Daily Archives

February 17, 2021

ସଂଜ ହେଲେ ଗାଁ ଦାଣ୍ତରେ ଭାଲୁ! ଅଙ୍ଗାରୁଆ ଲୋକ ଭୟଭୀତ

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ତ  ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଗଁପୁର ପଞ୍ଚାୟତ ଅଙ୍ଗାରୁଆ ଗାଁରେ କିଛି ଦିନ ହେବ ସଂଜ ହେଲେ ଭାଲୁ  ଉତ୍ପାତ କରୁଥିବା ଦେଖିବାକୁ ମିଳିଛି । ଲୋକେ ସଂଜ ପରେ ଗାଁ ବାହାରକୁ ଯିବାକୁ ଭୟ କରୁଛନ୍ତି । ଗତ କିଛି ଦିନ ହେଲା ତିନୋଟି…
ଅଧିକ ଖବର ଦେଖନ୍ତୁ...

କ୍ୟାନ୍ସର ଓ ଡାଏବେଟିସକୁ ମାତ ଦେଉଥିବା କଳା ଟମାଟୋ ଚାଷ ଭାରତରେ ଆରମ୍ଭ

ରାଞ୍ଚି: ଟମାଟୋର ରଙ୍ଗ କଣ ? ଆପଣ ନିଶ୍ଚିତ ଭାବେ ନାଲି ହିଁ କହିବେ | ତେବେ ଟମାଟୋର ରଙ୍ଗ କଳା ଯଦି କୁହାଯାଏ ଆପଣ ବିଶ୍ୱାସ ନ କରିପାରନ୍ତି | ଅଷ୍ଟ୍ରେଲିଆରେ ବହୁଳ ଭାବରେ ଚାଷ ହେଉଥିବା ଇଣ୍ଡିଗୋ ରୋଜ ଟମାଟୋ (କଳା ଟମାଟୋ)ର ଚାଷ ବର୍ତ୍ତମାନ ଝାଡ଼ଖଣ୍ଡରେ ଆରମ୍ଭ ହୋଇଛି | ଝାଡ଼ଖଣ୍ଡ ରାମଗଡର…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ନିୟୋଜିତ ହୋଇପାରନ୍ତି ୭୫୦ କମ୍ପାନୀରୁ ଅଧିକ ଫୋର୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଶ୍ଚିମବଙ୍ଗ ଗସ୍ତ ପରେ ଯେକୌଣସି ଦିନ ବିଧାନସଭା ନିର୍ବାଚନ ଘୋଷଣା କରାଯାଇପାରେ | ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ୨୩ ରୁ ୨୫ ମଧ୍ୟରେ ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
ଅଧିକ ଖବର ଦେଖନ୍ତୁ...

ମହିଳା ପଣ୍ଡିତ କଲେ ଦିୟାଙ୍କର ବାହାଘର

ମୁମ୍ବାଇ: ମହିଳା ସଶକ୍ତୀକରଣକୁ ନେଇ ସରକାରଙ୍କଠାରୁ ଜନସାଧାରଣ ସମସ୍ତେ ପ୍ରଚେଷ୍ଟା କରୁଛନ୍ତି | ତେବେ ଜଣେ ମହିଳା ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରି ବିବାହ କରିବା ଆପଣ କେବେ ଦେଖିଛନ୍ତି କି? ଯଦି ନା, ତେବେ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜାଙ୍କ ବାହାଘର ସମୟରେ ଏମିତି ଏକ ଫଟୋ ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ବାଇକ କିଣିବାକୁ ଯାଉଥିବା ବେଳେ ଦୁର୍ବୃତ୍ତ ଲୁଟିନେଲେ ୨ ଲକ୍ଷ ୧୦ ହଜାର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଗାଁରେ ଥିବା ହିରୋ ସୋ ରୁମର କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବଳଦେବ ବରିହାଙ୍କ ଠାରୁ କିଛି ଦୁର୍ବୃତ୍ତ ୨ଲକ୍ଷ ୧୦ ହଜାର ଟଙ୍କା ଲୁଟି ଫେରାର ମାରିଛନ୍ତି। ପ୍ରକାଶ ଯେ, ବଳଦେବ ବାଇକ କିଣିବା ପାଇଁ ବଲାଙ୍ଗୀର ଯାଉଥିଲେ। ସୁନାମୁଦି…
ଅଧିକ ଖବର ଦେଖନ୍ତୁ...

