାତକୁ ନେବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଏବେ ଫୁଲଦମ୍‌ରେ କସରତ୍‌ ଆରମ୍ଭ କରିଦେଇଛି। ଟିଏମ୍‌ସିର ଅସନ୍ତୁଷ୍ଟ ନେତାମାନଙ୍କୁ ବିଜେପି ନିଜ…
ଅଧିକ ଖବର ଦେଖନ୍ତୁ...

ମେଡିକାଲ କଲେଜରେ ନାଁ ଲେଖାଇଦେବାକୁ କହି ୧୫ ଲକ୍ଷ ଟଙ୍କା ଠକିନେଲା ଦଲାଲ୍; ବାନ୍ଧିଲା ପୁଲିସ

ଭୁବନେଶ୍ବର: ମହଙ୍ଗା ପଡିଲା ମେଡିକାଲ କଲେଜରେ ନାମ ଲେଖାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା । ତେବେ ଏହାରି ଭିତରେ ଅଭିଯୁକ୍ତ ୧୦ ଲକ୍ଷ ଟଙ୍କା ଫେରାଇ ଦେଇଛି । ଗାଡି ନମ୍ବର ୱାନ, ଠକେଇରେ ବି ବାବୁ ନମ୍ବର ୱାନ୍ । ତେବେ ଏହି ଭିଆଇପି ମାର୍କା ୪୦ ଲକ୍ଷ ଟଙ୍କାର ଭିଆଇପି ଗାଡିରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀପାତାଳୀ କ୍ଷେତ୍ରରେ ବିିଦ୍ୟୁତ ବିଭାଗର ଅବହେଳା; ଅନ୍ଧାରରେ ରହିଲେ ସଡ଼କ ଓ ପରିବହନ ମନ୍ତ୍ରୀ

ଉଲୁଣ୍ଡା: ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା ପାଇଁ ଦୀର୍ଘ ସମୟ ଧରି ରାଜ୍ୟ ବାଣିଜ୍ୟ, ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଅନ୍ଧାରରେ ରହିବାକୁ ପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଶ୍ରୀପାତାଳୀ କ୍ଷେତ୍ରରେ ଆଜି ଏହି ଅଭାବନୀୟ ପରିସ୍ଥିତି ଦେଖାଯାଇଛି।…
ଅଧିକ ଖବର ଦେଖନ୍ତୁ...

ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ନୂଆଦିଲ୍ଲୀ : ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ତେଲେଙ୍ଗାନାର ରାଜ୍ୟପାଳ ଡ. ତାମିଲସାଇ ସୁନ୍ଦରରାଜନଙ୍କୁ ପୁଡ଼ୁଚେରୀର ଉପରାଜ୍ୟପାଳଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । କିରଣ ବେଦୀ ୨୦୧୬, ମେ ୨୯ରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ…
ଅଧିକ ଖବର ଦେଖନ୍ତୁ...

ଟୁଲକିଟ ହଟାଇଦିଅ, ୟୁଏପିଏ ଲାଗିପାରେ; ଗ୍ରେଟାଙ୍କୁ ଏଭଳି ମେସେଜ କରିଥିଲେ ଦିଶା

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରି ଭାରତରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପରିବେଶ କର୍ମୀ ଗ୍ରେଟା ଥନବର୍ଗ ଟୁଇଟ କରିଥିବା ଟୁଲକିଟର ସମ୍ପାଦନା କରିଥିବାରୁ ବେଙ୍ଗାଲୁରୁର ଯୁବ ଜଳବାୟୁ କର୍ମୀ ଦିଶା ରବି(୨୧)ଙ୍କୁ ଦିଲ୍ଲୀ ପୁଲିସ ଶନିବାର ଗିରଫ…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଚଢ଼ାଉ: ୪୪୫୦ ଲିଟର ପୋଚ ନଷ୍ଟ, ୫୪୦ ଲିଟର ଦେଶୀ ମଦ ଜବତ

ବୋରିଗୁମ୍ମା: କୋରାପୁଟ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୋରିଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ହୋଇଥିଲା। କୋରାପୁଟ ଅବକାରୀ ଅଧିକ୍ଷକ ଲକ୍ଷ୍ମୀଧର ପରିଡାଙ୍କ ନିର୍ଦେଶ କ୍ରମେ ଅବକାରୀ ଓ ପୁଲିସ ବୋରିଗୁମ୍ମା ବ୍ଲକର ଦେଶୀ ମଦର କୁଟୀର ଶିଳ୍ପ…
ଅଧିକ ଖବର ଦେଖନ୍ତୁ...

ଭାରତ-ଇଂଲଣ୍ଡ ପିଙ୍କ ବଲ ଟେଷ୍ଟ: ଘୋଷଣା ହେଲା ୧୧ ଜଣିଆ ଇଂଲଣ୍ଡ ଦଳ, ସାମିଲ ହେଲେ ଜନି ବେୟାରଷ୍ଟୋ, ମାର୍କ ଉଡ୍

ଲଣ୍ଡନ୍:  ଭାରତ-ଇଂଲଣ୍ଡ ମଧ୍ୟରେ ଫେବୃଆରି ୨୪ ତାରିଖରେ ଅହମ୍ମଦାବାଦରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ । ଏହି ଟେଷ୍ଟ ଡେ’-ନାଇଟ ଖେଳାଯିବ । ଏହା ପୂର୍ବରୁ ଇଂଲଣ୍ଡ ତାର ୧୧ ଜଣିଆ ଦଳ ଘୋଷଣା କରିଛି । ଦଳରେ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଓ ବୋଲର ମାର୍କ ଉଡଙ୍କୁ ସାମିଲ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଆପାର୍ଟମେଣ୍ଟରେ ହୋଇଥିବା ପାର୍ଟିିରେ ଯୋଗ ଦେଇ କରୋନା ଆକ୍ରାନ୍ତ ହେଲେ ୧୦୩ଜଣ ଲୋକ

ବେଙ୍ଗାଲୁରୁ: କରୋନା କାଳରେ ପାର୍ଟିିି କରିବା ପଡ଼ିଲା ମହଙ୍ଗା। ୪୫ଜଣଙ୍କ ପାଇଁ ‌କରୋନା ଆକ୍ରାନ୍ତ ହେଲେ ୧୦୩ଜଣ ଲୋକ। ଆପାର୍ଟମେଣ୍ଟରେ ହୋଇଥିବା ପାର୍ଟିିରେ ଯୋଗ ଦେଇଥିବା ୪୫ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ସହ ସେମାନଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ ମଧ୍ୟ କରୋନା…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କୁ ୫ କିଲୋ ସୁନା ଦାନ କଲେ ଶ୍ରଦ୍ଧାଳୁ

ପୁରୀ : ପବିତ୍ର ଶ୍ରୀପଞ୍ଚମୀ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାୟ ୪ କିଲୋ ୮୫୮ ଗ୍ରାମ ସୁନା ଓ ପ୍ରାୟ ୩ କିଲୋ ୮୭୬ ଗ୍ରାମ ରୁପା ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ଆଜି ଉକ୍ତ ଶ୍ରଦ୍ଧାଳୁଙ୍କ ପ୍ରତିନିଧି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ସୁନା ଅଳଙ୍କାର ଦାନ କରିଛନ୍ତି । ଏସବୁ…
ଅଧିକ ଖବର ଦେଖନ୍ତୁ...