ଖୋଲା କାରରେ କନିଆଁ ନାଚୁଥିବାବେଳେ ଧକ୍କା ଦେଲା କାର, ଜାଣନ୍ତୁ ଦୁର୍ଘଟଣା ପରର ସ୍ଥିତି

ମୁଜାଫରନଗର: ଖୋଲା କାରରେ କନିଆଁ ନାଚୁଥିବାବେଳେ ହଠାତ ମାଡିଆସିଲା ଦ୍ରୁତଗାମୀ କାର | ଆଉ ଏହି କାର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁହୋଇଥିବାବେଳେ ୧୦ ଜଣରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି | ଉତ୍ତରପ୍ରଦେଶର ମୁଜାଫରନଗରରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ସମ୍ମୁଖରେ ଆତ୍ମାହୁତି ବାହାନା କରି ଗିରଫ ହେଲେ ଯୁବକ

ଭୁବନେଶ୍ବର: ବିଧାନସଭା ଆରମ୍ଭ ପୂର୍ବରୁ ଆଜି ପୁଲିସ ଡିଜି ବିଧାନସଭା ପରିସରରେ ସୁରକ୍ଷା ସମୀକ୍ଷା କରିବାର ୩ ଘଣ୍ଟା ପରେ ଅଘଟଣ ଘଟିଛି। ବିଧାନସଭା ଆଗରେ ଆଜି ପୁଣି ଥରେ ଆତ୍ମହୁତି ଉଦ୍ୟମ ହୋଇଛି। ଗତ ଅଧିବେଶନରେ ଏକାଧିକ ଆତ୍ମହୁତି ଉଦ୍ୟମ ପୁଲିସର ମୁଣ୍ଡ ବିନ୍ଧା କରିଥିବା ବେଳେ ଆଜିର ଏହି…
ଅଧିକ ଖବର ଦେଖନ୍ତୁ...

ବାକ୍ସରେ ଜମା କରିଥିଲେ ଟଙ୍କା, ଖାଇଗଲା ଉଇ

ହାଇଦ୍ରାବାଦ: କୁହାଯାଏ କଠିନ ପରିଶ୍ରମ ପରେ ବି ବେଳେବେଳେ ଭାଗ୍ୟ ସାଥ ନ ଦେଲେ ଜଣେ ବ୍ୟକ୍ତିଙ୍କର ସ୍ୱପ୍ନ ପୂରଣ ହୋଇପାରିନଥାଏ | କିଛି ଏମିତି ଏକ ଘଟଣା ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ ଘଟିଛି | ଏଠାରେ ଜଣେ ବ୍ୟକ୍ତିଙ୍କର ଜମାପୁଞ୍ଜିକୁ ଉଇମାନେ ଖାଇଦେଇଛନ୍ତି | ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପତ୍ନୀଙ୍କ ଗାଏବ, ରହସ୍ୟ ଉପରୁ ହଟିଲା ପରଦା

ନୂଆଦିଲ୍ଲୀ: ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ଉନଙ୍କ ପତ୍ନୀ ରି ସୋଲ୍ ଯୁ ଶେଷରେ ସର୍ବସମ୍ମୁଖକୁ ଆସିଛନ୍ତି । ପ୍ରାୟ ୧ବର୍ଷ ହେଲା ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁନଥିଲା । ଯାହାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଏପରିକି ସେ ଗୁରୁତର ଅସୁସ୍ଥ ହୋଇପଡିଥିବା କୁହାଯାଉଥିଲା…
ଅଧିକ ଖବର ଦେଖନ୍ତୁ...

୨୦ ଟଙ୍କାର ଗୁଟଖା ବାକିରେ ନ ଦେବାରୁ ଦୋକାନୀଙ୍କୁ ହତ୍ୟା

ପାଟନା: ବାକିରେ ଗୁଟଖା ନ ଦେବାରୁ ଦୋକାନୀଙ୍କୁ ହତ୍ୟା କଲେ ଜଣେ ଯୁବକ | ବିହାରର ସୁପୋଲ ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି | ଜଣେ ପାନ ଦୋକାନୀ ଯୁବକଙ୍କୁ ୨୦ ଟଙ୍କାର ଗୁଟଖା ବାକି ନ ଦେବାରୁ ଉତ୍ୟକ୍ତ ଯୁବକ ଜଣକ ବ୍ୟବସାୟୀଙ୍କୁ ଗୁଳି ମାରି ହତ୍ୟା କରିଛି | ମିଳିଥିବା ସୂଚନା ମୁତାବକ…
ଅଧିକ ଖବର ଦେଖନ୍ତୁ...